ବିଶ୍ୱ ଶ୍ରୀମତୀ ମୁକୁଟ ପିନ୍ଧିଲେ ସରଗମ କୌଶଲ
ଆମେରିକାରେ ଆୟୋଜିତ ସୁନ୍ଦରୀ ପ୍ରତିଯୋଗିତାରେ ଭାରତର ସରଗମ କୌଶଲ ଶ୍ରୀମତୀ ୱାଲର୍ଡ ୨୦୨୨-୨୩ ଟାଇଟଲ ଜିତିଛନ୍ତି । ୨୧ ବର୍ଷ ପରେ କୌଣସି ଭାରତୀୟ ଏହି ମୁକୁଟ ବିଜୟିନୀ ହୋଇଛନ୍ତି। ତାଙ୍କ ପୂର୍ବରୁ ଅଭିନେତ୍ରୀ ଆଦିତ୍ୟ ଗୋବିତ୍ରିକର ଏହି ଟାଇଟଲ ଜିତିଥିଲେ।…
ପୁଣି ଥରେ ପୁଅଙ୍କୁ ପ୍ରଶଂସା କଲେ ଅମିତାଭ
ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକଙ୍କ ପ୍ରତି ଥିବା ଭଲପାଇବା ଏବଂ ସମ୍ମାନ ବିଷୟରେ ସମସ୍ତ ପ୍ରଶଂସକ ଜାଣିଛନ୍ତି। ବିଗ୍ ବି’ ତାଙ୍କ ଟୁଇଟରରେ ପୁଣି ଥରେ ଅଭିଷେକଙ୍କ ପ୍ରଶଂସା କରିଛନ୍ତି। ରବିବାର ଅଭିଷେକଙ୍କ ଦଳ ଜୟପୁର ପିଙ୍କ୍ ପାନ୍ଥର୍ସ ପ୍ରୋ…
କେବେ ବିବାହ କରିବେ ପ୍ରଭାସ, ନିଜେ ଦେଲେ ଉତ୍ତର
‘ବାହୁବଳୀ’ ଫେମ୍ ପ୍ରଭାସଙ୍କ ଲଭ୍ ଲାଇଫ୍ ବିଷୟରେ ଜାଣିବାକୁ ତାଙ୍କ ପ୍ରଶଂସକ ବେଶ୍ ଆଗ୍ରହୀ। ପ୍ରଭାସ କେବେ ଏବଂ କାହାକୁ ବିବାହ କରିବେ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। ନିକଟରେ ଏକ ଶୋ’ରେ ପ୍ରଭାସ ଏସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି।…
ଖ୍ରୀଷ୍ଟମାସ ଅପେକ୍ଷାରେ ଆଲିଆ, ଫଟୋ ଶେୟାର କରି କହିଲେ…
ମୁମ୍ବାଇ: ୨୦୨୨ ବର୍ଷ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ତାଙ୍କ ଜୀବନରେ ସବୁଦିନ ପାଇଁ ସ୍ମରଣୀୟ ମୁହୂର୍ତ୍ତ ଦେଇ ଏହି ବର୍ଷ ଚାଲିଛି। ଏହି ବର୍ଷ ସେ ‘ଗଙ୍ଗୁବାଇ କାଠିଆଓ୍ବାଡି’, ‘ଆର୍ଆର୍ଆର୍’ ‘ଡାର୍ଲିଙ୍ଗ୍ସ’ ଏବଂ ‘ବ୍ରହ୍ମାସ୍ତ୍ର’ ଭଳି…
ଉର୍ଫିଙ୍କୁ ବଳାତ୍କାର ସହ ହତ୍ୟା ଧମକ
ମୁମ୍ବାଇ: ବିଗ ବସ ଓଟିଟି ଫେମ ଉର୍ଫି ଜାଭେଦ ପ୍ରାୟ ସବୁବେଳେ ରହିଥାଆନ୍ତି ଚର୍ଚ୍ଚାରେ । ତାଙ୍କର ଅତରଙ୍ଗି ଡ୍ରେସିଂ ସେନ୍ସକୁ ନେଇ ଜାଭେଦଙ୍କ ନାଁ ଏବେ ଚର୍ଚ୍ଚାରେ ରହିଆସୁଛି । ଏବେ ଉର୍ଫିଙ୍କୁ ନେଇ ଆସିଛି ଏକ ବଡ ଖବର…
‘ପଠାନ’ କି ‘ଯବାନ’ ନୁହେଁ ଏହି ଫିଲ୍ମ ପାଇଁ ଏକ୍ସାଇଟେଡ ଅଛନ୍ତି ଶାହାରୁଖ
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ରବିବାର ଅର୍ଥାତ୍ ୧୭ ଡିସେମ୍ବରରେ ଆସ୍କ ମି ଏନିଥିଙ୍ଗ ସେସନ ରଖିଛନ୍ତି । ଏହାରି ମାଧ୍ୟମରେ ଶାହାରୁଖ ତାଙ୍କ ପ୍ରଶଂସକଙ୍କ ସହ ଇଣ୍ଟରଆକ୍ସନ କରିଛନ୍ତି । ଏହି ପ୍ରଶ୍ନ-ଉତ୍ତର…
ଆୟୁଷ୍ମାନ ଖୁରାନାଙ୍କ ଏହି ଗୀତରେ ଡ୍ୟାନ୍ସ କଲେ କିଲି ପଲ୍
ଆଜିକାଲି ସମସ୍ତଙ୍କ ମୁଣ୍ଡରେ ପ୍ରାୟ ବଲିଉଡ୍ ନିଶା। ବଲିଉଡ୍ରେ ଯେଉଁ ଗୀତ ହିଟ୍ ହୋଇଥାଏ ସେହି ଗୀତରେ ଷ୍ଟେପ୍ ପକାଇବାକୁ ଭୁଲନ୍ତି ନାହିଁ ଯୁବପିଢ଼ି। ଏବେ ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଏକ ଗୀତ ‘ଜେଡା ନଶା’ଟ୍ରେଣ୍ଡ କରୁଛି। ସମସ୍ତେ ପ୍ରାୟ…
ଭ୍ୟାକେଶନରେ ପିସି
ମୁମ୍ବାଇ: ପାୱାର କପୁଲ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସ ନିଜ ବିଜି ସିଡ୍ୟୁଲରୁ ସମୟ ବାହାର କରି ନିଜ ଝିଅ ସହ ଟାଇମ ସ୍ପେଣ୍ଡ କରିବାକୁ ପସନ୍ଦ କରିନ୍ତ । ଫ୍ୟାମିଲି ଆଉଟିଂରୁ ଡିନର ଡେଟ ପର୍ଯ୍ୟନ୍ତ କପଲ ନୂଆ…
ବିଗ୍ବସ୍ ଏକ୍ସଟେନ୍ଶନ ଉପରେ ବାଜିଲା ମୋହର
ବମ୍ବେ: ଆଗକୁ ବଢ଼ିଲା ଫିନାଲେ ଡେଟ୍। ପ୍ରଶଂସକଙ୍କ ଭଲପାଇବାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ବିଗ୍ବସ୍ର ୧୬ତମ ସଂସ୍କରଣକୁ ଆଉ କିଛି ଦିନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏନେଇ କେବଳ ଚର୍ଚ୍ଚା ହେଉଥିଲା। ହେଲେ ଏବେ ଏଥିରେ ମୋହର ବାଜିଛି। ହୋଷ୍ଟ…
ଷ୍ଟିଫେନଙ୍କ ପାଇଁ ଏମିତି ଲେଖିଲେ ପ୍ରିୟଙ୍କା
ମୁମ୍ବାଇ: ହଲିଉଡ୍ର ପ୍ରସିଦ୍ଧ ଅଭିନେତା, ଡ୍ୟାନ୍ସର ତଥା ଡିଜେ ଷ୍ଟିଫେନ ବସ୍ ୪୦ ବର୍ଷରେ ଦୁନିଆକୁ ଅଲବିଦା କହିଛନ୍ତି। ସେ ନିଜେ ତାଙ୍କ ମୁଣ୍ଡକୁ ଗୁଳି କରି ଗତ ୧୩ ତାରିଖରେ ଆତ୍ମହତ୍ୟା କରିଥିଲେ। ତାଙ୍କର ଏହି ଆତ୍ମହତ୍ୟା ନେଇ ବନ୍ଧୁ…
‘କୁତ୍ତେ’ରେ ଅର୍ଜୁନଙ୍କ ନୂଆ ଲୁକ
ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ମୁଭି ‘କୁତ୍ତେ’ ଏବେ ଖୁବ୍ ଚର୍ଚ୍ଚାରେ । ପ୍ରଥମ ଦିନରୁ ହିଁ ଏହି ମୁଭି ତା’ର ଟାଇଟଲକୁ ନେଇ ଚର୍ଚ୍ଚାରେ ରହି ଆସୁଛି । ଏବେ ଅର୍ଜୁନ କପୁର ସୋସିଆଲ ମିଡିଆରେ ‘କୁତ୍ତେ’ର ଏକ…
ବିଗ୍ ବସ୍ରୁ ବାହାର ହେଲେ ଅବ୍ଦୁ
ବମ୍ବେ: ବିଗ୍ ବସ୍ରୁ ବାହାର ହୋଇଛନ୍ତି ଚର୍ଚ୍ଚିତ ପ୍ରତିଯୋଗୀ ମଧ୍ୟରୁ ଅନ୍ୟତମ ଅବ୍ଦୁ ରୋଜିକ୍। ଚଳିତ ସିଜନ୍ରେ ସେ ନିଜର ସରଳପଣ, କ୍ୟୁଟ୍ନେସ୍କୁ ନେଇ ଜଣାଶୁଣା। ନିଜର ନିଆରା ବ୍ୟକ୍ତିତ୍ୱ ଯୋଗୁ ତାଙ୍କର ପ୍ରଶଂସକ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।…
Archives


