ପିତାଙ୍କ ଜନ୍ମଦିନରେ ପିଲାଦିନର ଫଟୋ ଶେୟାର କଲେ ସୋନମ

ମୁମ୍ବାଇ: ଆଜି ଅର୍ଥାତ୍‌ ନଭେମ୍ବର ୨୪ରେ ଅଭିନେତା ଅନିଲ କପୁରଙ୍କ ଜନ୍ମଦିନ। ପିତାଙ୍କ ୬୬ତମ ଜନ୍ମଦିନରେ ଝିଅ ତଥା ଅଭିନେତ୍ରୀ ସୋନମ କପୁର କିଛି ପୁରୁଣା ଫଟୋ ଶେୟାର କରି ପିଲାଦିନର ସ୍ମୃତିକୁ ତାଜା କରିଛନ୍ତି। ଗୋଟିଏ ଫଟୋରେ ସେ ତାଙ୍କ ପିତାଙ୍କ କାନ୍ଧ ଉପରେ ବସିଥିବା ବେଳେ ଆଉ ଏକ ଫଟୋରେ ନିଜ ପୁଅ ବାୟୁକୁ ଅନିଲ କପୁର ଧରିଥିବା ନଜର ଆସିଛନ୍ତି। ଅନ୍ୟ ଏକ ଫଟୋରେ ଭଉଣୀ ରିୟାଙ୍କ ସହ ନଜର ଆସିଛନ୍ତି ସୋନମ। ସେ ଏକ ବିସ୍କୁଟ ପ୍ୟାକେଟ ହାତରେ ଧରିଛନ୍ତି। ଅନିଲ ଏକ ଚାଦର ଘୋଡ଼ାଇ ହୋଇ ମଝିରେ ତାଙ୍କୁ ଚାହିଁଛନ୍ତି।

ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ସୋନମ ପିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଏକ ସୁନ୍ଦର ବାର୍ତ୍ତା ଲେଖିଛନ୍ତି। ସୋନମ ଲେଖିଛନ୍ତି, ସମଗ୍ର ଦୁନିଆର ଶ୍ରେଷ୍ଠ ଡାଡିଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୁଁ ତୁମକୁ ଭଲପାଏ। ତୁମେ ଶ୍ରେଷ୍ଠ। ତୁମେ ଆମ ପାଇଁ ଯାହା କିଛି କର, ସମସ୍ତେ ଏହି ଆଶୀର୍ବାଦ ପାଇବା ଉଚିତ୍‌। ତୁମକୁ ଭଲପାଏ ଡାଡି।

ଏହି ଫଟୋଗୁଡ଼ିକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି। ଅନିଲଙ୍କ ଜନ୍ମଦିନରେ ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଫଟୋଗୁଡ଼ିକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି। ଅନିଲଙ୍କ ଜନ୍ମଦିନରେ ବଲିଉଡ୍‌ର ସେଲିବ୍ରିଟିମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋ ଭୋ ହୋଇ କାନ୍ଦିଲେ ବାହୁବଳୀ ପ୍ରଭାସ

ତେଲୁଗୁର ଜଣାଶୁଣା ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ୟୁଭି କ୍ରିଷ୍ଣମ ରାଜୁଙ୍କ ପରଲୋକ ଘଟିଛି। ତାଙ୍କ ଦେହାନ୍ତରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା...

ସାମ୍ନାକୁ ଆସିଲେ ଅମିର-କିରଣ: ହାତ ଧରାଧରି ହୋଇ କହିଲେ,‘ଆମେ ଗୋଟିଏ ପରିବାର’

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଏବଂ ସ୍ତ୍ରୀ କିରଣ ରାଓ ଛାଡପତ୍ର ଘୋଷଣା କରିଛନ୍ତି। ଉଭୟ ପାରସ୍ପରିକ ସହମତି ଦ୍ୱାରା ଅଲଗା ହୋଇଛନ୍ତି। ଛାଡପତ୍ର...

ଭାଇ ଅର୍ଜୁନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଜାହ୍ନବୀ

ମୁମ୍ବାଇ: ଆଜି ଅର୍ଥାତ୍‌ ଜୁନ୍‌ ୨୬ରେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ସେ...

ଧୋନୀ ମୋ ହିରୋ: ରଶ୍ମିକା

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ ତଥା ନ୍ୟାଶନାଲ କ୍ରସ ରଶ୍ମିକା ମନ୍ଦନା ନିଜର ଚୁଲବୁଲୀ ସ୍ବଭାବକୁ ନେଇ ଜଣାଶୁଣା। ‘ଡିଅର୍‌ କ୍ରୋମ୍ରେଡ୍‌’ ଚଳଚ୍ଚିତ୍ରରେ...

ଗାଏବ ହେବାକୁ ନିଷ୍ପତ୍ତି ନେଇ ଚମକାଇଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର କିଛି ନା କିଛି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡ଼ିଆରେ ବେଶ୍‌ ଆକ୍ଟିଭ୍‌ ସେ। ବ୍ୟକ୍ତିଗତ ଏବଂ...

ଲଣ୍ଡନରେ ପହଞ୍ଚିଲେ ଏହି ଦମ୍ପତି, ପାଳନ କରିବେ ପ୍ରଥମ ବିବାହ ବାର୍ଷିକୀ

ମୁମ୍ବାଇ: ଅଭିନେତ୍ରୀ ଦିଶା ପରମାର, ସ୍ବାମୀ ତଥା ଗାୟକ ରାହୁଲ ବୈଦଙ୍କ ବିବାହକୁ ଜୁଲାଇ ୧୬ରେ ବର୍ଷେ ପୂରିବ। ସେଥିପାଇଁ ଏହି ଦମ୍ପତି ଲଣ୍ଡନରେ ପହଞ୍ଚିଛନ୍ତି।...

୨ଶହ କୋଟି କ୍ଲବରେ ସାମିଲ ହେଲା ତାନାଜୀ

ମୁମ୍ବାଇ: ବଲିଉଡ୍‌ ନାୟକ ଅଜୟ ଦେବଗନ ଓ କାଜଲଙ୍କ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ଓ୍ବାରିୟର’ ୨ଶହ କୋଟି କ୍ଳବରେ ସାମିଲ ହୋଇଛି। ଫିଲ୍ମ...

ରିୟା ସେନ୍‌ଙ୍କୁ ୪୦ ପୂରିଲା: ବିବାହ ପୂର୍ବରୁ ଥିଲେ ଗର୍ଭବତୀ !

ମୁମ୍ବାଇ,୨୪।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରିୟା ସେନ୍‌ଙ୍କୁ ରବିବାର ୪୦ ବର୍ଷ ପୂରଣ ହୋଇଛି। ସେ ୪୧ ବର୍ଷରେ ପାଦ ଦେଇଛନ୍ତି। ୧୯୮୧ ଜାନୁୟାରୀ ୨୪ରେ...

Advertisement
Archives

Model This Week