ଫିଲ୍ମ ବ୍ୟତୀତ ଘରଭଡ଼ାରୁ ଏତିକି ଟଙ୍କା ରୋଜଗାର କରିଥାନ୍ତି କାଜଲ

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ଫିଲ୍ମ ଏବଂ ବିଜ୍ଞାପନରେ କାମ କରିବା ପାଇଁ ବହୁତ ଫି’ ଦାବି କରିଥାନ୍ତି। କିନ୍ତୁ ଏହି ସେଲିବ୍ରିଟିମାନଙ୍କ ରୋଜଗାରର ଉତ୍ସ କେବଳ ଏହା ମଧ୍ୟରେ ବି ସୀମିତ ନୁହେଁ। ଅନେକ ଷ୍ଟାର୍‌ ଫିଲ୍ମ, ସିରିୟଲ, ବିଜ୍ଞାପନରୁ ଯେତିକି ବି ପାରିଶ୍ରମିକ ପାଇଥାନ୍ତି ତା’ଠୁ ଢେର ରୋଜଗାର କରିଥାନ୍ତି ନିଜ ଘରକୁ ଭଡ଼ା ଦେଇ। ଏହି ସେଲିବ୍ରିଟିମାନଙ୍କ ମଧ୍ୟରୁ ଅଭିନେତ୍ରୀ କାଜଲ ହେଉଛନ୍ତି ଅନ୍ୟତମ।

୯୦ ଦଶକରେ ପ୍ରତ୍ୟେକ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ ଏହି ଅଭିନେତ୍ରୀ। ବର୍ତ୍ତମାନ ସୁଦ୍ଧା ସେ ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। କାଜଲ ସୁପରଷ୍ଟାର ଅଜୟ ଦେବଗନଙ୍କୁ ବିବାହ କରିବା ପରେ ତାଙ୍କ ସହିତ ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ରହୁଛନ୍ତି। ମୁମ୍ବାଇସ୍ଥିତ ଏକ ଆପାର୍ଟମେଣ୍ଟରୁ ଭଡ଼ା ବାବଦରେ କାଜଲ ମାସକୁ ୯୦୦୦୦ ଟଙ୍କା ରୋଜଗାର କରିଥାନ୍ତି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କ ସବୁଠାରୁ ବଡ ଫ୍ଲପ ମୁଭି ହେଲା ‘ଧାକଡ’

ମୁମ୍ବାଇ: କଙ୍ଗନାଙ୍କ ରାଶି ଚକ୍ରରେ ଏବେ ଭଲ ନାହିଁ ବୋଧହୁଏ । ବଡ ଆଶା ନେଇ କଙ୍ଗନାଙ୍କ ଅଭିନୀତ ଫିଲ୍ମ ‘ଧାକଡ’ ସିନେମା ହଲରେ ରିଲିଜ୍...

ଧୋନୀଙ୍କ ଠାରୁ ଅନେକ କିଛି ଶିଖିବାର ଅଛି

ଦୀର୍ଘବର୍ଷ ଧରି ଓଡ଼ିଶା କ୍ରିକେଟ ଦଳର ଫିଜିଓ ଦାୟିତ୍ୱରେ ଅଛନ୍ତି ଶୁଭକାନ୍ତ ସାହୁ। ଏପରିକି ପ୍ରଥମ ଓଡ଼ିଆ ଭାବେ ବିସିସିଆଇର ଲେଭଲ-୧ ଫିଜିଓ କୋର୍ସରେ ସେ...

ପ୍ରଥମ ଦିନରେ ୧୩୦ କୋଟିରୁ ଅଧିକ ଟଙ୍କା ଆୟ କରିଛି ‘କେଜିଏଫ-୨!

ରକିଂ ଷ୍ଟାର୍‌ ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ-୨’ ଏପ୍ରିଲ ୧୪ରେ ରିଲିଜ୍‌ ହୋଇଯାଇଛି। ଫିଲ୍ମ ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ‘ଆର୍‌ଆର୍‌ଆର୍‌’କୁ ମଧ୍ୟ ପଛରେ...

ଖାସ୍‌ ଅନ୍ଦାଜ୍‌ରେ ଭାଉଜଙ୍କୁ ସ୍ବାଗତ କଲେ କ୍ୟାଟ୍ରିନାଙ୍କ ଦିଅର

ବଲିଉଡ ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଡିସେମ୍ବର ୯ରେ ରାଜକୀୟ ଢଙ୍ଗରେ ବିବାହ କରିଥିଲେ। ରାଜସ୍ଥାନର ସୱାଇ ମାଧୋପୁର ଜିଲାର ବାରୱାରାର ୭୦୦...

୨ ମାସ ପୂର୍ବରୁ ଆଲିଆ ଗର୍ଭବତୀ ଥିବା କହିଥିଲେ ଜଣେ ମହିଳା, ବ୍ୟାନ ହୋଇ ଯାଇଥିଲା ଆକାଉଣ୍ଟ

ଅଭିନେତ୍ରୀ ଆଲିଆ ଭଟ୍ଟ ବିବାହର ମାତ୍ର ୨ ମାସ ପରେ ସେ ଗର୍ଭବତୀ ଥିବା ଜଣାଇଥିଲେ। ଏହି ଖୁସି ଖବର ଶୁଣିବା ପରେ ତାଙ୍କ ପ୍ରଶଂସକ...

ନୂଆ ସିନେମା ଧର୍ମାସୁର

ଏକ ଭିନ୍ନଧରଣର କାହାଣୀକୁ ଆଧାର କରି ପ୍ରସ୍ତୁତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ଧର୍ମାସୁର’। ୧୯୬୦ର ଏକ ଜାତିଭିତ୍ତିକ ଘଟଣାକୁ ନେଇ ଏହି ଫିଲ୍ମର...

ଭିଡିଓରେ ଏଭଳି କହିଲେ କାଟ୍ରିନା…

ମୁମ୍ବାଇ: ଫିଲ୍ମ ସୂର୍ଯ୍ୟବଂଶୀକୁ ନେଇ ଉତ୍ସାହିତ ଅଛନ୍ତି ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଓ ଅକ୍ଷୟ କୁମାର। କାଟ୍ରିନା କୈଫ୍‌ ଏକ ଭିଡିଓ ମାଧ୍ୟମରେ ଏହା ଦେଖାଇଛନ୍ତି। ସବୁଠାରୁ...

ପ୍ରବଳ ସୁନା ପିନ୍ଧନ୍ତି ବଲିଉଡ୍‌ର ଏହି ପ୍ରସିଦ୍ଧ ଗାୟକ, କାରଣ ଜାଣିଲେ ହେବେ ଚକିତ

ବଲିଉଡରେ ଗାୟକ ତଥା କମ୍ପୋଜର ବାପି ଲହରୀ ଦୀର୍ଘ ଦିନ ହେବ କାମ କରୁଛନ୍ତି। ୫୦୦ରୁ ଅଧିକ ଗୀତ ରଚନା କରିଥିବା ବାପି ଜଣେ କିମ୍ବଦନ୍ତୀ...

Advertisement
Archives

Model This Week