ମନୋରଞ୍ଜନ

‘ପଠାନ’ର ସଫଳତାକୁ ଦେଖି ବିଳିବିଳାଇଲେ କଙ୍ଗନା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ନିକଟରେ ଟୁଇଟରକୁ ଫେରିଛନ୍ତି । ଆଉ ଫେରିବା ପରେ ପୁଣିଥରେ ବଲିଉଡ ଉପରେ ହମଲା କରିଦେଇଛନ୍ତି । ଏବେ କଙ୍ଗନାଙ୍କ ଟାର୍ଗେଟରେ ରହିଛନ୍ତି, ବଲଇଉହ ବାଦଶାହା ଶାହାରୁଖ ଖାଁ ଓ ତାଙ୍କ ଅଭିନୀତ ମୁଭି…

କପିଲଙ୍କ ହାତରେ ବଡ଼ ପ୍ରୋଜେକ୍ଟ

ମୁମ୍ବାଇ: ‘ଦ କପିଲ ଶର୍ମା ଶୋ’ ଦର୍ଶକଙ୍କୁ ବହୁତ ମନୋରଞ୍ଜନ ଯୋଗାଇଥାଏ। ପ୍ରତି ଶନିବାର ଏବଂ ରବିବାରରେ କପିଲ ଶର୍ମା ତାଙ୍କ ଶୋ’ ମାଧ୍ୟମରେ ପ୍ରଶଂସକଙ୍କୁ ହସାଇ ହସାଇ ବେଦମ କରିଦିଅନ୍ତି। କମେଡ଼ି ଶୋ’ ବ୍ୟତୀତ କପିଲ ମଧ୍ୟ କିଛି ଫିଲ୍ମରେ…

ଗାୟକ କୈଳାଶ ଖେରଙ୍କ ଉପରକୁ ଆକ୍ରମଣ

ବେଙ୍ଗାଲୁରୁ,୩୦।୧: କର୍ନାଟକରେ ଏକ ସଙ୍ଗୀତ କନସର୍ଟ ସମୟରେ ହିନ୍ଦୀ ସିନେମାର ଜଣାଶୁଣା ଗାୟକ କୈଳାଶ ଖେରଙ୍କ ଉପରକୁ ଆକ୍ରମଣ କରାଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜାନୁଆରୀ ୨୯ରେ କୈଳାଶ କର୍ନାଟକରେ ଏକ ସଙ୍ଗୀତ କନସର୍ଟ ପାଇଁ ଉପସ୍ଥିତ ଥିଲେ। ଏହି…

ଏହି ଅଭିନେତ୍ରୀ କେବେ କରିନାହାନ୍ତି କିସ୍‌ ସିନ୍‌, କାରଣ ଜାଣିଲେ…

ମୁମ୍ବାଇ: ଏକ ସମୟ ଥିଲା. ଯେତେବେଳେ ବୋଲ୍ଡ ସିନ୍‌ ଦେବା ଇଣ୍ଡଷ୍ଟ୍ରିରେ ବଡ଼ କଥା ଥିଲା। ଆଜିର ଫିଲ୍ମରେ ବୋଲ୍ଡ ଏବଂ ଅନ୍ତରଙ୍ଗ ସିନ୍‌ ସାଧାରଣ ହୋଇଗଲାଣି। କିସ୍‌ ସିନ୍‌ ତ ଦୂରର କଥା ସେହି ସମୟରେ ଅଭିନୟ କରୁଥିବା ଅଭିନେତ୍ରୀମାନଙ୍କୁ…

ରେକର୍ଡ ଭାଙ୍ଗିଲା ‘ପଠାନ’

ହିନ୍ଦୀ ସିନେମା ପାଇଁ ଚଳିତ ବର୍ଷ ଆରମ୍ଭ ଧମାକାଦାର ରହିଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରି ବଲିଉଡକୁ ଏକ ବଡ ଲାଇଫଲାଇନ ଦେଇଛି। ଦୀର୍ଘ ଦିନ ପରେ ପ୍ରଶଂସକମାନେ କିଙ୍ଗ ଖାନଙ୍କ ପ୍ରତ୍ୟାବର୍ତ୍ତନକୁ…

ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କ ପରଲୋକ

ପୁରୀ ଅଫିସ ୩୦ା୧:ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବରିଷ୍ଠ ମଞ୍ଚ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୬ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳ ୧୦ଟାରେ…

କମ୍‌ ବୟସରେ ଆଖିବୁଜିଲେ ଏହି ଅଭିନେତ୍ରୀ

ଟିଭି ସିରିଜ୍‌ ‘୨୪’ରେ ଏଫ୍‌ବିଆଇ ଏଜେଣ୍ଟ ଭୂମିକାରେ ନଜର ଆସିଥିବା ଜଣାଶୁଣା ଅଭିନେତ୍ରୀ ଆନି ୱର୍ସିଂଙ୍କ ୪୫ ବର୍ଷ ବୟସରେ ପରଲୋକ ଘଟିଛି। ଗତ କିଛିଦିନ ହେବ ଓ୍ବର୍ସିଂ କ୍ୟାନସର୍‌ ସହ ଲଢେଇ କରୁଥିଲେ। ସେଣ୍ଟ ଲୁଇସରେ ଜନ୍ମଗ୍ରହଣ କରିଥିବା ୱର୍ସିଂ…

ଶେହନାଜଙ୍କ ହାତରେ ବଡ଼ ଫିଲ୍ମ ଅଫର

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ ପରଠାରୁ ଶେହନାଜ ଗିଲ୍‌ଙ୍କ ଡିମାଣ୍ଡ ବଢ଼ିଚାଲିଛି। ସେ ଏପର୍ଯ୍ୟନ୍ତ ବଲିଉଡ୍‌ରେ ଡେବ୍ୟୁ କରିନାହାନ୍ତି କିନ୍ତୁ ତାଙ୍କ ନିକଟକୁ ଫିଲ୍ମର ଅଫର ପରେ ଅଫର ଆସୁଛି। ଶେହନାଜ ସଲମାନ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘କିସି କା ଭାଇ କିସି…

ପ୍ରେଗ୍ନେନସି ଖବର ଭିତରେ କିଛି ଏମିତି ଅବତାରରେ ନଜର ଆସିଲେ କ୍ୟାଟ୍ରିନା

ମୁମ୍ବାଇ: ବେଶ କିଛିଦିନ ହେବ ଆଲୋଚନା ହେଉଛି କି ବଲିଉଡ ବିୟୁଟି କ୍ୟାଟ୍ରିନା କୈଫ ମାଆ ହେବାକୁ ଯାଉଛନ୍ତି । ବିଶେଷ କରି ସେ ଯେତେବେଳେ ଢିଲା ଢିଲା ପୋଷାକରେ ନଜର ଆସୁଛନ୍ତି ସେତେବେଳେ ଏହି ଆଲୋଚନା ଆହୁରି ବଢି ଯାଉଛି…

ମା’ଙ୍କ ଭିଡିଓ ଶେୟାର କରି ଭାବବିହ୍ବଳ ହେଲେ ରାଖୀ: କହିଲେ ‘ ମୋ ପାଖେ ହରାଇବାକୁ ଆଉ କିଛି ନାହିଁ’

ବମ୍ବେ: ଦିନେ ଲୋକଙ୍କୁ ହସାଉଥିବା ରାଖୀ ସାଓ୍ବନ୍ତଙ୍କ ଆଖିରୁ ଲୁହ ଶୁଖୁନି। ଦୀର୍ଘଦିନ ଧରି ବ୍ରେନ୍‌ ଟ୍ୟୁମର ଏବଂ କ୍ୟାନ୍‌ସର ସହ ଲଢ଼ିବା ପରେ ମା’ ଜୟା ଆଖି ବୁଜିଛନ୍ତି। ଏହାକୁ ନେଇ ଭାଙ୍ଗି ପଡ଼ିଛନ୍ତି ରାଖୀ। କାନ୍ଦି କାନ୍ଦି ତାଙ୍କର…

ଦିବ୍ୟାଙ୍ଗ ଯୁବକଙ୍କୁ କାନ୍ଧେଇ ‘ପଠାନ୍‌’ ଦେଖାଇଲେ ବନ୍ଧୁ

କୋଲକାତା: ଶାହରୁଖଙ୍କ ସୁପରହିଟ୍‌ ଫିଲ୍ମ ‘ପଠାନ୍‌’ର ଲୋକପ୍ରିୟତା ଏବେ ଚାରିଆଡ଼େ ବଢ଼ିବାରେ ଲାଗିଛି। ଶାହରୁଖ୍‌ଙ୍କୁ ବଡ଼ ପରଦାରେ ଦେଖିବା ଲାଗି ତାଙ୍କ ଫ୍ୟାନ୍ସମାନଙ୍କୁ ୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିବାବେଳେ ପଠାନ୍‌ର କାହାଣୀ ଦର୍ଶକଙ୍କୁ ପସନ୍ଦ ଆସିଛି। ତେବେ ଏସବୁ ଭିତରେ…

ମାଆଙ୍କ ପରଲୋକ ପରେ ଭାଙ୍ଗିପଡିଛନ୍ତି ରାକ୍ଷି

ମୁମ୍ବାଇ: ‘ବିଗ ବସ’ ଫେମ ଅଭିନେତ୍ରୀ ରାକ୍ଷି ସାୱନ୍ତଙ୍କ ମାଆ ଜୟାଙ୍କର ଶନିବାର ରାତିରେ ପରଲୋକ ହୋଇଛି । ବ୍ରେନ ଟ୍ୟୁମରେ ପୀଡ଼ିତ ଥିବା ଜୟାଙ୍କର ଦୀର୍ଘଦିନ ହେବ ଚିକିତ୍ସା ଚାଲିଥିଲା । ରାକ୍ଷି ତାଙ୍କ ମାଆଙ୍କର ଖୁବ୍ ନିକଟତର ଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?