ଇତିହାସ ରଚିବ ଶାହାରୁଖଙ୍କ ‘ପଠାନ୍‌’

ବମ୍ବେ: ଦୀର୍ଘ ଚାରି ବର୍ଷର ବିରତି ପରେ ବଡ଼ପରଦାକୁ ଫେରି ବ୍ଲକ୍‌ବଷ୍ଟର ହିଟ୍‌ ଫିଲ୍ମ ଭେଟିଦେଇଛନ୍ତି ରୋମାନ୍ସର ବାଦ୍‌ଶାହା ଶାହାରୁଖ ଖାଁ। ଦିନକୁ ଦିନ ସଫଳତାର ନୂଆ ନୂଆ ପାହାଚ ଚଢ଼ୁଛି ‘ପଠାନ୍‌’। ରୋଜଗାର ମାମଲାରେ ଏହା ୧୦୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଏହାପରେ ପଠାନ୍‌ ସବୁଠାରୁ ସଫଳ ହିନ୍ଦୀ ଫିଲ୍ମ ପାଲଟିବ। ପୂର୍ବରୁ ‘ବାହୁବଲୀ ୨’ ଭାରତରେ ୫୧୦.୯୯ କୋଟି ବ୍ୟବସାୟର ରେକର୍ଡ କରିଥିଲା। ଏବେ ‘ପଠାନ୍‌’ ୧୪ ଦିନରେ ୪୪୬.୨୦ କୋଟି ରୋଜଗାର କରି ସାରିଲାଣି। ଖୁବ୍‌ଶୀଘ୍ର ବାହୁବଲୀର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳିରେ ସିଂଘମ୍‌ଙ୍କ ‘ଥ୍ୟାଙ୍କ୍‌ ଗଡ୍‌’

ମୁମ୍ବାଇ: ଭିନ୍ନ ଲୁକ୍‌ରେ ଆଗାମୀ ଫିଲ୍ମରେ ନଜର ଆସିବେ ବଲିଉଡ୍‌ ସିଂଘମ୍‌ ଅଜୟ ଦେବଗନ୍‌। ସିଦ୍ଧାର୍ଥ ମାଲ୍‌ହୋତ୍ରା, ରକୁଲ ପ୍ରୀତ୍‌ ଏବଂ ଅଜୟଙ୍କ ବହୁ ପ୍ରତୀକ୍ଷିତ...

ସୁଶାନ୍ତଙ୍କ ଆତ୍ମହତ୍ୟାର ଆସିଲା ଶେଷ ରିପୋର୍ଟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଭିସ୍ରା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି, ଯେ ତାଙ୍କ ମୃତ୍ୟୁରେ କୌଣସି ସନ୍ଦେହଜନକ...

ଅର୍ଜୁନ-ମଲାଇକାଙ୍କ ବ୍ରେକ୍‌ଅପ୍‌; ୬ ଦିନ ହେଲାଣି ଘରୁ ବାହାରୁ ନାହାନ୍ତି ଅଭିନେତ୍ରୀ

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ସବୁଠାରୁ ହଟ୍‌ କପଲ୍‌। ପ୍ରେମିକ ଅର୍ଜୁନ କପୁରଙ୍କଠାରୁ ସମ୍ପର୍କ ଛିନ୍ନ କରିଛନ୍ତି ମଲାଇକା ଅରୋରା। ଫଳରେ ଦୀର୍ଘ ଚାରି ବର୍ଷର...

ଏକଦା ଲକ୍ଷେ ହୃଦୟର ନାୟକ ଥିଲେ ଏହି ଅଭିନେତା,ଏବେ ଚିହ୍ନିବା କଷ୍ଟକର

ବମ୍ବେ: ନବେ ଦଶକର କିଛି ଗୀତ ଆଜିବି ଦର୍ଶକଙ୍କ ହୃଦୟରେ ଘର କରି ରହିଛି। ଠିକ୍‌ ସେଭଳି କିଛି ଅଭିନେତାଙ୍କୁ ମଧ୍ୟ ପସନ୍ଦ କରାଯାଏ। ସେଥିରୁ...

୬ ବର୍ଷ ବୟସରୁ ଗୀତ ଗାଇଥିଲେ ଏହି ପ୍ରସିଦ୍ଧ ଗାୟିକା, ଆଉ ଶୁଣିବାକୁ ମିଳୁନି କଣ୍ଠ ଶ୍ୱର

ଯଦି ଆପଣଙ୍କୁ ୯୦ ଦଶକର ଗୀତଗୁଡ଼ିକ ଭଲ ଲାଗେ କିମ୍ବା ଏସବୁର ପ୍ରଶଂସକ ଅଟନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଗାୟକ ଅଲକା ୟାଗ୍‌ନିକ୍‌ଙ୍କ ଗୀତ...

ଆୟୁଷ୍ମାନ କହିଦେଲେ ଗୁମର

ବମ୍ବେ: କଥାରେ ଅଛି ସତ କେବେ ଲୁଚି ରହେନା। ସେପରି କିଛି ଘଟିଛି ଅଭିନେତା ବିକ୍କି କୌଶଲଙ୍କ କ୍ଷେତ୍ରରେ। କିଛିଦିନ ଧରି ବିକ୍କିଙ୍କ ଅଭିନେତ୍ରୀ କଟ୍ରିନା...

ଆସିପାରେ ‘ରାଜି’ର ସିକ୍ୟୁଏଲ

ମୁମ୍ବାଇ: ବଲିଉଡ୍‌ ନାୟିକା ଆଲିଆ ଭଟ୍ଟ ଓ ବିକ୍କି କୌଶଲ ଷ୍ଟାର କାଷ୍ଟରେ ପରଦାକୁ ଆସିଥିବା ମୁଭି ‘ରାଜି’ର ସିକ୍ୟୁଏଲ ନିର୍ମାଣ କରାଯାଇ ପାରେ ବୋଲି...

ଫିଲ୍ମରେ ରାଜ କରିବାକୁ ପ୍ରସ୍ତୁତ ହେଲେଣି ଧୋନି

ମୁମ୍ବାଇ: କ୍ରିକେଟ ଦୁନିଆର ଲୋକପ୍ରିୟ ଚେହେରା ମହେନ୍ଦ୍ର ସିଂ ଧୋନି । ତାଙ୍କ ସମ୍ପର୍କରେ ଅଧିକ କିଛି କହିବାର ଆବଶ୍ୟକତା ନାହିଁ । ସେ ନିଜେ...

Advertisement
Archives

Model This Week