ଉର୍ଫିଙ୍କୁ ଗିରଫ ଦାବି କଲେ ଭାଜପା ନେତା
ନୂଆଦିଲ୍ଲୀ,୧।୧:ଅଭିନେତ୍ରୀ ଉର୍ଫି ଜାଭେଦ ନିଜ ଅଜବ ଫ୍ୟାଶନ ପାଇଁ ଜଣାଶୁଣା। ସେ ତାଙ୍କ ଫ୍ୟାଶନକୁ ନେଇ ଅଧିକାଂଶ ସମୟରେ ଟ୍ରୋଲର ଶିକାର ହୋଇଥାନ୍ତି। ଏକାସାଙ୍ଗରେ, ଏବେ ପୁଣି ଥରେ ଉର୍ଫିଙ୍କୁ ତାଙ୍କ ବୋଲ୍ଡ ଲୁକ ପାଇଁ ଟାର୍ଗେଟ କରାଯାଇଛି। ଭାରତୀୟ ଜନତା…
ଅଧରାତିରେ ରିଲିଜ୍ ହେଲା ଆନିମଲର ପୋଷ୍ଟର…
ମୁମ୍ବାଇ : ବଲିଉଡ ଅଭିନେତା ରଣବୀର କପୁରଙ୍କ ହିନ୍ଦୀ ଚଳଚ୍ଚିତ୍ର ଆନିମଲର ପ୍ରଥମ ଲୁକ ପୋଷ୍ଟର ରିଲିଜ ହୋଇଛି। ୨୦୨୨ ଡିସେମ୍ବର ୩୦ ରେ ଏହାର ଏହି ପ୍ରଥମ ଲୁକ ପୋଷ୍ଟରର ରିଲିଜ ତାରିଖ ଘୋଷଣା କରାଯାଇଥିଲା। ଏହାର ପ୍ରଥମ ଲୁକ…
ତୁନିଶା ଆତ୍ମହତ୍ୟା ମାମଲାରେ ମୁହଁ ଖୋଲିଲେ ଶିଜାନଙ୍କ ଭଉଣୀ
ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ତଥା ତୁନିଶାଙ୍କ ଏକ୍ସ ବୟଫ୍ରେଣ୍ଡ ଶିଜାନଙ୍କ ଭଉଣୀ ପଲକ ନାଜ୍। ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଲେଖିଛନ୍ତି, ‘ଏହା ଆମ ହୃଦୟକୁ ଭାଙ୍ଗି ଦେଇଛି, ଆମର ନୀରବତା ଆମ…
ବୋଲ୍ଡ ଲୁକ୍ରେ ନୋରା
ମୁମ୍ବାଇ: ଅଭିନେତ୍ରୀ ନୋରା ଫତେହୀ ଇନ୍ଷ୍ଟାଗ୍ରାମରେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଧଳା ରଙ୍ଗର ଏକ ଥାଇ ହାଇ ସ୍ଲିଟ୍ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ସେ ଏକ ବ୍ରାଲେଟ ମଧ୍ୟ ପିନ୍ଧିଛନ୍ତି। ମୋତିରେ…
ନୂଆବର୍ଷ ଉପଲକ୍ଷେ ପତ୍ନୀଙ୍କୁ ଉପହାରରେ ବିଏମ୍ଡବ୍ଲ୍ୟୁ ଦେଲେ ଅଭିନେତା
ବମ୍ବେ: ନୂଆ ବର୍ଷ ଉପଲକ୍ଷେ ପତ୍ନୀଙ୍କୁ ଖାସ୍ ଉପହାର ଦେଇଛନ୍ତି ଅଭିନେତା ଶୋଏବ ଇବ୍ରାହିମ୍। ସେଇଟି ହେଲା ଏକ ନୂଆ ବିଏମ୍ଡବ୍ଲୁ ଏକ୍ସ୭। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତା ଏନେଇ ଜଣାଇଛନ୍ତି। ଉଭୟଙ୍କ ଏକ ଫଟୋ ଶେୟାର କରି…
ଡାକ୍ତରଖାନାରେ ପନ୍ତଙ୍କୁ ଭେଟିଲେ ଅନିଲ କପୁର-ଅନୁପମ ଖେର
ଡେରାଡୁନ,୩୧।୧୨: ଭାରତୀୟ କ୍ରିକେଟର ଋଷଭ ପନ୍ତ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି। ଏହି କ୍ରମରେ ଅଭିନେତା ଅନିଲ କପୁର ଏବଂ ଅନୁପମ ଖେର ପ୍ରମୁଖ ଶନିବାର ଡାକ୍ତରଖାନା ଯାଇ କ୍ରିକେଟରଙ୍କୁ ଭେଟିଛନ୍ତି। ସେଠାରେ ସେ କ୍ରିକେଟରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା…
ଫେବୃୟାରୀରେ ବିବାହ କରିବେ କିଆରା-ସିଦ୍ଧାର୍ଥ!
ମୁମ୍ବାଇ: ବଲିଉଡ ସେଲିବ୍ରିଟି କିଆରା ଆଡଭାନି ଓ ସିଦ୍ଧାର୍ଥ ମାଲହୋତ୍ରା ଏବେ ବିବାହକୁ ନେଇ ଅଛନ୍ତି ଚର୍ଚ୍ଚାରେ । ମିଳିଥିବା ସଦ୍ୟ ସୂଚନା ଅନୁଯାୟୀ, ଏମାନେ କୁଆଡେ ଫେବୃୟାରୀ ୨୦୨୩ରେ ବିବାହ କରିବେ । ୱେଡିଂ ଭେନ୍ୟୁରୁ ବିବାହ ତାରିଖ ପର୍ଯ୍ୟନ୍ତ…
୧୪ ଦିନିଆ ନ୍ୟାୟିକ ହେପାଜତରେ ଶିଜାନ
ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ତୁନିଷା ଶର୍ମା ଆତ୍ମହତ୍ୟା କରିବା ପରେ ତାଙ୍କର କୋ-ଷ୍ଟାର ଶିଜାନ ଖାଁଙ୍କ ଅଡୁଆ ବଢିବାରେ ଲାଗିଛି । ଶନିବାର ତାଙ୍କର ପୋଲିସ କଷ୍ଟ୍ୟୁଡି ଶେଷ ହୋଇଛି । ଏହା ପୂର୍ବରୁ ପୋଲିସ ତାଙ୍କୁ ଭସଇ କୋର୍ଟରେ ହାଜର…
ପ୍ରସିଦ୍ଧ ଟିଭି ଉପସ୍ଥାପିକା ବାରବରା ଓ୍ବାଲଟରର୍ସଙ୍କ ପରଲୋକ…
ଓ୍ବାଶିଂଟନ,୩୧।୧୨ : ଭେଟେରାନ ଆମେରିକୀୟ ଟେଲିଭିଜନ ଉପସ୍ଥାପିକା ବାରବରା ଓ୍ବାଲଟରର୍ସଙ୍କ ପରଲୋକ ଘଟିଛି। ସେ ୯୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବାରବରା ଆମେରିକୀୟ ଟେଲିଭିଜନରେ ପ୍ରମୁଖ ସାକ୍ଷାତକାରକାରୀ ଥିଲେ। ସୂଚନା ଅନୁଯାୟୀ, ପ୍ରସିଦ୍ଧ ମହିଳା ଟକ ଶୋ…
ସାନ୍ତନୁଙ୍କ ପାଇଁ ବଦଳିଗଲେ ଶ୍ରୁତି
ମୁମ୍ବାଇ: ସାଉଥ୍ ଅଭିନେତ୍ରୀ ଶ୍ରୁତି ହାସନ ତାଙ୍କ ପୁରୁଷ ବନ୍ଧୁ ସାନ୍ତନ୍ତୁ ହାଜାରିକାଙ୍କ ଯୋଡିକୁ ସଭିଏଁ ପସନ୍ଦ କରନ୍ତି। ତେବେ ଦୁହିଁଙ୍କ ସମ୍ପର୍କକୁ ଏହା ମଧ୍ୟରେ ୩ ବର୍ଷ ବିତି ଗଲାଣି। ନିକଟରେ ଶ୍ରୁତି ହାସନ ଏକ ଇଣ୍ଟରଭ୍ୟୁରେ ତାଙ୍କ ପୁରୁଷ…
ଦେଶରେ ବିବାଦ, ହେଲେ ଜର୍ମାନୀରେ ଆଡଭାନ୍ସ ବୁକିଂ ଖୋଲିବା ମାତ୍ରେ ସବୁ ଟିକେଟ ବିକ୍ରି
ବମ୍ବେ: ଆଜିକାଲି ଚର୍ଚ୍ଚାରେ ରହିଛି ବଲିଉଡ୍ ଅଭିନେତା ଶାହାରୁଖ ଖାଁ ଏବଂ ଦୀପିକା ପାଦ୍ୟୁକୋନ୍ ଅଭିନୀତ ଫିଲ୍ମ ‘ପଠାନ୍’। ବିଶେଷକରି ଫିଲ୍ମର ଗୀତ ‘ବେଶର୍ମ ରଙ୍ଗ’କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଏହାକୁ ନେଇ ଗୁରୁବାର ଫିଲ୍ମରେ ପରିବର୍ତ୍ତନ କରିବାର…
୧୦ ମିନିଟ୍ ଗାଇବା ଲାଗି ୧.୫ କୋଟି ପାଉଣା !
ବମ୍ବେ: ୧୦ ମିନିଟ୍କୁ ୧.୫ କୋଟି ଟଙ୍କା ପାଉଣା। ଖ୍ୟାତନାମା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ଉତ୍ସବରେ ଗୀତ ଗାଇ ଏଭଳି ମୋଟା ଅଙ୍କର ପାଉଣା ନେଇଛନ୍ତି ଗାୟକ ମିକା ସିଂହ। ଏମିତିରେ ଗାୟକଙ୍କ ଚର୍ଚ୍ଚା ବଢ଼ିବାରେ…
Archives


