ମନୋରଞ୍ଜନ

ଆସିବ ମାଇକେଲ୍‌ ଜ୍ୟାକ୍‌ସନଙ୍କ ବାୟୋପିକ୍‌

ନୂଆଦିଲ୍ଲୀ: ଦିବଂଗତ ଆମେରିକୀୟ ପପ୍‌ ସିଙ୍ଗର ଭାବେ ମାଇକେଲ୍‌ ଜ୍ୟାକ୍‌ସନ ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି। ତେବେ ତାଙ୍କ ଜୀବନୀକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ନିଷ୍ପତ୍ତି ହୋଇଛି। ଏଥିରେ ତାଙ୍କ ପୁତୁରା ଜାଫର୍‌ ଜ୍ୟାକ୍‌ସନ ମୁଖ୍ୟ ଭୂମିକାରେ ଅଭିୟନ…

କୃଷ୍ଣା ଅଭିଶେକଙ୍କ ପରେ ‘ଦ କପିଲ ଶର୍ମା’ ଶୋ’ ଛାଡିଲେ ଏହି କମେଡିଆନ

ମୁମ୍ବାଇ: ଟେଲିଭିଜନର ସୁପରହିଟ୍ ଶୋ’ ‘ଦ କପିଲ ଶର୍ମା’ ଶୋ’କୁ ନେଇ ଏକ ଚମକାଇବା ଭଳି ଖବର ଆସିଛି । କୃଷ୍ଣା ଅଭିଶେକଙ୍କ ପରେ ଏବେ ଆଉ ଜଣେ କମେଡିଆନ କପିଲ ଶର୍ମାଙ୍କ ଶୋ’ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । କମେଡିଆନ…

ମୁହଁ ଲୁଚାଇଲେ ଅମୃତା, ସାଙ୍ଗରେ ଥିଲେ ଅଖତର

ମୁମ୍ବାଇ: କରୀନା କପୁର ଏବଂ ଅମୃତା ଆରୋରାଙ୍କ ବନ୍ଧୁତା ସମସ୍ତଙ୍କୁ ଜଣା। କରୀନା ତାଙ୍କର ଅନେକ ସାକ୍ଷାତକାରରେ କହିଛନ୍ତି ଯେ, ଅମ୍ମୁ (ଅମୃତା) ତାଙ୍କ ସହ କେତେ ନିକଟତର ଏବଂ ସେମାନଙ୍କର ବନ୍ଧୁତା ବହୁ ପୁରୁଣା। ଗତ ମଙ୍ଗଳବାର ଅମୃତା ତାଙ୍କର…

୫୦ ବର୍ଷ ପରେ ଏକାଠି ହେବେ ଧର୍ମେନ୍ଦ୍ର-ମୁମତାଜ୍‌

ବମ୍ବେ: ଦୀର୍ଘ ୫୦ ବର୍ଷ ପରେ ଗୋଟିଏ ମଞ୍ଚରେ ଏକାଠି ହେବାକୁ ଯାଉଛନ୍ତି ଧର୍ମେନ୍ଦ୍ର-ମୁମତାଜ୍‌। ଟେଲି ପରଦାର ଲୋକପ୍ରିୟ ଶୋ’ ‘ଇଣ୍ଡିଆନ ଆଇଡଲ ୧୩’ରେ ଏହି ଯୋଡ଼ିଙ୍କୁ ଦେଖିବାକୁ ମିଳିବ। ଏମିତି କରି ଦୁଇ ଦୁଇଟି ଇତିହାସ ରଚିବ ଶୋ। ତେବେ…

ଚର୍ଚ୍ଚାରେ ରାହୁଲ-ଆଥିଆଙ୍କ ଲାଟେଷ୍ଟ୍‌ ଫଟୋଶୁଟ୍‌

ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ନିକଟରେ କ୍ରିକେଟର କେ.ଏଲ ରାହୁଲଙ୍କୁ ବିବାହ କରିଛନ୍ତି। ଆଜିକାଲି ଏହି ଦମ୍ପତି ପରସ୍ପର ସହ ସମୟ ବିତାଉଛନ୍ତି। ଉଭୟ ପ୍ରଥମଥର ଭୋଗ୍ୟୁ ପତ୍ରିକା ପାଇଁ ଫଟୋଶୁଟ କରିଛନ୍ତି। ରାହୁଲ ଏବଂ ଆଥିଆ ବିବାହ ପୂର୍ବରୁ ଭୋଗ୍ୟୁ…

‘ପଠାନ୍‌’ ଭାରତୀୟ ସିନେମାର ସବୁଠାରୁ ବଡ଼ ବ୍ଲକବଷ୍ଟର: ଆଲିଆ

ବମ୍ବେ: ରିଲିଜ ପରଠାରୁ ବ୍ୟବସାୟରେ ଗୋଟିଏ ପରେ ଗୋଟିଏ ରେକର୍ଡ କରୁଛି କିଙ୍ଗ ଖାନ୍‌ ଶାହାରୁଖଙ୍କ ଫିଲ୍ମ ‘ପଠାନ୍‌’। ଦର୍ଶକଙ୍କ ଭଲପାଇବା ମିଳୁଥିବାରୁ ଗୋଟିଏ ସପ୍ତାହରେ ଫିଲ୍ମଟି ୩୦୦ କୋଟି କ୍ଲବରେ ସାମିଲ ହୋଇଛି। ଏମିତିରେ ଅଭିନେତ୍ରୀ ଆଲିଆ ଭଟ୍ଟ ପ୍ରତିକ୍ରିୟା…

ରିଲିଜ୍‌ର ପ୍ରଥମ ସପ୍ତାହରେ ୬୦୦ କୋଟି ଆୟ କଲା ‘ପଠାନ୍‌’

ହିନ୍ଦୀ ସିନେମା ପାଇଁ ଚଳିତ ବର୍ଷ ଆରମ୍ଭ ଧମାକାଦାର ରହିଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରି ବଲିଉଡକୁ ଏକ ବଡ ଲାଇଫଲାଇନ ଦେଇଛି। ଦୀର୍ଘ ଦିନ ପରେ ପ୍ରଶଂସକମାନେ କିଙ୍ଗ ଖାନଙ୍କ ପ୍ରତ୍ୟାବର୍ତ୍ତନକୁ…

ପୁଣି ବଦଳିବେ ବିଗ୍‌ବସ୍‌ ହୋଷ୍ଟ, ଟ୍ରୋଲିଂ ପରେ…

ବମ୍ବେ: ବିଗ୍‌ବସ୍‌ ଶେଷ ହେବାକୁ ଆଉ ମାତ୍ର ୧୨ ଦିନ ବାକି। ଏମିତିରେ ଶୋ’ର ହୋଷ୍ଟ ସଲମାନ୍‌ ଖାଁ କିଛିଦିନର ବ୍ରେକ୍‌ ନେଇଛନ୍ତି। ସେ ଫିନାଲେ ଏପିସୋଡ୍‌ ସୁଟ୍‌ କରିବେ। ସଲମାନଙ୍କ ଅନୁପସ୍ଥିତିରେ ଗତ ଓ୍ବିକେଣ୍ଡରେ କୋରିଓଗ୍ରାଫର ଫାରା ଖାଁ ନଜର…

ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ

ଭୁବନେଶ୍ୱର,୧।୨(ବ୍ୟୁରୋ): ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ। ଓଡ଼ିଆ ଚଳଚ୍ଚିତ୍ରରେ କମେଡି ଏବଂ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ପିଣ୍ଟୁ ଲିଭର ସିରୋସିସ ରୋଗରେ ପୀଡ଼ିତ ହୋଇ ଗୁରୁତର ଅଛନ୍ତି। ତେବେ ଉଚ୍ଚମାନର ଚିକିତ୍ସା ଲାଗି ତାଙ୍କୁ ଦିଲ୍ଲୀ ନେବାକୁ ଡାକ୍ତରମାନେ ପରାମର୍ଶ…

ରାକେଶଙ୍କ ପରେ ଏବେ ଆମିର୍‌ଙ୍କୁ ଡେଟ୍‌ କରୁଛନ୍ତି ଶିଳ୍ପାଙ୍କ ଭଉଣୀ !

ବମ୍ବେ: ପ୍ରେମରେ ପଡ଼ିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମିତା ସେଟ୍ଟୀ। ଏଭଳି କିଛି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। ପୂର୍ବରୁ ତାଙ୍କ ନାମ ଅଭିନେତା ରାକେଶ ବାପଟଙ୍କ ସହ ଯୋଡ଼ା ଯାଇଥିଲା। ବିଗ୍‌ବସ୍‌ ଘରେ ଉଭୟଙ୍କ ଭେଟ ହୋଇଥିଲା।…

ମାତ୍ର ୭ ଦିନରେ ୩୦୦ କୋଟି କ୍ଲବରେ ‘ପଠାନ୍‌’

ବମ୍ବେ: ରିଲିଜ ପରଠାରୁ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ କରୁଛି କିଙ୍ଗ ଖାନ୍‌ ଶାହାରୁଖଙ୍କ ଫିଲ୍ମ ‘ପଠାନ୍‌। ଦେଶ ତଥା ବିଦେଶରେ ଏହା ପ୍ରଶଂସକଙ୍କ ହୃଦୟ ଜିତୁଛି। ଫଳସ୍ବରୂପ ଏହା ଭଲ ବ୍ୟବସାୟ କରୁଛି। ମାତ୍ର ଏକ ସପ୍ତାହ…

ର‌୍ୟୁମର୍ଡ ବୟଫ୍ରେଣ୍ଡଙ୍କ ସହ ନଜର ଆସିଲେ ଜାହ୍ନବୀ

ମୁମ୍ବାଇ: ‘ମିଲି’ ଆକ୍ଟ୍ରେସ୍ ଜାହ୍ନବୀ କପୁର ସବୁବେଳେ ଲାଇମ ଲାଇଟରେ ଛାଇ ହୋଇ ରହିଥାଆନ୍ତି । ଫିଲହାଲ ଆକ୍ଟ୍ରେସ ତାଙ୍କ ପର୍ସନାଲ ଲାଇଫକୁ ନେଇ ଏବେ ଚର୍ଚ୍ଚାରେ । ବି ଟାଉନରେ ର‌୍ୟୁମର୍ସ ହେଉଛି କି ଜାହ୍ନବୀ କପୁର ଓ ଶିଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?