ବୋଲ୍ଡ ଲୁକ୍‌ରେ ନୋରା

ମୁମ୍ବାଇ: ଅଭିନେତ୍ରୀ ନୋରା ଫତେହୀ ଇନ୍‌ଷ୍ଟାଗ୍ରାମରେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଧଳା ରଙ୍ଗର ଏକ ଥାଇ ହାଇ ସ୍ଲିଟ୍‌ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ସେ ଏକ ବ୍ରାଲେଟ ମଧ୍ୟ ପିନ୍ଧିଛନ୍ତି। ମୋତିରେ ତିଆରି ଏକ ହାର ପିନ୍ଧିଥିବା ବେଳେ କେଶ ଖୋଲା ରଖିଛନ୍ତି। ସେ ସିଲ୍‌ଭର କଲରର ହାଇ ହିଲ୍‌ ପିନ୍ଧି ଖୁବ୍‌ ସୁନ୍ଦର ଦିଶୁଛନ୍ତି।

ଫଟୋ ଶେୟାର କରି ନୋରା ଲାଲ୍‌ ରଙ୍ଗର ହାର୍ଟ ଇମୋଜି, ଫାୟାର ଇମୋଜି ଏବଂ ଏକ ଡକ୍‌ ଇମୋଜି ଦେଇଛନ୍ତି। ପ୍ରଥମ ଫଟୋରେ ସେ ବୋଲ୍ଡ ପୋଜ୍‌ ଦେଇଛନ୍ତି। ଦ୍ୱିତୀୟ ଫଟୋରେ ତାଙ୍କର ହଟ୍‌ ଷ୍ଟାଇଲରେ ଦେଖିବାକୁ ମିଳିଛି। ତୃତୀୟ ଫଟୋରେ ସେ ଏକ ଭିନ୍ନ ଢଙ୍ଗରେ ପୋଜ ଦେଇଛନ୍ତି। ଚତୁର୍ଥ ଫଟୋରେ ନୋରା ଆଉ ଏକ ଷ୍ଟାଇଲ୍‌ରେ ଠିଆ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତାଙ୍କ ସହ ରୋମାଣ୍ଟିକ୍‌ ସିନ୍‌ ଲାଗି ଡରନ୍ତି ରାଣୀ

ବଲିଉଡ୍‌ର ଭେଟେରାନ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ପ୍ରାୟତଃ ସମସ୍ତେ ପସନ୍ଦ କରନ୍ତି। ତାଙ୍କ କ୍ୟାରିୟରେ ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଏକ ସାକ୍ଷାତକାରରେ ରାଣୀ...

ଅଭିନୟ କରି ଥକି ପଡିଲେଣି ଅନୁ କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନୁ କପୁର ଘରେ ଘରେ ବେଶ୍‌ ପରିଚିତ। ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ହେଲେ ଏବେ ସେ କହିଛନ୍ତି...

ପରିବାର ଲୋକଙ୍କ ସହ ହନିମୁନ ଯିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ଅଭିନେତ୍ରୀ ୟାମି ଗୌତମ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହର ମାତ୍ର କେଇଟା ଦିନ ପରେ ସେ ପୁଣି ଶୁଟିଂକୁ ଫେରିଛନ୍ତି। ନିକଟରେ ସୈଫ...

ପୁଣିଥରେ ବିବାହ କରିବାକୁ ଚାହୁଁଛନ୍ତି ନେହା କକ୍କର, କହିଲେ..

ବମ୍ବେ: ଥରେ ବିବାହ କରି ମନ ଭରିନି, ଆଉ ଥରେ ବିବାହ କରିବାକୁ ମନ ବଳାଇଛନ୍ତି ଗାୟିକା ନେହା କକ୍କର। ନିକଟରେ ନିଜଠାରୁ ବୟସରେ ସାନ...

ପୁଣି ଚର୍ଚ୍ଚାରେ ସୋନା ମହାପାତ୍ର: ସଲ୍‌ମାନ ‘ବିଷାକ୍ତ ପୌରୁଷତ୍ୱର ପୋଷ୍ଟର ଚାଇଲ୍ଡ’

ଭୁବନେଶ୍ୱର,୨୯ା୫(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶା ଜନ୍ମିତ କଣ୍ଠଶିଳ୍ପୀ ସୋନା ମହାପାତ୍ର। ସବୁବେଳେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଆସିଥିବା ଏହି...

ଚାକିରି ସହ ଘର ଯୋଗାଇଦେବେ ସୋନୁ

  ମୁମ୍ବାଇ: ରିୟଲ ଲାଇଫର ହିରୋ ପାଲଟିଥିବା ବଲିଉଡ୍‌ ଖଳନାୟକ ସୋନୁ ସୁଦ ଏବେ ପୁଣି ଚର୍ଚ୍ଚାରେ। ସାରା ଦେଶରେ କରୋନା ଭାଇରସ ମହାମାରୀ ଅନେକଙ୍କ...

ଝିଅର ନାମକରଣ କଲେ ଆଲିଆ-ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କୁପର ନିକଟରେ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତେବେ ତାଙ୍କ ଝିଅର ନାମ କ’ଣ...

ମେକଅପ ମ୍ୟାନଙ୍କୁ ଏମିତି ଡିମାଣ୍ଡ କରିଥିଲେ ସ୍ମିତା ଯାହା ମୃତ୍ୟୁ ପରେ ହୋଇଥିଲା ପୂରଣ!

ମୁମ୍ବାଇ: ବଲିଉଡରେ ୮୦ ଦଶକରେ ରାଜ କରୁଥିଲେ ଅଭିନେତ୍ରୀ ସ୍ମିତା ପାଟିଲ । ସେ ସମୟରେ ସେ ବଲିଉଡର ଆଗଧାଡିର ନାୟିକାଙ୍କ ମଧ୍ୟରୁ ଜଣେ ଥିଲେ...

Advertisement
Archives

Model This Week