ଦେଶରେ ବିବାଦ, ହେଲେ ଜର୍ମାନୀରେ ଆଡଭାନ୍ସ ବୁକିଂ ଖୋଲିବା ମାତ୍ରେ ସବୁ ଟିକେଟ ବିକ୍ରି

ବମ୍ବେ: ଆଜିକାଲି ଚର୍ଚ୍ଚାରେ ରହିଛି ବଲିଉଡ୍‌ ଅଭିନେତା ଶାହାରୁଖ ଖାଁ ଏବଂ ଦୀପିକା ପାଦ୍ୟୁକୋନ୍‌ ଅଭିନୀତ ଫିଲ୍ମ ‘ପଠାନ୍‌’। ବିଶେଷକରି ଫିଲ୍ମର ଗୀତ ‘ବେଶର୍ମ ରଙ୍ଗ’କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଏହାକୁ ନେଇ ଗୁରୁବାର ଫିଲ୍ମରେ ପରିବର୍ତ୍ତନ କରିବାର ଆଦେଶ ଦେଇଥିଲା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ। ଗୋଟିଏ ପଟେ ଫିଲ୍ମଟି ଦେଶରେ ବିବାଦ ଘେରରେ ଥିବା ବେଳେ ବିଦେଶରେ କିନ୍ତୁ ଫିଲ୍ମକୁ ନେଇ କ୍ରେଜ୍‌ ଦେଖିବାକୁ ମିଳିଛି।

‘ପଠାନ୍‌’ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି। ଡିସେମ୍ବର ୨୮ରେ ଜର୍ମାନୀରେ ଫିଲ୍ମର ବୁକିଂ ଆରମ୍ଭ ହୋଇଥିଲା। କିଛି ସମୟ ମଧ୍ୟରେ ୭ ସିନେମାହଲ୍‌ର ସମସ୍ତ ଟିକେଟ ବିକ୍ରି ହୋଇ ଯାଇଛି। ଏଥିରୁ ଫିଲ୍ମର କ୍ରେଜ୍‌ ସ୍ପଷ୍ଟ ହୋଇଛି।

କିଛି ଦିନ ପୂର୍ବେ ‘ପଠାନ୍‌’ର ଟିଜର ରିଲିଜ ହୋଇଥିଲା। ହେଲେ ଏହାର ଟ୍ରେଲର ରିଲିଜ କରାଯାଇନାହିଁ। ତେବେ ଫିଲ୍ମଟି ୨୦୨୩ ଜାନୁୟାରୀ ୨୫ରେ ପରଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କ ସହ ପ୍ରଥମ ସାକ୍ଷାତକୁ ମନେ ପକାଇଲେ ନିନା

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ନିନା ଗୁପ୍ତା ଏବେ ବେଶ୍ ଚର୍ଚ୍ଚାରେ । ସବୁବେଳେ ନିଜ ପର୍ସନାଲ ଲାଇଫକୁ ନେଇ ଖୋଲାଖୋଲି କଥା ହେଉଥିବା...

୨୫ ହଜାର ଟଙ୍କିଆ ମାସ୍କ ପିନ୍ଧି ଚର୍ଚ୍ଚାରେ ଦୀପିକା

ମୁମ୍ବାଇ: ଦେଶରେ କରୋନା ମହାମାରୀ କାୟା ବିସ୍ତାର କରିବା ପରଠାରୁ ଏହାକୁ ଦୂରେଇ ଦେବାକୁ ପ୍ରୟାସ ଜାରି ରହିଛି । ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ସମସ୍ତେ...

ବିବାହ ପୂର୍ବରୁ ଗର୍ଭବତୀ ଥିଲେ ଏହି ଅଭିନେତ୍ରୀ, ଭାଙ୍ଗିଯାଇଥିଲା ସମ୍ପର୍କ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ସାରିକାଙ୍କ ପରିଚୟର ଆବଶ୍ୟକତା ନାହିଁ। କାରଣ ତାଙ୍କ ଅଭିନୟ ଯିଏ ଦେଖିଛି ସେ ଜାଣିଛି ସେ କେତେ ଦକ୍ଷ। ତାଙ୍କର...

ସବୁବେଳେ ଶ୍ରୀଦେବୀଙ୍କ ପାଦ ଧରୁଥିଲେ ଏହି ସୁପରଷ୍ଟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଅନିଲ କପୁର ନିଜର ଫିଟ୍‌ନେସ୍‌କୁ ନେଇ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ହେଲେ ଏବେ ଅନିଲ ଶ୍ରୀଦେବୀଙ୍କୁ ନେଇ ଏକ...

ବ୍ୟସ୍ତ ଅଛନ୍ତି ହୁମା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ହୁମା କୁରୈଶି ଇନଷ୍ଟ୍ରାମ ଆକାଉଣ୍ଟରେ ରାଣୀ ଭାରତି ଅବତାରରେ ଏକ ସେଲ୍ଫି ଶେୟାର କରିଛନ୍ତି । ଏଥିରେ ସେ ସିଜିନ ୨...

କୋହଲି-ଅନୁଷ୍କାଙ୍କ ଉପରେ ପ୍ରବଳ ରାଗିଗଲେ ଏହି ଅଭିନେତା

ସମଗ୍ର ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ବଲିଉଡର ଅନେକ ତାରକା ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଭାରତୀୟ କ୍ରିକେଟ...

ବୋଲ ମାନୁନି ପ୍ରେମ: ବିଗ୍‌ବସ୍‌ରୁ ବାହାରି ରୋମାଣ୍ଟିକ୍‌ ହେଲେ ପବିତ୍ରା-ଏଜାଜ୍‌

ବମ୍ବେ: କଳହ ସାଙ୍ଗକୁ ରୋମାନ୍ସକୁ ନେଇ ଚର୍ଚ୍ଚାରେ ରହିଥାଏ ବିଗ୍‌ବସ୍‌। ଶୋ’ରେ ଭାଗ ନେଉଥିବା ପ୍ରତିଯୋଗୀ ଦର୍ଶକଙ୍କୁ ମନୋରଞ୍ଜନ କରିବାର କୌଣସି ସୁଯୋଗ ଛାଡ଼ି ନ...

‘ଛାଡପତ୍ର ପରେ ପୁଣି କୋଳାଗ୍ରତ’

ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମିର ଖାନ ନିକଟରେ ତାଙ୍କ ପୂର୍ବତନ ସ୍ତ୍ରୀ କିରଣ ରାଓଙ୍କ ସହ ପୁଣିଥରେ ନଜର ଆସିଥିଲେ। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଉଭୟ...

Advertisement
Archives

Model This Week