କାନ୍ଦିଲେ ଉର୍ଫି: କହିଲେ-‘କେତେ ଆଉ ସହିବି’
ବମ୍ବେ: କାନ୍ଦିଲେ ସୋସିଆଲ ମିଡିଆ ସେନ୍ସେଶନ ଉର୍ଫି ଜାଭେଦ। ସର୍ବଦା ନିଜର ପୋଷାକ ପରିଧାନକୁ ନେଇ ଟ୍ରୋଲ ହେଉଥିବା ଉର୍ଫି ଏବେ ନିଜ କୋହକୁ ସମ୍ଭାଳି ପାରିନାହାନ୍ତି। ସୋସିଆଲ ମିଡିଆରେ ଜଣେ ହକି ଖେଳାଳିଙ୍କ କଥାକୁ ନେଇ ସେ କାନ୍ଦି...
ବଡିଗାର୍ଡ ଶେରାଙ୍କ ପୁଅକୁ ଲଞ୍ଚ କରିବେ ସଲମାନ
ମୁମ୍ବାଇ: ବଲିଉଡ ସୁପର ଷ୍ଟାର ସଲମାନ ଖାଁ ତାଙ୍କ ଫିଲ୍ମ ସହ ପର୍ସନାଲ ଲାଇଫକୁ ନେଇ ବି ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି । ସୋସିଆଲ ମିଡିଆରେ ସେ ପାଆନ୍ତି ବହୁତ ପ୍ରଶଂସା । ସଲମାନଙ୍କ ପାଇଁ ବଲିଉଡରେ ଅନେକ...
ଓସ୍କାର ଦୌଡ଼ରେ ‘ନାଟୁ ନାଟୁ’
ଆସନ୍ତା ବର୍ଷ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି ଏସ୍ଏସ୍ ରାଜମୌଲିଙ୍କ ଫିଲ୍ମ ‘ଆର୍ଆର୍ଆର୍’ର ‘ନାଟୁ ନାଟୁ’ ଗୀତ। ଅରିଜିନାଲ ସଙ୍ଗ୍ କାଟାଗୋରିରେ ଏହାକୁ ମନୋନୀତ କରାଯାଇଛି। ୧୦ ବର୍ଗର ଶର୍ଟଲିଷ୍ଟ ତାଲିକା ବୁଧବାର ରାତିରେ ଓସ୍କାର ପକ୍ଷରୁ ଘୋଷଣା...
ପରଲୋକରେ ଭେଟେରାନ ଅଭିନେତା ସତ୍ୟନାରାୟଣ
ମୁମ୍ବାଇ: ଭେଟେରାନ ତେଲୁଗୁ ଅଭିନେତା କାଇକାଲା ସତ୍ୟନାରାୟଣଙ୍କର ପରଲୋକ ଘଟିଛି। ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ୮୭ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦଶନ୍ଧି ଧରି ଚାଲିଥିବା କ୍ୟାରିୟରରେ ସେ ପରିବାର ଏବଂ ସାମାଜିକ ନାଟକ ତଥା...
ର୍ୟୁମର୍ଡ ବୟଫ୍ରେଣ୍ଡଙ୍କ ସହ ନଜର ଆସିଲେ ଦିଶା
ମୁମ୍ବାଇ: ବଲିଉଡ କୁଇନ ଦିଶା ପାଟନିଙ୍କୁ ତାଙ୍କ ର୍ୟୁମର୍ଡ ବୟଫ୍ରେଣ୍ଡ ଆଲେକଜାଣ୍ଡର ଏଲେକ୍ସଙ୍କ ସହ ଏକ ପାର୍ଟିରେ ସ୍ପଟ କରାଯାଇଛି । ଦିଶା ଏମିତି ଜଣେ ଅଭିନେତ୍ରୀ ଯିଏ ନିଜ ପ୍ରଫେସନାଲ ଫ୍ରଣ୍ଟ ଅପେକ୍ଷା ପର୍ସନାଲ ଲାଇଫକୁ ନେଇ ଅଧିକ...
ଜ୍ୟାକଲିନ୍ଙ୍କୁ ବିଦେଶ ଯିବାକୁ ମିଳିଲାନି ଅନୁମତି
ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇପଡିଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ବିଦେଶ ଯିବାକୁ ଅନୁମତି ମିଳିନାହିଁ। ସେ ଅସୁସ୍ଥ ମା’ଙ୍କୁ ଦେଖିବାକୁ ବାହାରିନ୍ ଯିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଅନୁମତି ଦେବାକୁ ମନା...
ମୁଁ ବିବାହିତ ପୁରୁଷଙ୍କୁ କେବେ କରିବି ନାହିଁ ପ୍ରେମ
ପାକିସ୍ତାନର କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ଏବଂ ଭାରତୀୟ ତାରକା ସାନିଆ ମିର୍ଜାଙ୍କ ଛାଡପତ୍ରକୁ ନେଇ ନିକଟରେ ଜୋରସୋରରେ ଚର୍ଚ୍ଚା ହେଉଥିଲା। ଏହି ଛାଡପତ୍ରର ପଛରେ ପାକିସ୍ତାନ ଅଭିନେତ୍ରୀ ଆୟେଶା ଉମର ଥିବା କୁହାଯାଉଥିଲା। କାରଣ ଶୋଏବ...
ଖୁବ୍ଶୀଘ୍ର ପରଦାକୁ ଆସିବ ‘କାନ୍ତାରା’ର ସ୍ବିକେଲ୍
ମୁମ୍ବାଇ:ଚଳିତ ବର୍ଷ ଋଷଭ ଶେଟ୍ଟୀଙ୍କ ଆକ୍ସନ ଥ୍ରୀଲର ଚଳଚ୍ଚିତ୍ର ‘କାନ୍ତାରା’ ଅନେକ ଚଳଚ୍ଚିତ୍ର ରେକର୍ଡ ଭାଙ୍ଗିଥିଲା। ବକ୍ସ ଅଫିସରେ ଧମାକାଦାର ରୋଜଗାର ସହିତ ଏହି ଚଳଚ୍ଚିତ୍ରର ଆଲୋଚନା ସାଉଥ୍ରୁ ଆରମ୍ଭ କରି ବଲିଉଡ ତାରକାମାନଙ୍କ ଓଠରେ ଥିଲା। କନ୍ନଡ ଚଳଚ୍ଚିତ୍ର...
୧୧ ଘଣ୍ଟା ଧରି ପାଣି ଭିତରେ ଶୁଟିଂ କରିବା ପରେ ବିଗିଡିଲା ଅଭିନେତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା
ସାଉଥ୍ରୁ ବଲିଉଡ ଫିଲ୍ମ ପର୍ଯ୍ୟନ୍ତ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ରକୁଲ ପ୍ରୀତ ସିଂ ଜଣେ ପରିଶ୍ରମୀ ଅଭିନେତ୍ରୀ। ସେ ନିଜକୁ ଅନେକ ଥର ମଧ୍ୟ ପ୍ରମାଣିତ କରିଛନ୍ତି। ଫିଲ୍ମରେ ନିଜର ଚରିତ୍ର ପାଇଁ କଠିନ ପରିଶ୍ରମ କରନ୍ତି,...
ରିଲିଜ୍ ହେଲା ଫିଲ୍ମ ‘ପଠାନ’ର ଦ୍ୱିତୀୟ ଗୀତ ‘ଝୁମେ ଜୋ ପଠାନ’
ସୁପରଷ୍ଟାର ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ର ଦ୍ୱିତୀୟ ଗୀତ’ ‘ଝୁମେ ଜୋ ପଠାନ ’ମୁକ୍ତିଲାଭ କରିଛି। ଏହି ଗୀତରେ ଶାହାରୁଖ ଏବଂ ଦୀପିକା ପାଦୁକୋନ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ନିକଟରେ ‘ପଠାନ’ର ପ୍ରଥମ ଗୀତ...
ସ୍ତ୍ରୀଙ୍କୁ ହେମାମାଳିନୀଙ୍କ ସହ ତୁଳନା କଲେ ବିକି କୌଶଲ
ବଲିଉଡ୍ର ପାଓ୍ବାରଫୁଲ୍ କପଲ୍ ଭାବେ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଜଣାଶୁଣା। ନିକଟରେ ଦୁହେଁ ପ୍ରଥମ ବିବାହବାର୍ଷିକୀ ପାଳନ କରିଛନ୍ତି। ବିକି ଏବଂ କ୍ୟାଟ ପ୍ରାୟତଃ ପରସ୍ପରକୁ ଖୋଲାଖୋଲି ପ୍ରଶଂସା କରୁଥିବା ଦେଖାଯାଏ। ପୁଣି ଥରେ ବିକି କ୍ୟାଟ୍ରିନାଙ୍କ...
ଫିଲ୍ମ ଫେୟାର ଓଟିଟି ଆୱାର୍ଡସ ୨୦୨୨: ଅଭିଶେକ ବଚ୍ଚନ ଶ୍ରେଷ୍ଠ ଅଭିନେତା
ମୁମ୍ବାଇ: ଫିଲ୍ମ ଫେୟାର ଓଟିଟି ପୁରସ୍କାରର ଦୁଇଟି ସଫଳ ଆୟୋଜନ ପରେ ଚଳିତ ବର୍ଷ ବି ମୁମ୍ବାଇରେ ଓଟିଟି ଆୱାର୍ଡସ ୨୦୨୨ ଘୋଷଣା ହୋଇଛି । ନିଜ କାମର ଛାପ ଛାଡିଥିବା କଳାକାରମାନେ ୨୦୨୨ର ଫିଲ୍ମ ଫେୟାର ଓଟିଟି ପୁରସ୍କାର...
Archives


