ମନୋରଞ୍ଜନ

‘ଯବାନ’ରେ ଅଲ୍ଲୁଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ ବାଦଶାହ ଶାହରୁଖ ଖାନ୍‌ଙ୍କ ସହ ସ୍କ୍ରିନ ଶେୟାର କରିବେ ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଅଭିନେତ୍ରୀ ନୟନତାରା ଓ ବିଜୟ ସେଥୁପତିଙ୍କ ପରେ ଏବେ ଶାହରୁଖଙ୍କ ଆଗାମୀ ଫିଲ୍ମ ‘ଯବାନ’ରେ ଅଲ୍ଲୁ ଏଣ୍ଟ୍ରି କରିବାକୁ ନେଇ ଚର୍ଚ୍ଚା ହେଉଛି।…

ରାକ୍ଷୀଙ୍କ ସ୍ବାମୀଙ୍କ ନାଁରେ ବଳାତ୍କାର ଅଭିଯୋଗ

ମହୀଶୂର, ୧୪।୨: ବଲିଉଡ୍‌ ଆଇଟମ୍‌ ଗର୍ଲ ରାଷୀ ସାଓ୍ବନ୍ତଙ୍କ ସ୍ବାମୀ ଆଦିଲଙ୍କ ନାଁରେ ଜଣେ ଇରାନୀୟ ଛାତ୍ରୀ ମହୀଶୂର ଥାନାରେ ବଳାତ୍କାର ଅଭିଯୋଗ ଆଣିବା ପରେ ତାଙ୍କ ବରୋଧରେ ଅଭିଯୋଗ ହୋଇଛି। ଅଭିଯୋଗକାରିଣୀ ଛାତ୍ରୀଜଣକ ୫ ବର୍ଷ ପୂର୍ବେ ପାଠପଢ଼ିବା ପାଇଁ…

ମା’ହେବାକୁ ଯାଉଛନ୍ତି ଆଦିଲଙ୍କ ଗର୍ଲଫ୍ରେଣ୍ଡ ତନୁ!

ମୁମ୍ବାଇ: ଡ୍ରାମାକୁଇନ୍‌ ରାଖୀ ସାୱନ୍ତ ତାଙ୍କ ସ୍ବାମୀ ଆଦିଲ ଖାନ ଦୁରାନୀଙ୍କ ସହ ବିବାଦକୁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରାଖି ଆଦିଲଙ୍କ ବିରେଧରେ ଅଭିଯୋଗ କରିଥିଲେ, ଯେଉଁଥିପାଇଁ ଆଦିଲ ପୋଲିସ ହେପାଜତରେ ଅଛନ୍ତି। ଏହି ସମୟରେ ରାଖି ଆଦିଲଙ୍କ ଗର୍ଲଫ୍ରେଣ୍ଡ ତନୁ…

ବାବୁଲ ସୁପ୍ରିୟୋ ହସ୍ପିଟାଲରେ ଭର୍ତ୍ତି

କୋଲକାତା,୧୩।୨: ପଶ୍ଚିମବଙ୍ଗ ପର୍ଯ୍ୟଟନ ମନ୍ତ୍ରୀ ତଥା ଗାୟକ ବାବୁଲ ସୁପ୍ରିୟୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ଅପରାହ୍ନରେ ବାବୁଲ ସୁପ୍ରିୟୋଙ୍କୁ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯାଉଛି। ଏନେଇ ଜଣେ ବରିଷ୍ଠ ଅଧିକାରୀ…

ବେଙ୍ଗାଲୁରୁରେ କନ୍ନଡ ତାରକାଙ୍କୁ ଭେଟିଲେ ମୋଦି

ବେଙ୍ଗାଲୁରୁ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏରୋ ଇଣ୍ଡିଆର ଉଦ୍‌ଘାଟନ ପାଇଁ ବେଙ୍ଗାଲୁରୁ ଗସ୍ତ ବେଳେ କନ୍ନଡ ଇଣ୍ଡଷ୍ଟ୍ରିର ଅନେକ ତାରକାଙ୍କୁ ଭେଟିଛନ୍ତି। ସୋସିଆଲ ମିଡିଆରେ ଏହାର କିଛି ଫଟୋ ସାମ୍ନାକୁ ଆସିଛି ,ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ‘କେଜିଏଫ-୨’ର ସଫଳତା ପରେ…

ବଲିଉଡ୍‌ର ଏହି ସୁପରଷ୍ଟାର ହଲିଉଡ୍‌ ଫିଲ୍ମକୁ କରିଛନ୍ତି ପ୍ରତ୍ୟାଖ୍ୟାନ

ମୁମ୍ବାଇ: ବଲିଉଡ୍‌ ଷ୍ଟାରମାନେ ସବୁବେଳେ ହଲିଉଡ୍‌ରେ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ମାତ୍ର ଅନେକ ବଲିଉଡ୍‌ ଷ୍ଟାର ଅଛନ୍ତି, ଯେଉଁମାନଙ୍କ ପାଖରେ ଅନେକ ପ୍ରତିଭା ରହିଛି, ତଥାପି ସେମାନେ ହଲିଉଡ୍‌ରେ କାମ କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଛନ୍ତି।…

ଲଗଜରୀ ହେବ ନତାଶା-ହାର୍ଦ୍ଦିକଙ୍କ ବିବାହ

ମୁମ୍ବାଇ: କିଛିଦିନ ହେବ ବଲିଉଡରେ ଶୁଣିବାକୁ ମିଳିଛି ବିବାହ ଖବର । କେଏଲ ରାହୁଲ ଓ ଆଥିୟା ସେଟ୍ଟି ବିବାହ କରିବା ପରେ ଏବେ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏବେ ଶୁଣିବାକୁ…

କିଆରାଙ୍କୁ ବଡ ସରପ୍ରାଇଜ ଦେଲେ ରାମ ଚରଣ

ମୁମ୍ବାଇ: ରାମ ଚରଣ ଜଣେ ଭଲ ଅଭିନେତା ହୋଇଥିବା ବେଳେ ଜଣେ ଭଲ କୋ-ଷ୍ଟାର ଓ ବନ୍ଧୁ ବି ହୋଇପାରନ୍ତି । ଅଭିନେତା ତାଙ୍କ ଆରସି-୧୫ର କୋଷ୍ଟାର କିଆରା ଆଡଭାନୀଙ୍କ ବିବାହରେ ତାଙ୍କୁ ଏକ ପ୍ୟାରା ସା ସରପ୍ରାଇଜ ଦେଇଛନ୍ତି ।…

ବଲିଉଡରେ ଡେବ୍ୟୁ ପାଇଁ ପ୍ରସ୍ତୁତି ହେଉଛନ୍ତି ସୈଫଙ୍କ ପୁଅ ଇବ୍ରାହିମ

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଶୁଣିବାକୁ ମିଳୁଥିଲା କି ଇବ୍ରାହିମ ମଧ୍ୟ ବାପା ସୈଫଙ୍କ ଭଳି ଚଳଚ୍ଚିତ୍ରରେ ନିଜର କ୍ୟାରିୟର କରିବାକୁ ନିଷ୍ପତ୍ତି…

‘କିସି କା ଭାଇ କିସି କି ଜାନ୍‌’ ର ପ୍ରଥମ ଗୀତ ରିଲିଜ୍‌

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ଅପକମିଙ୍ଗ୍‌ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ମାଧ୍ୟମରେ ଦୀର୍ଘବର୍ଷ ପରେ ପରଦାକୁ ଫେରୁଛନ୍ତି। ଯାହାକୁ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ ଫିଲ୍ମର ପ୍ରଥମ ଗୀତ ‘ନୟୋ…

୯୫୦ କୋଟି ରୋଜଗାର କଲାଣି ‘ପଠାନ’

ମୁମ୍ବାଇ: ଜାନୁୟାରୀ ୨୫ରେ ମୁକ୍ତିଲାଭ କରିଥିବା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ରେକର୍ଡ ସୃଷ୍ଟି କରିଛି। ପ୍ରେକ୍ଷାଳୟରେ ୩ ସପ୍ତାହରୁ ଅଧିକ ସମୟ ଧରି ଏହା ଚାଲିଥିଲେ ମଧ୍ୟ ଆଜି ବି ହାଉସ୍‌ ଫୁଲ୍‌ ରହୁଛି। ସପ୍ତାହ…

ସିଦ୍ଧାର୍ଥଙ୍କ ରିସେପ୍ସନରେ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ଏଣ୍ଟ୍ରି

ବଲିଉଡର ଲଭ ବାର୍ଡ ସିଦ୍ଧାର୍ଥ-କିଆରା। ରାଜସ୍ଥାନ ଜୈସଲମେରର ସୂର୍ଯ୍ୟଗଡ ପ୍ୟାଲେସରେ ରାଜକୀୟ ଅନ୍ଦାଜରେ ସରିଛି ଏହି ହାଇ ପ୍ରୋଫାଇଲ ସେଲିବ୍ରିଟି ବାହାଘର। ଉଭୟ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍ସନ ଆୟୋଜନ କରିଛନ୍ତି। ଏଥିରେ ଅନେକ ବଲିଉଡ୍‌ ସେଲିବ୍ରିଟି ଯୋଗ ଦେଇଛନ୍ତି। ସିଦ୍ଧାର୍ଥଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?