ମନୋରଞ୍ଜନ

ଗୁଜବକୁ ଖଣ୍ଡନ କଲେ କ୍ରିତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌ ଏବଂ ଅଭିନେତା ପ୍ରଭାସଙ୍କ ନିର୍ବନ୍ଧକୁ ନେଇ କିଛିଦିନ ହେବ ବିଭିନ୍ନ କଥା ଶୁଣିବାକୁ ମିଳୁଥିଲା। ଫିଲ୍ମ ‘ଭେଡିଆଁ’ର ପ୍ରମୋଶନ ପରେ ଏହି ଖବର ନେଇ ଚର୍ଚ୍ଚା ଜୋରଧରିଛି। ଦୁହିଁଙ୍କ ମଧ୍ୟରେ କ’ଣ ସମ୍ପର୍କ ରହିଛି…

ବିଗିଡିଲା ବାହୁବଳୀ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା, ଅଧାରୁ ବନ୍ଦ ରହିଲା ଶୁଟିଂ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ନିଜର ଦମ୍‌ଦାର ଅଭିନୟ ପାଇଁ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ଏହି ସମୟରେ ପ୍ରଭାସଙ୍କ ବିଷୟରେ ଏକ ବଡ ଖବର ଆସିଛି। ଖବର ଅନୁଯାୟୀ, ପ୍ରଭାସଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିବା ଜଣାପଡିଛି। ଯେଉଁଥିପାଇଁ ନିର୍ଦ୍ଦେଶକ…

ଇତିହାସ ରଚିବ ଶାହାରୁଖଙ୍କ ‘ପଠାନ୍‌’

ବମ୍ବେ: ଦୀର୍ଘ ଚାରି ବର୍ଷର ବିରତି ପରେ ବଡ଼ପରଦାକୁ ଫେରି ବ୍ଲକ୍‌ବଷ୍ଟର ହିଟ୍‌ ଫିଲ୍ମ ଭେଟିଦେଇଛନ୍ତି ରୋମାନ୍ସର ବାଦ୍‌ଶାହା ଶାହାରୁଖ ଖାଁ। ଦିନକୁ ଦିନ ସଫଳତାର ନୂଆ ନୂଆ ପାହାଚ ଚଢ଼ୁଛି ‘ପଠାନ୍‌’। ରୋଜଗାର ମାମଲାରେ ଏହା ୧୦୦୦ କୋଟି କ୍ଲବରେ…

ସୋନୁ ସୁଦଙ୍କର ନିର୍ମାଣ ହେଲା ମନ୍ଦିର, ଅଭିନେତା କହିଲେ ମୁଁ ଏଥିପାଇଁ ଯୋଗ୍ୟ ନୁହେଁ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ସମ୍ମାନରେ ତେଲେଙ୍ଗାନା ସୀମାରେ ଆଉ ଏକ ମନ୍ଦିର ନିର୍ମାଣ କରାଯାଇଛି । ଏହାକୁ ନେଇ ଅଭିନେତା କହିଛନ୍ତି, ମୁଁ ଏଥିପାଇଁ ସମ୍ମାନବୋଧ କରୁଛି । ସେଲିବ୍ରିଟି ପାପରାଜି ଭିରଲ ଭୟାନିଙ୍କ ଦ୍ୱାରା ଶେୟାର କରାଯାଇଥିବା…

ଆଦିଲଙ୍କୁ ଜାମିନ ନ ମିଳିବାକୁ କୋର୍ଟରେ ଆବେଦନ କରିବେ ରାଖୀ

ମୁମ୍ବାଇ: ଡ୍ରାମା କୁଇନ୍‌ ରାଖୀ ସାୱନ୍ତଙ୍କ ସ୍ବାମୀ ଆଦିଲ ଖାନ ଗିରଫ ହୋଇଛନ୍ତି। ନିକଟରେ ସ୍ବାମୀ ଆଦିଲ ତାଙ୍କୁ ନିର୍ଯାତନା ଦେଉଥିବା ଅଭିନେତ୍ରୀ ଅଭିଯୋଗ କରିଥିଲେ। ଯାହା ପରେ ପୋଲିସ ଆଦିଲଙ୍କୁ ଗିରଫ କରିଥିଲା। ତେବେ ଆଦିଲଙ୍କୁ କୌଣସି ପ୍ରକାରେ ଜାମିନ…

ଆଜି ଦିଲ୍ଲୀରେ ରିସେପ୍‌ଶନ ପାର୍ଟି ଦେବେ କିଆରା-ସିଦ୍ଧାର୍ଥ

ମୁମ୍ବାଇ: ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ଉଭୟ ଦମ୍ପତି ଦିଲ୍ଲୀ ଫେରିଛନ୍ତି। ସିଦ୍ଧାର୍ଥଙ୍କ ପରିବାର ଲୋକେ ଦମ୍ପତିକୁ ସ୍ବାଗତ କରି ଘରକୁ ନେଇଛନ୍ତି। ତେବେ ସିଦ୍ଧାର୍ଥ ଏବଂ କିଆରା…

ରଶ୍ମିକା ପିନ୍ଧିଥିବା ଟପ୍‌ର ମୂଲ୍ୟ ଜାଣିଲେ…

ମୁମ୍ବାଇ: ସାଉଥ୍‌ ସୁନ୍ଦରୀ ରଶ୍ମିକା ମନ୍ଦାନା ଆଜିକାଲି ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ନିଜର ଦମ୍‌ଦାର ଅଭିନୟ ପାଇଁ ସାଉଥ୍‌ରୁ ବଲିଉଡ ପର୍ଯ୍ୟନ୍ତ ତାଙ୍କର କ୍ରେଜ୍‌ ବଢିବାରେ ଲାଗିଛି। ନିକଟରେ ରଶ୍ମିକା ମୁମ୍ବାଇ ବିମାନବନ୍ଦରରେ ଜିନ୍ସ ସହିତ ଏକ ଟପ୍‌ ପିନ୍ଧିଥିବାର…

‘ପଠାନ’ର ସଫଳତା ପରେ କିଙ୍ଗ୍‌ଖାନ୍‌ ଶେୟାର କଲେ ଫଟୋ

ମୁମ୍ବାଇ: ‘ପଠାନ’ର ଗ୍ରାଣ୍ଡ ସଫଳତା ପରେ କିଙ୍ଗ୍‌ଖାନ୍‌ ଶାହାରୁଖ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ଫିଲ୍ମ ସାରା ବିଶ୍ୱରେ ବହୁ ରୋଜଗାର କରୁଛି। ରିଲିଜ୍‌ ପୂର୍ବରୁ ‘ପଠାନ’କୁ ଯେତିକି ବିରୋଧର ସମ୍ମୁଖୀନ ହେବାକୁ ପଡୁଥିଲା, ଫିଲ୍ମ…

ଅମ୍ରିତା ସିଂଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଅଭିନ୍ରେତୀ ଅମ୍ରିତା ସିଂ ଆଜି ୬୫ତମ ଜନ୍ମଦିନ ପାଳନ କରୁଛନ୍ତି। ୯ ଫେବୃଆରୀ ୧୯୫୮ରେ ଜନ୍ମ ହୋଇଥିବା ଅମ୍ରିତା ସନି ଦେଓଲଙ୍କ ବିପକ୍ଷରେ ଫିଲ୍ମ ‘ବେତାବ’ ସହିତ ୧୯୮୩ରେ ବଲିଉଡରେ ଡେବ୍ୟୁ କରିଥିଲେ। ସେ ୯୦ ଦଶକର ଜଣେ ଭେଟେରାନ ଅଭିନେତ୍ରୀ…

ଶ୍ରୀଦେବୀଙ୍କ ଜୀବନୀ ଉପରେ ଆସିବ ପୁସ୍ତକ

ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଶ୍ରୀଦେବୀ ଥିଲେ ଅନ୍ୟତମ। ସେ ନିଜର ଚମତ୍କାର କ୍ୟାରିୟର ଏବଂ ସୌନ୍ଦର୍ଯ୍ୟ ଜରିଆରେ ଲୋକଙ୍କ ହୃଦୟରେ ଏକ ଅବିସ୍ମରଣୀୟ ଛାପ ଛାଡିଥିଲେ। ଦୁର୍ଭାଗ୍ୟବଶତଃ ୨୦୧୮ରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସ୍ମୃତିରେ ‘ଶ୍ରୀଦେବୀ –…

କିଆରା-ସିଦ୍ଧାର୍ଥଙ୍କ ଗ୍ରାଣ୍ଡ ୱେଲକମ

ମୁମ୍ବାଇ: ସେଲିବ୍ରିଟି କପୁଲ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ୭ ଫେବୃୟାରୀରେ ରାଜସ୍ଥାନ ଜୈସଲମରର ସୂର୍ଯ୍ୟଗଡ଼ ପ୍ୟାଲେସରେ ଟ୍ରାଡିସନାଲ ୱେଡିଂ ଫଙ୍କସନରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ଗ୍ରାଣ୍ଡ ୱେଡିଂ ପରେ ନ୍ୟୁଲି ୱେଡ କପୁଲ ୮ ଫେବୃୟାରୀରେ…

ନିଜ ଗୀତ ଶୁଣୁ ନ ଥିଲେ ସୁରସାମ୍ରାଜ୍ଞୀ

ବମ୍ବେ: ନାଁ କୋକିଳକଣ୍ଠୀ। ଗାଇଥିଲେ ତିନି ହଜାରରୁ ଅଧିକ ଗୀତ। ନାମରେ ଅଛି ଅନେକ ରେକର୍ଡ। ହେଲେ ନିଜେ ଗାଇଥିବା ଗୀତ ନିଜେ ଶୁଣୁ ନ ଥିଲେ ସେ। ଆମେ କହୁଛୁ ସୁରସାମ୍ରାଜ୍ଞୀ ଲତା ମଙ୍ଗେସରକଙ୍କ କଥା। ଅନେକଙ୍କୁ ଏହା ଆଶ୍ଚର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?