ମନୋରଞ୍ଜନ

ପାକ ଫିଲ୍ମରେ ଅଭିନୟକୁ ନେଇ କ’ଣ କହିଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବେ ତାଙ୍କ ଅପକମିଂ ମୁଭି ‘ତୁ ଝୁଠି ମେ ମକ୍କାର’କୁ ନେଇ ଲଗାତାର ଚର୍ଚ୍ଚାରେ ରହୁଛନ୍ତି । ଏଥିରେ ରଣବୀର କପୁରଙ୍କ ସହ ଶ୍ରଦ୍ଧା କପୁର ପ୍ରଥମ ଥର ଲାଗି ସ୍କ୍ରିନ୍ ଶେୟାର କରିବାକୁ…

‘ଆଶିକି-୩’ରେ ଏହି ଅଭିନେତ୍ରୀଙ୍କ ସହ ରୋମନ୍ସ କରିବେ କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଭିନୀତ ମୁଭି ‘ଶହଜାଦା’କୁ ନେଇ ଏବେ ଚର୍ଚ୍ଚାରେ । ଏବେ ଏହା ସିନେମା ହଲରେ ଦର୍ଶକଙ୍କ ମନୋରଞ୍ଜନ କରୁଛି । ହେଲେ ମୁଭିକୁ ସେତେଟା ଭଲ ରେସପନ୍ସ ମିଳିନାହିଁ । ଏହି ସମୟରେ…

ନଓ୍ବାଜଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ପତ୍ନୀ, କହିଲେ…

ବମ୍ବେ: ଅଭିନୟରେ ଯେତିକି ସଫଳ, ବ୍ୟକ୍ତିଗତ ଜୀବନରେ ସେତିକି ଅସଫଳ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଧକି। ଦୀର୍ଘଦିନ ଧରି ତାଙ୍କର ପାରିବାରିକ ବିବାଦ ଚର୍ଚ୍ଚାରେ ରହି ଆସୁଛି। ଏବେ ପତ୍ନୀ ଆଲିଆ ଅଭିନେତାଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ସେ…

ଫେରୁଛନ୍ତି ମୋହସିନ! ଅନୁପମାଙ୍କ ବୋହୂଙ୍କ ସହ ରୋମାଣ୍ଟିକ ଫଟୋ ଭାଇରାଲ ପରେ…

ବମ୍ବେ: ଟେଲି ପରଦାକୁ ପୁଣି ଫେରୁଛନ୍ତି ଅଭିନେତା ମୋହସିନ ଖାଁ। ଅନୁପମାଙ୍କ ଗେହ୍ଲି ବୋହୂ କିଞ୍ଜଲ ଓରଫ ନିଧି ଶାହାଙ୍କ ସହ ତାଙ୍କର ରୋମାଣ୍ଟିକ ଫଟୋ ଭାଇରାଲ ପରେ ଏଭଳି କିଛି ଚର୍ଚ୍ଚା ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ପ୍ରଶଂସକ ଏଥିରେ…

କାନାଡ଼ାର ନାଗରିକତ୍ୱ ଛାଡ଼ିବେ ଅକ୍ଷୟ, କହିଲେ ‘ଭାରତ ମୋ ପାଇଁ ସବୁକିଛି’

ବମ୍ବେ: ଭାରତରେ ଥାଇ ବି କାନାଡିୟ ନାଗରିକତ୍ୱ ଥିବାକୁ ନେଇ ଟ୍ରୋଲ ହୋଇ ଆସୁଛନ୍ତି ବଲିଉଡ୍‌ର ଖିଲାଡି କିଙ୍ଗ ଅକ୍ଷୟ କୁମାର। ଅନେକ ଥର ତାଙ୍କୁ ଏଥିଲାଗି କଟାକ୍ଷ କରାଯାଇଛି। ଲୋକଙ୍କ କଥା ତାଙ୍କୁ ଆଘାତ ଦେଉଥିବାରୁ ଏବେ ସେ ବଡ଼…

ଫେରୁଛନ୍ତି କରିସ୍ମା

ମୁମ୍ବାଇ: ବଲିଉଡରେ ୯୦ ଦଶକର ଜଣେ ଆଗଧାଡିର ନାୟିକା ଥିଲେ କରିସ୍ମା କପୁର । ପ୍ରାୟତଃ ବିବାହ ପରେ ସେ ବଲିଉଡରୁ ଏକ ପ୍ରକାର ଦୂରେଇ ଯାଇଥିଲେ । ଏବେ ପୁଣିଥରେ କରିସ୍ମାଙ୍କ କରିସ୍ମା ଦେଖିବାକୁ ମିଳିବ । ଖୁବଶୀଘ୍ର କରିସ୍ମା…

ହାଇଏଷ୍ଟ ଟାକ୍ସପେୟର ହୋଇଥିବାରୁ ଗର୍ବ କରନ୍ତି ଅକ୍ଷୟ

ମୁମ୍ବାଇ: ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର ସବୁବେଳେ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ । ଏବେ ଆକ୍ଟର ତାଙ୍କ ଲାଟେଷ୍ଟ ରିଲିଜ୍ ମୁଭି ‘ସେଲଫି’କୁ ନେଇ ଅଛନ୍ତି ଲାଇମ ଲାଇଟରେ । ଏସବୁ ଭିତରେ ଅଭିନେତା…

ରିଲିଜ ହେଲା ଅକ୍ଷୟଙ୍କ ‘ସେଲଫି’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ପୁଣିଥରେ ତାଙ୍କ ନୂଆ ଚଳଚ୍ଚିତ୍ର ‘ସେଲଫି’ ସହିତ ସିନେମା ହଲରେ ପ୍ରବେଶ କରିଛନ୍ତି। ତାଙ୍କର ଏହି ଫିଲ୍ମଟି ଶୁକ୍ରବାର ରିଲିଜ ହୋଇଛି। ରାଜ ମେହେଟ୍ଟା ଫିଲ୍ମର ନିର୍ଦ୍ଦେଶକ ଭାର ସମ୍ଭାଳିଛନ୍ତି। ଚଳଚ୍ଚିତ୍ରଟି ମାଲାୟାଲମ ଚଳଚ୍ଚିତ୍ର…

‘କାନ୍ତାରା-୨’ରେ ନଜର ଆସିବେ କି ଉର୍ବଶୀ? ଜାଣନ୍ତୁ କ’ଣ କହିଲେ ରିଷଭ ଶେଟ୍ଟୀ

ମୁମ୍ବାଇ: ଅଭିନେତା-ନିର୍ଦ୍ଦେଶକ ରିଷଭ ଶେଟ୍ଟୀଙ୍କ ଚଳଚ୍ଚିତ୍ର ‘କାନ୍ତାରା’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା। ଏହି ଚଳଚ୍ଚିତ୍ରର ସଫଳତା ପରେ ରିଷବ ଶେଟ୍ଟୀ ପାନ ଇଣ୍ଡିଆ ମାନ୍ୟତା ହାସଲ କରିଥିଲେ। ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଦାଦାସାହେବ ଫାଲକେ ଆଓ୍ବାର୍ଡରେ ମୋଷ୍ଟ…

ଶ୍ରୀଦେବୀଙ୍କୁ ମନେ ପକାଇ ଭାବବିହ୍ବଳ ହେଲେ ବୋନି

ମୁମ୍ବାଇ: ଆଜି ବଲିଉଡ୍‌ର ସୌନ୍ଦର୍ଯ୍ୟ ରାଣୀ ଶ୍ରୀଦେବୀଙ୍କ ୫ମ ମୃତ୍ୟୁ ବାର୍ଷିକୀ। ୨୪ ଫେବୃୟାରୀ ୨୦୧୮ରେ ଶ୍ରୀଦେବୀ ଦୁନିଆରୁ ବିଦାୟ ନେଇଥିଲେ। ଫିଲ୍ମ ଜଗତରେ ଶ୍ରୀଦେବୀଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ତାଙ୍କର ଅନୁପସ୍ଥିତି କେବେ ବି ପୂରଣ ହୋଇପାରିବ ନାହିଁ।…

ଚଳଚ୍ଚିତ୍ର ନିର୍ମାତା କରିମ ମୋରାନିଙ୍କୁ ଇଡିର ସମନ

ମୁମ୍ବାଇ,୨୪।୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଳଚ୍ଚିତ୍ର ନିର୍ମାତା କରିମ ମୋରାନୀଙ୍କୁ ସମନ ପଠାଇଛି। ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିସଙ୍କୁ ସୁକେଶ ଘର ଉପହାର ଦେବା ପ୍ରସଙ୍ଗରେ କରିମ ମୋରାନୀଙ୍କ ନାମ…

ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ ବର୍‌ଖା

ବମ୍ବେ: ମନୋରଞ୍ଜନ ଦୁନିଆରେ ଅନେକ ସମ୍ପର୍କ ଉଦାହରଣ ପାଲଟୁଥିବା ବେଳେ କିଛି ବେଳ ଅବେଳରେ ଭାଙ୍ଗିଯାଏ। ଏଥିଲାଗି ବେଶ ସମୟ ମଧ୍ୟ ଲାଗେ ନାହିଁ। କଳାକାରଙ୍କ ଡେଟିଂ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଚକିତ ହୋଇଥାନ୍ତି। ଏହି କ୍ରମରେ ଜଣାଶୁଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?