୨ ସପ୍ତାହରେ ୪୯ ଫିଲ୍ମ କରିଥିଲେ ସାଇନ୍
ମୁମ୍ବାଇ: ହିନ୍ଦୀ ଫିଲ୍ମର ପ୍ରତ୍ୟେକ କଳାକାରଙ୍କ କ୍ୟାରିୟରରେ ଏକ ସମୟ ଆସିଥାଏ ଯେତେବେଳେ ସେ ବହୁତ ନାଁ କମାଇଥାନ୍ତି। ୯୦ ଦଶକରେ ବଲିଉଡ୍ର ହାସ୍ୟ ଅଭିନେତା ଗୋବିନ୍ଦା ମଧ୍ୟ ଅନେକ ପ୍ରଶଂସା ସାଉଁଟିଥିଲେ। ବର୍ତ୍ତମାନ ଲାଗୁଛି ଗୋବିନ୍ଦାଙ୍କ ଯୁଗ ଯେମିତି ଶେଷ…
ଓସ୍କାର ଜିତିବା ପରେ ଅମିତ ଶାହାଙ୍କୁ ଭେଟିଲେ ଅଭିନେତା
ମୁମ୍ବାଇ,୧୮।୩: ସୁପରହିଟ୍ ଫିଲ୍ମ ‘ଆର୍ଆର୍ଆର୍’ ଚଳଚ୍ଚିତ୍ରର ନାଟୁ ନାଟୁ ଗୀତ ଓସ୍କାର ପୁରସ୍କାର ଜିତିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି। ଏହି ସମୟରେ ରାମ ଚରଣ ଏବଂ ତାଙ୍କ ବାପା ଚିରଞ୍ଜୀବୀ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ…
ବିବାହ ପରେ ଗ୍ରାଣ୍ଡ ରିସେପଶନ ପାର୍ଟି ହୋଷ୍ଟ କଲେ ଅଲାନା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ କଜିନ ସିଷ୍ଟର ତଥା ସୋସିଆଲ ମିଡିଆ ଇପଫ୍ଲୁଏନସର ଅଲାନା ପାଣ୍ଡେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ସେ ତାଙ୍କ ଲଙ୍ଗ ଟାଇମ ବୟଫ୍ରେଣ୍ଡ ଇଭୋର ମାକକ୍ରେଙ୍କ ସହ ମୁମ୍ବାଇରେ ଟାଡିସନାଲ ମ୍ୟାରେଜ କରିଛନ୍ତି…
ବକ୍ସ ଅଫିସରେ କମାଲ କରିପାରିଲାନି କପିଲ ଶର୍ମାଙ୍କ ଜ୍ୱିଗାଟୋ
ମୁମ୍ବାଇ: ନନ୍ଦିତା ଦାସଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ମୁଭି ‘ଜ୍ୱିଗାଟୋ’ ମାର୍ଚ୍ଚ ୧୭ରେ ରିଲିଜ ହୋଇଛି । ଫିଲ୍ମରେ କମେଡିଆନ କପିଲ ଶର୍ମା ଓ ଶହାନା ଗୋସ୍ୱାମୀ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । କପିଲ ଏହି ମୁଭିରେ ଡେଲିଭରି ବୟ…
ବାପା ହେଲେ ଏହି ଅଭିନେତା
ବମ୍ବେ: ବାପା ହୋଇଛନ୍ତି ଦେବୋ କେ ଦେବ ମହାଦେବ ଫେମ୍ ଅଭିନେତା ମୋହିତ ରାଇନା। ତାଙ୍କ ପତ୍ନୀ ଅଦିତି କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ନିଜର ସୋସିଆଲ ମିଡିଆ ଜରିଆରେ ଅଭିନେତା ଏହି ଖୁସିଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ମୋହିତ ଶେୟାର…
ୱାନଖେଡେ ଷ୍ଟାଡିୟମରେ ଫ୍ୟାନ୍ସଙ୍କୁ ମିଳିବ ଡବଲ ଧମାଲ, ‘ଭୋଲା’ର ପ୍ରମୋଶନ ପାଇଁ ପହଞ୍ଚିବେ ଅଜୟ
ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନ ଶୁକ୍ରବାର ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ହେବାକୁ ଯାଉଥିବା ଭାରତ-ଅଷ୍ଟ୍ରେଲିଆ ୱାନଡେ ମ୍ୟାଚର ଅଂଶ ହେବାକୁ ଯାଉଛନ୍ତି । ଅଜୟ ଏହି ସମୟରେ ମ୍ୟାଚକୁ ଏନଜୟ କରିବା ସହ ତାଙ୍କର ଅପକମିଂ ମୁଭି ’ଭୋଲା’ର ପ୍ରମୋଶନ…
ରିଲିଜ୍ର ୨୦ ସପ୍ତାହ ପରେ ବି କମିନି ଆରଆରଆର’ର କ୍ରେଜ୍: ଏହି ଦେଶରେ ଆୟ କଲା ୮୦ କୋଟି
ମୁମ୍ବାଇ: ଭାରତକୁ ଓସ୍କାର ଆଓ୍ବାର୍ଡ ଦେଇଥିବା ଫିଲ୍ମ ‘ଆରଆରଆର’ ଦିନକୁ ଦିନ ନିଜ ନାମରେ ନୂଆ ନୂଆ ରେକର୍ଡ କରୁଛି। ୯୫ତମ ଏକାଡେମୀ ଆଓ୍ବାଡର୍ସରେ ଏସ୍ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ‘ଆରଆରଆର’ ର ‘ନାଟୁ ନାଟୁ’ ଗୀତକୁ ଅରିଜିନାଲ ସଙ୍ଗ୍ ବର୍ଗରେ ଓସ୍କାର…
ଜିମ୍ରେ ଅଭିନେତା ଅମାନ ଧାଲିଓ୍ବାଲଙ୍କ ଉପରେ ଆକ୍ରମଣ, ଭିଡିଓ ଭାଇରାଲ
ମୁମ୍ବାଇ: ଲୋକପ୍ରିୟ ଧାରାବାହିକ ‘ଯୋଦ୍ଧା ଅକବର’ ଫେମ୍ ଅମାନ ଧାଲିଓ୍ବାଲଙ୍କ ଉପରେ ଗୁରୁବାର କାଲିଫର୍ନିଆର ଏକ ଜିମ୍ରେ ଆକ୍ରମଣ ହୋଇଛି। ଜଣେ ବ୍ୟକ୍ତି କୁରାଡି ଧରି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…
ବିମାନବନ୍ଦରରେ ରାମଚରଣଙ୍କ ଦେଖି ଘେରିଗଲେ ପ୍ରଶଂସକ,‘ଆର୍ଆର୍ଆର୍’ ପତାକା ଦେଖାଇ କଲେ ସ୍ବାଗତ
ମୁମ୍ବାଇ: ଓସ୍କାର ଆଓ୍ବାର୍ଡରେ ସୁପରହିଟ୍ ଫିଲ୍ମ ‘ଆର୍ଆର୍ଆର୍’ର ନାଟୁ ନାଟୁ ଗୀତର ବଡ଼ ବିଜୟ ପରେ ଅଭିନେତା ରାମଚରଣ ନିଜ ଦେଶକୁ ଫେରିଛନ୍ତି। ସେ ତାଙ୍କ ସ୍ତ୍ରୀ ଉପାସନାଙ୍କ ସହ ଦିଲ୍ଲୀ ବିମାନବନ୍ଦରରେ ନଜର ଆସିଥିଲେ। ତେବେ ସେଠାରେ ଅଭିନେତାଙ୍କ ପ୍ରଶଂସକମାନେ…
ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ
ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ଇଶିତା ଦତ୍ତ। ଦୃଶ୍ୟମ୍-୨ରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଇଶିତା ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ବିବାହର ୬ ବର୍ଷ ପରେ ସେ ମା’ ହେବାକୁ ଯାଉଛନ୍ତି।…
ବଲିଉଡ୍ରେ କେନ୍ଦୁଝର ଝିଅ ୟୁବିକା
କେନ୍ଦୁଝର,୧୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ରାଇକଳା ପଞ୍ଚାୟତ ଟାଙ୍ଗରାଣୀ ଗ୍ରାମର ୟୁବିକା ବ୍ରହ୍ମ ବଲିଉଡ୍ ଜ୍ୱିଗାଟୋ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ର ଶୁକ୍ରବାର ମୁକ୍ତି ଲାଭ କରିବ। ଚଳଚ୍ଚିତ୍ରରେ ଅଭିନେତା କପିଲ ଶର୍ମା ଡେଲିଭରି ବୟ ଚରିତ୍ର…
ଏହି ଦିନ ଓଟିଟିରେ ରିଲିଜ ହେବ ଶାହାରୁଖଙ୍କ ଫିଲ୍ମ ‘ପଠାନ’
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍ଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ରେକର୍ଡ ସଂଖ୍ୟକ ଆୟ କରିବା ପରେ ଏବେ ଓଟିଟିରେ ଧମାକା କରିବାକୁ ପ୍ରସ୍ତୁତ ହେଉଛି। ‘ପଠାନ’ ରିଲିଜ ହେବା ପରଠାରୁ ଦର୍ଶକ ଏହାର ଓଟିଟି ରିଲିଜ୍କୁ ଅପେକ୍ଷା କରିଛନ୍ତି।…

