ମନୋରଞ୍ଜନ

କିଆରାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ତିନି ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ଶେଷରେ ଫେବୃଆରୀ ୭ରେ ବିବାହ କରିବାକୁ ଯାଉଛନ୍ତି। ରାଜସ୍ଥାନର ଜୈସଲମେରର ଏକ ପ୍ୟାଲେସରେ ଆୟୋଜିତ ହେବାକୁ ଥିବା ଏହି ବିବାହ ଉତ୍ସବରେ ଯୋଗଦେବା…

ତୃତୀୟଥର ଗ୍ରାମୀ ପୁରସ୍କାର ଜିତିଲେ ଭାରତର ରିକି କେଜ୍‌

ବହୁ ପ୍ରତୀକ୍ଷିତ ସଂଗୀତ ପୁରସ୍କାର ‘ଗ୍ରାମୀ’ରେ ପୁଣି ଥରେ ଭାରତର ବିଜୟ ପତାକା ଉଡିଛି। ବେଙ୍ଗାଲୁରୁର ସଂଗୀତକାର ରିକି କେଜ ତୃତୀୟଥର ଗ୍ରାମୀ ପୁରସ୍କାର ପାଇଛନ୍ତି। ତାଙ୍କ ଆଲବମ ‘ଡିଭାଇନ ଟାଇଡସ’ ପାଇଁ ରିକିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ଆମେରିକାରେ…

ପୁଣି ପ୍ରେମରେ ପଡିଲେ ଇମ୍ରାନ

ବଲିଉଡ ଅଭିନେତା ଇମ୍ରାନ ଖାନ ତାଙ୍କର ପ୍ରଥମ ଫିଲ୍ମ ‘ଜାନେ ତୁ ୟା ଜାନେ ନା’ ସହିତ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଏହାପରେ ଇମ୍ରାନ ଅନେକ ଫିଲ୍ମ କରିଥିଲେ। ଗତ କିଛି ବର୍ଷ ହେବ ଇମ୍ରାନ ପରଦାରୁ ନିଜକୁ ଦୂରେଇ…

ଖାଦ୍ୟ ପ୍ରିୟ ଥିଲେ ଲତା ଦିଦି

ମୁମ୍ବାଇ: ‘ମେରି ଆୱାଜ ହି ପେହେଚାନ ହୈ ମେରି..’ ବାସ୍ ଏଇ ଗୋଟିଏ ଧାଡି ହିଁ ତାଙ୍କର ପରିଚୟ । ଭାରତ ରତ୍ନ, ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ପୁଣି ମନେ ପଡିଛନ୍ତି କୋକିଳ କଣ୍ଠି ଗାୟିକା…

ପୁଣିଥରେ ଏକାଠି ନଜର ଆସିଲେ ଥ୍ରୀ-ଇଡିଅଟ୍ସ ଯୋଡି

ମୁମ୍ବାଇ: ବଲିଉଡ ଅଭିନେତା ସରମନ ଜୋଶୀ ବେଶ କିଛିଦିନ ହେବ ତାଙ୍କ ମୁଭି ‘କଗ୍ରାଚଲୈଶଂସ’କୁ ନେଇ ରହିଛନ୍ତି ଚର୍ଚ୍ଚାରେ । ଏହାଏକ ଗୁଜରାଟି ମୁଭି । ଏବେ ଏହାର ପ୍ରମୋଶନକୁ ନେଇ ସରମାନ ଏକ ଭିନ୍ନ ତରିକା ଆପଣାଇଛନ୍ତି । ଏହାକୁ…

ଫେବୃଆରୀ ୬ରେ ନୁହେଁ, ଏହି ଦିନ ହେବ କିଆରା-ସିଦ୍ଧାର୍ଥଙ୍କ ବିବାହ

ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ଆଜିକାଲି ନିଜ ବିବାହକୁ ନେଇ ଚର୍ଚ୍ଚା ଅଛନ୍ତି। ଉଭୟଙ୍କ ବିବାହ ଫେବୃଆରୀ ୬ ହେବ ବୋଲି ଆଲୋଚନା ହେଉଥିଲା। କିନ୍ତୁ ଏବେ ଏହା ଫେବୃଆରୀ ୭ରେ ହେବ ବୋଲି ଜଣାପଡିଛି। ବିବାହର ସମସ୍ତ…

ସପ୍‌ନାଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ଭାଉଜ

ବମ୍ବେ: ଅଡ଼ୁଆରେ ହରିୟାଣାର ଲୋକପ୍ରିୟ ନୃତ୍ୟଶିଳ୍ପୀ ସପ୍‌ନା ଚୌଧୁରୀ। ତାଙ୍କ ସହ ଭାଇ କର୍ଣ୍ଣ ଏବଂ ମା’ ନୀଲମ୍‌ଙ୍କ ବିରୋଧରେ ଭାଉଜ ପାଲଓ୍ବାଲ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଭାଉଜଙ୍କ ଅଭିଯୋଗ ପରେ ଯୌତୁକ ନିର୍ଯାତନା ସମେତ ଅନେକ ଗୁରୁତର ଧାରା…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଉର୍ବଶୀ ଡୋଲକିଆ

ମୁମ୍ବାଇ: ଛୋଟ ପରଦାର ଫେମଶ ଅମିନେତ୍ରୀଙ୍କ କଥା ଯଦି ଆଲୋଚନା କରାଯାଏ ତେବେ ଉର୍ବଶୀ ଢୋଲକିଆଙ୍କ ନାମ ନିଶ୍ଚିତ ଭାବେ ଆସିବ । ଏବେ ଉର୍ବଶୀଙ୍କୁ ନେଇ ଏକ ବଡ ଖବର ଆସିଛି । ସୂଚନା ଅନୁଯାୟୀ, ମୁମ୍ବାଇରେ ଉର୍ବଶୀଙ୍କ କାର…

‘ପଠାନ’ ଦେଖିବାକୁ ନିଜ ଦେଶ ଛାଡ଼ି ଭାରତ ଆସିଲେ ବ୍ୟକ୍ତି

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ ତାଙ୍କ ଫିଲ୍ମ ‘ପଠାନ’କୁ ନେଇ ଏବେ ଖୁବ୍‌ ଚର୍ଚ୍ଚାରେ। ଏହି ଫିଲ୍ମ ଝଡ଼ ବେଗରେ ରୋଜଗାର ବି କରିଚାଲିଛି। ୪ ବର୍ଷ ପରେ ପରଦାକୁ ଫେରିଥିବା ବଲିଉଡ୍‌ ବାଦ୍‌ଶାହା ପ୍ରମାଣ କରିଛନ୍ତି ଯେ, ତାଙ୍କ କ୍ରେଜ୍‌ କେବଳ…

ଜୈସଲମେର ପହଞ୍ଚିଲେ କିଆରା

ମୁମ୍ବାଇ: ବଲିଉଡ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରାଙ୍କ ଭାବି ପତ୍ନୀ ତଥା ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ବିବାହ ପାଇଁ ଏବେ ଖୁବ୍ ଚର୍ଚ୍ଚାରେ । ବାହାଘର ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଥିବା ବେଳେ ଶନିବାର କିଆରା ଦ୍ୱିପ୍ରହରରେ ମୁକେଶ ଅମ୍ବାନୀଙ୍କ…

ପ୍ରେମ ପାଇଁ ଦେଶ ଛାଡ଼ିବେ ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ଟେଲି ପରଦାର ଲୋକପ୍ରିୟ ଦଲଜୀତ କୌର। ବିବାହ ପରେ ସେ ନିଜର ପାର୍ଟନର ନିକ୍‌ ପଟେଲଙ୍କ ସହ ବିଦେଶ ଚାଲିଯିବେ। ସୋସିଆଲ ମିଡିଆ ଜରିଆରେ ସେ ପ୍ରଶଂସକଙ୍କୁ ଏହି ଖୁସି ଖବର ଜଣାଇଛନ୍ତି।…

ଖ୍ୟାତନାମା ଗାୟିକା ବାଣୀ ଜୟରାମଙ୍କ ପରଲୋକ

ଚେନ୍ନାଇ: ସଙ୍ଗୀତଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ପୁରସ୍କାର ବିଜେତା କିମ୍ବଦନ୍ତୀ ଗାୟକ ବାଣୀ ଜୟରାମଙ୍କ ୭୭ ବର୍ଷ ବୟସରେ ଶନିବାର ପରଲୋକ ଘଟିଛି। ଚେନ୍ନାଇସ୍ଥିତ ଘରୁ ତାଙ୍କ ମୃତଦେହ ମିଳିଛି। ଏହି ଖବର ସମସ୍ତଙ୍କୁ ଚକିତ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?