ମନୋରଞ୍ଜନ

ଅଧାରେ ରହିଲା ଶୁଟିଂ, ହଟହଟା ହେଲେ ବଲିଉଡ୍‌ ଅଭିନେତ୍ରୀ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଜୟଦେବ ବାଟିକାରେ ମଙ୍ଗଳବାର ଏକ ହିନ୍ଦୀ ଆଲବମ୍‌ ଭିଡିଓ ଶୁଟିଂବେଳେ ହାଇଡ୍ରାମା ଦେଖିବାକୁ ମିଳିଛି। ଅଭିନେତା ଅଭିନେତା ହିତେଶ ଦାସଙ୍କୁ ଆଲ୍‌ବମ୍‌ରେ ହିରୋ ଭୂମିକାରେ ସୁଯୋଗ ଦେବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ତାଙ୍କୁ…

ଶୁଟିଂ ସେଟ୍‌ରେ ରାହା ଧରି କାନ୍ଦିଥିଲେ ଏହି ଅଭିନେତ୍ରୀ

ରୁପା ଗାଙ୍ଗୁଲି ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ମହାଭାରତର ଦ୍ରୌପଦୀଙ୍କ ବସ୍ତ୍ରହରଣ ସିନ କରିବା ସମୟରେ ରୁପା କାନ୍ଦି ପକାଇଥିଲେ। ରୁପା ଶୁଟିଂ ସେଟ୍‌ରେ…

ଟେଲିକାଷ୍ଟର ମାସେ ନ ପୂରୁଣୁ ବନ୍ଦ ହେବ ଏହି ଧାରାବାହିକ !

ବମ୍ବେ: ଟେଲିକାଷ୍ଟ ହେବାର ମାସେ ନ ପୂରୁଣୁ ବନ୍ଦ ହେବାକୁ ଯାଉଛି ଧାରାବାହିକ ‘ମୋଲକ୍କି-ରିସ୍ତୋ କି ଅଗ୍ନିପରୀକ୍ଷା ସିଜନ୍‌ ୨’। ଧାରାବାହିକର ପ୍ରଥମ ସିଜନ ହିଟ୍‌ ହେବା ପରେ ନିର୍ମାତାମାନେ ବହୁ ଆଶା ରଖି ଦ୍ୱିତୀୟ ସିଜନ୍‌କୁ ଲଞ୍ଚ କରିଥିଲେ। ଫେବୃୟାରୀ…

ନୟନଜ୍ୟୋତି ଜିତିଲେ ମାଷ୍ଟର ସେଫ୍‌ ଇଣ୍ଡିଆ ୭ !

ବମ୍ବେ: ଅନ୍ତିମ ସୋପାନରେ ପହଞ୍ଚିଛି ରନ୍ଧନ ରିଆଲିଟି ଶୋ’ ‘ମାଷ୍ଟର ସେଫ୍‌ ଇଣ୍ଡିଆ ୭’। ଏହାର ଫାଇନାଲ ଟେଲିକାଷ୍ଟ ପାଇଁ ଆଉ କିଛି ସପ୍ତାହ ବାକି ଅଛି, ହେଲେ ଏବେଠୁ ସୋସିଆଲ ମିଡିଆରେ ବିଜେତାଙ୍କ ଫଟୋ ଲିକ୍‌ ହୋଇଛି। ଶୋ’ର ଶୁଟିଂ…

ଓଟିଟିରେ ରିଲିଜ୍‌ ହେବ ପୁନୀତ ରାଜକୁମାରଙ୍କ ଶେଷ ଫିଲ୍ମ

ମୁମ୍ବାଇ: କର୍ନାଟକ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ କଳାକାର ପୁନୀତ ରାଜକୁମାରଙ୍କୁ କିଏ ବା ନ ଜାଣେ। ଅବଶ୍ୟ ପୁନୀତ ଆଜି ଆମ ଗହଣରେ ନାହାଁନ୍ତି। କିନ୍ତୁ ସେ ସର୍ବଦା ତାଙ୍କ ଫିଲ୍ମ ଏବଂ ଅଭିନୟ ମାଧ୍ୟମରେ ସ୍ମରଣୀୟ ହୋଇ ରହିବେ। ଇତିମଧ୍ୟରେ…

‘ଦ’ ଏଲିଫ୍ୟାଣ୍ଟ ହ୍ବିସପରର୍ସ’ର ଓସ୍କାର ଜିତିବା ଖୁସିରେ ଅମୁଲ କଲା ଡୁଡଲ: ଲେଖିଲା, ହାଥି ମେରେ ସାଥି

ମୁମ୍ବାଇ,୧୪।୩: ଚଳିତ ଥର ଭାରତ ଓସ୍କାର ପୁରସ୍କାରରେ ଇତିହାସ ସୃଷ୍ଟି କରିଛି। ଯେଉଁଠାରେ ଆର୍‌ଆର୍‌ଆର୍‌ ଚଳଚ୍ଚିତ୍ରର ନାଟୁ ନାଟୁ ଗୀତ ଶ୍ରେଷ୍ଠ ଅରିଜିନାଲ୍‌ ସଙ୍ଗ୍‌ ବର୍ଗରେ ଓସ୍କାର ଜିତିଛି ସେଠାରେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଭାବେ ‘ଦ’ ଏଲିଫ୍ୟାଣ୍ଟ ହ୍ବିସପରର୍ସ’କୁ…

ସତୀଶଙ୍କ ଅନ୍ତିମ ଇଚ୍ଛା ପୂରଣ କରିବେ ପୁତୁରା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମାର୍ଚ୍ଚ ୯ରେ ପରଲୋକ ଘଟିଛି। ସ୍ବର୍ଗତ ଅଭିନେତାଙ୍କ ପୁତୁରା ନିଶାନ୍ତ ତାଙ୍କର ସମସ୍ତ ଶେଷ ରୀତିନୀତି କରିଥିଲେ। ଇତି ମଧ୍ୟରେ ନିଶାନ୍ତ ସତୀଶ କୌଶିକଙ୍କ ଶେଷ ଇଚ୍ଛା କ’ଣ ଥିଲା,ତାହା…

ବିବାହ ବନ୍ଧନରେ ବାନ୍ଧି ହେଲେ ‘ୟେ ହୈ ମହବତୈଁ’ ଫେମ୍‌ କୃଷ୍ଣା ମୁଖାର୍ଜୀ

ମୁମ୍ବାଇ: ଟେଲି ଧାରାବାହିକ ‘ୟେ ହୈ ମହବତୈଁ’ ଫେମ୍‌ କୃଷ୍ଣା ମୁଖାର୍ଜୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କର ପ୍ରେମିକ ଚିରାଗ ବଟଲିୱାଲାଙ୍କ ସହ ସାତଫେରା ନେଇଛନ୍ତି। ମାର୍ଚ୍ଚ ୧୩ରେ ଉଭୟ ପ୍ରଥମେ ବଙ୍ଗାଳୀ ରୀତିନୀତିରେ ବିବାହ କରିଥିଲେ। ପରେ…

୪.୨୫ ମିନିଟ୍‌ର ‘ନାଟୁ ନାଟୁ’ ଗୀତ ଲେଖିବାକୁ ଲାଗିଥିଲା ୧୯ ମାସ

ଫିଲ୍ମ ‘ଆରଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ଓସ୍କାର ହାତେଇଛି। ମନୋରଞ୍ଜନ ଜଗତର ସବୁଠାରୁ ଶ୍ରେଷ୍ଠ ପୁରସ୍କାର ଓସ୍କାର ଦ୍ୱାରା ସମ୍ମାନିତ ହେବାରେ ‘ନାଟୁ ନାଟୁ’ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ। ଗୀତକୁ ବେଷ୍ଟ ଅରିଜିନାଲ ସଙ୍ଗ୍‌ (ଶ୍ରେଷ୍ଠ ମୂଳ ସଙ୍ଗୀତ) ବର୍ଗରେ…

ଅମିର ଖାନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କୁ କୌଣସି ପରିଚୟ ଆବଶ୍ୟକ ନାହିଁ। ସେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ଅମିର ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ ବର୍ଷକୁ ଗୋଟିଏ ଫିଲ୍ମ କରନ୍ତି, କିନ୍ତୁ ଏହା ଏକ ସୁପର ହିଟ…

ଦୀପିକାଙ୍କୁ କଙ୍ଗନାଙ୍କ ପ୍ରଶଂସା

ମୁମ୍ବାଇ: ଆମେରିକାର ଡଲ୍‌ବି ଥିଏଟରରେ ୯୫ତମ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଦୀପିକା ପାଦୁକୋନ୍‌ ଉପସ୍ଥାପିକା ଭାବେ ପ୍ରତିନିଧିତ୍ୱ କରିଥିଲେ, ଯାହା ଦେଶ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଏଥିସହ ଭାରତୀୟ ୨…

‘ନାଟୁ ନାଟୁ’ ଗୀତର ଲାଇଭ୍‌ ପରଫର୍ମାନ୍ସକୁ ଷ୍ଟାଣ୍ଡିଂ ଓବେଶନ୍‌

ମୁମ୍ବାଇ: ଆମେରିକାର ଲସ୍‌ଏଞ୍ଜେଲ୍‌ସର ଡଲ୍‌ବି ଥିଏଟରରେ ୯୫ତମ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆରମ୍ଭ ହୋଇଯାଇଛି। ଏହି ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଭାରତ ଇତିହାସ ସୃଷ୍ଟି କରିଛି। ଏସ୍‌ଏସ୍‌ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ନାଟୁ ନାଟୁ ଶ୍ରେଷ୍ଠ ଅରିଜିନାଲ ଗୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?