ମନୋରଞ୍ଜନ

ସୁସ୍ଥ ହେବା ପରେ ଏହି କାମ କରିବାକୁ ଚାହୁଁଛନ୍ତି ବିଗ୍‌ ବି’, ଶେୟାର କଲେ ନିଜର ଇଚ୍ଛା

ମୁମ୍ବାଇ: ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଆସୁଛନ୍ତି। ବିଗ୍‌ ବି’ ଅଭିନୟଠାରୁ ଆରମ୍ଭ କରି ହୋଷ୍ଟିଂ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ଏବେ ଅଭିନେତା ପୁଣିଥରେ ରାମ୍ପ କରିବାକୁ ଚାହୁଁଛନ୍ତି। ଆଜ୍ଞା ହଁ,…

ଓଟିଟିରୁ ରିଜେକ୍ଟ ହେଲେ ଶିବାଙ୍ଗି

ମୁମ୍ବାଇ: ‘ୟେ ରିସ୍ତା କ୍ୟା କେହେଲାତା’ ଫେମ ଆକ୍ଟ୍ରେସ ଶିବାଙ୍ଗି ଯୋଶୀ ବେଶ ପରିଚିତ ଅଭିନେତ୍ରୀ । ଅଭିନେତ୍ରୀ ଶୋ’ରେ ନାୟରା ଭୂମିକାରେ ନଜର ଆସିଛନ୍ତି । ଏହି ଚରିତ୍ର ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁ ପାରିଛି । ଏବେ ଶିବାଙ୍ଗି…

ଐଶ୍ୱର୍ଯ୍ୟାଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ଗହଣା ଚୋରି

ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନିକାନ୍ତଙ୍କ ବଡ ଝିଅ ଐଶ୍ୱର୍ଯ୍ୟା ରଜନିକାନ୍ତ ତେୟନମପେଟ ପୋଲିସ ଷ୍ଟେଶନରେ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଦାବି କରିଛନ୍ତି କି ତାଙ୍କ ଚେନ୍ନାଇ ସ୍ଥିତ ଘରୁ ଲକରରେ ଥିବା ୬୦ ତୋଲା…

କାନ୍ଦିଲେ ସ୍ବରା ଭାସ୍କର

ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ସମାଜବାଦୀ ପାର୍ଟିର ଯୁବ ନେତା ଫହାଦ ଅହମ୍ମଦଙ୍କ ସହ ବିବାହ ବନ୍ଧନରେ ହୋଇଛନ୍ତି। ଉଭୟଙ୍କ ବିବାହ ଉତ୍ସବର ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏହି ବିବାହରେ ଝିଅ ବିଦାୟୀ ବେଳର ଏକ ଭିଡିଓ…

ଅଢେଇ ବର୍ଷ ହେବ ରୁଟି ଖାଇନାହାନ୍ତି ରଣବୀର

ଫିଟନେସ କଥା ଆସିଲେ, ସମସ୍ତଙ୍କ ନଜର ପ୍ରାୟତଃ ବଲିଉଡ ସେଲିବ୍ରିଟିଙ୍କ ଆଡକୁ ଯାଏ। ବଲିଉଡ୍‌ ଅଭିନେତା/ଅଭିନେତ୍ରୀଙ୍କ ଫିଟନେସ ଟିପ୍ସ ଅନେକ ଲୋକଙ୍କୁ ପ୍ରେରଣା ଦେଇଥାଏ। ଅଭିନେତା ରଣବୀର କପୁର ମଧ୍ୟ ଏହି ସେଲିବ୍ରିଟିଙ୍କ ତାଲିକାରେ ଆସନ୍ତି। ସେ କେବଳ ନିଜ ଅଭିନୟ…

କଙ୍ଗନାଙ୍କ ଅଧୁରା ସ୍ବପ୍ନ

ବଲିଉଡର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରେ କଙ୍ଗନା ରାଣାୱତ ଅନ୍ୟତମ। ସେ ଚମତ୍କାର ଅଭିନୟ ବ୍ୟତୀତ ନିଜର ତୀକ୍ଷ୍ଣ ବକ୍ତବ୍ୟ ପାଇଁ ମଧ୍ୟ ଜଣାଶୁଣା। ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗ ବ୍ୟତୀତ କଙ୍ଗନା ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ମନ୍ତବ୍ୟ…

ବାହା ହେବାକୁ ଚାହୁଁଛନ୍ତି କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଭିନୟ ପାଇଁ ଖୁବ୍ କମ ସମୟ ମଧ୍ୟରେ ଦର୍ଶକଙ୍କ ନିକଟତର ହୋଇ ପାରିଛନ୍ତି । କିଛି ଶାନଦାର ମୁଭିରେ କାର୍ତ୍ତିକଙ୍କ ଅଭିନୟକୁ ଦେଖିବାକୁ ମିଳିଛି । ଅଳ୍ପ ଦିନର କ୍ୟାରିୟରରେ ସେ ବେଶ…

ଦିନ ଥିଲା କେହି କାହା ମୁହଁ ଚାହୁଁ ନ ଥିଲେ, ଆଉ ଏବେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜଲ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଭଉଣୀ ତନିଶା ମୁଖାର୍ଜୀଙ୍କ ସମ୍ପର୍କୀୟ ତଥା ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ତିନିଜଣଙ୍କୁ କଳା ଡ୍ରେସ୍‌ରେ ଦେଖିବାକୁ ମିଳିଛି। ଏହା ସହିତ କାଜଲ ନିକଟରେ ମୁକ୍ତିଲାଭ…

୧୦୦ କୋଟି କ୍ଲବରେ ସାମିଲ ହେଲା ‘ତୁ ଝୁଠି ମେ ମକ୍କାର’

ମୁମ୍ବାଇ: ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ କମେଡି-ରୋମାଣ୍ଟିକ ମୁଭି ‘ତୁ ଝୁଠି ମେ ମକ୍କାର’ ବକ୍ସ ଅଫିସରେ ଧମାଲ କରିଛି । ପ୍ରଥମ ସପ୍ତାହରେ ମୁଭି ଭଲ ବିଜନେସ କରିଛି । ଦ୍ୱିତୀୟ ସପ୍ତାହରେ କିନ୍ତୁ ବ୍ୟବସାୟ ସାମାନ୍ୟ ଧିମା…

ପ୍ରେମରେ ବୟସ ନ ଥାଏ,ମୁଁ ଅର୍ଜୁନଙ୍କୁ ପାଇ ବହୁତ ଖୁସି: ମଲାଇକା

ବମ୍ବେ: ନିଜଠାରୁ ବୟସରେ ସାନ ଅଭିନେତାଙ୍କୁ ଡେଟ୍‌ କରିବାକୁ ନେଇ ଅନେକ ଥର ଟ୍ରୋଲିଂର ଶିକାର ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା। ଏବେ ସେ ଏନେଇ ମୁହଁ ଖୋଲିଛନ୍ତି। ଛାଡ଼ପତ୍ର ନେବା ସମୟରେ ବି ତାଙ୍କୁ ପ୍ରଶ୍ନ କରାଯାଇଥିଲା। କାରଣ…

ନିଖିଲଙ୍କ ହାତ ଧରିଲେ ଦଲଜିତ  

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜିତ କୌର। ପ୍ରେମିକ ନିଖିଲ ପଟେଲଙ୍କ ହାତ ଧରିଛନ୍ତି ସେ। କିଛି ଦିନ ଧରି ତାଙ୍କର ବିବାହ ଉତ୍ସବ ଚାଲିଥିବା ବେଳେ ଅଭିନେତ୍ରୀ ବିବାହ ଶେଷ ହୋଇଥିବା ନେଇ…

କମଲ ଆର୍‌ ଖାଁଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି

ବମ୍ବେ: ଅଡ଼ୁଆରେ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା କମଲ ଆର୍‌ ଖାଁ। ସର୍ବଦା ସେ ସୋସିଆଲ ମିଡିଆରେ ଫିଲ୍ମ ନଚେତ ଲୋକପ୍ରିୟ ସେଲିବ୍ରିଟିଙ୍କୁ କଟାକ୍ଷ କରୁଥିବା ଦେଖାଯାଏ। ଗତ ବର୍ଷ ସେ ଭାରତୀୟ ଫିଲ୍ମଜଗତର ବହୁମୁଖୀ ପ୍ରତିଭାଙ୍କ ମଧ୍ୟରୁ ଜଣେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?