ମନୋରଞ୍ଜନ

ଏହି ଲୋକପ୍ରିୟ କମେଡିଆନ୍‌ଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ

ଲୋକପ୍ରିୟ ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ଖୟାଲୀଙ୍କ ବିରୋଧରେ ରୁଜୁ ହୋଇଛି ବଳାତ୍କାର ମାମଲା। ୨୫ ବର୍ଷୀୟା ଯୁବତୀଙ୍କୁ ସେ ବଳାତ୍କାର କରିଥିବା ନେଇ ଜୟପୁରର ମାନସରୋବର ପୋଲିସ ଷ୍ଟେଶନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତିନି ଦିନ ପୂର୍ବେ ହୋଟେଲରେ…

ବଡ଼ ପରଦାରେ ଦେଖିବାକୁ ମିଳିବ ସୁକେଶ- ଜ୍ୟାକଲିନଙ୍କ ପ୍ରେମ କାହାଣୀ, ନିର୍ମାଣ ହେବ ଫିଲ୍ମ

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖର ଦୀର୍ଘ ଦିନ ଧରି ହେଡଲାଇନରେ ରହିଆସିଛନ୍ତି। ୨୦୦ କୋଟି ଟଙ୍କା ହେରଫେର ଅଭିଯୋଗରେ ବର୍ତ୍ତମାନ ସେ ତିହାର ଜେଲରେ ଅଛନ୍ତି। ଏହି ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ମଧ୍ୟ ଜଡିତ ଥିବା ଖବର ସାମ୍ନାକୁ…

ଆଲିଆଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ସବୁଠାରୁ ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଆଲିଆ ଅନ୍ୟତମ। ନିକଟରେ ସେ ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ନିଜ ଜନ୍ମଦିନ ଲଣ୍ଡନରେ ସ୍ବାମୀ ରଣବୀର ଏବଂ ଝିଅ ରାହା ସହ ପାଳନ କରିଛନ୍ତି। ଆଲିଆ ୧୯ ବର୍ଷ ବୟସରେ ନିଜ…

ଜିମ୍‌ ସେଣ୍ଟରରେ ଅଭିନେତାଙ୍କୁ ଆକ୍ରମଣ

ମୁମ୍ବାଇ: ‘ଯୋଦ୍ଧା ଆକବର’ ଏବଂ ‘ବିଗ୍‌ ବ୍ରଦର’ ଭଳି ଫିଲ୍ମରେ ଅଭିନୟ କରିଥିବା ପଞ୍ଜାବର ପ୍ରସିଦ୍ଧ ଅଭିନେତା ଅମନ ଧାଲିଓ୍ବାଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଆମେରିକାର କାଲିଫର୍ନିଆର ଏକ ଜିମ୍‌ରେ ସେ ଓ୍ବାର୍କଆଉଟ୍‌ କରୁଥିବା…

ହସ୍ପିଟାଲରେ ଭର୍ତ୍ତି ହେଲେ ଶିଳ୍ପା ସେଟ୍ଟିଙ୍କ ମାଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ମାଆ ସୁନନ୍ଦାଙ୍କର ନିକଟରେ ସର୍ଜରୀ ହୋଇଛି । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କ ମାଆଙ୍କ ପାଇଁ ଏକ ନୋଟ ଶେୟାର କରିଛନ୍ତି । ଏହାସହ ସେ ତାଙ୍କ ମାଆଙ୍କ ଆଶୁ ଆରୋଗ୍ୟ କାମନା କରିବାକୁ ପ୍ରଶଂସକଙ୍କୁ…

ରାଣୀଙ୍କୁ ପ୍ରଶଂସା କଲେ କ୍ୟାଟ୍ରିନା

ମୁମ୍ବାଇ: କ୍ୟାଟ୍ରିନା ଏବଂ ବିକି ଅଭିନେତ୍ରୀ ମୁଖାର୍ଜୀଙ୍କ ଫିଲ୍ମ ଶ୍ରୀମତୀ ଚାଟାର୍ଜୀ ଭର୍ସେସ୍‌ ନରଓ୍ବେ’ ଦେଖିଛନ୍ତି। ଯେଉଁଥିପାଇଁ କ୍ୟାଟ୍ରିନା ତାଙ୍କ ଇନଷ୍ଟା ଷ୍ଟୋରିରେ ଏହି ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ଯାହା ଲୋକମାନେ କଳ୍ପନା କରିପାରନ୍ତି ନାହିଁ ଏହି ଫିଲ୍ମରେ…

ଅନୁପମାଙ୍କଠାରୁ ଅଲଗା ହେବେ ଅନୁଜ !…

ମୁମ୍ବାଇ : ଟିଭି ଶୋ ଅନୁପମାରେ ଏକ ଭିନ୍ନ ସ୍ତରର ଡ୍ରାମା ଜାରି ରହିଛି। ବର୍ତ୍ତମାନ ଏହା ଏକ ନୂଆ ମୋଡ଼ ନେଇ ଆସୁଛି। ଅନୁପମା ପୁଣି ଥରେ ସ୍ବାମୀଙ୍କୁ ହରାଇବାକୁ ଯାଉଛନ୍ତି । ପୂର୍ବରୁ କାବ୍ୟାଙ୍କ ସହିତ ସମ୍ପର୍କ ଯୋଗୁୁ…

ହନି ସିଂଙ୍କ ଉପରେ ନିର୍ମାଣ ହେବ ଡକ୍ୟୁମେଣ୍ଟାରୀ

ମୁମ୍ବାଇ: ଫିଲ୍ମ ପ୍ରଡ୍ୟୁସର ଗୁନିତ ମୋଙ୍ଗାଙ୍କ ମୁଭି ଦ ଏଲିଫ୍ୟାଣ୍ଟ ହ୍ୱିସସ୍ପର୍ଶକୁ ଏକାଡେମୀ ଆୱାର୍ଡସ ୨୦୨୩ରେ ଏକ ବଡ ସଫଳତା ମିଳିଛି । ଫିଲ୍ମକୁ ବେଷ୍ଟ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ କାଟାଗୋରୀ ପାଇଁ ଓସ୍କାର ମିଳିସାରିଛି । ଏବେ ସବୁଠି ଗୁନିତ…

ସୋନୁ ସୁଦଙ୍କୁ ରାଜ୍ୟ ସଭା ଏମ୍‌ପି, ଉପମୁଖ୍ୟମନ୍ତ୍ରୀ ପଦ ମିଳିଥିଲା ଅଫର୍‌

ବଲିଉଡ ଅଭିନେତା ସୋନୁ ସୁଦ କେବଳ ଜଣେ ମହାନ ଅଭିନେତା ନୁହଁନ୍ତି ବରଂ ଜଣେ ଦୟାଳୁ ବ୍ୟକ୍ତି ମଧ୍ୟ। କୋଭିଡ ସମୟରେ ସେ ଅନେକ ଲୋକଙ୍କୁ ସାହାଯ୍ୟ କରି ପ୍ରଶଂସା ସାଉଁଟି ଥିଲେ। ଏହା ପରେ ସୋନୁ ସୁଦ ଖୁବ ଶୀଘ୍ର…

ଅଙ୍କିତାଙ୍କୁ ମିଳୁନି କାମ

ମୁମ୍ବାଇ: କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ଜରିଆରେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ହେଲେ ଏହା ପରଠାରୁ ତାଙ୍କୁ ଆଉ କାମ ମିଳୁନି ଏବଂ ସେ କାହାକୁ କାମ ମାଗିବାକୁ ଚାହୁଁ ନ ଥିବା ଏକ ସାକ୍ଷାତକାରରେ କହିଛନ୍ତି।…

ଭଉଣୀଙ୍କ ମେହେନ୍ଦୀ ସେରିମନିରେ ସିଗାରେଟ୍‌ ଟାଣୁଥିବା ନଜର ଆସିଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ସମ୍ପର୍କୀୟ ଅଲାନା ପାଣ୍ଡେଙ୍କ ମେହେନ୍ଦୀ ସମାରୋହରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ମେହେନ୍ଦୀ ସମାରୋହର କିଛି ଫାଟୋ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛି। ଏହି ସମୟରେ ଅନନ୍ୟା ପାଣ୍ଡେଙ୍କ ଧୂମପାନର ଏକ ଫଟୋ ଇଣ୍ଟରନେଟରେ…

ଅଭିନେତା ସମୀର ଖଖରଙ୍କ ପରଲୋକ

ମୁମ୍ବାଇ: ପରଲୋକରେ ଜଣାଶୁଣା ଟିଭି ଏବଂ ଚଳଚ୍ଚିତ୍ର ଅଭିନେତା ସମୀର ଖଖର। ୭୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସମୀର ଖଖରଙ୍କ ଭାଇ ଗଣେଶ ଖଖର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମୀରଙ୍କୁ ନିଶ୍ୱାସ ନେବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?