ମନୋରଞ୍ଜନ

ଆଖି ମାରି ରାତାରାତି ପ୍ରସିଦ୍ଧ ହୋଇଥିଲେ ଏହି ଅଭିନେତ୍ରୀ, ଦୀର୍ଘଦିନ ପରେ ପୁଣି ଦେଖାଇଲେ ମୁହଁ

ମୁମ୍ବାଇ: ୨୦୧୯ରେ ଦକ୍ଷିଣର ଜଣେ ଝିଅ ସ୍କୁଲ ଡ୍ରେସ୍‌ରେ ଥାଇ ଆଖି ମାରି ରାତାରାତି ପ୍ରସିଦ୍ଧ ହୋଇଥିଲେ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମାଲାୟଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ। ତାଙ୍କୁ ଲୋକେ ‘ଓ୍ବିଙ୍କ୍‌ ଗର୍ଲ’ ଭାବେ ଜାଣନ୍ତି। ଯିଏ…

ଖୋଜୁଛନ୍ତି ହ୍ରିତିକ

ଏବେ ଏକ ନୂଆ ମିଶନରେ ବ୍ୟସ୍ତ ଅଛନ୍ତି ହ୍ରିତିକ ରୋଶନ। ତାହା କ’ଣ ଜାଣନ୍ତି ? ସେ ଏକ ଦମଦାର ବାୟୋପିକ୍‌ କାହାଣୀ ଖୋଜିବାରେ ବ୍ୟସ୍ତ ଅଛନ୍ତି। ଗତ କିଛି ବର୍ଷ ଧରି ବଲିଉଡ୍‌ରେ ବାୟୋପିକ ସିନେମା ନିର୍ମାଣ ଧାରା ଜାରି…

ନୂଆ ଲୁକ୍‌ରେ ସ୍ବରାଜ

ଆମ ସମାଜରେ ଅନେକ ପ୍ରକାର ପ୍ରଥା ପରମ୍ପରା କାହିଁ କେବେଠାରୁ ରହି ଆସିଛି। ଆମେ ମଧ୍ୟ ସେଗୁଡିକୁ ପ୍ରାୟ ମାନିଥାଉ। ତେବେ ଏଭଳି କଥା ପଛରେ ଲୁଚି ରହିଥିବା ରହସ୍ୟକୁ ନେଇ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ପ୍ରଥା’। ନିକଟରେ…

ଟେନସନ୍‌ରେ ସାରା

ସୈଫ ତନୟା ସାରା ଅଲ୍ଲୀ ଖାଁ କୁଆଡେ ତାଙ୍କର ପାରିଶ୍ରମିକ ବଢ଼ାଇ ଦେଇଛନ୍ତି। ଏ ନେଇ ବଲିଉଡ୍‌ରେ ଜୋରସୋର ଆଲୋଚନା ଚାଲିଛି। ଯେତେବେଳେ ଏ ବିଷୟରେ ସାରା ଜାଣିବାକୁ ପାଇଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେବଳ ସେତିକି ନୁହେଁ, ଏଭଳି…

ଏକାଠି ନଜର ଆସିଲେ ରେଖା-କବୀର ବେଦୀ

ମୁମ୍ବାଇ,୨୯।୪: ଆପଣ ୮୦ଦଶକ ବଲିଉଡ ଫିଲ୍ମର ପ୍ରଶଂସକ କି? ତା’ହେଲେ ଆପଣ ନିଶ୍ଚିତ ଭାବରେ ରେଖା ଏବଂ କବୀର ବେଦୀଙ୍କ ‘ଖୁନ ଭରି ମାଙ୍ଗ’ ଫିଲ୍ମର ଲୋକପ୍ରିୟ କୁମ୍ଭୀର ସିନ୍‌୍‌କୁ ନିିିଶ୍ଚିତ ଭାବେ ମନେ ରଖିଥିବେ। ତେବେ ପୁଣି ଥରେ କବୀର…

ରିଲିଜ ପୂର୍ବରୁ ସାମ୍ନାକୁ ଆସିଲା ‘ଆଇବି ୭୧’ର ପ୍ରମୋ

ମୁମ୍ବାଇ: ବଲିଉଡ ଅଭିନେତା ବିଦ୍ୟୁତ ଜାମଓ୍ବାଲାଙ୍କ ଆଗାମୀ ମୁଭି ‘ଆଇବି ୭୧’ର ପ୍ରମୋ ରିଲଜ ହୋଇ ସାରିଛି। ସଂକଳ୍ପ ରେଡ୍ଡିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ମୁଭି ଭାରତୀୟ ଗୁଇନ୍ଦା ସଂସ୍ଥା ଓ ପାକିସ୍ତାନର ମଧ୍ୟ ଯୁଦ୍ଧ ଭିତରର କାହାଣୀ। ‘ଆଇବି ୭୧’ର…

‘ଧୁମ-୪’ରେ ନେଗେଟିଭ ରୋଲରେ ନଜର ଆସିବେ ଜନ ଆବ୍ରାହମ

ମୁମ୍ବାଇ: ଧୁମ ମୁଭି ସିରିଜର ଦର୍ଶକଙ୍କ ପାଇଁ ଖୁସି ଖବର। ଧୁମ, ଧୁମ-୨, ଓ ଧୁମ-୩ ପରେ ଧୁମ-୪ର ଘୋଷଣା ବି କରାଯାଇଛି। ୨୦୦୪ରେ ରିଲିଜ ହୋଇଥିବା ‘ଧୁମ’ରେ ପ୍ରଥମ ଏପିସୋଡରେ ଜନ ଆବ୍ରାହମ ନେଗେଟିଭ ରୋଲରେ ନଜର ଆସିଥିଲେ। ଧୁମ-୨ରେ…

ଦ୍ୱିତୀୟ ଥର ଗର୍ଭବତୀ ହେଲେ ଅର୍ଜୁନ ରାମପାଲଙ୍କ ପ୍ରେମିକା

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ଏବଂ ତାଙ୍କ ପ୍ରେମିକା ଗାବ୍ରିଏଲା ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି। ନିକଟରେ ଗାବ୍ରିଏଲା ପ୍ରେଗ୍‌ନାନ୍ସି ସମୟର ଫଟୋଶୁଟ୍‌ କରିଛନ୍ତି। ଏହି ସମୟର ଫଟୋ ଶେୟାର କରି ପ୍ରଶଂସକମାନଙ୍କୁ ସେ ଗର୍ଭବତୀ ଥିବା ସମ୍ପର୍କରେ…

ଏହି ଯୋଡ଼ିଙ୍କ କେମେଷ୍ଟ୍ରିକୁ ଆଜିବି ମନେପକାନ୍ତି ଦର୍ଶକ

ଦିନ ଥିଲା ବଲିଉଡ୍ର ଜଣାଶୁଣା କପଲ ଥିଲେ ସାହିଦ କପୁର-କରିନା କପୁର । ଦର୍ଶକ ଦୁହିଁଙ୍କ ଯୋଡି କେବଳ ପରଦାରେ ନୁହେଁ ପରଦା ପଛରେ ମଧ୍ୟ ବେଶ ପସନ୍ଦ କରୁଥିଲେ। ହେଲେ ଏମିତି କିଛି ହୋଇଥିଲା କି ଉଭୟଙ୍କ ସମ୍ପର୍କ ଭାଙ୍ଗି…

ପ୍ରତି ୨ମିନିଟ୍‌ରେ ଥରେ ଚେକ୍‌ କରୁଥିଲି ଝିଅର ହାର୍ଟବିଟ୍‌: ପ୍ରିୟଙ୍କା

ମୁମ୍ବାଇ, ୨୮।୪: ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ଓ୍ବେବ ସିରିଜ ସିଟାଡେଲକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଓ୍ବେବ ସିରିଜ୍‌କୁ ସେ ଜୋରଦାର ପ୍ରମୋଶନ କରିଛନ୍ତି। କିଛିଦିନ ପୂର୍ବରୁ ପ୍ରିୟଙ୍କା ତାଙ୍କ ସ୍ବାମୀ ଏବଂ ଝିଅ ସହିତ ଭାରତ ଆସିଥିଲେ। ଏହିସମୟରେ…

‘ପୋନ୍ନିୟିନ ସେଲଭନ ୨’କୁ ଅଡିଅନ୍ସଙ୍କ ଜବରଦସ୍ତ ରେସପନ୍ସ, ୟୁଜର୍ସ କହିଲେ ‘ବାହୁବଳି’ଠାରୁ ଭଲ ମୁଭି

ମୁମ୍ବାଇ: ସେପ୍ଟେମ୍ବର ୨୦୨୨ରେ ରିଲିଜ ହୋଇଥିବା ‘ପୋନ୍ନିୟିନ ସେଲଭନ ୧’ ବକ୍ସ ଅଫିସରେ ଅନେକ ରେକର୍ଡ ବ୍ରେକ କରିଥିଲା। ଏହାସହ ମୁଭି ଭଲ ବିଜନେସ ବି କରିଥିଲା। ଏହି ମୁଭି ବହୁତ ବଡ ବ୍ଲକବୁଷ୍ଟର ଥିଲା। ଏବେ ଫିଲ୍ମର ଦ୍ୱିତୀୟ ଭାଗ…

ଫିଲ୍ମ ଫେୟାର ଆଓ୍ବାର୍ଡ ୨୦୨୩: ଆଲିଆ ବେଷ୍ଟ ଆକ୍ଟ୍ରେସ, ରାଜକୁମାର ରାଓ ବେଷ୍ଟ ଆକ୍ଟର

ମୁମ୍ବାଇ: ମହାରାଷ୍ଟ୍ର ପର୍ଯ୍ୟଟନ ସହ ୬୮ ତମ ହୁଣ୍ଡାଇ ଫିଲ୍ମ ଫେୟାର ଆଓ୍ବାର୍ଡ ୨୦୨୩ର ସମାପନ ସାନଦାର ଢଙ୍ଗରେ ହୋଇଛି। କଳାକାରଙ୍କ ଭରପୁର ଉପସ୍ଥିତି ସହ ଏହି ରାତିର ଆରମ୍ଭ ଆଲିଆ ଭଟ୍ଟ, ଅନିଲ କପୁର, ଜାହ୍ନବି କପୁର, ନୋରା ଫତେହି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?