ଅଲ୍ଲୁ ଅର୍ଜୁନଙ୍କ ୪୧ତମ ଜନ୍ମଦିନ ଅବସରରେ ରିଲିଜ ହେବ ପୁଷ୍ପା-୨ ଟିଜର
ମୁମ୍ବାଇ: ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ତାରକା ଅଲ୍ଲୁ ଅର୍ଜୁନଙ୍କ ଶେଷ ରିଲିଜ ଫିଲ୍ମ ‘ପୁଷ୍ପା’ ବକ୍ସ ଅଫିସରେ ସୁପରହିଟ୍ ଚଳଚ୍ଚିତ୍ର ହୋଇପାରିଛି। ଏହି ଚଳଚ୍ଚିତ୍ରରେ ଅଲ୍ଲୁ ଅର୍ଜୁନ ପୁଷ୍ପା ରାଜ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମକୁ ସୁକୁମାର ନିର୍ଦ୍ଦେଶନା…
କରୋନା ଆକ୍ରାନ୍ତ ହେଲେ କିରଣ ଖେର୍
ନୂଆଦିଲ୍ଲୀ,୨୧।୩: ବଲିଉଡ୍ ଅଭିନେତ୍ରୀ ତଥା ଭାଜପା ଏମ୍ପି କିରନ ଖେର୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜ ଅଫିସିଆଲ ଟୁଇଟର୍ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି, ମୋର କୋଭିଡ-୧୯ ଟେଷ୍ଟ ପଜିଟିଭ୍ ହୋଇଛି, ତେଣୁ…
ଶାହାରୁଖଙ୍କ ପ୍ରଶଂସକଙ୍କର ଅପେକ୍ଷାର ହେଲା ଅନ୍ତ
ମୁମ୍ବାଇ: ଶାହାରୁକ ଖାଁ, ଦୀପିକା ପାଦୁକୋନ ଓ ଜନ ଅବ୍ରାହମ ଷ୍ଟାରର ବର୍ଷ ୨୦୨୩ର ପ୍ରଥମ ବ୍ଲକ ବୁଷ୍ଟର ମୁଭି ‘ପଠାନ’ ରିଲିଜ ହେବାର ୭ ସପ୍ତାହ ହୋଇଗଲାଣି । ଏତେଦିନ ପରେ ବି ଏହି ମୁଭି ବକ୍ସ ଅଫିସରେ ରାଜ…
ପ୍ରଶଂସକଙ୍କ ସହ ଥଟ୍ଟା ହେଲେ ଜୁନିୟର ଏନ୍ଟିଆର୍
ମୁମ୍ବାଇ: ନିକଟରେ ୯୫ତମ ଏକାଡେମୀ ଆୱାଡର୍ସରେ ଭାରତର ୨ଟି ଫିଲ୍ମ ପୁରସ୍କୃତ ହୋଇଛି। ଫିଲ୍ମ ‘ଆର୍ଆର୍ଆର୍’ ସହିତ ଦେଶ ତଥା ବିଶ୍ୱବାସୀଙ୍କ ମନ ଜିଣିଥିଲେ ସାଉଥ୍ ଅଭିନେତା ଜୁନିୟର ଏନ୍ଟିଆର୍। ଏହି ପୁରସ୍କାର ପରେ ଏବେ ତାଙ୍କ ସହ ବହୁ ଅଭିନେତା…
କେକ କାଟି ମିଡିଆ ସହ ବାର୍ଥ ଡେ’ ସେଲିବ୍ରେଟ କଲେ ରାଣୀ
ମୁମ୍ବାଇ: ବଲିଉଡ ନାୟିକା ରାଣୀ ମୁଖାର୍ଜୀଙ୍କ ମୁଭି ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ ରିଲିଜ ହୋଇସାରିଛି । ଏହାକୁ କେବଳ ସିଲିବ୍ରିଟି ନୁହେଁ ବରଂ ଦର୍ଶକଙ୍କ ଭଲପାଇବା ଖୁବ ମିଳୁଛି । ଏବେ ଫିଲ୍ମର ରେସପନ୍ସକୁ ନେଇ ଖୁସିଥିବା ରାଣୀ ନିକଟରେ…
ଆଉ ଫିଲ୍ମ କରିବେନି ଏନ୍ଟିଆର, କାହିଁକି ଏଭଳି କହିଲେ ଜାଣନ୍ତୁ…
ମୁମ୍ବାଇ: ସାଉଥ ସୁପରଷ୍ଟାର ଜୁନିୟର ଏନ୍ଟିଆର ଫିଲ୍ମ ‘ଏନ୍ଟିଆର-୩୦’କୁ ନେଇ ଲାଇମଲାଇଟ୍ରେ ଅଛନ୍ତି। ଏହି ସମୟରେ ଅଭିନେତା ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ଯାହା ବର୍ତ୍ତମାନ ଲାଇମଲାଇଟ୍ରେ ଅଛି। ନିକଟରେ ଅଭିନେତା ଏକ ଇଭେଣ୍ଟରେ ଯୋଗଦେବା ପାଇଁ ହାଇଦ୍ରାବାଦରେ ପହଞ୍ଚିଥିଲେ। ଯେଉଁଠାରେ…
ସୁସ୍ଥ ହେବା ପରେ ଏହି କାମ କରିବାକୁ ଚାହୁଁଛନ୍ତି ବିଗ୍ ବି’, ଶେୟାର କଲେ ନିଜର ଇଚ୍ଛା
ମୁମ୍ବାଇ: ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଆସୁଛନ୍ତି। ବିଗ୍ ବି’ ଅଭିନୟଠାରୁ ଆରମ୍ଭ କରି ହୋଷ୍ଟିଂ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ଏବେ ଅଭିନେତା ପୁଣିଥରେ ରାମ୍ପ କରିବାକୁ ଚାହୁଁଛନ୍ତି। ଆଜ୍ଞା ହଁ,…
ଓଟିଟିରୁ ରିଜେକ୍ଟ ହେଲେ ଶିବାଙ୍ଗି
ମୁମ୍ବାଇ: ‘ୟେ ରିସ୍ତା କ୍ୟା କେହେଲାତା’ ଫେମ ଆକ୍ଟ୍ରେସ ଶିବାଙ୍ଗି ଯୋଶୀ ବେଶ ପରିଚିତ ଅଭିନେତ୍ରୀ । ଅଭିନେତ୍ରୀ ଶୋ’ରେ ନାୟରା ଭୂମିକାରେ ନଜର ଆସିଛନ୍ତି । ଏହି ଚରିତ୍ର ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁ ପାରିଛି । ଏବେ ଶିବାଙ୍ଗି…
ଐଶ୍ୱର୍ଯ୍ୟାଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ଗହଣା ଚୋରି
ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନିକାନ୍ତଙ୍କ ବଡ ଝିଅ ଐଶ୍ୱର୍ଯ୍ୟା ରଜନିକାନ୍ତ ତେୟନମପେଟ ପୋଲିସ ଷ୍ଟେଶନରେ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଦାବି କରିଛନ୍ତି କି ତାଙ୍କ ଚେନ୍ନାଇ ସ୍ଥିତ ଘରୁ ଲକରରେ ଥିବା ୬୦ ତୋଲା…
କାନ୍ଦିଲେ ସ୍ବରା ଭାସ୍କର
ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ସମାଜବାଦୀ ପାର୍ଟିର ଯୁବ ନେତା ଫହାଦ ଅହମ୍ମଦଙ୍କ ସହ ବିବାହ ବନ୍ଧନରେ ହୋଇଛନ୍ତି। ଉଭୟଙ୍କ ବିବାହ ଉତ୍ସବର ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏହି ବିବାହରେ ଝିଅ ବିଦାୟୀ ବେଳର ଏକ ଭିଡିଓ…
ଅଢେଇ ବର୍ଷ ହେବ ରୁଟି ଖାଇନାହାନ୍ତି ରଣବୀର
ଫିଟନେସ କଥା ଆସିଲେ, ସମସ୍ତଙ୍କ ନଜର ପ୍ରାୟତଃ ବଲିଉଡ ସେଲିବ୍ରିଟିଙ୍କ ଆଡକୁ ଯାଏ। ବଲିଉଡ୍ ଅଭିନେତା/ଅଭିନେତ୍ରୀଙ୍କ ଫିଟନେସ ଟିପ୍ସ ଅନେକ ଲୋକଙ୍କୁ ପ୍ରେରଣା ଦେଇଥାଏ। ଅଭିନେତା ରଣବୀର କପୁର ମଧ୍ୟ ଏହି ସେଲିବ୍ରିଟିଙ୍କ ତାଲିକାରେ ଆସନ୍ତି। ସେ କେବଳ ନିଜ ଅଭିନୟ…
କଙ୍ଗନାଙ୍କ ଅଧୁରା ସ୍ବପ୍ନ
ବଲିଉଡର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରେ କଙ୍ଗନା ରାଣାୱତ ଅନ୍ୟତମ। ସେ ଚମତ୍କାର ଅଭିନୟ ବ୍ୟତୀତ ନିଜର ତୀକ୍ଷ୍ଣ ବକ୍ତବ୍ୟ ପାଇଁ ମଧ୍ୟ ଜଣାଶୁଣା। ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗ ବ୍ୟତୀତ କଙ୍ଗନା ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ମନ୍ତବ୍ୟ…
Archives


