ରିଲିଜ ପୂର୍ବରୁ ସାମ୍ନାକୁ ଆସିଲା ‘ଆଇବି ୭୧’ର ପ୍ରମୋ

ମୁମ୍ବାଇ: ବଲିଉଡ ଅଭିନେତା ବିଦ୍ୟୁତ ଜାମଓ୍ବାଲାଙ୍କ ଆଗାମୀ ମୁଭି ‘ଆଇବି ୭୧’ର ପ୍ରମୋ ରିଲଜ ହୋଇ ସାରିଛି। ସଂକଳ୍ପ ରେଡ୍ଡିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ମୁଭି ଭାରତୀୟ ଗୁଇନ୍ଦା ସଂସ୍ଥା ଓ ପାକିସ୍ତାନର ମଧ୍ୟ ଯୁଦ୍ଧ ଭିତରର କାହାଣୀ। ‘ଆଇବି ୭୧’ର ନୂଆ ପ୍ରମୋ ବି ବିଦ୍ୟୁତଙ୍କ ପ୍ରଶଂସକଙ୍କ ପାଇଁ ଜାରି କରାଯାଇଛି। ଏହି ମୁଭିରେ ବିଦ୍ୟୁତ ଜାମଓ୍ବାଲା ଜଣେ ଅଣ୍ଡର କଭର ଏଜେଣ୍ଟ ଭୂମିକାରେ ନଜର ଆସିବେ। ଭିଡିଓରେ ବିଦ୍ୟୁତଙ୍କୁ ଇଣ୍ଟଲିଜେନ୍ସ ବ୍ୟୁରୋର ଏକ ମାଷ୍ଟର ଜାସୁସ ଭାବେ ଦେଖାଯାଇଛି, ଯିଏ ସବୁବେଳେ ଶତ୍ରୁଙ୍କଠାରୁ ୧୦ କଦମ ଆଗକୁ ରହୁଛନ୍ତି।
ବିଦ୍ୟୁତ କହିଛନ୍ତି, ଏହି ସ୍ପେଶାଲ ପ୍ରମୋ ସହ ଆମେ ଏହା ଦେଖାଇବାକୁ ଚାହିଁଛୁ କି ଇଣ୍ଟଲିଜେନ୍ସ ବ୍ୟୁରୋ ସବୁବେଳେ ସତର୍କ ହିଁ ରହିଥାଏ। ଯାହାବି ହେଇଯାଉ। ଜଣେ ଜାସୁସ ପାଇଁ ଏହା କେବଳ ଶାରୀରିକ ଶକ୍ତି ନୁହେଁ ବରଂ ତେଜ ଦିମାଗ ଓ ଶତ୍ରୁଙ୍କ ସମସ୍ତ ଚାଲର ଅନୁମାନ ଲଗାଇବାର କ୍ଷମତା ରଖିବା। ‘ଆଇବି ୭୧’ ଏମିତି ଏକ ମୁଭି ଯାହା ଦର୍ଶକଙ୍କୁ ଭାରତରେ ଇଣ୍ଟଲିଜେନ୍ସ ବ୍ୟୁରୋର ରୋମାଞ୍ଚକାରୀ ଦୁନିଆର ଏକ ଝଲକ ଦେଖାଇବାକୁ ଯାଉଛି।
ମିଡିଆ ରିପୋର୍ଟ ଅନୁଯାୟୀ, ବିଦ୍ୟୁତ ଜାମଓ୍ବାଲା ମୁଭି ‘ଆଇ ବି ୭୧’ କୁ ନିଜ ପ୍ରଡକସନ ହାଉସ ଆକ୍ସନ ହିରୋ ବ୍ୟାନରରେ କୋ-ପ୍ରଡ୍ୟୁସ ବି କରିଛନ୍ତି। ଏହା ବ୍ୟତୀତ ଟି-ସିରିଜ, ରଲାଏନ୍ସ ଏଣ୍ଟରଟେନମେଣ୍ଟ ଓ ଆବ୍ବାସ ସୈୟଦ ମୁଭିକୁ ପ୍ରଡ୍ୟୁସ କରୁଛନ୍ତି। ଏହି ମୁଭିର କାହାଣୀ ଆଦିତ୍ୟ ଶାସ୍ତ୍ରୀ ଲେଖିଛନ୍ତି। ମୁଭି ୧୨ ମେ, ୨୦୨୩ରେ ରିଲିଜ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନାଲୋ ସଜନୀ

ଜୋତା ଦୋକାନର ପିଲାଟିକୁ ମୋ ପାଇଁ ଜୋତା ଦେଖେଇବାକୁ କହିଛି କି ନାହିଁ ମତେ ସାମାନ୍ୟ ଠେଲିଦେଇ ଜଣେ ଯୁବତୀ ଏବଂ ତାଙ୍କ ମାଆ ଭିତରକୁ ପଶିଆସିଲେ।…

ଭଗବାନ୍‌ ଆମ ଅନ୍ତରରେ

ନିର୍ଜୀବରୁ ଜୀବ ସୃଷ୍ଟି – ଏ ଏକ ନିୟମ ା ମଣିଷର ଦେହକୁ ଅଣୁ ପରମାଣୁ ଭଳି ଟିକି ଟିକି କରିପାରିଲେ ଆମ ଚକ୍ଷୁରେ ସେଗୁଡିକ ନିର୍ଜୀବ…

ମହତ୍ତ୍ୱାକାଂକ୍ଷୀ ଗତିଶୀଳତା

ନିୟମିତ ଭାବେ କିଛି ବର୍ଷ ବ୍ୟବଧାନରେ ବାସ୍ତବ ସ୍ଥିତିକୁ ସ୍ବୀକାର କରି ତଦନୁଯାୟୀ କାର୍ଯ୍ୟ କରିବା ପାଇଁ ଭାରତ ଏହାର ରାଷ୍ଟ୍ରଦୂତଙ୍କୁ ଆହ୍ବାନ ଦିଏ। ସମ୍ପ୍ରତି ରାଷ୍ଟ୍ରଦୂତ…

ୟୁଏଫ୍‌ଓ ଫାଇଲ ସାର୍ବଜନୀନ କଲା ପେଣ୍ଟାଗନ୍‌

ଓ୍ବାଶିଂଟନ,୯ା୫:ପେଣ୍ଟାଗନ୍‌ ୟୁଏଫ୍‌ଓ (ଅଜ୍ଞାତ ଉଡ଼ନ୍ତା ବସ୍ତୁ) ସହ ଜଡିତ ଫାଇଲଗୁଡ଼ିକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ପ୍ରକାଶ ଆରମ୍ଭ କରିଛି। ୟୁଏଫ୍‌ଓ ଯାହାକୁ ଏବେ ଅଜଣା ଅସାମାନ୍ୟ…

ବିଜୟୀ ସରକାର ଉପରେ ଲାଗି ରହିଛି ସସପେନ୍ସ! ରାଜ୍ୟପାଳଙ୍କୁ AAMK ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କଲା TVK, ଥାନାରେ ପହଞ୍ଚିଲା…

ଚେନ୍ନାଇ,୯।୫: ବିଧାନସଭା ନିର୍ବାଚନ ଫଳାଫଳ ପରଠାରୁ ତାମିଲନାଡୁରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଅଭିନେତାରୁ ରାଜନେତା ହୋଇଥିବା ଜୋସେଫ ବିଜୟ ଶନିବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର କାର୍ଯ୍ୟକ୍ରମ…

୨୨ବର୍ଷ ପରେ ମିଳିଲା ଜାମିନ: ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟଙ୍କ ନାପସନ୍ଦ

ଭୁବନେଶ୍ୱର,୯ା୫:ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଅଭିଯୁକ୍ତଙ୍କୁ ୨୨ବର୍ଷ ପରେ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏଥିସହିତ ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ଅଭିଯୁକ୍ତଙ୍କ…

ରେଲୱେ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ଯାତ୍ରୀ ହନ୍ତସନ୍ତ: ଯଥାଶୀଘ୍ର ସମାଧାନ ପାଇଁ ଡିଆରଏମ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୯।୫(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ଼ ଷ୍ଟେଶନରେ ବିଭିନ୍ନ ସମସ୍ୟା ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବାର ସମ୍ମୁଖୀନ ହେଉଛନ୍ତି।ଏହି ଷ୍ଟେଶନର ପ୍ଲାଟ…

ଓଡ଼ିଶା ମେଟାଲିକ୍ସ ବିରୋଧରେ ବଢ଼ୁଛି ଜନ ଅସନ୍ତୋଷ: ଆନ୍ଦୋଳନ ଚେତାବନୀ

ଝାରସୁଗୁଡ଼ା, ୯ା୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ସଦର ବ୍ଲକ୍‌ ଅନ୍ତର୍ଗତ ମରାକୁଟାଠାରେ ଅବସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀକୁ ନେଇ ବିବାଦ ଘନେଇବାରେ ଲାଗିଛି। ପୁରୁଣା କର୍ମଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri