ମନୋରଞ୍ଜନ

ବିଗ୍‌ବସ ଫେମ୍‌ ସୌନ୍ଦର୍ଯ୍ୟା ଶର୍ମାଙ୍କ ହାତରେ ହଲିଉଡ ପ୍ରୋଜେକ୍ଟ

ମୁମ୍ବାଇ: ବିଗ୍‌ବସ ସିଜନ ୧୬ରୁ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ସୌନ୍ଦର୍ଯ୍ୟା ଶର୍ମା ବଲିଉଡରେ ତ କାମ କରିସାରିଛନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କୁ ଖୁବ୍‌ଶୀଘ୍ର ହଲିଉଡ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ। ଏକ ଖବର ଅନୁଯାୟୀ, ଅଭିନେତ୍ରୀ କିଛି ଦିନ ତଳେ ବିଦେଶରେ ଥିଲେ।…

‘କିସି କା ଭାଇ କିସି କି ଜାନ’ ଫିଲ୍ମ ପାଇଁ ସଲମାନ ନେଇଛନ୍ତି ଏତିକି କୋଟି…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ନିଜର ଅପକମିଙ୍ଗ୍‌ ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ପ୍ରମୋଟ କରିବାରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ରିଲିଜ ତାରିଖ ଆଉ କିଛି ଦିନ ବାକି ଅଛି। ଏହା ଏକ…

ଆହତ ହେଲେ ମୁନ୍ନା ଭାଇ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ ତାଙ୍କ ଅଭିନୟକୁ ନେଇ ବେଶ ପରିଚିତ। ଏବେ ସଞ୍ଜୟଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଶୁଟିଂ ସମୟରେ ସେ ଆହତ ହୋଇଥିବା ଜଣାପଡିଛି। ସଞ୍ଜୟ ଏବେ ବେଙ୍ଗାଲୁର ନିକଟରେ ତାଙ୍କ ଆଗାମୀ…

କର୍ନାଟକ ନିର୍ବାଚନ ପୂର୍ବରୁ ଓସ୍କାର ଓ୍ବିନିଂ ସଙ୍ଗ ‘ନାଟୁ ନାଟୁ’ ହେଲା ‘ମୋଦି ମୋଦି’, ଭାଇରଲା ହେଉଛି ଭିଡିଓ

ବେଙ୍ଗାଲୁରୁ,୧୨।୪: ଗତ ମାସରେ ଲସ ଆଞ୍ଜେଲସରେ ହୋଇଥିବା ୯୫ ତମ ଓସ୍କାର ସେରିମନିରେ ତେଲଗୁ ମୁଭି ‘ଆରଆରଆର’ର ‘ନାଟୁ ନାଟୁ’ ଗୀତକୁ ବେଷ୍ଟ ଅରିଜନାଲ ସଙ୍ଗ ଆଓ୍ବାର୍ଡ ମିଳିଥିଲା। ଏହା ପୂର୍ବରୁ ‘ନାଟୁ ନାଟୁ’କୁ ଗୋଲଡନ ଗ୍ଲୋବ୍ସ ଆଓ୍ବାର୍ଡରେ ବେଷ୍ଟ ଅରିଜନାଲ…

ସଲମାନଙ୍କୁ ଆଶ୍ୱସ୍ତି

ମୁମ୍ବାଇ,୧୨।୪: ବମ୍ବେ ହାଇକୋର୍ଟ ପକ୍ଷରୁ ସଲମାନ ଖାଁଙ୍କୁ ବଡ ଆଶ୍ୱସ୍ତି ମିଳିଛି। ଅଭିନେତାଙ୍କ ବିରୋଧରେ୨୦୧୯ରେ ହୋଇଥିବା ଏକ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏହାସହ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରି ଦେଇଛନ୍ତି। କିସି କା ଭାଇ କିସି କା…

ପୋଲିସ ଭୂମିକାରେ ସିଦ୍ଧାର୍ଥ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ନିକଟରେ ରୋହିତ ସେଟ୍ଟୀଙ୍କ ୱେବ୍‌ ସିରିଜ୍‌ରେ ପୋଲିସ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି। ଏହା ମଧ୍ୟରେ ତାଙ୍କୁ ଆଉ ଏକ ବଡ଼ ଅଫର ମିଳିଛି। ସେ ପୁଣି ଥରେ ପୋଲିସ ଅଫିସର ଭୂମିକାରେ…

‘ପୁଷ୍ପା ୨’ର ସିକ୍ୱେଲ ସହ ସବୁଠାରୁ ମହଙ୍କା ଅଭିନେତା ହେଲେ ଅଲ୍ଲୁ ଅର୍ଜୁନ

ଚେନ୍ନାଇ: ଅଲ୍ଲୁ ଅର୍ଜୁନ ଏବେ ନା କେବଳ ତେଲଗୁ ସିନେମାର ସବୁଠାରୁ ବଡ ଷ୍ଟାର ପାଲଟି ଯାଇଛନ୍ତି ବରଂ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ବି ତାଙ୍କର ଦମଦାର ଅଭିନୟ ଓ ସାନଦାର ସ୍ବାଗ ମାଧ୍ୟମରେ ସେ କୋଟି କୋଟି ଦର୍ଶକଙ୍କ ପ୍ରିୟ…

ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ମୁମ୍ବାଇ,୧୧।୪: ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ ଲଗାତାର ହତ୍ୟା ଧମକ ମିଳୁଛି। ଏବେ ଏହାକୁ ନେଇ ସମଗ୍ର ବଲିଉଡରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି। ଏଥର ମଙ୍ଗଳବାର ମିଳିଥିବା ହତ୍ୟା ଧମକ ମାମଲାରେ ମୁମ୍ବାଇ ପୋଲିସ ଜଣଙ୍କୁ ଗିରଫ କରିଛି। ସେ ମୁମ୍ବାଇ…

ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଆଉ ଏକ ଧମକ ମିଳିଛି। ଏଥର ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଜଣେ ବ୍ୟକ୍ତି କଲ କରି କହିଛନ୍ତି ଯେ, ସେ ୩୦ ତାରିଖରେ ସଲମାନଙ୍କୁ ହତ୍ୟା କରିବେ।କଲର ଜଣଙ୍କ ତାଙ୍କ ନାମ ରକି ଭାଇ…

ପରଦାକୁ ଫେରୁଛନ୍ତି ରିୟା

ମୁମ୍ବାଇ: ବଲିଉଡ୍‌ ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପଛରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରାଯାଇଥିଲା। ପରେ ସେ ବେଆଇନ ଡ୍ରଗ୍ସ ମାମଲାରେ ଜେଲ ଯାଇଥିଲେ। ଏସବୁ ହେବା ପରେ ରିୟା ଆଉ ପରଦାକୁ ଫେରିବେନି ବୋଲି ଚର୍ଚ୍ଚା…

‘କିସି କା ଭାଇ କିସି କି ଜାନ’ର ଧମାକାଦାର ଟ୍ରେଲର ରିଲିଜ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ର ଟ୍ରେଲର ସୋମବାର ମୁକ୍ତିଲାଭ କରିଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଥିଲା। ତେବେ ୩ ମିନିଟ୍‌ ୨୫ ସେକେଣ୍ଡର…

ଆପତ୍ତିଜନକ ଟୁଇଟ୍‌ ମାମଲା: କୋର୍ଟରେ ବିନା ସର୍ତ୍ତରେ କ୍ଷମା ମାଗିଲେ ନିର୍ମାତା

ମୁମ୍ବାଇ: ‘ଦ କଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କ ଆପତ୍ତିଜନକ ଟୁଇଟ୍‌ ପାଇଁ ଦିଲ୍ଲୀ ହାଇକୋର୍ଟରେ ସୋମବାର ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି। ଏହା ପରେ ଦିଲ୍ଲୀ ହାଇକୋର୍ଟ ଚଳଚ୍ଚିତ୍ର ନିର୍ମାତାଙ୍କୁ ଅପରାଧିକ ଅବମାନନା ମାମଲାରେ ନିର୍ଦ୍ଦେଷରେ ଖଲାସ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?