ମନୋରଞ୍ଜନ

ଇତିହାସ ରଚିଲା ‘ଆର୍‌ଆର୍‌ଆର୍‌’, ଜାପାନରେ ପୂରଣ କଲା ୨୦୦ ଦିନ

ସାରା ବିଶ୍ୱରେ ସୁପରହିଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ର କ୍ରେଜ ଜାରି ରହିଛି। ନିକଟରେ ୯୫ତମ ଏକାଡେମୀ ପୁରସ୍କାରରେ ଫିଲ୍ମର ଗୀତ ‘ନାଟୁ ନାଟୁ’କୁ ଓସ୍କାର ଜିତିଥିବାବେଳେ ବର୍ତ୍ତମାନ ‘ଆର୍‌ଆର୍‌ଆର୍‌’ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ବାସ୍ତବରେ ‘ଆର୍‌ଆର୍‌ଆର୍‌’ ଜାପାନରେ ରିଲିଜ ହେବାର…

ପଶ୍ଚିମବଙ୍ଗରେ ବ୍ୟାନ୍‌ ହେଲା ‘ଦ କେରଲା ଷ୍ଟୋରୀ’

କୋଲକାତା,୮।୫: ବଲିଉଡ୍‌ ଅଭିନେତ୍ରୀ ଅଦା ଶର୍ମାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରୀ’କୁ ନେଇ ବିବାଦ ଥମିବାର ନାମ ନେଉନି। ଗୋଟିଏ ପଟେ ବଲିଉଡ୍‌ର ଜଣାଶୁଣା ପ୍ରଯୋଜକ ବିପୁଲ ଅମୃତଲାଲ ଶାହାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରୀ’ ବକ୍ସ ଅଫିସ୍‌ରେ ଧମାଲ କରୁଛି।…

ବଲିଉଡ୍‌ର ସବୁଠୁ ଅଧିକ ପାଠ ପଢ଼ିଥିବା କଳାକାର

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନଙ୍କ ମଧ୍ୟରୁ କିଛି ସେଲିବ୍ରିଟି ବହୁତ ପାଠ ପଢ଼ିଥିଲେ ମଧ୍ୟ ଅଭିନୟକୁ ନିଜର କ୍ୟାରିୟର ଭାବେ ବାଛିନେଇଛନ୍ତି। ସେ ବିଗ୍‌ ବି ହୁଅନ୍ତୁ କି ଶାହାରୁଖ। ଉଚ୍ଚ ଶିକ୍ଷାର ଅଧିକାରୀ ହୋଇ ମଧ୍ୟ ଚାକିରି ପ୍ରତି ଗୁରୁତ୍ୱ ନ…

ଜେଲରେ ଥାଇ ଜ୍ୟାକଲିନଙ୍କୁ ଚିଠି ଲେଖିଲେ ସୁକେଶ

ମୁମ୍ବାଇ: ୨୦୦ କୋଟି ଠକେଇ ମାମଲାରେ ତିହାର ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖରଙ୍କ ନାମ ପ୍ରାୟତଃ ଚର୍ଚ୍ଚାରେ ଥାଏ। ସୁକେଶଙ୍କ କାରଣରୁ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଥିଲା। ଅତୀତରେ ଅନେକ ଥର ଦେଖାଯାଇଛି ଯେ ସୁକେଶ…

ପସନ୍ଦ କରନ୍ତି ନାହିଁ ଜନ୍‌

ଜନ୍‌ ଆବ୍ରାହମ କେତେକ ବିଷୟକୁ ନେଇ ବେଶ୍‌ ସଚେତନ। ସେ କଦାପି କୌଣସି ପାର୍ଟି କିମ୍ବା ଡ୍ୟାନ୍ସ ପ୍ରୋଗ୍ରାମକୁ ଯାଆନ୍ତି ନାହିଁ। କାରଣ ସବୁବେଳେ ଏକ ସାଧାସିଧା ଜୀବନଯାପନ କରିବାକୁ ଚାହାନ୍ତି । ଅଭିନୟ ପୂର୍ବରୁ ସେ ଜଣେ ଆଥେଲେଟ୍‌ ଥିଲେ।…

ଚିନ୍ତା କରୁଛନ୍ତି ଜାହ୍ନବୀ

ଜାହ୍ନବୀ କପୁର ଏବେ ଏକ କଥାକୁ ନେଇ ବେଶ୍‌ ଚିନ୍ତିତ। କେମିତି ବା ଚିନ୍ତା କରିବେ ନାହିଁ କହୁନାହାନ୍ତି ? ଅସଲ କଥା ହେଲା ଖୁବ୍‌ ଶୀଘ୍ର ସେ ନୂଆ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି। ଆପଣ ଭାବୁଛନ୍ତି କି ସେ…

ଜୁନରେ ବିବାହ କରିବେ କରଣ ଦଓ୍ବେଲ!

ମୁମ୍ବାଇ: ବି ଟାଉନର ଚର୍ଚ୍ଚିତ ଦଓ୍ବେଲ ପରିବାରରେ ଖୁବଶୀଘ୍ର ଶେହନାଇ ବାଜିବାକୁ ଯାଉଛି। ଅଭିନେତା ସନ୍ନି ଦଓ୍ବେଲଙ୍କ ବଡ ପୁଅ ତଥା ଅଭିନେତା କରଣ ଦଓ୍ବେଲ ତାଙ୍କ ମଙ୍ଗେତରଙ୍କ ସହ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କିଛିଦିନ ପୂର୍ବରୁ କରନଙ୍କ ବିବାହ…

‘ଦ କେରଲା ଷ୍ଟୋରି’କୁ ଲଗାତାର କରାଯାଉଛି ବିରୋଧ, ତାମିଲନାଡୁ ଥିଏଟର୍ସରେ ସ୍କ୍ରିନିଂ ବନ୍ଦ

ମୁମ୍ବାଇ,୭।୫: ବଲିଉଡ ମୁଭି ‘ଦ କେରଲା ଷ୍ଟୋରି’କୁ ବିରୋଧ କରିବାର ଘଟଣା ଥମିବାର ନାଁ ନେଉନି। ଫିଲ୍ମକୁ କିଛି ରାଜ୍ୟରେ ଭଲ ସମର୍ଥନ ମିଳିଛି, ହେଲେ ତାମିଲନାଡୁରେ ଫିଲ୍ମକୁ ବିରୋଧ କରିବା ଥମିବାର ନାଁ ନେଉନି। ଏବେ ଏହି ଫିଲ୍ମକୁ ବିରୋଧ…

ପଦିଏ କଥା

ଜ୍ୟାକଲିନ୍‌ ଫର୍ନାଡିସଙ୍କ ମୁହଁରେ ଏବେ ଜଣଙ୍କର ପ୍ରଶଂସା ଶୁଣିବାକୁ ମିଳୁଛି। ସେ କିଏ ଜାଣନ୍ତି ? କଙ୍ଗନା ରାଣାଓ୍ବତ। ଯୁଆଡେ ଗଲେ ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି ଏହି ଅଭିନେତ୍ରୀ। ଏହା ପଛରେ ସେଭଳି କାରଣ ମଧ୍ୟ ରହିଛି। ନିକଟରେ ଏକ…

ସୋନାକ୍ଷୀଙ୍କ ଟିପ୍ସ

ଶତ୍ରୁଘ୍ନ ତନୟା ସୋନାକ୍ଷୀ ସିହ୍ନାଙ୍କ ମୁଣ୍ଡକୁ ଏକ ନୂଆ ଆଇଡିଆ ଜୁଟିଛି। ସେ ଏବେ ନିଜ ସାଙ୍ଗମାନଙ୍କୁ ଟିପ୍ସ ବାଣ୍ଟିବାରେ ବ୍ୟସ୍ତ। ହେଲେ କେଉଁ ପ୍ରକାର ଟିପ୍ସ ବାଣ୍ଟୁଛନ୍ତି ଜାଣିବେନି ? କଥା କ’ଣ କି ନିକଟରେ ତାଙ୍କର କେତେ ଜଣ…

‘କଶ୍ମୀର ଫାଇଲ୍ସ’କୁ ପଛରେ ପକାଇ ବକ୍ସ ଅଫିସ୍‌ରେ ହିଟ୍‌ ହେଲା ‘ଦି କେରଲା ଷ୍ଟୋରି’

ମୁମ୍ବାଇ: ବିବାଦୀୟ ଫିଲ୍ମ ଦି କେରଲା ଷ୍ଟୋରି ଗତ ଶୁକ୍ରବାର ହଲ୍‌ରେ ରିଲିଜ ହୋଇଛି। ଟ୍ରେଲର ଏବଂ ଟିଜର୍‌ ଆସିବା ପରେ ଫିଲ୍ମ ବିବାଦ ଘେରରେ ଛନ୍ଦି ହୋଇ ରହିଥିଲା। ରିଲିଜ ପୂର୍ବରୁ କଂଗ୍ରେସ ସମେତ ଅନେକ ଦଳ ଏହାକୁ ବ୍ୟାନ…

ଏଥର ଫଟୋଗ୍ରାଫି

କରୀନା କପୁର ଓରଫ ବେବୋଙ୍କ ମନ ଏବେ ଗୋଟିଏ ଜିନିଷ ଆଡକୁ ମନ ଢ଼ଳିଛି। ତାହା କ’ଣ ଜାଣନ୍ତି ? ଫଟୋଗ୍ରାଫି। ତେଣୁ ସେ ଯୁଆଡେ ଗଲେ ସାଙ୍ଗରେ କ୍ୟାମେରା ନେବାକୁ ଭୁଲୁ ନାହାନ୍ତି। ଅବସର ମିଳିବା ମାତ୍ରେ ସେ ନିକଟସ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?