ମନୋରଞ୍ଜନ

ଧୋକା

ଏହି ସିନେମାଟିର ଟାଇଟଲରୁ ଜଣାପଡୁଛି ଯେ ନିଶ୍ଚୟ କାହାଣୀରେ କିଛି ନୂତନତ୍ୱ ରହିଛି। କିଏ କାହାକୁ ଧୋକା ଦେଉଛି, ପୁଣି କାହିଁକି ଦେଉଛି ତାହା ଫିଲ୍ମଟିକୁ ଦେଖିଲେ ହିଁ ଜାଣିପାରିବେ । ‘ଧୋକା : ଦ ଗେମ୍‌ ଅଫ ଲଭ୍‌’ ଚିତ୍ରଟି…

ବିବାହ କରିବେ ସନ୍ନି ଦେଓଲଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ର ଆକ୍ସନ କିଙ୍ଗ୍‌ ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଅଭିନୟ ଜଗତରେ ପ୍ରବେଶ କରିଛନ୍ତି। କରଣ ଫିଲ୍ମ ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ରୁ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା।…

ଭାଙ୍ଗିପଡ଼ିଥିଲେ ଭୂମି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଭୂମି ପେଡନେକର ଖୁବ୍‌ କମ୍‌ ଦିନରେ ହିନ୍ଦୀ ଫିଲ୍ମରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ବିଭିନ୍ନ ପ୍ରକାର ଫିଲ୍ମ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। କିଛି ଫିଲ୍ମ ବକ୍ସ ଅଫିସରେ ହିଟ୍‌…

ନାକର ସର୍ଜରୀ ବିଗିଡିବା ପରେ ଡିପ୍ରେସନକୁ ଚାଲି ଯାଇଥିଲେ ପ୍ରିୟଙ୍କା, କହିଲେ ମୋ କ୍ୟାରିୟର…

ମୁମ୍ବାଇ,୬।୫: ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଚୋପ୍ରା ତାଙ୍କ ଫିଲ୍ମକୁ ହେଉ କି ବ୍ୟକ୍ତିଗତ କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତେବେ ଏହି ମଧ୍ୟରେ ପ୍ରିୟଙ୍କା ମେଟ୍‌ ଗାଲା ଇଭେଣ୍ଟ ୨୦୨୩ରେ ତାଙ୍କ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏକ ସାକ୍ଷାତକାରରେ…

‘ଦ କେରଲା ଷ୍ଟୋରି’କୁ ନେଇ ଚମକାଇ ଦେଲା କଙ୍ଗନାଙ୍କ ବୟାନ

ମୁମ୍ବାଇ: ବଲିଉଡ ଷ୍ଟାର କଙ୍ଗନା ରାନାଓ୍ବତ ପ୍ରାୟ ସବୁ ସମୟରେ ସବୁ ପ୍ରସଙ୍ଗକୁ ନେଇ ନିଜର ବେକାବୁ ବୟାନ ଦେବାକୁ ପଛାଇ ନ ଥାଆନ୍ତି। ନିକଟରେ କଙ୍ଗନା ଏକ ଇଭେଣ୍ଟରେ ଭାଗ ନେବାକୁ ଯାଇଥିଲେ। ଏହି ସମୟରେ ଅଭିନେତ୍ରୀ କିଛି ପ୍ରସଙ୍ଗକୁ…

ଅଲଗା ହେବା ପରେ ବି ଏକ୍ସ ଓ୍ବାଇଫଙ୍କୁ ପ୍ରଶଂସା କଲେ ନାଗା ଚୈତନ୍ୟ

ମୁମ୍ବାଇ: ସାମନ୍ଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ପପୁଲାର ରିୟଲ ଲାଇଫ କପୁଲ ମଧ୍ୟରୁ ଅନ୍ୟତମ। ଏହି କପଲ ୨୦୧୦ରେ ଗୌତମ ବାସୁଦେବ ମେନନଙ୍କ ଫିଲ୍ମ ‘ମାୟା ଚେସାବେ’ ସମୟରୁ ଉଭୟଙ୍କ ମଧ୍ୟରେ ପ୍ରେମ…

ମଧ୍ୟ ପ୍ରଦେଶରେ ଫିଲ୍ମ କେରଲା ଷ୍ଟୋରି ହେଲା ଟ୍ୟାକ୍ସ ଫ୍ରି

ଭୋପାଳ,୬।୫: ବହୁ ବିବାଦ ମଧ୍ୟରେ ଫିଲ୍ମ ‘ଦି କେରଲା ଷ୍ଟୋରି’ ଶୁକ୍ରବାର ହଲ୍‌ରେ ରିଲିଜ୍‌ ହୋଇଛି। ରିଲିଜ ପୂର୍ବରୁ ଅନେକ ରାଜନୈତିକ ଦଳ ଏବଂ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟିର ଲୋକ ଏହାକୁ ବିରୋଧ କରିଥିଲେ ଏବଂ ନିଷେଧାଦେଶ ଦାବି କରିଥିଲେ। କିନ୍ତୁ…

କେବଳ ମଙ୍ଗଳସୂତ୍ର ନାହିଁ, ବାପି ଦାଙ୍କୁ ଏପରି କହିଥିଲେ ଅଭିନେତା

ମୁମ୍ବାଇ, ୫।୫: ପ୍ରସିଦ୍ଧ ଗାୟକ ବାପି ଲହରିଙ୍କ ସୁନା ପ୍ରତି ଭଲପାଇବା ବିଷୟରେ ଆପଣ ଜାଣିଥିବେ। ତାଙ୍କ ଗୀତକୁ ନେଇ ସେ ଯେତିକି ଲୋକପ୍ରିୟ ସେହିପରି ତାଙ୍କ ସୁନା ପ୍ରତି ଦୂର୍ବଳତା ବିଷୟରେ ମଧ୍ୟ ସମସ୍ତେ ଜାଣିଛନ୍ତି। କିଛି ଲୋକଙ୍କ ଦୃଷ୍ଟିରେ…

ପୁଣିଥରେ ଭାରତରେ ଶୁଣିବାକୁ ମିଳିବ ଧୋନି…ଧୋନି…ଧୋନି

ମୁମ୍ବାଇ: ବଲିଉଡ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତ ଓ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ସିନେମା ହଲରେ ମହେନ୍ଦ୍ର ସିଂ ଧୋନିଙ୍କ ବାୟୋପିକ ‘ଏମ ଏସ ଧୋନି ଦ ଅନଟୋଲ୍ଟ ଷ୍ଟୋରି’ ରିଲିଜ…

ବାଂଲାଦେଶରେ ରିଲଜ ହେବ ‘ପଠାନ’

ମୁମ୍ବାଇ: ଶାହାରୁଖ ଖାଁ, ଦୀପିକା ପାଦୁକୋନ ଓ ଜନ ଆବ୍ରାହମଙ୍କ ମୁଭି ‘ପଠାନ’ ସାରା ବିଶ୍ୱରେ ବକ୍ସ ଅଫିସରେ ତେହେଲକା ମଚେଇ ଦେଇଛି। ଦୀର୍ଘ ପ୍ରାୟ ୪ ବର୍ଷ ପରେ ବଡ ପରଦାକୁ ଫେରିଥିବା କିଙ୍ଗ ଖାଁଙ୍କ ଜବରଦସ୍ତ ଲେଉଟାଣି ପରେ…

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବେ ଅନୁଷ୍କା!

ମୁମ୍ବାଇ: ଆଜିକାଲି ଅନୁଷ୍କା ଶର୍ମା ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ କ୍ରିକେଟର ସ୍ବାମୀ ବିରାଟଙ୍କ ସହ ଫଟୋ ଶେୟାର କରି ତ ଆଉ କେତେବେଳେ ଅନ୍ୟ କିଛି କାରଣକୁ ନେଇ। ଆଜିକାଲି ଅଭିନେତ୍ରୀ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଶୁଣିବାକୁ ମିଳୁଛି ଅନୁଷ୍କା…

ଗୁରୁଦ୍ୱାରରେ ସୁରଜ

ମୁମ୍ବାଇ: ୨୦୧୩ରେ ଘଟିଥିବା ଅଭିନେତ୍ରୀ ଜିଆ ଖାନ୍‌ ଆତ୍ମହତ୍ୟା ମାମଲାରେ ଫସିଥିବା ଅଭିନେତା ସୁରଜ ପାଞ୍ଚୋଲିଙ୍କୁ ନିକଟରେ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତେବେ ସେ ମୁକୁଳିବା ପରେ ବୁଧବାର ଦିଲ୍ଲୀର ଗୁରୁଦ୍ୱାର ବଙ୍ଗଲା ସାହିବଠାରେ ପହଞ୍ଚି ସେଠାରେ ହଳଦିଆ କପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?