ମନୋରଞ୍ଜନ

ମୁମ୍ବାଇରେ ୧୯ ମହଲା ବିଶିଷ୍ଟ ହୋଟେଲ ନିର୍ମାଣ କରିବେ ସଲମାନ

ମୁମ୍ବାଇ: ଗତ ୧୦୦ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ସିନେମା ଇଣ୍ଡଷ୍ଟ୍ରିରେ ଏକରୁ ଅଧିକ କଳାକାର ଅଛନ୍ତି ଯିଏ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି। ବଲିଉଡର ଭେଟେରାନ ତାରକାମାନେ ଦୀର୍ଘ ଦିନ ଧରି ମୁମ୍ବାଇରେ ଲକ୍ଷ ଲକ୍ଷ କୋଟି ଟଙ୍କାର…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପଶ୍ଚିମବଙ୍ଗରେ ସ୍କ୍ରିନିଂ ହେଉନାହିଁ ‘ଦ କେରଲା ଷ୍ଟୋରି’

କୋଲକାତା,୨୦।୫: ପଶ୍ଚିମବଙ୍ଗରେ ‘ ଦ କେରଲା ଷ୍ଟୋରି’ ସ୍କ୍ରିନିଂକୁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ମଧ୍ୟ ବିବାଦୀୟ ଫିଲ୍ମକୁ ସ୍କ୍ରିନିଂ କରିବାକୁ କୌଣସି ସିନେମା ହଲ ରାଜି ହୋଉନାହାନ୍ତି। ନିକଟରେ ସାମ୍ପ୍ରଦାୟିକ ଅଶାନ୍ତି ଭୟରେ ରାଜ୍ୟ ସରକାର ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ…

ପସନ୍ଦ ଆସୁଛି ‘ସତ୍ୟ ପ୍ରେମ୍‌ କି କଥା’ର ଟିଜର

ମୁମ୍ବାଇ: ବଲିଉଡ୍‌ ଚକୋଲେଟ୍‌ ହିରୋ କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଫିଲ୍ମ ‘ସତ୍ୟ ପ୍ରେମ୍‌ କି କଥା’ର ଟିଜରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଏହି ଫିଲ୍ମ ଜରିଆରେ ପୁଣଥରେ କାର୍ତ୍ତିକ ଓ କିଆରା ଆଡଭାନି ଅନ୍‌ସ୍କ୍ରିନ୍‌ ରୋମାନ୍ସ କରିବେ। ଦୁଇଜଣଙ୍କ ଯୋଡ଼ିକୁ…

ଭାରତରେ ନିକ ନେମ ‘ନିକୁଆ’କୁ ଖୁବ ପସନ୍ଦ କରନ୍ତି ନିକ ଜୋନାସ

ମୁମ୍ବାଇ: ବଲିଉଡ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବିବାହକୁ ନେଇ ଭାରତରେ ଖୁବ ଚର୍ଚ୍ଚା ହୋଇଥିଲା। ପିସି ଆମେରିକାନ ସିଙ୍ଗର ନିକ ଜୋନାସଙ୍କୁ ବିବାହ କରିଥିଲେ। ସେତେବେଳେ ନିକଙ୍କୁ ଭାରତରେ ସମସ୍ତେ ‘ନିକ ଜିଜୁ’ ବୋଲି ଡାକୁଥିଲେ। କେବଳ ସେତିକି ନୁହେଁ ଭାରତରେ…

ରେଡ ଲିପଷ୍ଟିକ, ସିଲଭର ହୁଡି ଗାଉନରେ ଐଶ୍ୱର୍ଯ୍ୟାଙ୍କ କାନ୍ସ ଲୁକ ଭାଇରାଲ

ମୁମ୍ବାଇ: କାନ୍ସ ୨୦୨୩ରେ ବଲିଉଡ ନାୟିକାମାନେ ଗ୍ଲାମରର ତଡକା ଲଗାଉଥିବା ଦେଖାଯାଇଛି। ବି-ଟାଉନର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ କାନ୍ସ ଲୁକରେ ପ୍ରଶଂସକଙ୍କୁ ଫିଦା କରିଛନ୍ତି। କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୬ ତମ ଏଡିସନ ପାଇଁ ଐଶ୍ୱର୍ଯ୍ୟା…

ପରପାରିରେ ଆୟୁଷ୍ମାନ ଖୁରାନାଙ୍କ ପିତା

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ପିତା ତଥା ଜ୍ୟୋତିଷାଚାର୍ଯ୍ୟ ପି ଖୁରାନାଙ୍କର ମୋହାଲିରେ ପରଲୋକ ହୋଇଯାଇଛି। ଏହି ସୂଚନା ନିଜେ ଅଭିନେତା ଆୟୁଷ୍ମାନ ଖୁରାନା ଦେଇଛନ୍ତି। ପି ଖୁରାନା ଆୟୁଷ୍ମାନଙ୍କ ବ୍ୟତୀତ ଅପାରଶକ୍ତି ଖୁରାନାଙ୍କର ବି ପିତା। ଶୁକ୍ରବାର ପି ଖୁରାନାଙ୍କର ପରଲୋକ…

ଗିରଫ ହେଲେ ବିଗ୍‌ ବି!

ମୁମ୍ବାଇ:କିଛି ଦିନ ପୂର୍ବରୁ ବିଗ୍‌ ବି ଅମିତାଭ ବଚ୍ଚନ ମୁମ୍ବାଇ ଟ୍ରାଫିକ୍‌ରେ ଫଶିଯିବା କାରଣରୁ ଜଣେ ଅପରିଚିତଙ୍କ ବାଇକ୍‌ ପଛରେ ବସି ଯାଉଥିବାର ଫଟୋ ଭାଇରାଲ ହୋଇଥିଲା। ଏହି ଘଟଣାର କିଛିଦିନ ପରେ ଅଭିତାଭ ତାଙ୍କ ଇନଷ୍ଟାଗ୍ରାମ୍‌ରେ ଏକ ଫୋଟ ସେୟାର…

ସମିର ଓ୍ବାନଖେଡେ , ଶାହାରୁଖଙ୍କ ବିସ୍ମୟକର ଚାଟ ଆସିଲା ସାମ୍ନାକୁ

ମୁମ୍ବାଇ,୧୯।୫: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ମାମଲାରେ ଏନସିବିର ପୂର୍ବତନ ଅଧିକାରୀ ସମିର ଓ୍ବାନଖେଡେଙ୍କ ଉପରେ ଲାଞ୍ଚ ମାଗିବା ଅଭିଯୋଗ ରହିଛି। ଏବେ ଏହି ମାମଲାରେ ଓ୍ବାନଖେଡେଙ୍କର କିଙ୍ଗ ଖାଁଙ୍କ ସହ ହୋଇଥିବା ଚ୍ୟାଟ ସାମ୍ନାକୁ ଆସିଛି।…

ଫିଲ୍ମର ଭିଲେନ୍‌ ହେଉଛନ୍ତି ଆତଙ୍କବାଦୀ, ମୁସଲମାନ ନୁହେଁ…

ମୁମ୍ବାଇ: ବିବାଦୀୟ ଫିଲ୍ମ ଦି କେରଲା ଷ୍ଟୋରି ବକ୍ସ ଅଫିସରେ ଧମାକା କରୁଛି। ରିଲିଜ ପରେ ଏହା ବହୁ ବିବାଦରେ ଛନ୍ଦି ହୋଇ ପଡିଛି। କିଛି ଜଣଙ୍କୁ ଫିଲ୍ମ ପସନ୍ଦ ଆସିଥିବା ବେଳେ କିଛିଙ୍କୁ ମୁସଲମାନ ଧର୍ମକୁ ଟାର୍ଗେଟ କରାଯାଇ ପ୍ରୋପଗଣ୍ଡା…

ବ୍ଲୁ ଲିପଷ୍ଟିକ ଲଗାଇ ଟ୍ରୋଲ ହେଲେ ଉର୍ବଶୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜିକାଲି କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଆରମ୍ଭ ହୋଇଥିବା ବିଶ୍ୱର ସବୁଠୁ ବଡ଼ ଅନ୍ତର୍ଜାତୀୟ ଶୋ’ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଉର୍ବଶୀ ଡେବ୍ୟୁ କରିବା ସହ ନିଜର ଜଲୱା ଦେଖାଇଛନ୍ତି।…

ଶାହରୁଖଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ‘ଦଙ୍ଗଲ’ ଫେମ୍‌ ସାନିଆ

ମୁମ୍ବାଇ: ଆମୀର ଖାନଙ୍କ ଅଭିନୀତ ‘ଦଙ୍ଗଲ’ରେ ବବିତା କୁମାରୀର ଭୂମିକାରେ ଅଭିନୟ କରିଥିବା ସାନିଆ ମାଲହୋତ୍ରା ଆଜି କୌଣସି ପରିଚୟ ଉପରେ ନିର୍ଭରଶୀଳ ନୁହଁନ୍ତି। ଆଜିର ସମୟରେ ସାନିଆ ମାଲହୋତ୍ରାଙ୍କର ଏକ ଭିନ୍ନ କ୍ରେଜ ଦେଖାଯାଉଛି। ଏହି ସମୟରେ ସାନିଆ ମଲହୋତ୍ରା…

କାନ୍ସରେ ମନ ମୋହିଲେ ଇଶା

ମୁମ୍ବାଇ: ବିଶ୍ୱର ସବୁଠୁ ବଡ଼ ଅନ୍ତର୍ଜାତୀୟ ଶୋ’ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ ମେ’୧୬ରୁ ଆରମ୍ଭ ହୋଇଯାଇଛି। ଏଥିରେ ଚଳିତ ବର୍ଷ ଅନେକ ବଲିଉଡ୍‌ ତାରକା ଡେବ୍ୟୁ କରିବା ସହ ତାଙ୍କ ବୋଲ୍ଡନେସ୍‌ର ଜଲ୍‌ୱା ଦେଖାଇଛନ୍ତି। କାନ୍ସର ରେଡ୍‌ କାର୍ପେଟ୍‌ରେ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?