ମନୋରଞ୍ଜନ

ସଲମାନଙ୍କୁ ବିବାହ ପ୍ରସ୍ତାବ ଦେଲେ ହଲିଉଡ ମହିଳା

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଇଫା ପୁରସ୍କାର ପାଇଁ ଆଜିକାଲି ସଲମାନ ଆବୁଧାବିରେ ଅଛନ୍ତି। ଯେଉଁଠାରୁ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। କେବଳ ଦେଶରେ ନୁହେଁ, ବିଦେଶରେ…

ଆଶିଷଙ୍କ ଦ୍ୱିତୀୟ ବିବାହ ପରେ ପ୍ରଥମ ପତ୍ନୀ ରାଜୋଶୀ କହିଲେ ଏପରି କଥା, ୨୨ବର୍ଷର ସମ୍ପର୍କ ଥିଲା ଏପରି…

ମୁମ୍ବାଇ:ଆଶିଷ ବିଦାର୍ଥୀଙ୍କ ଦ୍ୱିତୀୟ ବିବାହ ନେଇ ସୋସିଆଲ ମିଡଆରେ ଖୁବ୍‌ ଚର୍ଚ୍ଚା ଚାଲିଛି। ଲୋକମାନେ ତାଙ୍କର ପ୍ରଥମ ପତ୍ନୀ ରାଜୋଶୀ ବିଦ୍ୟାର୍ଥୀ ଏବଂ ସେମାନଙ୍କ ସମ୍ପର୍କ ବିଷୟରେ ବିଭିନ୍ନ ପ୍ରକାର କଥା ହେଉଛନ୍ତି। ତେବେ ଏନେଇ ଆଶିଷ ଏକ ଭିଡିଓ ମାଧ୍ୟମରେ…

ଜୁନରେ ବିବାହ କରିବେ କୃଷ୍ଣା ଭଟ୍ଟ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କ ଝିଅ ତଥା ନିର୍ଦ୍ଦେଶିକା କୃଷ୍ଣା ଭଟ୍ଟ ତାଙ୍କର ଲଙ୍ଗ ଟାଇମ ବୟ ଫ୍ରେଣ୍ଡ ବେଦାନ୍ତ ସାରଦାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବିକ୍ରମ ଭଟ୍ଟଙ୍କ ଝିଅ କୃଷ୍ଣାଙ୍କ ବିବାହ ତାରିଖ ମଧ୍ୟ…

ଟ୍ରୋଲ ହେଲେ ଅନୁଷ୍କା

ମୁମ୍ବାଇ: ମଇ ୧୬ରୁ ଆରମ୍ଭ ହୋଇଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ଅନୁଷ୍କା ଶର୍ମା ଏବେ ରେଡ କାର୍ପେଟରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ଏହି ବିଶେଷ ଉତ୍ସବରେ ଅନୁଷ୍କା ଅଫ ସୋଲଡର ରିଚାର୍ଡ କ୍ୱିନ ଗାଉନ ପିନ୍ଧିଥିଲେ। ଯାହା ସିଲଭର…

୩୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ‘ଶଲା ବୁଢ଼ାର ବଦ୍‌ଲା’

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ଚଳଚ୍ଚିତ୍ର କହୁଛି ଓଡ଼ିଶାର ପରମ୍ପରା। ଗାଁର କଥା, ସାହିର କଥା ଆଉ ମଣିଷ ମଣିଷର କଥା। ମଣିଷ ଭିତରେ ଥିବା ରାଗ, କ୍ରୋଧକୁ ସମ୍ଭାଳି ନ ପାରି ସେ ଅନ୍ୟଠୁ ବଦଲା ନେବାକୁ ସବୁବେଳେ ଆଗଭର ଥାଏ। ତାହା ବି…

ପୁଣିଥରେ ଆକ୍ସନ ସିନ୍‌ରେ ନଜର ଆସିବେ ଦେଶୀଗର୍ଲ

ମୁମ୍ବାଇ: ଦେଶୀଗର୍ଲରୁ ନେଇ ଗ୍ଲୋବାଲ ଆଇକନ ପର୍ଯ୍ୟନ୍ତ ସଫର କରି ସାରିଥିବା ପ୍ରିୟଙ୍କା ଚୋପ୍ରାଙ୍କର ଆଉ ପରିଚୟର ଆବଶ୍ୟକତା ନାହିଁ। ବଲିଉଡ ସହ ହଲିଉଡରେ ବି ସେ ତିଆରି କରିଛନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ। ସେ ଆକ୍ସନ ହେଉ କିମ୍ବା…

ସେହି ପ୍ରେମ, ସେହି କଥା…ପୁଣି ଥରେ ଧମାଲ ମଚାଇବ ‘ଗଦର’ ଏକ ପ୍ରେମ କଥା

ମୁମ୍ବାଇ: ତାରା ସିଂ ଏବଂ ସକିନାଙ୍କ ପ୍ରେମ କାହାଣୀ ପୁଣି ଥରେ ବକ୍ସ ଅଫିସରେ ଧମାଲ ମଚାଇବାକୁ ଆସୁଛି। ସନି ଦେଓଲଙ୍କ ଅଭିନୀତ ‘ଗଦର’ ଏକ ପ୍ରେମ କଥା ପୁଣିଥରେ ସିନେମା ହଲରେ ଜୁନ୍‌ ୯ରେ ରିଲିଜ୍‌ ହେବ। ଏଥିସହ ଏହି…

ରାଗିଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ। ତାଙ୍କ ବୟାନୁ ନେଇ ପ୍ରାୟ ସବୁବେଳେ ସେ ହେଡଲାଇନରେ ରହିଥାଆନ୍ତି। କଙ୍ଗନା କୌଣସି ପ୍ରସଙ୍ଗରେ ନିଜର ମତାମତ ଦେବାରେ ପଛଘୁଞ୍ଚା ଦିଅନ୍ତି ନାହିଁ, ଯେଉଁ କାରଣରୁ ସେ ଅନେକ…

୬୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଅଭିନେତା

ମୁମ୍ବାଇ: ଭେଟେରାନ ଅଭିନେତା ଆଶିଷ ବିଦ୍ୟାର୍ଥୀ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଆସାମର ରୁପାଲି ବାରୁଆଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଅନେକ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଏବଂ ଅଧିକ ଆଞ୍ଚଳିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା…

ବେବି ବମ୍ପ ଲୁଚାଉଛନ୍ତି ଅଙ୍କିତା!

ମୁମ୍ବାଇ: ଅଙ୍କିତା ଲୋଖଣ୍ଡେ ଜଣେ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ। ସେ ଶୋ ‘ପବିତ୍ର ରିସ୍ତା’ରୁ ଅର୍ଚ୍ଚନା ଭୂମିକାରେ ଘରେ ଘରେ ଲୋକପ୍ରିୟ ହୋଇଥିଲେ। ଅଙ୍କିତା ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ଖୁବ ସକ୍ରିୟ। ସେ…

ଖୁବଶୀଘ୍ର ବିବାହ କରିବେ ଆମିର: କେଆରକେ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ପୁଣିଥରେ ତାଙ୍କ ପର୍ସନାଲ ଲାଇଫକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। କଥା ହେଲା ଆକ୍ଟ୍ରେସ ଫାତିମା ସନା ଶେଖଙ୍କ ସହ ଆମିରଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ…

ଏହି ଅଭିନେତ୍ରୀ ଥିଲେ କରଣ ଜୋହରଙ୍କ ପ୍ରଥମ ପ୍ରେମ…

ମୁମ୍ବାଇ: ‘କୁଛ୍‌ କୁଛ୍‌ ହୋତା ହେ’ର ତାଙ୍କର କହିବା ଅନ୍ଦାଜ, ‘କଭି ଅଲବିଦା ନା କେହନା’ ତାଙ୍କର ଅଭ୍ୟାସ। ଦୁନିଆକୁ ସେ ‘ମହୋବତ’ କରିବା ଶିଖାଇଲେ। ହୃଦୟର କଥା କହିବାକୁ ଡେରି କର ନାହିଁ କାରଣ ସେ କହିଛନ୍ତି ‘କଲ ହୋନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?