‘ଆରଆରଆର’ ଫେମ୍ ଷ୍ଟିଭେନ୍ସନଙ୍କ ପରଲୋକ
ମୁମ୍ବାଇ: ନିର୍ଦ୍ଦେଶକଗଏସ୍ ଏସ୍ ରାଜାମୌଲିଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଆରଆରଆର’ରେ ନକାରାତ୍ମକ ଚରିତ୍ରରେ ଅଭିନୟ କରିଥିବା ଇଂରେଜ ଅଭିନେତା ଷ୍ଟିଭେନ୍ସନଙ୍କ ଦେହାନ୍ତ ହୋଇଛି। ସେ ୫୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହେଲେ ତାଙ୍କ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ।…
ଡେଲିଗେଟ୍ଙ୍କୁ ‘ନାଟୁ ନାଟୁ’ ଷ୍ଟେପ୍ ଶିଖାଇଲେ ରାମଚରଣ
ମୁମ୍ବାଇ: ଶ୍ରୀନଗରରେ ସୋମବାରଠାରୁ ଜି-୨୦ ସମିଟ୍ ୩ୟ ୱାର୍କିଂ ଗ୍ରୁପ୍ ମିଟିଂ ଆରମ୍ଭ ହୋଇଛି। ଏହି ମିଟିଂ ୩ ଦିନ ଧରି ଚାଲିବ। ତେବେ ଏଥିରେ ଯୋଗଦେବାକୁ ସାଉଥ୍ ଅଭିନେତା ରାମଚରଣ ସୋମବାର ଶ୍ରୀନଗରରେ ପହଞ୍ଚିଛନ୍ତି। କଶ୍ମୀରରେ ଆୟୋଜିତ ହୋଇଥିବା ଏହି…
ପରଲୋକରେ ଭେଟେରାନ ସାଉଥ ଅଭିନେତା
ମୁମ୍ବାଇ: ଭେଟେରାନ ସାଉଥ ଅଭିନେତା ଶରଥ ବାବୁଙ୍କ ପରଲୋକ ଘଟିଛି। ସୋମବାର ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ୭୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ମୃତ୍ୟୁ ଖବରରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ବୟସ ସମ୍ବନ୍ଧୀୟ…
ଶୁଟିଂ ସେଟ୍ରେ ଆହତ ହେଲେ ଅନୁପମ ଖେର
ମୁମ୍ବାଇ: ବଲିଉଡର ଅନ୍ୟତମ ପ୍ରତିଭାବାନ ଅଭିନେତାଙ୍କ ମଧ୍ୟରୁ ଅନୁପମ ଖେର ଅନ୍ୟତମ। ସେ ଚଳଚ୍ଚିତ୍ରରେ ଅନେକ ପ୍ରକାରର ଭୂମିକା ଗ୍ରହଣ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବିଜୟ ୬୯’ ଶୁଟିଂକୁ ନେଇ ବ୍ୟସ୍ତ…
ଅଜୟ ଦେବଗନଙ୍କ ଫିଲ୍ମକୁ ବଡ଼ ସଫଳତା, ଏହି ଭାଷାରେ ରିମେକ୍ ହେବ ‘ଦୃଶ୍ୟମ’
ମୁମ୍ବାଇ: ଅଭିନେତା ଅଜୟ ଦେବଗନଙ୍କ ସୁପରହିଟ୍ ଫିଲ୍ମ ‘ଦୃଶ୍ୟମ’ ଆଉ ଏକ ବଡ଼ ସଫଳତା ପାଇଛି। ବର୍ତ୍ତମାନ ‘ଦୃଶ୍ୟମ’ ଫ୍ରାଞ୍ଚାଇଜ ଦେଶ ସହିତ ବିଦେଶରେ ପାଦ ରଖିବାକୁ ଯାଉଛି। ଖୁବ୍ଶୀଘ୍ର ଏହି ସର୍ବୋତ୍ତମ ଚଳଚ୍ଚିତ୍ର ଧାରାବାହିକ ଦକ୍ଷିଣ କୋରିଆରେ ରିମେକ୍ ହେବ।…
କାନ୍ସରେ ଗ୍ଲାମରର ତଡକା ଲଗାଇଲେ ଡାୟନା
ମୁମ୍ବାଇ: ମେ’ ୧୬ରେ ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବଡ କାନ୍ସ ଫିଲ୍ମ ଫେଷ୍ଟିଭାଲ। ରେଡ କାର୍ପେଟରେ ହସିନାଙ୍କ ଜଲଓ୍ବ୍ା ଦେଖିବାକୁ ମିଳିଛି। ଏବେ ପର୍ଯ୍ୟନ୍ତ ସାରା ଅଲି ଖାଁ, ଉର୍ବଶି ରୌତେଲା, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ମୃଣାଳ ଠାକୁରଙ୍କ…
ସାଉଥ ଅଭିନେତାଙ୍କ ସହ କାମ କରିବେ ଶ୍ରଦ୍ଧା କପୁର
ମୁମ୍ବାଇ: ବଲିଉଡର ଆଗାଧାଡିର ନାୟିକା ଶ୍ରଦ୍ଧା କପୁର ସବୁବେଳେ ତାଙ୍କ ଆକ୍ଟିଂକୁ ନେଇ ଥାଆନ୍ତି ଚର୍ଚ୍ଚାରେ। ଶ୍ରଦ୍ଧା ରବିବାର ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ଶେୟାର କରିଛନ୍ତି। ଏହା କୌଣସି ମୁଭିର ଟିଜର ଭଳି ମନେ ହେଉଛି। ଭିଡିଓରେ ଶ୍ରଦ୍ଧା କପୁର…
ଶୁଟିଂ ସାରି ଫେରୁଥିଲେ, ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀଙ୍କ ଜୀବନ ଗଲା
କୋଲକାତା: ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ଆସିଛି। ବଙ୍ଗଳା ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ସୁଚନ୍ଦ୍ରା ଦାସଗୁପ୍ତା ଆଉ ଏ ଦୁନିଆରେ ନାହାନ୍ତି। ଶନିବାର ରାତିରେ ଏହି ଅଭିନେତ୍ରୀଙ୍କ ଦେହାନ୍ତ ହୋଇଛି। ଏକ ବାଇକ୍ ଦୁର୍ଘଟଣା ପରେ ସୁଚନ୍ଦ୍ରା ଆଖି…
ପ୍ରୀତି ବନ୍ଧନ
ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘ପ୍ରୀତି ବନ୍ଧନ’। ଏହି ସିନେମାଟି ଚଳିତ ମାସ ୨୫ ତାରିଖରେ ପରଦା ଉପରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ନେକ୍ସଟ୍ଡୋର୍…
ପିତାଙ୍କ ଶେଷକୃତ୍ୟ ସମୟରେ ଟ୍ରୋଲ୍ ହେଲେ ଆୟୁଷ୍ମାନ
ମୁମ୍ବାଇ: ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ତାଙ୍କ ପରିବାର ଏକ କଷ୍ଟଦାୟକ ସମୟ ଦେଇ ଗତି କରୁଛନ୍ତି। ଶୁକ୍ରବାର ଅଭିନେତା ତାଙ୍କୁ ପିତାଙ୍କୁ ହରାଇଛନ୍ତି। ଆୟୁଷ୍ମାନଙ୍କ ପିତା ଦେଶର ଜଣେ ଜଣାଶୁଣା ଜ୍ୟୋତିଷ ଥିଲେ। ଆୟୁଷ୍ମାନ ଏବଂ ତାଙ୍କ ଭାଇ…
ବଲିଉଡ୍ର ସଫଳ ନିର୍ଦ୍ଦେଶକଙ୍କୁ ଜାଣନ୍ତି, ଯିଏକି ଦର୍ଶକଙ୍କ ଭେଟି ଦେଇଛନ୍ତି ବ୍ଲକବଷ୍ଟର ଫିଲ୍ମ
ମୁମ୍ବାଇ: ଯେକୌଣସି ଫିଲ୍ମର ହୃଦୟ, ପ୍ରାଣ ଏବଂ ହୃଦ୍ସ୍ପନ୍ଦନ ହେଉଛନ୍ତି ନିର୍ଦ୍ଦେଶକ। ବଲିଉଡ୍ର କ୍ୟାରିୟରରେ ଅନେକ ନିର୍ଦ୍ଦେଶକ ଅନେକ ଫିଲ୍ମ କରିଛନ୍ତି। ମାତ୍ର ସେଥିରୁ କିଛି ନିର୍ଦ୍ଦେଶକ ଦର୍ଶକଙ୍କୁ ସୁପର ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇ ନିଜେ ସୁପର ପାଲଟିଛନ୍ତି। ଏହି…
‘ତାରକ ମେହେଟାକା ଉଲଟା ଚଷମା’ ଶୋ’ର ନିର୍ମାତାଙ୍କ ଉପରେ ପୁଣିଥରେ ଅଭିଯୋଗ ଆଣିଲେ ଆଉ ଜଣେ ଅଭିନେତ୍ରୀ, କହିଲେ ଦୟାବେନଙ୍କ ସହ ହୋଇଛି ର୍ଦୁବ୍ୟବହାର
ମୁମ୍ବାଇ: ଲୋକପ୍ରିୟ ସିରିୟଲ ‘ତାରକ ମେହେଟାକା ଉଲଟା ଚଷମା’ର ନିର୍ମାତାଙ୍କ ଉପରେ ବିବାଦ ଥମିବାର ନାଁ ନେଉନାହିଁ। ତେବେ କିଛିଦିନ ପୂର୍ବରୁ ସୋଡି ଭୂମିକାରେ ଥିବା ଜେନିଫର ମିଷ୍ଟ୍ରି ନିର୍ମାତା ଅସିତ ମୋଦିଙ୍କ ଉପରେ ଯୌନ ଉତ୍ପୀଡନର ଅଭିଯୋଗ ଆଣିଥିଲେ। ବର୍ତ୍ତମାନ…

