ମନୋରଞ୍ଜନ

ପୁଣି ଜଲଓ୍ବା ଦେଖାଇଲେ ସନି ଲିଓନି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନି ଲିଓନି ବଡ଼ ପରଦା ସହିତ ସୋସିଆଲ ମିଡିଆରେ ନିଜର ଜଲଓ୍ବା ଦେଖାଇଛନ୍ତି। ଅଭିନୟ ବ୍ୟତୀତ ସେ ନିଜ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ପାଇଁ ବେଶ୍‌ ଜଣାଶୁଣା। ସନିଙ୍କ ଏପରି ଆକର୍ଷଣ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳିଛି।…

ଏକ ସିନ୍‌ରେ ଲଜ୍ଜିତ ହୋଇଥିଲେ ପ୍ରିୟଙ୍କା, ଡାଇରେକ୍ଟର କହିଥିଲେ ଏମିତି…

ମୁମ୍ବାଇ: ବଲିଉଡ୍‌ ଛାଡିବା ପରେ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଅନ୍ତର୍ଜାତୀୟ ସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଅନେକ ବଡ଼ ହଲିଉଡ୍‌ ପ୍ରୋଜେକ୍ଟ ସହିତ ଜଡ଼ିତ। ପୁଣି ଥରେ ବଲିଉଡ୍‌ର ନିର୍ଦ୍ଦେଶକ ଏବଂ ଫିଲ୍ମର ଏକ ଦୃଶ୍ୟ…

‘ସାରା ଭାଇ ଭର୍ସେସ ସାରାଭାଇ’ ଅଭିନେତ୍ରୀ ବୈଭବି ଉପାଧ୍ୟାୟଙ୍କର କାର ଦୁର୍ଘଟଣାରେ ମୃତ୍ୟୁ

ମୁମ୍ବାଇ: ପପୁଲର ଟେଲିଭଜନ ସିରିଜ ‘ସାରାଭାଇ ଭର୍ସେସ ସାରାଭାଇ’ରେ ଜୈସ୍ମିନ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ବୈଗବି ଉପାଧ୍ୟାୟଙ୍କର ମଙ୍ଗଳବାର ହିମାଚଳ ପ୍ରଦେଶରେ ଏକ କାର ଆକ୍ସିଡେଣ୍ଟରେ ମୃତ୍ୟୁ ହୋଇଥିବା ଜଣାପଡିଛି। ମାତ୍ର ୩୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି।…

‘ଅନୁପମା’ ଫେମ ନିତେଶ ପାଣ୍ଡେଙ୍କ ୫୧ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ଜଣାଶୁଣା ଟେଲିଭିଜନ ଅଭିନେତା ନୀତେଶ ପାଣ୍ଡେଙ୍କର ୫୧ ବର୍ଷ ବୟସରେ ପରଲୋକ ହୋଇଛି। ନୀତେଣ ଅନୁପମା ଧାରାବାହିକରେ ଧିରଜ କପୁର ଚରିତ୍ରରେ ଅଭିନୟ କରୁଥିଲେ। ହୃଦଘାତ ଯୋଗୁ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ବୁଧବାର ଟେଲିଭିଜନ ଇଣ୍ଡଷ୍ଟ୍ରି ପାଇଁ ଏକ…

ଜାକ୍‌ଲିନ୍‌ଙ୍କୁ ବିଦେଶ ଗସ୍ତ ଅନୁମତି

ନୂଆଦିଲ୍ଲୀ, ୨୪ା୫: ମହାଠକ ସୁରେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପୃକ୍ତି ଏବଂ ମନିଲଣ୍ଡରିଂ ମାମଲାରେ ଅଭିଯୁକ୍ତ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ନାଣ୍ଡିସ୍‌ଙ୍କୁ ବିଦେଶ ଯିବା ଲାଗି ମଙ୍ଗଳବାର ଦିଲ୍ଲୀର ଏକ ଅଦାଲତ ଅନୁମତି ଦେଇଛନ୍ତି। ସେ ମେ’୨୫ରୁ ଜୁନ୍‌ ୧୨ ମଧ୍ୟରେ ବିଦେଶ…

ପୋଲିସ୍‌ ଗାଡ଼ି ଭଙ୍ଗାରୁଜା ନେଇ ଅଭିନେତ୍ରୀ ଡିମ୍ପଲଙ୍କ ନାଁରେ ମାମଲା

ହାଇଦ୍ରାବାଦ, ୨୪ା୫: ଜଣେ ଆଇପିଏସ୍‌ ଅଫିସରଙ୍କ କାର୍‌ ଭଙ୍ଗାରୁଜା ଅଭିଯୋଗରେ ଟଲିଉଡ୍‌ ଅଭିନେତ୍ରୀ ଡିମ୍ପଲ ହାୟାଥି ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଡିସିପି (ଟ୍ରାଫିକ୍‌-୧) ରାହୁଲ ହେଗ୍‌ଡେ ତାଙ୍କ କାର୍‌କୁ ଜୁବିଲି ହିଲ୍ସ ସ୍ଥିତ ଆପାର୍ଟମେଣ୍ଟର…

ବାବା କେଦାରନାଥଙ୍କ ଦର୍ଶନ କଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ମଙ୍ଗଳବାର ଉତ୍ତରାଖଣ୍ଡର ବାବା କେଦାରନାଥ ମନ୍ଦିରରେ ପହଞ୍ଚି ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ତାଙ୍କ ସିକ୍ୟୁରିଟିଙ୍କ ସହ କେଦାରନାଥ ମନ୍ଦିରରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି।…

ବ୍ୟାନ ହଟିବା ପରେ ପଶ୍ଚିମବଙ୍ଗରେ ରିଲିଜ ହେଲା ‘ଦ କେରଲା ଷ୍ଟୋରି’

କୋଲକାତା,୨୩।୫: ପଶ୍ଚିମବଙ୍ଗରେ ଫିଲ୍ମ ‘ଦ କେରଲା ଷ୍ଟୋରି’ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ନିକଟରେ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ଯାହାପରେ ରାଜ୍ୟରେ ଏହି ଫିଲ୍ମ ରିଲିଜ ହେବାର ରାସ୍ତା ସଫା ହୋଇଯାଇଛି। ଏଥି ସହିତ ପଶ୍ଚିମବଙ୍ଗର ଥିଏଟର ଏବଂ ମଲ୍ଟିପ୍ଲେକ୍ସ ମାଲିକମାନେ କହିଛନ୍ତି,…

ପଶୁ ବଳି ଦେଇ ଫ୍ୟାନ୍ସ ପାଳିଲେ ଜନ୍ମଦିନ

ମୁମ୍ବାଇ:ସାଉଥ୍‌ ସୁପରଷ୍ଟାର ଜୁନିଅର ଏନଟିଆର ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ବହୁତ କ୍ରେଜ୍‌ ଦେଖିବାକୁ ମିଳିଥାଏ। ନିକଟରେ ଅଭିନେତା ତାଙ୍କର ୪୦ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ସମୟରେ ତାଙ୍କ ଫ୍ୟାନ୍ସ ମଧ୍ୟ ଜନ୍ମଦିନକୁ ବିଭିନ୍ନ ଉପାୟରେ ଧୁମ୍‌ଧାମ୍‌ରେ ସେଲିବ୍ରେଟ୍‌ କରିଛନ୍ତି। କିନ୍ତୁ…

ବ୍ରେକ୍‌ଫାଷ୍ଟ୍‌ ମିଟିଗଂରୁ ବାଛିଥିଲେ ଜୀବନସାଥୀ…

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ପରିଣିତି ଚୋପ୍ରା ଏବଂ ଏଏପି ନେତା ରାଘବ ଚଡ୍ଡାଙ୍କ ଏନଗେଜ୍‌ମେଣ୍ଟ ଏବେ ସବୁଠି ଟ୍ରେଣ୍ଡ କରୁଛି। ପରିଣିତି ଇନଷ୍ଟାଗ୍ରାମରେ ତାଙ୍କର ଏନଗେଜ୍‌ମେଣ୍ଟ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରିବା ସହ ପରିଣିତି ଜଣାଇଛନ୍ତି, ସେ…

ଟ୍ରୋଲ ହେଲେ ମୃଣାଳ

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ମୃଣାଲ ଠାକୁର ସୋସିଆଲ ମିଡିଆରେ ବହୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମୃଣାଳ ଠାକୁର ଡେବ୍ୟୁ କରିଥିଲେ। ସୋସିଆଲ ମିଡିଆରେ ତାଙ୍କର କାନ୍ସ ଡେବ୍ୟୁ ଲୁକ ଭାଇରାଲ…

ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ମୁମ୍ବାଇ: ଆଜିକାଲି ବାଗେଶ୍ୱର ବାବା ଆକା ଧିରେନ୍ଦ୍ର ଶାସ୍ତ୍ରୀ ଚର୍ଚ୍ଚାରେ ଅଛନ୍ତି, ଦିନକୁ ଦିନ ତାଙ୍କର ବଢୁଥିବା ଲୋକପ୍ରିୟତାକୁ ଦେଖି ନିର୍ଦ୍ଦେଶକ ବିନୋଦ ତିୱାରୀ ତାଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାବାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?