ମନୋରଞ୍ଜନ

ଅସରପା ଖାଉଥିବାର ଫଟୋ ସେୟାର କଲେ ବିଗ୍‌ ବସ୍‌ର ଫେମ୍‌

ମୁମ୍ବାଇ: ବିଗ୍‌ ବସ୍‌ ଫେମ୍‌ ଅବ୍ଦୁ ରୋଜିକ୍‌ ତାଙ୍କ ସୋସିଆଲ୍‌ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଅସରପା ଖାଉଥିବାର ନଜର ଆସିଛନ୍ତି। ଏହି ଫଟୋ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ତାଙ୍କ ପୋଷ୍ଟରେ ଫ୍ୟାନ୍ସ ତାଙ୍କୁ…

ନୂଆ ଫ୍ଲାଟ୍‌ କିଣିଲେ ସୋନାକ୍ଷୀ, ଫଟୋ ଶେୟାର କରି କହିଲେ…

ମୁମ୍ବାଇ: ଆଜିକାଲି ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଚର୍ଚ୍ଚାରେ ରହୁଛନ୍ତି। ସୋନାକ୍ଷୀ ବେଳେବେଳେ ତାଙ୍କ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଆଉ ବେଳେବେଳେ ରିଲେସନଶିପ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ରହୁଛନ୍ତି। ଏଥର ସୋନାକ୍ଷୀ ତାଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ…

୩୩ ବର୍ଷ ପରେ ଛୋଟ ପରଦାକୁ ଫେରିବେ ରାମାୟଣର ସୀତା…

ମୁମ୍ବାଇ,୩୧।୫ : କିଏ ଅବା ଟିଭି ଅଭିନେତ୍ରୀ ଦୀପିକା ଚିଖାଲିୟାଙ୍କୁ ନ ଜାଣନ୍ତି। ସେ ରାମାନନ୍ଦ ସାଗରଙ୍କ ଶୋ ’ରାମାୟଣରେ ସୀତା ଭୂମିକାରେ ଅଭିନୟ କରିବା ପରେ ଏକ ଘରୋଇ ନାମ ପାଲଟିଥିଲେ। ଏହି ଶୋ ତାଙ୍କୁ ବହୁ ଖ୍ୟାତି ଦେଇଥିଲା।…

କମେଡି ଶୋ ‘ଦି କପିଲ ଶର୍ମା ଶୋ’ର ସପ୍ନା ଗୋଟିଏ ଏପିସୋଡ ପାଇଁ ଚାର୍ଜ କରନ୍ତି ଲକ୍ଷ ଲକ୍ଷ ଟଙ୍କା, ଶୋ’ ବ୍ୟତୀତ ଆଓ୍ବାର୍ଡ ଶୋ’ରୁ ମିଳେ କୋଟି କୋଟି ଟଙ୍କା

ମୁମ୍ବାଇ: ଲୋକପ୍ରିୟ କମେଡି ଶୋ ‘ଦି କପିଲ ଶର୍ମା ଶୋ’ ଘରେ ଘରେ ପରଚିତ। ଏହି ଶୋ’ରେ ‘ସପ୍ନା’ ଭୂମିକାରେ ଅଭିନୟ କରୁଥିବା କୃଷ୍ଣା ଅଭିଷେକ ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ପୁଣି ସେ କପିଲ…

୮୩ ବର୍ଷ ବୟସରେ ୪ର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି ଏହି ଅଭିନେତା

ମୁମ୍ବାଇ: ହଲିଉଡର ଭେଟେରାନ ଅଭିନେତା ଅଲ ପାସିନୋ ୮୩ ବର୍ଷ ବୟସରେ ଚତୁର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି। ଅଭିନେତାଙ୍କ ପ୍ରତିନିଧୀ ଲୋକମାନଙ୍କୁ କହିଛନ୍ତି, ଅଲ ପାସିନୋ ଏବଂ ତାଙ୍କ ଗର୍ଭବତୀ ଗର୍ଲଫ୍ରେଣ୍ଡ ନୁର ଅଫ୍ଲଲ୍ଲାହ ନୂଆ ଅତିଥିଙ୍କୁ ସ୍ବାଗତ…

ସୀତା ଗୁମ୍ଫାରେ କ୍ରିତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ ନିକଟରେ ନାସିକର ପଞ୍ଚବଟୀର ସୀତା ଗୁମ୍ଫା ମନ୍ଦିରରେ ପହଞ୍ଚି ସୀତାଙ୍କ ଆଶୀର୍ବାଦ ନେଇଛନ୍ତି। ସେଠାରେ ସେ ସୀତା ମାତାଙ୍କୁ ଆଳତି କରିଥିଲେ। ସିଙ୍ଗର ସଚେତ୍‌-ପରମ୍ପରାଙ୍କ ରାମ ସିୟା ରାମ ଉଚ୍ଚାରଣ କରିବା ସମୟରେ କ୍ରିତିଙ୍କୁ…

ଅଭିନୟ ଛଡା ଅନ୍ୟ କେଉଁଥିରୁ କରନ୍ତି ବ୍ୟବସାୟ ସନ୍ନି ଲିଓନି, ବାର୍ଷିକ ଆୟ ୧୦୦କୋଟିରୁ ବି ଅଧିକ…

ମୁମ୍ବାଇ: ନିକଟରେ କେନେଡିର ସହ-ଅଭିନେତା ରାହୁଲ ଭଟ୍ଟ ଏବଂ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ସହ ସନ୍ନି ଲିଓନି ୭୬ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟ୍‌ର ନିଜର ଦମଦାର ପ୍ରଦର୍ଶନ କରିଥିଲେ। ୪୨ ବର୍ଷୀୟ ସନ୍ନି କାନ୍ସ ଡେବ୍ୟୁରେ ତାଙ୍କ…

ବସ୍‌ଙ୍କ ଝିଅ ସହ ହୋଇଯାଇଥିଲା ପ୍ରେମ

ମୁମ୍ବାଇ: ‘ହେରା-ଫେରି’ର ‘ବାବୁ ଭୟା’ କୁହନ୍ତୁ କି ‘ଓ୍ବେଲକମ୍‌’ ଫିଲ୍ମର ‘ଘୁଂଘରୁ ସେଠ’୍‌ କିମ୍ବା ‘ହଙ୍ଗାମା’ର ‘ରାଧେଶ୍ୟାମ ତିଓ୍ବାରୀ’ ପ୍ରତିଟି ମଜାଳିଆ ଅଭିନୟରେ ସେ ତାଙ୍କର ଛାପ ରଖିଛନ୍ତି। ତାଙ୍କର ମଜାଳିଆ ଚରିତ୍ର ପାଇଁ ସେ ଦର୍ଶକ ଓ ଫ୍ୟାନ୍ସଙ୍କ ନିକଟରେ…

ପଞ୍ଚବଟିରେ କ୍ରିତି

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଅଭିନେତ୍ରୀ କ୍ରିତି ସାନନଙ୍କୁ ଫିଲ୍ମ ‘ଶେହଜାଦା’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେ ତାଙ୍କର ଅପକମିଂ ମୁଭି ‘ଆଦିପୁରୁଷ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ କ୍ରିତି ସୀତା ଭୂମିକାରେ ନଜର ଆସିବେ…

ଝିଅ ପାଇଁ ୯୨ ଲକ୍ଷ ଟଙ୍କାର ଗାଡି କିଣିଲେ ବିପାଶା-କରନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିପାଶା ବସୁ ଏବେ ବଡ ପରଦାଠାରୁ ଦୂରେଇ ରହିଛନ୍ତି। ହେଲେ ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତ୍ରୀ ସବୁବେଳେ ପ୍ରଶଂସକଙ୍କ ସହ ଯୋଡି ହୋଇ ରହୁଛନ୍ତି। ନିକଟରେ ଅଭିନେତ୍ରୀ ତାଙ୍କ କାର କଲେକସନରେ ଏକ ନ୍ୟୁ ଅଡି କ୍ୟୁ…

ଇମ୍ରାନଙ୍କ ସହ ଏହି ଅଭିନେତ୍ରୀଙ୍କ ଯୋଡିକୁ ପସନ୍ଦ କରନ୍ତି ଦର୍ଶକ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତଙ୍କ ୨୦୦୩ ମସିହାରେ ଫିଲ୍ମ ‘ଖ୍ବାହିଶ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ପ୍ରଥମ ଚଳଚ୍ଚିତ୍ରରେ ୧୭ଟି ଚୁମ୍ବନ ଦୃଶ୍ୟ ସହିତ ମଲ୍ଲିକା କ୍ୟାରିୟର ଆରମ୍ଭ କରିଥିଲେ। ତେବେ ମଲ୍ଲିକା ଫିଲ୍ମ ‘ମର୍ଡର’ରୁ ଖ୍ୟାତି ଅର୍ଜନ କରିଥିଲେ।…

ବର୍ଷକୁ ଗୋଟିଏ ଫିଲ୍ମ କରିବେ ଅନୁଷ୍କା

ମୁମ୍ବାଇ: ଦୀର୍ଘ ସମୟ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି ବଲିଉଡ ବିୟୁଟି ଅନୁଷ୍କା ଶର୍ମା। ଅନୁଷ୍କା ଶେଷଥର ପାଇଁ ଫିଲ୍ମ ‘ଜିରୋ’ରେ ଶାହାରୁଖ ଖାଁଙ୍କ ସହ ୨୦୧୮ରେ ନଜର ଆସିଥିବା ବେଳେ ଏହାପରେ ୨୦୨୨ରେ ଫିଲ୍ମ ‘କଲା’ରେ ଏକ କେମିୟୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?