ମନୋରଞ୍ଜନ

ପ୍ରଥମ ଭାରତୀୟ ମହିଳା ରେସଲର କବିତା ଦେବୀଙ୍କର ହେବ ବାୟୋପିକ

ମୁମ୍ବାଇ: ଭାରତର ପ୍ରଥମ ମହିଳା ରେସଲର କବିତା ଦେବୀ ନିଜ ରେସଲିଂ ଦମରେ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି। କବିତା ଦେବୀଙ୍କ ପରିଚୟ ଏମିତି ଜଣେ ବ୍ୟକ୍ତିତ୍ୱ ଭାବେ ହୋଇଥାଏ, ଯେ କି ପ୍ରଥମ ଇଣ୍ଡିଆନ ଫିମେଲ ରେସଲର ଭାବେ…

‘ଆଦିପୁରୁଷ’ର ଦ୍ୱିତୀୟ ଗୀତ ରିଲିଜ: ୧ ଘଣ୍ଟା ମଧ୍ୟରେ ୧.୨ ମିଲିୟନ ଭ୍ୟୁ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ଦ୍ୱିତୀୟ ଗୀତ ରିଲିଜ ହୋଇଛି। ଏହି ଗୀତ ଆସିବା ସାମ୍ନାକୁ ମାତ୍ରେ ଦର୍ଶକଙ୍କ ହୃଦୟକୁ ଛୁଇଁ ଯାଇଛି। ଏହି ଚଳଚ୍ଚିତ୍ରର ଟ୍ରେଲର ପରେ ଏହାର ପ୍ରଥମ ଗୀତ ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟ ହୋଇପାରିଛି।…

ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ସରନ୍ୟା

ମହାକାଳପଡ଼ା,୨୯ା୫ (ଡି.ଏନ.ଏ.): ତେଲଙ୍ଗାନା ରାଜ୍ୟ ରାଜଧାନୀ ହାଇଦ୍ରାବାଦଠାରେ ୧୮ରୁ ୨୧ ତାରିଖ ୪ ଦିନ ଧରି ଅନୁଷ୍ଠିତ ହୋଇଥିବା ମିସ୍‌ ଟିନ୍‌ ସୁପର ଗ୍ଲୋବ୍‌-୨୦୨୩ରେ ଦେଶର ବିଭିନ୍ନ ରାଜ୍ୟରୁ ୫୨ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ସମସ୍ତ…

ନୂଆ ସଂସଦ ଭବନର ପୌରାଣିକ ମହତ୍ୱ ଜାଣିବାକୁ ଚାହୁଁଛନ୍ତି ବିଗ ବି

ମୁମ୍ବାଇ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଉଦଘାଟନ କରି ଦେଇଛନ୍ତି। ଏହାସହ ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇ ଯାଇଛି। କଂଗ୍ରେସ ସମେତ ୧୯ ବିରୋଧୀ ଦଳ ଏହି ସମାରୋହକୁ ବହିଷ୍କାର କରିଛନ୍ତି। ଏପଟେ ସାଧାରଣରୁ ନେଇ…

କେଦାରନାଥ ପରେ ବଦ୍ରିନାଥ ମନ୍ଦିରରେ ପହଞ୍ଚିଲେ ଅକ୍ଷୟ

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର କିଛି ଦିନ ପୂର୍ବରୁ କେଦାରନାଥ ମନ୍ଦିରରେ ପହଞ୍ଚିଥିଲେ। ଯାହାର ଫଟୋ ଏବଂ ଭିଡିଓ ମଧ୍ୟ ଏଠାରୁ ଭାଇରାଲ ହୋଇଥିଲା। ଏହା ପରେ ରବିବାର ଅଭିନେତା ବଦ୍ରିନାଥ ମନ୍ଦିର ପରିଦର୍ଶନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଆଇଫା ୨୦୨୩: ହ୍ରିତକଙ୍କୁ ବେଷ୍ଟ ଆକ୍ଟର ଆଓ୍ବାର୍ଡ

ମୁମ୍ବାଇ: ବଲିଡଉର ଆଗଧାଡିର ଅଭିନେତା ହେଉଛନ୍ତି ହ୍ରିତିକ ରୋଶନ। ଅଭିନୟର ଯାଦୁରେ ପ୍ରଶଂସକଙ୍କୁ ଦିଓ୍ବାନା କରିଥାଆନ୍ତି ଏହି ଅଭିନେତା। କିଛିଦିନ ହେବ ଏହି ଅଭିନେତା ଲାଇମ ଲାଇଟରେ ଛାଇ ହୋଇ ରହିଛନ୍ତି। ଏହାରି ଭିତରେ ହ୍ରିତିକ ରୋଶନଙ୍କୁ ଆଇଫା ଆଓ୍ବାର୍ଡ ୨୦୨୩ରେ…

ଡରକୁଳୀ ସାନ୍ୟା

‘ଦଙ୍ଗଲ’ ଫେମ୍‌ ସାନ୍ୟା ମଲହୋତ୍ରା ଗୋଟିଏ ଜିନିଷ ଦେଖିବା ମାତ୍ରେ ତାଙ୍କ ମନରେ ଛନକା ପଶିଯାଏ। ତାହା କ’ଣ ଜାଣନ୍ତି ? ନିଜ ଛାଇ। କେବଳ ନିଜ ଛାଇ ନୁହେଁ, ବେଳେବେଳେ ଅନ୍ୟ କାହାର ଛାଇ ଦେଖିଲେ ବି ସେ ଚମକି…

ପ୍ରେମ ନୁହେଁ ବନ୍ଧୁତା

ସୈଫ ତନୟା ସାରାଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ହେଲେ କ’ଣ ପାଇଁ ଜାଣନ୍ତି ? ସେ କୁଆଡେ ଏବେ ପ୍ରେମରେ ପଡିଯାଇଛନ୍ତି। ହେଲେ ଯେତେବେଳେ ଏହି କଥା ତାଙ୍କ କାନରେ ବାଜିଲା ସେ ଆଉ ଚୁପ୍‌ ହୋଇ ବସି ରହିପାରିଲେ…

ହୋମ୍‌ସିକ୍‌ ରଶ୍ମିକା

ରଶ୍ମିକା ମନ୍ଦାନା ଏବେ ହୋମ୍‌ ସିକ୍‌ ହୋଇପଡିଛନ୍ତି। ତେଲୁଗୁ ଫିଲ୍ମ ‘ରେନ୍‌ବୋ’ର ଶୁଟିଂରୁ ବ୍ରେକ୍‌ ମିଳିବା ମାତ୍ରେ ସେ ସିଧା ଘର ମୁହଁା ହୋଇଛନ୍ତି। ଏବେ ପାଖାପାଖି ଦୁଇ ସପ୍ତାହ ଶୁଟିଂ ବନ୍ଦ ରହିବ। ତେଣୁ ଏହି ସମୟକୁ ସେ ପରିବାର…

ଲାଲ୍‌ ସଲାମ

ଦକ୍ଷିଣ ଭାରତୀୟ ସିନେମାରେ ରଜନୀକାନ୍ତ କେତେ ଲୋକପ୍ରିୟ ତାହା କହିବା ଅନାବଶ୍ୟକ। ତାଙ୍କ ଅଭିନୀତ ଫିଲ୍ମ ଶୁଟିଂ ଆରମ୍ଭ ହେବା ସମୟରୁ ହିଁ ଆଲୋଚନାର ପରିସରକୁ ଆସିଥାଏ। ଏବେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛନ୍ତି ଏହି ବରିଷ୍ଠ ତଥା…

ଆଇଏମ୍‌ଡିବିର ଟପ୍‌୧୦ ଲିଷ୍ଟରେ ‘ଦମନ’

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ଚର୍ଚ୍ଚା ଏବେ ବି ଥମିନି। ଶୁଭମୁକ୍ତି ହେବା ପରଠୁ ଆଜିପର୍ଯ୍ୟନ୍ତ ଏହାର ପ୍ରଶଂସା ସବୁଠି ଦେଖିବାକୁ ମିଳୁଛି। ଏବେ ‘ଦମନ’ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଆଉଏକ ଖୁସି ଖବର ଆଣିଛି। ଇଣ୍ଟରନେଟ୍‌ ମୁଭି ଡାଟାବେସ୍‌…

ଉଦୟପୁରରେ ହେବ ପରିଣୀତି-ରାଘବଙ୍କ ବିବାହ!

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏଏପି ନେତା ରାଘବ ଚଡ୍ଡାଙ୍କ ବିବାହ ରାଜସ୍ଥାନର ଉଦୟପୁରରେ ହୋଇପାରେ। ତେବେ ପରିଣୀତି ଆଜି ଉଦୟପୁରରେ ପହଞ୍ଚିଥିବାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏଥିସହ ତାଙ୍କ ସମ୍ପର୍କୀୟ ଏବଂ ସାଙ୍ଗମାନେ ପୂର୍ବରୁ ହିଁ ଉଦୟପୁରରେ ପହଞ୍ଚିସାରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?