‘କିସି କା ଭାଇ କିସି କି ଜାନ’ର ଧମାକାଦାର ଟ୍ରେଲର ରିଲିଜ
ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ର ଟ୍ରେଲର ସୋମବାର ମୁକ୍ତିଲାଭ କରିଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଥିଲା। ତେବେ ୩ ମିନିଟ୍ ୨୫ ସେକେଣ୍ଡର…
ଆପତ୍ତିଜନକ ଟୁଇଟ୍ ମାମଲା: କୋର୍ଟରେ ବିନା ସର୍ତ୍ତରେ କ୍ଷମା ମାଗିଲେ ନିର୍ମାତା
ମୁମ୍ବାଇ: ‘ଦ କଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କ ଆପତ୍ତିଜନକ ଟୁଇଟ୍ ପାଇଁ ଦିଲ୍ଲୀ ହାଇକୋର୍ଟରେ ସୋମବାର ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି। ଏହା ପରେ ଦିଲ୍ଲୀ ହାଇକୋର୍ଟ ଚଳଚ୍ଚିତ୍ର ନିର୍ମାତାଙ୍କୁ ଅପରାଧିକ ଅବମାନନା ମାମଲାରେ ନିର୍ଦ୍ଦେଷରେ ଖଲାସ କରିଥିବା…
ସଲମାନଙ୍କ ସହ ରବୀନାଙ୍କର ରହିଛି ଖାସ୍ ସମ୍ପର୍କ, କାରଣ କହିଲେ ଅଭିନେତ୍ରୀ
ମୁମ୍ବାଇ: ଆଜିକାଲି ସଲମାନ ଖାନ୍ ତାଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଟାଇଟଲ ପରି ସେ ମଧ୍ୟ ଅନେକ ଲୋକଙ୍କ ଜୀବନ ଏବଂ ସେମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର…
ସ୍ବାଭିମାନ ଅଞ୍ଚଳରେ ‘ପୁଷ୍ପା-୨’
ଭୁବନେଶ୍ୱର,(ବ୍ୟୁରୋ)/ ମାଲକାନଗିରି,୧୦।୪ (ଡି.ଏନ୍.ଏ.): ବକ୍ସ ଅଫିସ୍ରେ ରେକର୍ଡ ଭାଙ୍ଗିଥିବା ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍ ଚଳଚ୍ଚିତ୍ର ‘ପୁଷ୍ପା’ର ସଫଳତା ପରେ ଏବେ ‘ପୁଷ୍ପା-୨’ ନିର୍ମାଣ ପାଇଁ ପ୍ରକ୍ରିୟା ଚାଲିଛି। ତେବେ ଖୁସିର କଥା ହେଲା, ଏହାର ଶୁଟିଂ ଓଡ଼ିଶାରେ ହେବାକୁ…
ଜ୍ୟାକଲିନଙ୍କ ପାଇଁ ପ୍ରେମ ପତ୍ର ଲେଖିଲେ ସୁକେଶ
ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖର ଓ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କ ରିଲେସନଶିପର ଚର୍ଚ୍ଚା ସବୁବେଳେ ହୋଇ ଆସୁଛି। ସୁକେଶ ଗିରଫ ହେବା ପରେ ଜ୍ୟାକଲିନ ବି ଅଡୁଆରେ ପଡି ଯାଇଛନ୍ତି। ତିହାର ଜେଲରେ ବନ୍ଦ ଥିବା ସୁକେଶ ସବୁବେଳେ ଜ୍ୟାକଲିନଙ୍କ…
ବେହୋସ ହେବା ପର୍ଯ୍ୟନ୍ତ ବାପା ମୋତେ ମାରୁଥିଲେ: ଉର୍ଫି
ମୁମ୍ବାଇ: ଉର୍ଫି ଯାଭେଦ ଏବେ ଏକ ଚର୍ଚ୍ଚିତ ଚେହେରା। ତାଙ୍କର ଡ୍ରେସିଂ ସେନ୍ସକୁ ନେଇ ଅନେକ ସମୟରେ ସେ ଟ୍ରୋଲର ଶିକାର ହୋଇଥାଆନ୍ତି। ଆକ୍ଟ୍ରେସରୁ ସୋସିଆଲ ମିଡିଆ ସେନସେସନ ହୋଇଥିବା ଉର୍ଫି ପରେ ପପୁଲାରିଟି ହାସଲ କରିଥିଲେ। ତାଙ୍କ ପିଲାଦିନର ପ୍ୟାଶନକୁ…
ପାରିକରିବେ ଭୋଳାଶଙ୍କର ୨
ଜୀ-ସାର୍ଥକ ବ୍ୟାନରରେ ପ୍ରସ୍ତୁତ ଆଉ ଏକ ଭିନ୍ନ ଧରଣର ଓଡ଼ିଆ ସିନେମା ‘ପାରିକରିବେ ଭୋଳାଶଙ୍କର ୨’ ଚଳିତ ମାସ ୯ ତାରିଖ ଅର୍ଥାତ ଆଜି ପ୍ରସାରିତ ହେବ। ଅନ୍ୟତମ ଦର୍ଶକାଦୃତ ଚ୍ୟାନେଲ ଜୀ ସାର୍ଥକରେ ଏହାକୁ ସନ୍ଧ୍ୟା ୬.୩୦ରେ ଦେଖିବାକୁ ପାଇବେ।…
ଇମୋଶନାଲ ପ୍ରିୟଙ୍କା
ଦିନ ଥିଲା ପ୍ରିୟଙ୍କା ଚୋପ୍ରା ବଲିଉଡ୍ର ଜଣେ ଆଗଧାଡିର ଅଭିନେତ୍ରୀ ଭାବରେ ପରିଗଣିତ ହେଉଥିଲେ। ହେଲେ ସେ ହଲିଉଡ୍ରେ ସୁଯୋଗ ପାଇବା ପରେ ତାଙ୍କୁ ଆଉ ହିନ୍ଦୀ ସିନେମାରେ ଦେଖିବାକୁ ମିଳି ନ ଥିଲା। ହଲିଉଡ୍ ଗାୟକ ନିକ୍ ଜୋନାସ୍ଙ୍କ ସହ…
ଛୋଟପିଲାର ସ୍ବପ୍ନ ପୂରଣ ହେଲା
ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍, ଟଲିଉଡ୍ ଷ୍ଟାର ଦଗ୍ଗୁବତି ଭେଙ୍କଟେଶ ଏବଂ ସାଉଥ୍ ସୁପରଷ୍ଟାର ରାମ ଚରଣଙ୍କ ବଲିଉଡ୍ ମୁଭି ‘କିସି କି ଭାଇ କିସି କି ଜାନ୍’ର ଗୀତ ୟେତମ୍ମା ରିଲିଜ୍ ପରେ ପରଦାକୁ ଆସିଛି। ଏହି ଗୀତ…
ଶୁଟିଂକୁ ଫେରିବା ପାଇଁ ବିଗ୍ ବି’ଙ୍କୁ ସମୟ ଲାଗିବ
ମୁମ୍ବାଇ: ବିଗ୍ ବି’ ଅମିତାଭ ବଚ୍ଚନ ନିକଟରେ ଶୁଟିଂସେଟ୍ରେ ଆହତ ହୋଇଥିଲେ। ବର୍ତ୍ତମାନ ଖବର ଆସୁଛି କି ତାଙ୍କୁ ସେଟ୍କୁ ଫେରିବା ପାଇଁ ଆହୁରି ସମୟ ଲାଗିବ। ଗତ ସପ୍ତାହରେ ସେ ଘରୁ ବାହାରକୁ ଆସିଥିଲେ ଏବଂ ମାସେ ପୂର୍ବରୁ ହୋଇଥିବା…
‘ପୁଷ୍ପା ୨’ ପୋଷ୍ଟରର ମଜାକ ଉଡାଇଲେ ବଲିଉଡ ଅଭିନେତା
ମୁମ୍ବାଇ: ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବେ ତାଙ୍କ ମୁଭି ‘ପୁଷ୍ପା ୨’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ୭ ଏପ୍ରିଲ ଅର୍ଥାତ୍ ଶୁକ୍ରବାର ଅଭିନେତା ଏହି ଫିଲ୍ମର ପୋଷ୍ଟରର ଝଲକ ଦେଖାଇଛନ୍ତି। ଏଥିରେ ଅଭିନେତାଙ୍କ ଖତରନାକ ଲୁକ ନଜର ଆସିଛି। ଏହାପରେ ଦେଖୁ…
ସ୍ବପ୍ନ ପୂରଣ ହେଲା
ମୁମ୍ବାଇ: ବଲିଉଡର ମୋଷ୍ଟ ଆଓ୍ବେଟେଡ ମୁଭି ‘କିସି କା ଭାଇ କିସି କି ଜାନ’ର ଗୀତ ‘ୟେଂତମ୍ମା’ ରିଲିଜ ହେବା ପରେ ପରେ ଚର୍ଚ୍ଚାକୁ ଆସିଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ସଲମାନ ଖାଁ ସାଉଥ ଇଣ୍ଡିଆନ ଲୁକରେ ସାଉଥର ସୁପରଷ୍ଟାର…
Archives


