ଅନନ୍ୟାଙ୍କ ବିପକ୍ଷରେ ଲକ୍ଷ୍ୟ
ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଆର୍ୟନ ଖାନ୍ଙ୍କ ‘ଦି ବ୍ୟାଣ୍ଡ୍ସ ଅଫ୍ ବଲିଉଡ୍’ ଓ୍ବେବ୍ ସିରିଜ୍ରେ ଅଭିନେତା ଲକ୍ଷ୍ୟ ଲାଲ୍ଓ୍ବାନୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ସିରିଜ୍ରେ ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା। ୨୦୨୩ରେ ରିଲିଜ୍ ହୋଇଥିବା ‘ଧର୍ମା…
କେବିସି ୧୭ରେ ଅଭଦ୍ରାମିର ସୀମା ଟପିଲା ନାବାଳକ: ପ୍ରଶଂସା ସାଉଁଟିଲା ଅମିତାଭ ବଚ୍ଚନଙ୍କ ଶାନ୍ତ ପ୍ରତିକ୍ରିୟା
ମୁମ୍ବାଇ,୧୩।୧୦: କୌନ ବନେଗା କୋରଡ଼ପତି (କେବିସି) ୧୭ରେ ଗୁଜୁରାଟର ଗାନ୍ଧୀନଗରର ପଞ୍ଚମ ଶ୍ରେଣୀର ଛାତ୍ର ଇଶିତ ଭଟ୍ଟ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍ ସିଟ୍ରେ ବସିଥିଲେ। କିନ୍ତୁ ସେ କୌଣସି ପୁରସ୍କାର ଜିତି ପାରିନଥିଲେ। ଇଶିତଙ୍କ କଥାବାର୍ତ୍ତା ଓ ଆଚରଣ ସୋସିଆଲ…
ଶେରି ସିଂ ହେଲେ ମିସେସ୍ ୟୁନିଭର୍ସ: ପ୍ରଥମ ଭାରତୀୟ ଭାବେ ରଚିଲେ ଇତିହାସ
ନଏଡା/ମାନିଲା, ୧୩ା୧୦:୪୮ତମ ମିସେସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତ ଇତିହାସ ରଚିଛି। ଉତ୍ତରପ୍ରଦେଶର ଗ୍ରେଟର ନଏଡା ନିବାସୀ ଶେରି ସିଂ ଚଳିତ ବର୍ଷର ପ୍ରତିଷ୍ଠିତ ମିସେସ୍ ୟୁନିଭର୍ସ ଟାଇଟଲ ହାସଲ କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଏହି ଟାଇଟଲ ଜିତି ଦେଶକୁ…
୭୦ତମ ଫିଲ୍ମଫେୟାର ଆଓ୍ବାର୍ଡ: ଆଲିଆ ୧ନଂ. ଅଭିନେତ୍ରୀ, ଅଭିଷେକ, କାର୍ତ୍ତିକ ଶ୍ରେଷ୍ଠ ଅଭିନେତା
ଅହମଦାବାଦ, ୧୩ା୧୦:ଫିଲ୍ମଫେୟାର ଆଓ୍ବାଡର୍ସର ୭୦ତମ ସଂସ୍କରଣ ଶନିବାର ଗୁଜରାଟର ଅହମଦାବାଦସ୍ଥିତ ଇକେଏ ଏରେନାଠାରେ ଅନୁଷ୍ଠିତ ହୋଇଯାଇଛି। ଅଭିନେତା ଶାହରୁଖ ଖାନ୍, ଫିଲ୍ମ ନିର୍ମାତା କରନ୍ ଜୋହର, ଅଭିନେତା ମନୀଷ ପଲ୍ ଏହି କାର୍ଯ୍ୟକ୍ରମକୁ ହୋଷ୍ଟ କରିଥିଲେ। ସମାରୋହରେ ଅଭିନେତା ଅଭିଷେକ ବଚ୍ଚନ…
ଖୋଲା ବୋଟରେ କେଟି ପେରି ଜଷ୍ଟିନ୍ ଟ୍ରୁଡୋଙ୍କ କିସିଙ୍ଗ୍ ଫଟୋ ଭାଇରାଲ୍! ସତ ହେଲା ଡେଟିଂ ଗୁଜବ
ନୂଆଦିଲ୍ଲୀ,୧୨।୧୦: ପପ୍ ଗାୟିକା କେଟି ପେରି ଓ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଡେଟିଂ ଗୁଜବ ଚାଲୁଥିବା ବେଳେ କାର୍ଲିଫର୍ଣ୍ଣିଆର ସାନ୍ତା ବାର୍ବାରା ତଟରେ ଦୁହେଁ କିସ୍ କରୁଥିବା ଫଟୋ ଭାଇରାଲ୍ ହୋଇଯାଇଛି। ଏହା ସହିତ ସେମାନଙ୍କର ସମ୍ପର୍କ ନିଶ୍ଚିତ…
ଓସ୍କାର ଓ୍ବିନର ଅଭିନେତ୍ରୀଙ୍କ ପରଲୋକ
ଲସ ଆଞ୍ଜେଲସ,୧୨।୧୦: ପ୍ରଖ୍ୟାତ ହଲିଉଡ ଅଭିନେତ୍ରୀ ଡାଏନ କିଟନଙ୍କ ପରଲୋକ ହୋଇଛି। ଅଭିନେତ୍ରୀଙ୍କର ୭୯ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଡାଏନଙ୍କ ଜଣେ ମୁଖପାତ୍ର ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଡାଏନ କିଟନ ଲସ ଆଞ୍ଜେଲସରେ ରହୁଥିଲେ। ଅକ୍ଟୋବର ୧୧ରେ ହଠାତ…
ପୁଣି ଆଇସିୟୁରେ ଭର୍ତ୍ତି ହେଲେ ଅଭିଜିତ୍ ମଜୁମ୍ଦାର
ଭୁବନେଶ୍ୱର,୧୧ା୧୦: ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର(ଦାଦା)। ସ୍ନାୟୁଜନିତ ସମସ୍ୟାରେ ସୁଧାର ନ ଆସିବାରୁ ପୁଣି ଆଇସିୟୁକୁ ସ୍ଥାନାନ୍ତର ହୋଇଛନ୍ତି ଦାଦା। ଗତ ୨୪ ଘଣ୍ଟାରେ ଅଭିଜିତ୍ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତେବେ…
ପୁଣି ଘାରିଲା ପ୍ରେମ ଜ୍ୱର, ଫଟୋ ଶେୟାର କରି ସମ୍ପର୍କକୁ କନଫର୍ମ କଲେ ହାର୍ଦ୍ଦିକ! ସୋସିଆଲ ମିଡିଆରେ ଲେଖିଲେ…
ମୁମ୍ବାଇ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ନୂତନ ସମ୍ପର୍କକୁ ନିଶ୍ଚିତ କରିଛନ୍ତି। ତାଙ୍କୁ ବାରମ୍ବାର ମଡେଲ ଏବଂ ଅଭିନେତ୍ରୀ ମାହିକା ଶର୍ମା ସହିତ ଯୋଡାଯାଇଛି। ଏବେ, ହାର୍ଦ୍ଦିକ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ମାହିକାଙ୍କ ସହ ତାଙ୍କ ସମ୍ପର୍କକୁ ଖୋଲାଖୋଲି ଭାବରେ…
୩୦୦ କୋଟି କ୍ଲବ୍ରେ ‘କାନ୍ତାରା: ଚାପ୍ଟର ୧’
ବେଙ୍ଗାଲୁରୁ: ଅଭିନେତା ରିଷବ ଶେଟ୍ଟୀଙ୍କ ‘କାନ୍ତାରା: ଚାପ୍ଟର ୧’ ଫିଲ୍ମ ଗତ ୨ ତାରିଖରେ ରିଲିଜ୍ ହୋଇଥିଲା। ରିଲିଜ୍ ହେବାର ୪ ଦିନ ମଧ୍ୟରେ ଏହି ଫିଲ୍ମ ବିଶ୍ୱବ୍ୟାପୀ ୩୩୫ କୋଟି ଟଙ୍କା ରୋଜଗାର କରିଛି। କେବଳ ଭାରତୀୟ ସିନେମା ହଲଗୁଡ଼ିକରୁ…
ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ EOWର ମାରାଥନ୍ ଜେରା
ମୁମ୍ବାଇ:୭।୧୦: ସିନେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ସାଢେ ୪ ଘଣ୍ଟା ମାରାଥନ ଜେରା କରାଯାଇଛି। ୬୦ କୋଟି ଟଙ୍କା ଠକେଇ ମାମଲାରେ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା(EOW) ପକ୍ଷରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଜେରା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଶିଳ୍ପାଙ୍କ…
ଏହି ଯୁବକ ହେଉଛନ୍ତି ଭାରତର ସବୁଠାରୁ ଧନୀ ୟୁଟ୍ୟୁବର, ସମ୍ପତ୍ତି ୬୬୫ କୋଟି
ମୁମ୍ବାଇ,୬ା୧୦: ପ୍ରସିଦ୍ଧ କମେଡିୟାନ୍ ଓ ୟୁଟ୍ୟୁବର୍ ତନ୍ମୟ ଭଟ୍ଟଙ୍କ ଏକ ସମ୍ପ୍ରତିକ ରିପୋର୍ଟରେ ଭାରତର ସବୁଠାରୁ ଧନୀ ୟୁଟ୍ୟୁବର୍ ବୋଲି କୁହାଯାଇଛି। ଟେକ୍ ଇନ୍ଫର୍ମର୍-ଏର MyJar ବ୍ଲଗ୍ ରିପୋର୍ଟ ଅନୁଯାୟୀ, ତନ୍ମୟଙ୍କର ମୋଟ ସମ୍ପତ୍ତି ୬୬୫ କୋଟି ଟଙ୍କା, ଯାହା ସେମାନଙ୍କୁ…
ବିଜୟଙ୍କ ପୂର୍ବରୁ ଏହି ଅଭିନେତାଙ୍କ ସହ ନିର୍ବନ୍ଧ କରିଥିଲେ ରଶ୍ମିକା! ହେଲେ ଭାଙ୍ଗିଯାଇଥିଲା ବିବାହ, ଜାଣନ୍ତୁ କାହିଁକି
ମୁମ୍ବାଇ: ବର୍ତ୍ତମାନ, ଫିଲ୍ମ ମହଲରେ କେବଳ ଗୋଟିଏ ଚର୍ଚ୍ଚା। ତାହା ହେଉଛି ବିଜୟ ଦେବରକୋଣ୍ଡା-ରଶ୍ମିକା ମନ୍ଦାନାଙ୍କ ଗୁପ୍ତ ନିର୍ବନ୍ଧ। ଯଦିଓ ବହୁତ ଦିନ ଧରି ଏହି ଦୁଇଜଣ ଡେଟ୍ କରୁଥିବାର ଚର୍ଚ୍ଚା ହେଉଛି, କିନ୍ତୁ ସେମାନଙ୍କ ବର୍ତ୍ତମାନ ନିର୍ବନ୍ଧ ହୋଇଥିବା ଖବର…

