ଆହତ ହେଲେ ସିଦ୍ଧାର୍ଥ
ମୁମ୍ବାଇ: ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଖୁବଶୀଘ୍ର ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ ମାଧ୍ୟମରେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓଟିଟି ଡେବ୍ୟୁ କରିବେ । ଏବେ ଏହାର...
‘ଗୁଡ୍ ମର୍ନିଂ’ କହି ଟ୍ରୋଲ୍ ହେଲେ ବିଗ୍-ବି
ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ। ଟୁଇଟର, ଫେସବୁକ, ଇନଷ୍ଟାଗ୍ରାମ ଏବଂ ବ୍ଲଗ ସାହାଯ୍ୟରେ ସେ ନିଜ ପ୍ରଶଂସକଙ୍କ ସହ ଯୋଗାଯୋଗରେ ରହିବାକୁ ଚେଷ୍ଟା କରନ୍ତି। ବେଳେବେଳେ ବିଗ୍-ବି ଏମିତି କିଛି ପୋଷ୍ଟ କରନ୍ତି, ଯାହାକୁ...
ଇଞ୍ଜିନିୟର୍ରୁ ବଲିଉଡ୍ର ଜଣେ ସଫଳ ଅଭିନେତା
ବଲିଉଡ୍ ଅଭିନେତା ବିକି କୌଶଲ ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ଏଥର ତାଙ୍କ ଜନ୍ମଦିନ ସ୍ବତନ୍ତ୍ର ହେବାକୁ ଯାଉଛି। ବିବାହ ପରେ ସେ ସ୍ତ୍ରୀ କ୍ୟାଟ୍ରିନା କୈଫ୍ଙ୍କ ସହ ପ୍ରଥମ ଥର ପାଇଁ ପାଳନ କରିବାକୁ ଯାଉଛନ୍ତି। ଦୁହେଁ...
ପୁଣି ପ୍ରେମରେ ପଡିଲେ ରାକ୍ଷୀ, ବୟଫ୍ରେଣ୍ଡ ଉପହାରରେ ଦେଲେ ବିଏମଡବ୍ଲୁ କାର
ମୁମ୍ବାଇ: ଏଣ୍ଟରଟେନମେଣ୍ଟ କୁଇନ୍ ରାକ୍ଷୀ ସାୱନ୍ତଙ୍କ ଜୀବନରେ ପୁଣି ଖୁସି ଫେରିଛି । ରାକ୍ଷୀଙ୍କୁ ତାଙ୍କ ନୂଆ ପ୍ରେମିକ ମିଳିଯାଇଛନ୍ତି । ଏହାକୁ ନେଇ ରାକ୍ଷୀ ଏବେ ଖୁସିରେ ଆତ୍ମହରା ହୋଇ ଉଠିଛନ୍ତି । ରାକ୍ଷୀଙ୍କ ଏହି ବୟଫ୍ରେଣ୍ଡକୁ ନେଇ...
ଜବରଦସ୍ତ ଆକ୍ସନ୍ରେ ଭରପୂର ଫିଲ୍ମ ‘ବିକ୍ରମ’
ଅଭିନେତା କମଲ ହାସନ ଆଜିକାଲି ଫିଲ୍ମ ‘ବିକ୍ରମ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚାରି ବର୍ଷ ପରେ ଏହି ଫିଲ୍ମ ମାଧ୍ୟମରେ ସେ ପରଦାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ପ୍ରଶଂସକମାନେ ତାଙ୍କ ଫିଲ୍ମ ପାଇଁ ବହୁତ ଉତ୍ସାହିତ ଅଛନ୍ତି। ଆଜି ଫିଲ୍ମ ‘ବିକ୍ରମ’...
ଏ.ଆର. ରହମାନଙ୍କ ପ୍ରଥମ ଫିଲ୍ମ ‘ଲେ ମସ୍କ’ର କାନ ଏକ୍ସଆରରେ ହେବ ପ୍ରିମିୟର
ମୁମ୍ବାଇ: ଗ୍ରାମୀ ବିଜେତା ଭାରତୀୟ ସଙ୍ଗିତକାର ଏ.ଆର. ରେହମାନଙ୍କ ପ୍ରଥମ ଫିଲ୍ମ ‘ଲେ ମସ୍କ’ର କାନ ଫିଲ୍ମ ମାର୍କେଟରେ କାନ ଏକ୍ସଆର ପ୍ରୋଗ୍ରାମରେ ୱାର୍ଲଡ ପ୍ରିମିୟର ହେବ । ୩୬ ମିନିଟର ଏହି ଫିଲ୍ମ ଏକ ସିନେମାଟିକ୍ ସମ୍ବେଦନଶୀଳ ଅନୁଭୁତି...
ଆତ୍ମହତ୍ୟା କଲେ ଅଭିନେତ୍ରୀ
ବଙ୍ଗଳା ଟେଲିଭିଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ପଲ୍ଲବୀ ଦେ’ ଆତ୍ମହତ୍ୟା କରିଛନ୍ତି। କୋଲକତାର ଗାରଫାସ୍ଥିତ ଫ୍ଲାଟରେ ସେ ଫ୍ୟାନ୍ରେ ଝୁଲୁଥିବା ଦେଖିବାକୁ ମିଳିଛି। ବଙ୍ଗଳା ଟିଭି ଧାରାବାହିକ ‘ମୋନ ମାନେ ନା’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ପଲ୍ଲବୀ କ’ଣ...
ଜନ୍ମଦିନରେ ମାନୁଷିଙ୍କ ପାଇଁ ବିଶେଷ ଉପହାର ପଠାଇଲେ ପୃଥ୍ୱିରାଜର ନିର୍ମାତା-ନିର୍ଦ୍ଦେଶକ
ମୁମ୍ବାଇ: ୟଶରାଜ ଫିଲ୍ମସର ଆଗାମୀ ଫିଲ୍ମ ‘ପୃଥ୍ୱିରାଜ’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ସଂୟୋଗିତା ଭୂମିକାରେ ନଜର ଆସିବେ ପୂର୍ବତନ ବିଶ୍ୱ ସୁନ୍ଦରୀ ମାନୁଷି ଛିଲ୍ଲର । ଏହା ତାଙ୍କର ଡେବ୍ୟୁ ଫିଲ୍ମ । ଏବେ...
ଲୁଟ୍ର ଶିକାର ହେଲେ ନେହାଙ୍କ ସ୍ବାମୀ ରୋହନପ୍ରିତ
ବମ୍ବେ: ବଲିଉଡ୍ର ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ସ୍ବାମୀ ରୋହନପ୍ରିତ ସିଂ ଲୁଟ୍ର ଶିକାର ହୋଇଛନ୍ତି। ହିମାଚଳ ପ୍ରଦେଶର ଏକ ନାମୀଦାମୀ ହୋଟେଲରେ ରହଣୀ ସମୟରେ ଏଭଳି ଘଟଣା ଘଟିଛି। ରୋହନପ୍ରିତଙ୍କ ଆପଲ ଘଣ୍ଟା, ଆଇଫୋନ ଏବଂ ହୀରାର ମୁଦି...
ଟ୍ରୋଲ୍ ହେବା ପରେ ବି ବିକିନି ଫଟୋ ଶେୟାର କରି ଜବାବ ଦେଲେ ଇରା
ବମ୍ବେ: ସୋସିଆଲ ମିଡିଆରେ କରୁଥିବା ପ୍ରତିଟି ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଆମିର ଖାନଙ୍କ ଝିଅ ଇରା ଖାଁ। ନିକଟରେ ସେ ନିଜର ୨୫ତମ ଜନ୍ମଦିନ ପାଳନ କରିଥିଲେ। ଏଥିରେ ସେ ବିକିନି ପିନ୍ଧିଥିବା ନଜର ଆସିଥିଲେ। ଏହାର କିଛି...
ପୁଣି ରୋମାଣ୍ଟିକ୍ ହେଲେ ରାକ୍ଷୀ, ରିତେଶଙ୍କ ପରେ କିଏ ପଚାରିଲେ…
ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ବୃତ୍ତିଗତ ହେଉ କି ବ୍ୟକ୍ତିଗତ ଜୀବନ ସର୍ବଦା ଆଲୋଚନାରେ ରହିବା ପାଇଁ ସେ କିଛିନା କିଛି କରିଥାନ୍ତି। ସୋସିଆଲ ମିଡିଆରେ ଆକ୍ଟିଭ ରାକ୍ଷୀ ତାଙ୍କ ପ୍ରଂଶସକ ଙ୍କ ପାଇଁ କିଛି...
ଏତିକି କୋଟି ଟଙ୍କାର ମାଲିକାଣୀ ଅଟନ୍ତି ମାଧୁରୀ
ମୁମ୍ବାଇ: ବଲିଉଡ୍ର ଧକ୍ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ୍ଙ୍କ ଆଜି ଅର୍ଥାତ୍ ମେ’ ୧୫ରେ ଜନ୍ମଦିନ। ମାଧୁରୀ ୧୬ ବର୍ଷ ବୟସରେ ସେ ଫିଲ୍ମରେ ଡେବ୍ୟୁ କରିଥିଲେ। ଆଜି ମାଧୁରୀ ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ନିକଟରେ ମାଧୁରୀଙ୍କ ସ୍ବାମୀ...