ମନୋରଞ୍ଜନ

ଠକେଇ ମାମଲାରେ ରାଞ୍ଚି କୋର୍ଟରେ ହାଜର ହେଲେ ଅମିଷା, ନିଜକୁ କହିଲେ ନିର୍ଦ୍ଦୋଶ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ଆଜିକାଲି ବଡ ପରଦାକୁ ଫେରିବା ପାଇଁ ପ୍ରସ୍ତୁତ କରୁଛନ୍ତି। ଦୀର୍ଘ ଦିନ ପରେ ଅମିଷାଙ୍କୁ ଫିଲ୍ମ ‘ଗଦର-୨’ରେ ଦେଖିବାକୁ ମିଳିବ। କିନ୍ତୁ ଏହା ବ୍ୟତୀତ ଆମିଷଙ୍କ ବିରୋଧରେ ଚେକ ବାଉନ୍ସ ମାମଲା ଚାଲିଛି। ଯାହାକୁ…

୩ ଲକ୍ଷ ଟଙ୍କାର ହୁଡା ପିନ୍ଧି ଟ୍ରୋଲ ହେଲେ ମଲାଇକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ନିଜର ହଟ ଲୁକ୍‌ ଏବଂ ଫିଗର ପାଇଁ ବେଶ୍‌ ଜଣାଶୁଣା। ମଲାଇକା ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ସେ ପ୍ରାୟତଃ ପାପାରାଜିଙ୍କ କ୍ୟାମେରା ସାମ୍ନାକୁ ଆସନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀ ପୁନର୍ବାର…

ମୋତେ ଯାହା ଦରକାର ଥିଲା ତାହା ମିଳିଯାଇଛି: ମାନୁଷି

ମୁମ୍ବାଇ: ଅକ୍ଷୟ କୁମାରଙ୍କ ମୁଭି ‘ସମ୍ରାଟ ପୃଥ୍ବିରାଜ’୧୭୫ କୋଟିର ବିଗ ବଜେଟରେ ନିର୍ମାଣ କରାଯାଇଥିଲା। ହେଲେ ଫିଲ୍ମଟି ଦର୍ଶକଙ୍କୁ ସେହି ପରିମାଣରେ ଏଣ୍ଟରଟେନ କରିପାରି ନ ଥିଲା। ଫିଲ୍ମଟି ବକ୍ସ ଅଫିସରେ ସମ୍ପୂର୍ଣ୍ଣ ଭାବେ ଫ୍ଲପ ହୋଇଛି। ଏହି ଫିଲ୍ମରେ ୨୦୧୭ର…

ମିନିଟ୍‌କୁ ୧ କୋଟି ଟଙ୍କା ଫି’ ନିଅନ୍ତି ଏହି ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତ୍ରୀ ଅଛନ୍ତି, ଯିଏ କି ସବୁବେଳେ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କର ବୃତ୍ତିଗତ ଜୀବନ ହେଉ କି ବ୍ୟକ୍ତିଗତ ସବୁକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି,…

ଝିଅ ସହ ପ୍ରଥମଥର ବିମାନ ଯାତ୍ରା କରିବାକୁ ନେଇ ଖୁସି ଅଛନ୍ତି ବିପାଶା

ମୁମ୍ବାଇ: ବଲିଉଡର ସବୁଠାରୁ ପସନ୍ଦିତା କପଲ୍ସ ମଧ୍ୟରୁ ଗୋଟିଏ ବିପାଶା ବସୁ ଓ କରଣ ସିଂ ଗ୍ରୋଭର ଏବେ ଖୁବ ଖୁସିଥିବା ନଜର ଆସିଛି। ଏବେ ସୋସିଆଲ ମିଡିଆରେ ଏମାନଙ୍କର ଭଲ ଫ୍ୟାନ ଫଲୋଇଂସ ଥିବା ବେଳେ ଏମାନେ ନିଜ ପସନ୍ଦର…

ବହୁପ୍ରତୀକ୍ଷିତ ଫିଲ୍ମ ‘ଜୱାନ’ର ପ୍ରିଭ୍ୟୁ ରିଲିଜ୍‌

ବଲିଉଡ୍‌ର କିଙ୍ଗ୍‌ ଶାହାରୁଖ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜୱାନ’ର ପ୍ରିଭ୍ୟୁ ମୁକ୍ତିଲାଭ କରିଛି। ଦର୍ଶକ ଫିଲ୍ମର ଟିଜର ଏବଂ ଟ୍ରେଲରକୁ ଅପେକ୍ଷା କରିଥିଲେ, କିନ୍ତୁ ନିର୍ମାତା ପ୍ରଶଂସକମାନଙ୍କୁ ପ୍ରିଭ୍ୟୁ ଉପହାର ଦେଇଛନ୍ତି। ‘ପଠାନ’ ସୁପରହିଟ ହେବାପରେ ପ୍ରଶଂସକମାନେ ଉତ୍ସାହର ସହିତ ‘ଜୱାନ’କୁ…

ମାତ୍ର ୧୧ ବର୍ଷ ବୟସରେ କୋଟିପତି ହେଲେ ମହେଶ ବାବୁଙ୍କ ଝିଅ

ସାଉଥ୍‌ ସୁପରଷ୍ଟାର ମହେଶ ବାବୁଙ୍କ ଝିଅ ସୀତାରା ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ୧୧ ବର୍ଷିୟା ସିତାରା ଛୋଟ ବେଳୁ ଏତେ ବଡ଼ କାମ କରିଛନ୍ତି, ଯାହା ପ୍ରସିଦ୍ଧ ତାରକାଙ୍କ ପିଲାମାନେ ମଧ୍ୟ କରିପାରି ନାହାନ୍ତି। ସୀତାରା ଏକ ପ୍ରସିଦ୍ଧ…

ଟ୍ରୋଲ ହେଲେ କାଜଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲ ଏକ ସାକ୍ଷାତକାରରେ ଏମିତି କିଛି କଥା କହିଛନ୍ତି ଯାହାକୁ ନେଇ ଏବେ ସେ ଟ୍ରୋଲ ହୋଇଛନ୍ତି। ଅଭିନେତ୍ରୀ ଏବେ ତାଙ୍କା ଆଗାମୀ ଶୋ’ ‘ଦ ଟ୍ରାୟଲ’ର ପ୍ରମୋଶନରେ ବିଜି ଅଛନ୍ତି। ଏଥିପାଇଁ ସେ ଇମୋଶନାଲ କାର୍ଡ…

ରିଲିଜ ହେଲା ‘ବବାଲ’ର ଟ୍ରେଲର

ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ଜାହ୍ନବୀ କପୁର ଓ ନାୟକ ବରୁଣ ଧଓ୍ବନଙ୍କ ମୋଷ୍ଟ ଆଓ୍ବେଟେଡ ମୁଭି ‘ବବାଲ’ର ଟ୍ରେଲର ଶେଷରେ ରିଲିଜ ହୋଇଛି। ଏଥିରେ ବରୁଣ ଓ ଜାହ୍ନବୀଙ୍କ ବେହତରିନ କେମେଷ୍ଟ୍ରି ଦେଖିବାକୁ ମିଳିଛି ଦର୍ଶକଙ୍କୁ। ଏହି ଫିଲ୍ମରେ ଉଭୟ…

ଓଏମ୍‌ଜି-୨ ନିର୍ମାତାଙ୍କୁ ଚେତାବନୀ

ବମ୍ବେ: ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଓଏମ୍‌ଜି ୨’ର ପ୍ରି-ଟ୍ରିଜର ହୋଇଛି ରିଲିଜ। ଏଥିରେ ଶିବଙ୍କ ଲୁକ୍‌ରେ ନଜର ଆସିଛନ୍ତି ଅକ୍ଷୟ କୁମାର। ଯାହାକୁ ନେଇ ଆରମ୍ଭ ହୋଇଛି ସମାଲୋଚନା। ଏପରିକି ଫିଲ୍ମ ନିର୍ମାତାଙ୍କୁ ମଧ୍ୟ ସୋସିଆଲ ମିଡିଆରେ…

ବରୁଣ ଧଓ୍ବାନଙ୍କୁ ଇମ୍ପ୍ରେସ କରିବା ପାଇଁ ଗୀତ ବୋଲୁଥିଲେ ଜାହ୍ମବୀ, ଟ୍ରୋଲ୍‌ କଲେ ୟୁଜର୍ସ

ମୁମ୍ବାଇ: ଜାହ୍ମବୀ କପୁର ତାଙ୍କ ଆଗାମୀ ଫିଲ୍ମ ‘ବବାଲ’କୁ ନେଇ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ବରୁଣ ଧଓ୍ବାନଙ୍କ ସହ ନଜର ଆସିବେ ଜାହ୍ମବୀ। ଏହାରି ଭିତରେ ସେ ବବାଲ ଫିଲ୍ମର ଏକ ଗୀତ ଗାଉଥିବାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ରାମ ଜନ୍ମଭୂମି ଉପରେ ରିଲିଜ୍‌ ହେବ ଫିଲ୍ମ, ନଜର ଆସିବେ ବଲିଉଡର ଦୁଇ ବଡ ତାରକା

ମୁମ୍ବାଇ: ବଲିଉଡରେ ଶ୍ରୀରାମଙ୍କୁ ନେଇ ଅନେକ ଫିଲ୍ମ ନିର୍ମାଣ କରାଯାଉଛି। ନିକଟରେ ପ୍ରଭାସଙ୍କ ଅଭିନୀତ ‘ଆଦିପୁରୁଶ’ ଫିଲ୍ମ ମୁକ୍ତିଲାଭ କରିଥିଲା। ଏହା ବ୍ୟତୀତ ରଣବୀର କପୁରଙ୍କ ‘ରାମାୟଣ’ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ତେବେ ଆଉ ଗୋଟିଏ ରାମଙ୍କ ଉପରେ ଫିଲ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?