ମନୋରଞ୍ଜନ

ବାହା ହେବେ ହ୍ରିତିକ!

ମୁମ୍ବାଇ: ହ୍ରିତିକ ରୋଶନ ଓ ସବା ଆଜାଦ ବଲିଉଡର ସବୁଠାରୁ ହଟ କପଲ ମଧ୍ୟରୁ ଅନ୍ୟତମ। ଉଭୟଙ୍କୁ ଅନେକ ସମୟରେ ଡିନର ଡେଟ ଅବା ପାର୍ଟିରେ ଏକାଠି ଦେଖିବାକୁ ମିଳିଥାଏ। ହେଲେ ଏହି ଯୋଡି ମିଡିଆ ସାମ୍ନାରେ ଏମାନଙ୍କ ରିଲେଶନକୁ ନେଇ…

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ କାର୍ତ୍ତିକ, ଯାହାର ମୂଲ୍ୟ…

ମୁମ୍ବାଇ: ଆଜିକାଲି କାର୍ତ୍ତିକ ଆର୍ୟନ ତାଙ୍କର ନୂଆ ଫିଲ୍ମ ‘ସତ୍ୟପ୍ରେମ କି କଥା’ର ସଫଳତାକୁ ଉପଭୋଗ କରୁଛନ୍ତି। ଭୁଲ ଭଲେୟା ୨ ପରେ ଏହି ଚଳଚ୍ଚିତ୍ରରେ ମଧ୍ୟ ସେ କିଆରା ଆଡଭାନୀଙ୍କ ସହ ପରଦାରେ ରୋମାନ୍ସ କରୁଥିବା ନଜର ଆସିଛନ୍ତି। ଚଳଚ୍ଚିତ୍ରଟି…

ବାର୍ଥ ଡେ’ ଓ୍ବିଶ୍‌ ପୋଷ୍ଟ କଲେନି ଦୀପିକା

ମୁମ୍ବାଇ: ଅନେକ ସମୟରେ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଶେୟାର କରି ଟ୍ରୋଲର ଶିକାର ହୋଇଥାନ୍ତି। କିନ୍ତୁ ବଲିଉଡ୍‌ ନାମୀ ଅଭିନେତ୍ରୀ ଦୀପିକା ପାଦୁକୋନ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର ନ କରିବାରୁ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି।…

ଅଭିନୟ ଛାଡିଲେ ସାମନ୍ଥା

ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଅଭିନୟରୁ ଲମ୍ବା ବ୍ରେକ ନେବାକୁ ପ୍ରସ୍ତୁତ ହୋଇଗଲେଣି। ଶୁକ୍ରବାର ତାଙ୍କୁ ହାଇଦ୍ରାବାଦ ଏୟାରପୋର୍ଟରେ ସ୍ପଟ କରାଯାଇଥିଲା।ହାଇଦ୍ରାବାଦ ପହଞ୍ଚିବା ପରେ ପ୍ରେପରାଜି ତାଙ୍କର ଏକ ଭିଡିଓ ଫ୍ୟାନ ପେଜରେ ଶେୟାର କରିଥିଲେ। ଫିଲ୍ମ କୁଶିର ଶୁଟିଂରୁ…

ଓ୍ବିମ୍ବଲଡନ ୨୦୨୩ ଫାଇନାଲରେ ସାମିଲ ହେବେ ଏକମାତ୍ର ଭାରତୀୟ ସେଲିବ୍ରିଟି ସୋନମ କପୁର

ମୁମ୍ବାଇ: ସୋନମ କପୁର ଖୁବଶୀଘ୍ର ଚଳିତ ବର୍ଷ ଲଣ୍ଡନର ଐତିହାସିକ ଅଲ ଇଂଲଣ୍ଡ କ୍ଲବରେ ଓ୍ବିମ୍ବଲଡନ ଫାଇନାଲରେ ଭାଗ ନେଉଥିବା ଏକମାତ୍ର ଭାରତୀୟ ସେଲିବ୍ରିଟି ହେବାକୁ ଯାଉଛନ୍ତି। ପୋଷାକ ଚୟନକୁ ନେଇ ଚର୍ଚ୍ଚାରେ ରହୁଥିବା ସୋନମ କପୁର ଏଥର ଓ୍ବିମ୍ବଲଡନ ୨୦୨୩ରେ…

ମା’ଙ୍କୁ ହରାଇଲେ ମିଥୁନ, ଶୋକରେ ବୁଡ଼ିଲା ପରିବାର 

ବମ୍ବେ: ମା’ଙ୍କୁ ହରାଇଲେ ବଲିଉଡ ତଥା ଟଲିଉଡ ଷ୍ଟାର ମିଥୁନ ଚକ୍ରବର୍ତ୍ତୀ। ମିଥୁନଙ୍କ ମା’ ଶାନ୍ତିରାଣୀ ଦେବୀଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି। ଦୀର୍ଘଦିନରୁ ସେ ଅସୁସ୍ଥ ଥିବା ବେଳେ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଶେଷନିଃଶ୍ୱାସ…

ବିମାନବନ୍ଦରରେ ଫସିଗଲେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ସଫଳ ଅଭିନେତ୍ରୀ। ପ୍ରଶଂସକମାନେ ତାଙ୍କର ଗୋଟିଏ ଝଲକ ଦେଖିବାକୁ ସବୁବେଳେ ଉତ୍ସାହିତ ଥାନ୍ତି। ଯଦିଓ ‘ଟାଇଗର -୩’ ପରଠାରୁ କ୍ୟାଟ୍ରିନା କିଛି ସମୟ ପାଇଁ ମିଡିଆଠାରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ…

ଇଟାଲୀରେ ଛୁଟି କାଟୁଛନ୍ତି ବେବୋ

ବଲିଉଡ୍‌ର ଅଭିନେତ୍ରୀ କରୀନା କପୁର ଆଜିକାଲି ସ୍ବାମୀ ସୈଫ ଅଲି ଖାନଙ୍କ ସହ ଇଟାଲୀରେ ଛୁଟି କାଟୁଛନ୍ତି। ବେବୋ ଇନଷ୍ଟାଗ୍ରାମ ଛୁଟିଦିନର ଫଟୋ ଶେୟାର କରିଛନ୍ତି। କେବଳ କରିନା ଏବଂ ସୈଫ୍‌ ନୁହନ୍ତି, ତାଙ୍କ ନିକଟତମ ବନ୍ଧୁମାନେ ମଧ୍ୟ ସେମାନଙ୍କ ସହ…

ଡକ୍ୟୁମେଣ୍ଟାରୀ ଫିଲ୍ମର ଶୁଟିଂ ଶେଷ କଲେ ହନି ସିଂ, ନିର୍ମାତା-ନିର୍ଦ୍ଦେଶକଙ୍କୁ ଜଣାଇଲେ ଧନ୍ୟବାଦ

ମୁମ୍ବାଇ: ରାପର ତଥା ଗାୟକ ହନି ସିଂ ତାଙ୍କ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରଟି ଓସ୍କାର ପୁରସ୍କାର ବିଜେତା ପ୍ରଡ୍ୟୁସର ଗୁନିତ ମୋଙ୍ଗାଙ୍କ ଦ୍ୱାରା ନିର୍ମିତ ହୋଇଛି। ପ୍ରଶଂସକମାନେ ମଧ୍ୟ ସେମାନଙ୍କର ପ୍ରିୟ ଗାୟକଙ୍କ ଜୀବନ…

ସଲମାନଙ୍କ ବାର୍ଷିକ ରୋଜଗାର ଏତିକି ଟଙ୍କା…

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ବ୍ୟାଚଲର ସଲମାନ ଖାନ ଦୀର୍ଘ ବର୍ଷ ଧରି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ ଭିନ୍ନ ଚରିତ୍ର ସହିତ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏକ…

ସାଉଥ ମୁଭିରେ ଡେବ୍ୟୁ କରିବେ ଶନାୟା କପୁର

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ସାଉଥ ଡେବ୍ୟୁ କରିବାକୁ ପ୍ରସ୍ତୁତ ହେଲେଣି। ରିପୋର୍ଟ ଅନୁଯାୟୀ, ସେ ମୋହନଲାଲଙ୍କ ମୁଭି ବୃଷଭାରେ ତାଙ୍କର ସାଉଥ ହେବ୍ୟୁ କରିବେ। ଏକତା କପୁରଙ୍କ ଏହି ମୁଭିକୁ କନ୍ନଡ ଡିରେକ୍ଟର ନନ୍ଦା…

ହେମାଙ୍କ ପ୍ରଥମ ପ୍ରେଗ୍ନେସିକୁ ସିକ୍ରେଟ ରଖିବାକୁ ଚାହୁଁଥିଲେ ଧର୍ମେନ୍ଦ୍ର, ପୁରା ହସ୍ପିଟାଲକୁ କରିଥିଲେ ବୁକ

ମୁମ୍ବାଇ: ବଲିଉଡର ହି ମ୍ୟାନ ଧର୍ମେନ୍ଦ୍ର ଓ ଡ୍ରିମ ଗର୍ଲ ହେମା ମାଳିନିଙ୍କ ବୈବାହିକ ଜୀବନକୁ ପ୍ରାୟ ୪୦ ବର୍ଷ ହେଲାଣି। ଏମାନଙ୍କର ଦୁଇ ଝିଅ ଇଶା ଓ ଆହାନା ଏବେ ବିବାହ କରି ସାରିଲେଣି। ଫିଲ୍ମରେ କାମ କରିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?