ମନୋରଞ୍ଜନ

‘ଓଏମ୍‌ଜି-୨’ ରିଲିଜ୍‌ରେ ବ୍ରେକ୍‌

ମୁମ୍ବାଇ: ବର୍ତ୍ତମାନ ସମୟରେ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓଏମ୍‌ଜି-୨’କୁ ନେଇ ଚର୍ଚ୍ଚା ଲାଗିରହିଛି। ଫିଲ୍ମ ‘ଆଦିପୁରୁଷ’ର ବିବାଦୀୟ ଡାଇଲଗ୍‌ ପରେ ସେନ୍ସର ବୋର୍ଡ ଅତ୍ୟନ୍ତ ସତର୍କ ହୋଇପଡ଼ିଛି। କୌଣସି ବି ଫିଲ୍ମ ଯାହା ଭଗବାନଙ୍କ ସମ୍ବନ୍ଧୀୟ ତାକୁ ବିନା ଯାଞ୍ଚରେ…

‘ଚନ୍ଦୁ ଚାମ୍ପିୟନ’ର ଶୁଟିଂ ଆରମ୍ଭ କଲେ କାର୍ତ୍ତିକ

ମୁମ୍ବାଇ:ନିକଟରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ସତ୍ୟ ପ୍ରେମ୍‌ କି କଥା’ ରିଲିଜ୍‌ ହୋଇଥିବାବେଳେ ବକ୍ସ ଅଫିସରେ ତାହ ଭଲ ରୋଜଗାର କରିଥିଲା। ଏବେ ସେ ତାଙ୍କ ଆଗାମୀ ଫିଲ୍ମ ‘ଚନ୍ଦୁ ଚାମ୍ପିୟନ’ର ଶୁଟିଂ ଆରମ୍ଭ କରିଛନ୍ତି। କବି ଖାନ୍‌ଙ୍କ ନିର୍ଦ୍ଦେଶିତ…

ଅଟୋଗ୍ରାଫ୍‌ ପାଇବା ପରେ ଧୋନୀଙ୍କ ହାତକୁ ଚୁମ୍ବନ ଦେଲେ ଫିଲ୍ମ ନିର୍ଦ୍ଦେଶକ

ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥାଇ ପାରନ୍ତି, କିନ୍ତୁ ତାଙ୍କ କ୍ରେଜ୍‌ ଏବେ ବି ରହିଛି। ସେ ଜୁଆଡେ ଯାଆନ୍ତି, ତାଙ୍କ ପ୍ରଶଂସକମାନେ ତାଙ୍କୁ ଫଲୋ କରନ୍ତି। ଆଇପିଏଲ ୨୦୨୩ରେ ତାଙ୍କ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଯେଉଁଠାକୁ…

ବିଗ୍‌ବସ୍‌ ଓଟିଟିରେ ହେବ ପାଞ୍ଚ ନୂଆ ଏଣ୍ଟ୍ରି

ବମ୍ବେ: ପୁଣି ଚର୍ଚ୍ଚାରେ ଟେଲିଭିଜନର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ଓଟିଟି ୨। ଜିଓ ସିନେମାରେ ଲାଇଭ୍‌ ଷ୍ଟିମିଂ ହେଉଥିବା ଏହି ଶୋ’ର ଲୋକପ୍ରିୟତାକୁ ଦେଖି ନିର୍ମାତା ଏହାର ସମୟସୀମାକୁ ଦୁଇ ସପ୍ତାହ ବଢ଼ାଇ ଦେଇଛନ୍ତି। ଘରେ ନୂଆ ପ୍ରତିଯୋଗୀଙ୍କ ଏଣ୍ଟ୍ରି…

ଜନ ଅବ୍ରାହମଙ୍କ ସହ ଅନସ୍କ୍ରିନ ରୋମାନ୍ସ କରିବେ ତମନ୍ନା!

ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ଏବେ ତାଙ୍କ ସିରିଜ ‘ଜି କରଦା’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ବହୁତ ଭଲ ପରଫରମାନ୍ସ ଦେଇ ତାଙ୍କ ଆକ୍ଟିଂ ସ୍କିଲର ପ୍ରମାଣ ଏହି ଶୋ’ରେ ପ୍ରଦର୍ଶିତ କରିଛନ୍ତି ଅଭିନେତ୍ରୀ।ଅନ୍ୟପଟେ ଆକ୍ସନ ଷ୍ଟାର ଜନ ଅବ୍ରାହମ ପଠାନରେ…

ଆଲିଆଙ୍କ ପାଇଁ କରନ୍‌ ଜୋହର ଦେଲେ ବଡ଼ ବଳିଦାନ

ବମ୍ବେ: ନିର୍ମାତା ତଥା ନିର୍ଦ୍ଦେଶକ କରନ ଜୋହର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମଧ୍ୟରେ ଥିବା ସମ୍ପର୍କ କାହାକୁ ବା ଅଛପା। କରନ୍‌ ଅଭିନେତ୍ରୀଙ୍କୁ ଝିଅ ବୋଲି କୁହନ୍ତି। ତାଙ୍କ ପାଇଁ କିଛି ବି କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏଇ…

‘ଇଣ୍ଡିଆନ ୨’ ପାଇଁ କମଲ ହାସନଙ୍କ ଜବରଦସ୍ତ ଟ୍ରାନ୍ସଫରମେଶନ,ମେକଅପ ପାଇଁ ଲାଗିଲା ୪ ଘଣ୍ଟା

ମୁମ୍ବାଇ: ସାଉଥ ତଥା ବଳିଉଡର ଆଗଧାଡିର ଅଭିନେତା କମଲ ହାସନ ଲୁକ ବଦଳାଇବାରେ ଖୁବ ଓସ୍ତାଦ। ସେ ତାଙ୍କ ଫିଲ୍ମରେ ଭିନ୍ନ ଭିନ୍ନ ଲୁକ ରଖିବାକୁ ପସନ୍ଦ କରିଥାଆନ୍ତି। ଆକ୍ଟର ପ୍ରତିଥର କିଛି ଭିନ୍ନ ତଥା ଦମଦାର ଚରିତ୍ରରେ ନଜର ଆସିଥାଆନ୍ତି।…

‘ଜୱାନ’ର ନୂଆ ପୋଷ୍ଟର ଶେୟାର କରି ଫ୍ୟାନ୍ସଙ୍କୁ ସରପ୍ରାଇଜ୍‌ ଦେଲେ କିଙ୍ଗ୍‌ ଖାନ

ମୁମ୍ବାଇ,୧୩।୭: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଜୱାନ’ର ପ୍ରଭ୍ୟୁ ରିଲିଜ ହୋଇଛି। ଯାହା ପ୍ରଶଂସକଙ୍କ ତରଫରୁ ମଧ୍ୟ ଭଲ ପ୍ରତିକ୍ରିୟା ମିଳିଛି। ଏହା ସହିତ ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍‌ୟରେ ଉତ୍ସାହ ବୃଦ୍ଧି ପାଇଛି। ଏସବୁ ମଧ୍ୟରେ କିଙ୍ଗ୍‌…

ଦ୍ୱିତୀୟ ବିବାହ କରିବେ କି ଐଶ୍ୱର୍ଯ୍ୟା

ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ଖୁବ୍‌ଶୀଘ୍ର ଦ୍ୱିତୀୟ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ତାଙ୍କୁ ଜଣେ ହିରୋଙ୍କ ସହ ଏକ ରିସୋର୍ଟରେ ଦେଖାଯାଇଥିଲା। ଏହାପରେ ସେ ଦ୍ୱିତୀୟ ବିବାହ କରିବେ ବୋଲି କୁହାଯାଉଛି। କିନ୍ତୁ ତାଙ୍କ ନିକଟତମ ବନ୍ଧୁ…

କାନାଡାରେ ନିର୍ବାସିତ ଛାତ୍ରଙ୍କୁ ସମର୍ଥନ କଲେ କାନାଡର ବିରୋଧି ଦଳ ନେତା ପୋଏଲିଭ୍ରେ

ଓଟୋବା,୧୨।୭: କାନାଡାରେ ଭାରତୀୟ ଛାତ୍ରମାନେ ନିର୍ବାସନ ଦଣ୍ଡ ଭୋଗୁଛନ୍ତି। ଏହିୁ ବିବାଦ ଧୀରେ ଧୀରେ ଅନ୍ତର୍ଜାତୀୟ ସ୍ତରରେ ଘନେଇବାରେ ଲାଗିଛି। କାନାଡାରେ ଛାତ୍ରମାନଙ୍କ ସପକ୍ଷରେ ବାହାରିଛନ୍ତି ବିରୋଧୀ ଦଳର ନେତା ପିଆର ପୋଏଲିଭ୍ରେ। ଏଥିପାଇଁ ସେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ…

ସ୍ପେନ୍‌ରେ ଛୁଟି କାଟୁଛନ୍ତି ଲଭବାର୍ଡ ଆଦିତ୍ୟ-ଅନନ୍ୟା

ଆଜିକାଲି ବଲିଉଡରେ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଛି। ଡେଟିଂ ଗୁଜବ ମଧ୍ୟରେ ଦୁହେଁ ନିକଟରେ ସ୍ପେନ୍‌ରେ ଏକ ମ୍ୟୁଜିକ୍‌ କନସର୍ଟରେ ଯୋଗ ଦେଇଥିଲେ। ଉଭୟ ନିଜ ନିଜ ଇନ୍‌ଷ୍ଟା ଷ୍ଟାଟସରେ ମ୍ୟୁଜିକ୍‌…

ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଲା ‘ଜ୍ୱିଗାଟୋ’

ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଲା ‘ଜ୍ୱିଗାଟୋ’ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଫିଲ୍ମ ଜ୍ୱିଗାଟୋ ମାର୍ଚ୍ଚ ୧୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ବିଶେଷ କିଛି କରିପାରି ନ ଥିଲା, କିନ୍ତୁ ଏହାର କାହାଣୀ ନିଶ୍ଚିତ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?