ମନୋରଞ୍ଜନ

ସୁପ୍ରିମକୋର୍ଟରେ ପହଞ୍ଚିଲେ ‘ଆଦିପୁରୁଷ’ ନିର୍ମାତା

ନୂଆଦିଲ୍ଲୀ,୧୨।୭: ଆହ୍ଲାବାଦ ହାଇକୋର୍ଟରେ ହାଜର ହେବା ବିରୋଧରେ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତା ବୁଧବାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ତାଙ୍କ ଓକିଲ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ମୁଖ୍ୟ ବିଚାରପତିଙ୍କ ନିକଟରେ ରଖିବାକୁ ଚେଷ୍ଟା କରିଥିଲେ, ହେଲେ ଆସନ୍ତାକାଲି ତାଙ୍କ ସମ୍ମୁଖରେ ଶୁଣାଣି ରଖିବାକୁ ପ୍ରଧାନ…

ଜୋରିମନା ଦେବେ ଥଲାପତି ବିଜୟ

ସାଉଥ୍‌ ଅଭିନେତା ଥଲାପତି ବିଜୟ ରାଜନୀତିରେ ଯୋଗ ଦେବା ଚର୍ଚ୍ଚା ଭିତରେ ଟ୍ରାଫିକ୍‌ ନିୟମ ଭାଙ୍ଗିଛନ୍ତି। ପାନିୟରରେ ଭିଏମଆଇ ସଦସ୍ୟଙ୍କୁ ଭେଟି ଘରକୁ ଫେରୁଥିବାବେଳେ ବିଜୟ ଦୁଇଟିରୁ ଅଧିକ ସ୍ଥାନରେ ଟ୍ରାଫିକ୍‌ ନିୟମ ଭାଙ୍ଗିଥିଲେ। ଫଳରେ ବିଜୟଙ୍କୁ ମଧ୍ୟ ଜୋରିମନା କରାଯାଇଛି।…

ନଗ୍ନତାକୁ ପସନ୍ଦ କରନ୍ତିନି ନରଗିସ୍‌

ମୁମ୍ବାଇ: ନରଗିସ୍‌ ଫକରୀ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଅଭିନେତ୍ରୀ। ନିକଟରେ ସେ ଓଟିଟି ଡେବ୍ୟୁ କରିବାକୁ ଯାଉଛନ୍ତି। ଆଗାମୀ ପ୍ରୋଜେକ୍ଟ ‘ତତ୍‌ଲୁବାଜ୍‌’ରେ ତାଙ୍କୁ ଦେଖିବାକୁ ମିଳିବେ। ଆଗାମୀ ଶୋ’କୁ ପ୍ରମୋଶନ କରିବାକୁ ଆସି ନରଗିସ୍‌ ନିକଟରେ ଏକ ସାକ୍ଷାତ୍‌କାରରେ ନଗ୍ନତାକୁ ନେଇ…

ଛାଡପତ୍ର ପରେ ପୁଣି ଏକାଠି ହେବାକୁ ମନ

ବମ୍ବେ: ଛାଡ଼ପତ୍ର ଉପରେ ମୋହର ବାଜିବାର ଏକ ସପ୍ତାହ ପରେ ପୁଣିଥରେ ସ୍ତ୍ରୀଙ୍କୁ ନିଜର କରିବା ନେଇ ଇଚ୍ଛା ପ୍ରକାଶ କରିଥିଲେ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ। ଅଭିନେତ୍ରୀ ଚାରୁ ଅସୋପାଙ୍କ ସହ ତାଙ୍କର ବିବାହ ଅନେକ ମତାନ୍ତର…

ଲଭ୍‌ଲାଇଫ୍‌କୁ ନେଇ ଚର୍ଚ୍ଚାରେ ‘ସନମ୍‌ ତେରି କସମ୍‌’ ଅଭିନେତା, ଏହି ଅଭିନେତ୍ରୀଙ୍କୁ…

ବମ୍ବେ: ଲଭ୍‌ଲାଇଫ୍‌କୁ ନେଇ ଚର୍ଚ୍ଚାରେ ‘ସନମ୍‌ ତେରି କସମ୍‌’ ଅଭିନେତା ହର୍ଷବର୍ଦ୍ଧନ ରାଣେ। ଗତ କିଛି ମାସ ଧରି ସେ ଅଭିନେତ୍ରୀ ତଥା ମଡେଲ ସଞ୍ଜିଦା ଶେଖଙ୍କୁ ଡେଟ୍‌ କରୁଛନ୍ତି। ପ୍ରଥମେ ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା। ଏବେ ସେ ଦେଇଥିବା…

ହାତରେ ସିଗାରେଟ ଧରି ଶୋ’ ହୋଷ୍ଟ କଲେ ସଲମାନ!

ବମ୍ବେ: ପ୍ରସାରିତ ହେବା ଦିନଠାରୁ ଚର୍ଚ୍ଚାରେ ବିଗ୍‌ବସ୍‌ ଓଟିଟି ସିଜନ ୨। କେତେବେଳେ ପ୍ରତିଯୋଗୀ ତ କେତେବେଳେ ହୋଷ୍ଟ ସଲମାନ ଖବର ଶିରୋନାମା ପାଲଟୁଛନ୍ତି। ଏଇ ଯେମିତି ଗତ ସପ୍ତାହରେ ପ୍ରସାରିତ ହୋଇଥିବା ଏପିସୋଡରେ ସଲମାନ ହାତରେ ସିଗାରେଟ୍‌ ଧରିଥିବା ଏବେ…

ଅମ୍ବାନୀ ଘରର ବଡ଼ ବୋହୂ ଶ୍ଲୋକାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଅମ୍ବାନୀ ପରିବାରର ବଡ ବୋହୂ ଭାବରେ ଜଣାଶୁଣା ଶ୍ଲୋକା ମେହେଟ୍ଟା ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ଜୁଲାଇ ୧୧, ୧୯୯୦ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଶ୍ଲୋକା। ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ସହ ସମ୍ପର୍କ ଥିବାବେଳେ ଶ୍ଲୋକାଙ୍କ…

ବିଜନେସ ଓମେନ ପରିଣିତି

ମୁମ୍ବାଇ: ବଲିଉଡର ଆଗାଧାଡିର ଆଭିନେତ୍ରୀ ପରିଣିତି ଚୋପ୍ରା ଏବେ ଅନେକ ସମୟରେ ରହୁଛନ୍ତି ଚର୍ଚ୍ଚାରେ। ଆମ ଆଦମୀ ପାର୍ଟି(ଏଏପି) ନେତା ରାଘବ ଚଢାଙ୍କୁ ବିବାହ କରିବା ପରେ ଏବେ ପରିଣିତି ବିଜନେସ ଓମେନ ପାଲଟି ଯାଇଛନ୍ତି। ଅଭିନୟରେ ଖୁବ ନାଁ କରିଥିବା…

ଆସିବ ଆରଆରଆରର ସିକ୍ୱେଲ, କାହାଣୀ ହେବ ସମ୍ପୂର୍ଣ୍ଣ ଭିନ୍ନ

ମୁମ୍ବାଇ: ଜଣାଶୁଣା ନିର୍ଦ୍ଦେଶକ ଏସଏସ ରାଜାମୌଳିଙ୍କ ପିତା ତଥା ଆରଆରଆର ଫିଲ୍ମର ରାଇଟର ବିଜେନ୍ଦ୍ର ପ୍ରସାଦ କନଫର୍ମ କରିଛନ୍ତି କି ସେ ରାମ ଚରଣ ଓ ଜୁନିୟର ଏନଟିଆର ଷ୍ଟାରର ମୁଭି ଆରଆରଆରର ସିକ୍ୱେଲ ଆଣିବେ। ଏମିତିବି ରାଜାମୌଳିଙ୍କ ଧମାକାଦାର ମୁଭି…

ଓଜନକୁ ନେଇ ଟ୍ରୋଲ ହୋଇଥିଲେ ଏହି ଅଭିନେତ୍ରୀ

ନିଜ ଅଭିନୟ ଆଧାରରେ ହୁମା କ୍ୟୁରେଶି ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ‘ଗ୍ୟାଙ୍ଗସ ଅଫ ୱାସେପୁର’, ‘ବଦଲାପୁର’, ‘ଏକ ଥି ଡାୟନ’, ‘ଲଭ ସବ ତେ ଚିକେନ ଖୁରାନା’, ‘ମୋନିକା – ଓ ମାଇ ଡାର୍ଲିଂ’ ଭଳି…

ଏମି ପୁରସ୍କାର ବିଜେତା ପ୍ରଯୋଜକଙ୍କ ପରଲୋକ

ଏମି ପୁରସ୍କାର ବିଜେତା ଲେଖକ ତଥା ପ୍ରଯୋଜକ ମାନି କୋଟୋଙ୍କ ପରଲୋକ ଘଟିଛି। ଡ୍ରାମା ସିରିଜ୍‌ ‘୨୪’ ପାଇଁ ଶ୍ରେଷ୍ଠ ଏମି ପୁରସ୍କାର ଜିତିଥିବା ମାନି ୬୨ ବର୍ଷ ବୟସରେ ଦୁନିଆକୁ ବିଦାୟ ନେଇଛନ୍ତି। ମାନି ଦୀର୍ଘ ଦିନ ଧରି ଅଗ୍ନାଶୟ…

ଫିଲ୍ମ ଫ୍ଲପ ପରେ ବି କଷ୍ଟ ନ ଥିଲା

ମୁମ୍ବାଇ: ମିସ୍‌ ୱାଲର୍‌ଡ ମାନୁଷୀ ଛିଲ୍ଲର ନିକଟରେ ତାଙ୍କ ଡେବ୍ୟୁ ଫିଲ୍ମକୁ ନେଇ କିଛି ମତ ରଖିଛନ୍ତି। ମାନୁଷୀଙ୍କ ଡେବ୍ୟୁ ଫିଲ୍ମ ତଥା ଅକ୍ଷୟ କୁମାରଙ୍କ ମୁଭି ‘ସମ୍ରାଟ୍‌ ପୃଥ୍ବୀରାଜ’ ୨୦୨୨ରେ ୧୭୫ କୋଟି ବଜେଟ୍‌ରେ ନିର୍ମିତ ହୋଇଥିଲା। ତେବେ ଫିଲ୍ମଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?