ମନୋରଞ୍ଜନ

ନୂଆ ଲୁକ୍‌ରେ ଅକ୍ଷୟ

ପବିତ୍ର ଶ୍ରାବଣ ମାସ ଚାଲିଛି। ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଭୋଲେ ବାବାଙ୍କ ନାମ ସବୁଆଡେ ପ୍ରତିଧ୍ୱନିତ ହେଉଛି। ଏହି ଅବସରରେ ବଲିଉଡ୍‌ ଫିଲ୍ମ ‘ଓ ମାଇ ଗଡ୍‌ ୨’କୁ ନେଇ ଚର୍ଚ୍ଚା ହେଉଛି। ଫିଲ୍ମରେ ଅକ୍ଷୟ କୁମାର…

ଇଣ୍ଡଷ୍ଟ୍ରି ଛାଡ଼ିବାର କାରଣ କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ୧୯୯୧ ଫିଲ୍ମ ‘ଫୁଲ୍‌ ଔର୍‌ କାଣ୍ଟେ’ ଅଜୟ ଦେବଗନଙ୍କୁ ସୁପରଷ୍ଟାର କରିଥିଲା। ଏହି ଫିଲ୍ମଟି କେବଳ ପରଦାରେ ଏକ ସୁପର ହିଟ୍‌ ନୁହେଁ, ଏହାର ଷ୍ଟଣ୍ଟ୍‌ ଅନେକ ବର୍ଷ ଧରି ରହିଥିଲା। ଏହି ଫିଲ୍ମରେ ମଧୁ ଅଜୟ ଦେବଗନଙ୍କ ସହ…

ଦୀପାବଳିରେ ରିଲିଜ ହେବ ସଲମାନଙ୍କ ଫିଲ୍ମ ‘ପ୍ରେମ କି ଶାଦି’! 

ବମ୍ବେ: ସାତ ବର୍ଷ ପରେ ପୁଣି ଥରେ ନିର୍ଦ୍ଦେଶକ ସୁରଜ ବଡଜାତ୍ୟାଙ୍କ ସହ କାମ କରିବେ ଦବଙ୍ଗ ଖାଁ ସଲମାନ। ଏହି ଫିଲ୍ମର ନାଁ ରହିବ ‘ପ୍ରେମ କି ଶାଦି’। ପୂର୍ବରୁ ଭାଇଜାନ ଅନେକ ଫିଲ୍ମରେ ପ୍ରେମ ଚରିତ୍ରରେ ନଜର ଆସିଛନ୍ତି।…

ବିଗ୍‌ବସ୍‌ର ନୂଆ ଲଭବାର୍ଡ !

ବମ୍ବେ: ଆରମ୍ଭ ହେବା ଦିନଠାରୁ ଚର୍ଚ୍ଚାରେ ବହୁଚର୍ଚ୍ଚିତ ଶୋ’ ‘ବିଗ୍‌ ବସ୍‌ ଓଟିଟି ୨’। ଘରେ ଥିବା ପ୍ରତିଯୋଗୀଙ୍କ ମଧ୍ୟରେ ବନ୍ଧୁତା ସହ ପ୍ରେମର ଝଲକ ଦେଖିବାକୁ ମିଳୁଛି। ସେଥିରୁ ଗୋଟିଏ ହେଲା ଫଲକ ନାଜ ଏବଂ ଅବିନାଶ ସଚଦେବାଙ୍କ ମଧ୍ୟରେ…

ପୁଣି ଟ୍ରୋଲ୍‌ ହେଲେ ଉର୍ଫି

ମୁମ୍ବାଇ: ପ୍ରତ୍ୟେକ ଥର ଉର୍ଫି ଜାଭେଦ ତାଙ୍କ ଡ୍ରେସ୍‌କୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି। ଏଥର ମଧ୍ୟ ଉର୍ଫି ତାଙ୍କ ଲୁକ୍‌ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଉର୍ଫି ଏକ ପତଳା ସୂତା ଡୋରରେ ଫୁଲ ଲାଗିଥିବା ବ୍ଲାଉଜ ପିନ୍ଧିଛନ୍ତି।…

ସ୍ବାମୀଙ୍କ ସହ କଫି ଡେଟ୍‌ରେ ରୋମାଣ୍ଟିକ୍‌ ହେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ତାଙ୍କ ପ୍ରଶଂସକଙ୍କ ପାଇଁ ସର୍ବଦା କିଛିନା କିଛି ଫଟୋ ଭିଡିଓ ଶେୟାର କରିଥାନ୍ତି। ତେବେ ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି କ୍ୟାଟ୍ରିନା ଏବଂ ଭିକି କିଛି ରୋମାଣ୍ଟିକ୍‌ ସମୟ ବିତାଉଥିବା ଫୋଟରେ…

ରବୀନ୍ଦ୍ରନାଥ ଟାଗୋର ଭୂମିକାରେ ଅନୁପମ ଖେର, ଫାଷ୍ଟ ଲୁକ ଶେୟାର କରି କହିଲେ ଏମିତି

ଭେଟେରାନ ଅଭିନେତା ଅନୁପମ ଖେରଙ୍କୁ କିଏ ବା ନ ଚିହ୍ନେ। ତାଙ୍କର ଫିଲ୍ମ ଇଣ୍ଡଷ୍ଟ୍ରିରେ ଦୁଇ ଦଶନ୍ଧିରୁ ଅଧିକ ସମୟର ଅନୁଭୁତି ରହିଛି। ତାଙ୍କ ବୟସର ପ୍ରତ୍ୟେକ ପର୍ଯ୍ୟାୟରେ ସକରାତ୍ମକ ଠାରୁ ନକାରାତ୍ମକ ପର୍ଯ୍ୟନ୍ତ ଭୂମିକାକୁ ଅତି ସୁନ୍ଦର ଭାବରେ ନିଖୁଣ…

ଡେଟ୍‌ କରୁଛନ୍ତି ଅଜୁର୍ନ-ମଲାଇକା, ଭିଡିଓ ଭାଇରାଲ

ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରାଠାରେ ବଲିଉଡର ଲଭ ବାର୍ଡ ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କୁ ଦେଖିବାକୁ ମିଳଛି। ଡିନର ଡେଟ୍‌ କରି ରେଷ୍ଟୁରାଣ୍ଟରୁ ବାହାରିବା ସମୟରେ ତାଙ୍କୁ ସ୍ପଟ୍‌ କରାଯାଇଛି। ଉଭୟ ହାତରେ ହାତ ଛନ୍ଦି ରେଷ୍ଟୁରାଣ୍ଟରୁ ବାହାରକୁ ଯାଉଥିବାର ଦେଖିବାକୁ…

ଲୋକପ୍ରିୟ ‘ରାମାୟଣ’ର ସୀତା ଦୀପିକା କରିଛନ୍ତି ବୋଲ୍ଡ ଫିଲ୍ମରେ ଅଭିନୟ!

ମୁମ୍ବାଇ: ସୁପରହିଟ୍‌ ଟେଲି ସିରିୟାଲ ରାମାୟଣ ସମସ୍ତଙ୍କ ହୃଦୟରେ ରାଜ୍‌ କରିଛି। ସେଥିରେ ଅଭିନୟ କରିଥିବା ରାମସୀତା ଯୋଡିଙ୍କୁ ଦର୍ଶକ ଭଗବାନ ବୋଲି ମାନି ଥାଆନ୍ତି। ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖିଲିଆଙ୍କ ଅଭିନୟକୁ ଦର୍ଶକ ଆଜି ବି…

ହାତ ଯୋଡ଼ି କ୍ଷମା ମାଗିଲେ ମନୋଜ

ବମ୍ବେ: ରିଲିଜ ପରଠାରୁ ବିବାଦରେ ଫିଲ୍ମ ‘ଆଦିପୁରୁଷ’। ବିଶେଷ କରି ଫିଲ୍ମର ଡାଏଲଗ୍‌କୁ ଦର୍ଶକ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଡାଏଲଗ୍‌ ରାଇଟର୍‌ ମନୋଜ ମୁନ୍ତଶିରଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା। ଏବେ ମନୋଜ ହାତଯୋଡ଼ି ଦର୍ଶକଙ୍କୁ କ୍ଷମା ମାଗିଛନ୍ତି।…

ଶର୍ମିଳାଙ୍କୁ ପ୍ରଶଂସା କଲେ କଙ୍ଗନା

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କ ଅଭିନୟ ଅପେକ୍ଷା ତାଙ୍କ ଷ୍ଟାଇଲ୍‌ ପାଇଁ ଅଧିକ ଚର୍ଚ୍ଚାକୁ ଆସୁଛନ୍ତି। କାହାକୁ ପ୍ରଶଂସା କରିବା ହେଉ କିମ୍ବା ରୋକ୍‌ଠୋକ୍‌ କଥା କହି ଚର୍ଚ୍ଚାକୁ ଆସିଥାନ୍ତି। ନିକଟରେ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କୁ ପ୍ରଶଂସା କରିଛନ୍ତି। କଙ୍ଗନା…

‘ଏଲଏସଡି ୨’ର ରିଲିଜ ଡେଟ ଘୋଷଣା କଲେ ଏକତା

ମୁମ୍ବାଇ: ଏକତା କପୁର ଫିଲ୍ମ ଲଭ ସେକ୍ସ ଓ ଧୋକା ୨ର ଆନାଉନ୍ସମେଣ୍ଟ କରି ଦେଇଛନ୍ତି। ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ଶେୟାର କରି ଏହାର ରିଲିଜ ଡେଟ ସମ୍ପର୍କରେ ସୂଚନା ଦେଇଛନ୍ତି। ଏକତା ପୋଷ୍ଟର ସହିତ କହିଛନ୍ତି ଯେ ଫିଲ୍ମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?