ମନୋରଞ୍ଜନ

ବଦଳି ଗଲେଣି ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତ୍ରୀ। ୨୦୧୨ରେ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ରୁ ଡେବ୍ୟୁ କରିଥିବା ଆଲିଆ ଅନେକ ସୁପରହିଟ୍‌ ଚଳଚ୍ଚିତ୍ରରେ କାମ କରିଛନ୍ତି। ଖୁବ ଶୀଘ୍ର ତାଙ୍କୁ ରଣବୀର ସିଂଙ୍କ ସହ ‘ରକି ଔର ରାନୀ…

ରାଜନୀତି କରିବେ ଅଭିଷେକ!

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ ଅଭିନୟ ସହିତ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଧୁମ ୪, ହାଉସଫୁଲ ୫ ପରି ଅନେକ ଚଳଚ୍ଚିତ୍ର ହିଟ୍‌ ଫିଲ୍ମ କରିଛନ୍ତି। ଅଭିଷେକ ଅଭିନୟ ସହିତ ରାଜନୀତିରେ ନିଜର କ୍ୟାରିୟର କରିବାକୁ ଯୋଜନା କରିଛନ୍ତି। ଅଭିଷେକ…

ପୁଅର ପ୍ରଥମ ଝଲକ ଶେୟାର କଲେ ସନା ଖାନ୍‌

ମୁମ୍ବାଇ: ସନା ଖାନ୍‌ ତାଙ୍କ ନବଜାତ ଶିଶୁପୁତ୍ରର ପ୍ରଥମ ଝଲକ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସନା ଏବଂ ତାଙ୍କ ସ୍ବାମୀ ଅନାସ ସାୟଦ ତାଙ୍କୁ ତାରିକ ଜାମିଲ ବୋଲି ଡାକିବାକୁ ସ୍ଥିର କରିଛନ୍ତି ଏବଂ ତାଙ୍କୁ କୁରାନ ସହିତ ମଧ୍ୟ ପରିଚିତ…

୪୦ ବର୍ଷରେ ପାଦ ଥାପିଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ର ଜସ୍ମିନ କ୍ୟାଟ୍ରିନା କୈଫ୍‌ ଆଜି ଅର୍ଥାତ୍‌ ୧୬ ଜୁଲାଇରେ ତାଙ୍କର ୪୦ ତମ ଜନ୍ମଦିନ ପାଳନ କରୁଛନ୍ତି। ସ୍ବାମୀ ଭିକି କୌଶଲଙ୍କ ସହ ଏହି ବିଶେଷ ଦିନ ପାଳନ କରିବାକୁ ଅଭିନେତ୍ରୀ ମୁମ୍ବାଇରୁ ବାହାରକୁ ଚାଲିଯାଇଛନ୍ତି। କୁହାଯାଉଛି ଭିକି…

ବ୍ରେକ୍‌ଅପ୍‌ ଖବର ମଧ୍ୟରେ ଏକାଠି ନଜର ଆସିଲେ କରନ୍‌-ତେଜସ୍ବୀ

ବମ୍ବେ: ବିଗ୍‌ବସ୍‌ରୁ ଆରମ୍ଭ ହୋଇଥିଲା ପ୍ରେମ। ହେଲେ ଆଜିକାଲି ଦୁହିଁଙ୍କ ବ୍ରେକ୍‌ଅପ୍‌ ହୋଇଥିବା ଖବର ରହୁଛି ଚର୍ଚ୍ଚାରେ। ଆମେ କହୁଛୁ ଲଭବାର୍ଡ କରନ୍‌ କୁନ୍ଦ୍ରା ଏବଂ ତେଜସ୍ବୀ ପ୍ରକାଶଙ୍କ କଥା। ଦିନ ଥିଲା ସେମାନେ ପ୍ରେମରେ ଉବୁଟୁବୁ ହେଉଥିଲେ। ହେଲେ ଏବେ…

ଏହି ବଲିଉଡ୍‌ ଷ୍ଟାରଙ୍କ ସିକ୍ରେଟ୍‌ କେହି ଜାଣି ନ ଥିବେ

ମୁମ୍ବାଇ: ବଲିଉଡ୍‌ ଷ୍ଟାରମାନଙ୍କର ଅନେକ ସିକ୍ରେଟ୍‌ ରହିଛି। ଯାହାକୁ ସେମାନେ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିବାକୁ ଠିକ୍‌ ମନେ କରନ୍ତି ନାହିଁ। ଗର୍ଲଫ୍ରେଣ୍ଡଙ୍କଠାରୁ ଆରମ୍ଭ କରି ପିଲାମାନଙ୍କ ପର୍ଯ୍ୟନ୍ତ ସବୁକିଛି ବ୍ୟକ୍ତିଗତ ରଖିବାକୁ ଚାହାନ୍ତି। କିନ୍ତୁ କିଛି ଷ୍ଟାର ସମସ୍ତଙ୍କ ସାମ୍ନାରେ…

କ୍ୟାନସରରେ ପୀଡିତ ଅଛନ୍ତି ଅତୁଲ, ଭୁଲ ଚିକିତ୍ସା ଯୋଗୁ…

ବମ୍ବେ: କ୍ୟାନସରରେ ପୀଡିତ ଅଛନ୍ତି ମରାଠୀ ଅଭିନେତା ତଥା ‘ଦ କପିଲ ଶର୍ମା ଶୋ’ ଫେମ୍ ଅତୁଲ ପରଚୁରେ। ଏକ ସାକ୍ଷାତକାରରେ ସେ ଏନେଇ କହିବା ପରେ ପ୍ରଶଂସକ ତାଙ୍କ ଆରୋଗ୍ୟ କାମନା କରୁଛନ୍ତି। ଅତୁଲ କହିଛନ୍ତି, ବିବାହକୁ ୨୫ ବର୍ଷ…

ଏହି ଅଭିନେତ୍ରୀଙ୍କୁ ଡାକ୍ତର କହିଥିଲେ କେବେ ମା’ ହୋଇପାରିବେ ନାହିଁ

ପଞ୍ଜାବୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ନୀରୁ ବାଜୱା ଏକ ସାକ୍ଷାତକାର ରେ କହିଥିଲେ ଏପରି ଏକ ସମୟ ଥିଲା ଯେତେବେଳେ ଡାକ୍ତରମାନେ ତାଙ୍କୁ କଦାପି ମା’ ହୋଇପାରିବେ ନାହିଁ ବୋଲି କହିଥିଲେ। କିନ୍ତୁ ଇଶ୍ବରଙ୍କ ଇଚ୍ଛା ଆଗରେ ସବୁକିଛି ଫେଲ ଭଳି…

‘ପ୍ରୋଜେକ୍ଟ କେ’ର ନୂଆ ପୋଷ୍ଟର ରିଲିଜ କରି ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଲେ ପ୍ରଭାସ

ବମ୍ବେ: ସିନେପ୍ରେମୀଙ୍କ ମଧ୍ୟରେ ଦକ୍ଷିଣ ଭାରତୀୟ ସିନେମାକୁ ନେଇ ଭିନ୍ନ କ୍ରେଜ ଦେଖିବାକୁ ମିଳେ। କିଛିଦିନ ପୂର୍ବେ ସୁପରଷ୍ଟାର ପ୍ରଭାସଙ୍କ ଚଳଚ୍ଚିତ୍ର ‘ଆଦିପୁରୁଷ’ ରିଲିଜ ହୋଇଥିଲା। ହେଲେ ଏହା ଫ୍ଲପ ହେବା ସହ ବିବାଦର କାରଣ ପାଲଟିଥିଲା। ଏବେ ପ୍ରଭାସ ନିଜର…

ଆଉ ନାହାନ୍ତି ‘ଲାପତାଗଞ୍ଜ’ ଅଭିନେତା ଅରବିନ୍ଦ

ବମ୍ବେ: ଆଉ ନାହାନ୍ତି ଅଭିନେତା ଅରବିନ୍ଦ କୁମାର। ଜୁଲାଇ ୧୨ରେ ହୃଦ୍‌ଘାତରେ ସେ ଆଖି ବୁଜିଛନ୍ତି। ଟେଲିଭିଜନର ଲୋକପ୍ରିୟ ଶୋ’ ‘ଲାପତାଗଞ୍ଜ’ ରେ ସେ ଚୌରାସିଆ ଭୂମିକାରେ ନଜର ଆସୁଥିଲେ। ଏବେ ତାଙ୍କ ବିୟୋଗରେ ମନୋରଞ୍ଜନଜଗତରେ ଶୋକର ଛାୟା ଖେଳିଯାଇଛି। ଶୋ’ର…

ଫ୍ଲାଟ୍‌ରୁ ମିଳିଲା ମରାଠୀ ଅଭିନେତାଙ୍କ ମୃତଦେହ, ଦୁର୍ଗନ୍ଧ ହେବା ପରେ…

ପୁଣେ: ମରାଠୀ ସିନେମାର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ପୁଣେର ଅମ୍ବି ଅଞ୍ଚଳରେ ଥିବା ଫ୍ଲାଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ତାଙ୍କ ମୃତ୍ୟୁ ଦୁଇରୁ…

ପାନ୍‌ ଇଣ୍ଡିଆ ଚଳଚ୍ଚିତ୍ରରେ ଡେବ୍ୟୁ କରିବେ ଶନୟା

ମୁମ୍ବାଇ: ଅଭିନେତ୍ରୀ ଶନୟା କପୁରଙ୍କ ବଲିଉଡ ଡେବ୍ୟୁକୁ ନେଇ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଶନୟା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହନ୍ତି। ବର୍ତ୍ତମାନ ଶନୟାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ଶନୟା ମୋହନଲାଲଙ୍କ ପାନ୍‌ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?