ମନୋରଞ୍ଜନ

ତିଗମାଂଶୁ ଧୁଲିଆଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌, ପୋଲିସରେ ଅଭିଯୋଗ କଲେ ନିର୍ଦ୍ଦେଶକ

ମୁମ୍ବାଇ: ‘ହାସିଲ’ ଏବଂ ‘ପାନ ସିଂ ତୋମାର’ ଭଳି ଚଳଚ୍ଚିତ୍ର ମାଧ୍ୟମରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା-ନିର୍ଦ୍ଦେଶକ ତିଗମାଂଶୁ ଧୁଲିଆଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ଖବର ସାମ୍ନାକୁ ଆସୁଛି। ମିଡିଆ ରିପୋର୍ଟ ଅନୁଯାୟୀ ନିର୍ଦ୍ଦେଶକ ଏହି ବିରୋଧରେ…

ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଆଶ୍ୱସ୍ତି

ମୁମ୍ବାଇ,୧୯।୭: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାର ଯାଞ୍ଚ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଦିଆଯାଇଥିବା…

ବିମାନବନ୍ଦରରେ ଗିରଫ ହେଲେ ସୁପରମଡେଲ ଗିଗି ହଦିଦ, ଲାଗିଲା ୧ ହଜାର ଡଲାରର ଜରିମାନା

କେମାନ,୧୯।୭: ପ୍ରସିଦ୍ଧ ସୁପରମଡେଲ ଗିଗି ହଦିଦଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ କେମାନ ଦ୍ୱୀପପୁଞ୍ଜରେ ଗଞ୍ଜେଇ ରଖିଥିବା ଅଭିଯୋଗ ପରେ ତାଙ୍କ ବନ୍ଧୁଙ୍କ ସହ ହାଦିଦଙ୍କୁ ଗିରଫ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଗିଗି ଜୁଲାଇ…

ୱାର୍‌-୨ରେ କିଆରାଙ୍କ ଏଣ୍ଟ୍ରି ନେଇ ଆଲୋଚନା

ମୁମ୍ବାଇ: ଜୁନିୟର ଏନ୍‌ଟିଆର୍‌ଙ୍କ ପରେ ବର୍ତ୍ତମାନ ‘ୱାର୍‌-୨’ରେ ଅଭିନେତ୍ରୀ କିଆରା ଆଡ୍‌ଭାନୀଙ୍କୁ ଦେଖିବାକୁ ମିଳିବ। କିଆରା ନିକଟରେ ଏକ ଫିଲ୍ମ ଇଭେଣ୍ଟରେ ଯୋଗଦେଇ ଆର୍ଯ୍ୟନ୍‌ ମୁଖାର୍ଜୀଙ୍କ ଏହି ଫିଲ୍ମରେ ତାଙ୍କ ଏଣ୍ଟ୍ରିକୁ ନେଇ ଇସାରା ଦେଇଛନ୍ତି। ହେଲେ ପ୍ରଡକ୍ସନ ହାଉସ ପକ୍ଷରୁ…

ଶତ୍ରୁରୁ ପାଲଟିଲେ ମିତ୍ର

ଶତ୍ରୁରୁ ପାଲଟିଲେ ଘନିଷ୍ଠ ମିତ୍ର, ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରଦାର। ଯିଏ ଦେଖୁଛି ଆଖିକୁ ବିଶ୍ବାସ କରିପାରୁନି। ଆମେ କହୁଛୁ ଭୋଜପୁରୀ ସୁପରଷ୍ଟାର ଖେସାରି ଲାଲ ଯାଦବ ଏବଂ ପଓ୍ବନ ସିଂହଙ୍କ କଥା। ଉଭୟଙ୍କ ପ୍ରଶଂସକଙ୍କ ପାଇଁ ଆଜିର…

ଓ୍ବାର-୨ରେ କିଆରା ଆଡଭାନୀଙ୍କ ଏଣ୍ଟ୍ରି !…

ମୁମ୍ବାଇ : ଜୁନିଅର ଏନଟିଆରଙ୍କ ପରେ, ବର୍ତ୍ତମାନଓ୍ବାର-୨ରେ କିଆରା ଆଡଭାନୀଙ୍କ ଏଣ୍ଟ୍ରି ହୋଇଛି ବୋଲି କୁହାଯାଉଛି। ୟଶ ରାଜ ଫିଲ୍ମସ ‘ପଠାନ’ ରିଲିଜ ପୂର୍ବରୁ ଏହି ସ୍ପାଏ ଚଳଚ୍ଚିତ୍ର ଘୋଷଣା କରିବା ଦିନଠାରୁ ଓ୍ବାର-୨ ବିଷୟରେ କଳ୍ପନାଜଳ୍ପନା ମଧ୍ୟ ଜୋର ଧରିଛି।…

ପ୍ରିୟଙ୍କା ଚୋପ୍ରାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ୍‌ ପରେ ହଲିଉଡ୍‌ରେ ରାଜ୍‌ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୦ ମସିହାରେ ମିସ ୱାଲର୍‌ଡ ଟାଇଟଲ ଜିତିଥିବା ପ୍ରିୟଙ୍କା ନିକ ଜୋନାସଙ୍କୁ ବିବାହ କରିବା ପରେ ଆମେରିକାରେ ରହୁଛନ୍ତି। ଆଜି ପ୍ରିୟଙ୍କାଙ୍କ ପାଖରେ…

ଆମିର ଖାନ୍‌ଙ୍କ ‘ଲାଲ ସିଂ ଚଡ୍ଡା’ ପାଇଁ ଅଡିଶନ ଦେଇଥିଲେ କିଆରା, ଖୁଲାସା କଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଆଜିକାଲି ତାଙ୍କ ଚଳଚ୍ଚିତ୍ର ‘ ସତ୍ୟପ୍ରେମ କି କଥା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବେଶ୍‌ ଭଲ ରୋଜଗାର ମଧ୍ୟ କରୁଛି। ‘ ସତ୍ୟପ୍ରେମ କି କଥା’ଖୁବ୍‌ଶୀଘ୍ର ୧୦୦କୋଟିର କ୍ଲବରେ…

ପ୍ରଶ୍ନର ଉତ୍ତରରେ ସମସ୍ତଙ୍କୁ ଚମକାଇ ଦେଲେ ତାପସୀ

ମୁମ୍ବାଇ: ବେଶ କିଛି ଦିନ ହେବ ବଲିଉଡ ନାୟିକା ତାପସି ପନ୍ନୁ ସୋସିଆଲ ମିଡିଆରେ ଆକ୍ଟିଭ ନାହାନ୍ତି। ଏକ ସର୍ଟ ବ୍ରେକ ପରେ ଆକ୍ଟ୍ରେସ ଫ୍ୟାନଙ୍କ ସହ ଇନଷ୍ଟାଗ୍ରାମରେ ଚିଟଚାଟ କରିଛନ୍ତି। ଏହି ସମୟରେ ସେ କାହିଁକି ସୋସିଆଲ ମିଡିଆ ଠାରୁ…

ଆଖିରେ ମିଶିଛି ଆଖି, ଓଠରେ ହସ; ବଲିଉଡ୍‌ର ନୂଆ ଲଭ୍‌ବାର୍ଡଙ୍କ ଫଟୋ ଭାଇରାଲ…

ବମ୍ବେ: ପ୍ରେମରେ ଉବୁଟୁବୁ ହେଉଛନ୍ତି ବଲିଉଡ୍‌ର ନୂଆ ଲଭବାର୍ଡ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ। ଦୀର୍ଘଦିନରୁ ଉଭୟ ପରସ୍ପରକୁ ଡେଟ୍‌ କରୁଥିବା ଖବର ଶୁଣିବାକୁ ମିଳୁଥିଲା। ଏବେ ସବୁକିଛି ଧିରେ ଧିରେ ସ୍ପଷ୍ଟ ହେଉଛି। ନିକଟରେ ଦୁହେଁ ଛୁଟି…

ଆମାବାସ୍ୟାରେ ସ୍ବାମୀଙ୍କ ପାଦ ଛୁଇଁ ପୂଜା କଲେ ଏହି ଅଭିନେତ୍ରୀ

ସାଉଥ୍‌ ଅଭିନେତ୍ରୀ ପ୍ରଣିତା ସୁଭାଷ ଭୀମନା ଅମାବାସ୍ୟାରେ ପୂଜାର୍ଚ୍ଚନା କରିଛନ୍ତି। ପୂଜାର୍ଚ୍ଚନାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋରେ ସେ ହଳଦିଆ ରଙ୍ଗର ସୁଟ ପିନ୍ଧି ତାଙ୍କ ସ୍ବାମୀଙ୍କ ପାଦ ଛୁଇଁଥିବାର ନଜର ଆସିଛନ୍ତି। ସ୍‌ସେ କ୍ୟାପସନରେ ଲେଖିଛନ୍ତି- ମୁଁ…

ଗଦରକୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ସନ୍ନି

ମୁମ୍ବାଇ: ବହୁ ଚର୍ଚ୍ଚିତ କପିଲ ଶର୍ମାଙ୍କ ଶୋ’ରେ ‘ଗଦର -୨’ର ଅଭିନେତା ସନ୍ନି ଦେଓଲ ଏବଂ ଅମିଶା ପଟେଲ ନିକଟରେ ଫିଲ୍ମର ପ୍ରମୋଶନ ପାଇଁ ପହଞ୍ଚିଥିଲେ। ବଲିଉଡ ଇତିହାସରେ ଭାରତ-ପାକିସ୍ଥାନକୁ ନେଇ ନିର୍ମିତ ହୋଇଛି, ସମସ୍ତ ଚଳଚ୍ଚିତ୍ର ମଧ୍ୟରୁ ସନ୍ନି ଦେଓଲଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?