ମନୋରଞ୍ଜନ

ବନ୍ୟା ପାଇଁ ଶୁଟିଂ ବାତିଲ୍‌ କଲେ ଅଭିନେତ୍ରୀ ଜାନଭୀ

ମୁମ୍ବାଇ: ରାଜଧାନୀ ଦିଲ୍ଲୀରେ ଯମୁନା ପାଣି ପ୍ରବେଶ କରିଛି। ଯେଉଁ କାରଣରୁ ବନ୍ୟା ପରିସ୍ଥିତି ଉପୁଜିଛି। ଅନେକ ଅଞ୍ଚଳର ଜଳମଗ୍ନ ହେତୁ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି। ବନ୍ୟା ସମସ୍ୟାକୁ ନେଇ କେବଳ ଦିଲ୍ଲୀ ନୁହଁନ୍ତି, ଅଭିନେତ୍ରୀ ଜାନଭୀ କପୁର ମଧ୍ୟ…

ପତ୍ନୀଙ୍କୁ ଦାମୀ ଉପହାର ହେଲେ ରାହୁଲ

ମୁମ୍ବାଇ: ଦିଶା ପରମାର ଓ ରାହୁଲ ବୈଦ୍ୟ ଟେଲିଭିଜନ ଦୁନିଆର ମୋଷ୍ଟ ପପୁଲାର କପଲ। ଏବେ ଏହି କପଲ ତାଙ୍କ ଲାଇଫର ବେହଦ ଖୁବସୁରତ ଫେଜରେ ଅଛନ୍ତି। ଘଟଣା ହେଲା ଖୁବଶୀଘ୍ର ଏହି କପଲ ତାଙ୍କ ପ୍ରଥମ ସନ୍ତାନର ପ୍ୟାରେଣ୍ଟସ ହେବାକୁ…

ଗରିବଙ୍କ ପାଇଁ ଅନୁଷ୍ଠାନ ଆରମ୍ଭ କରୁଛନ୍ତି ଥଲାପତି ବିଜୟ

ଚେନ୍ନାଇ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡିର ନାୟକ ଅଭିନେତା ଥଲାପତି ବିଜୟ ଜୁଲାଇ ୧୫ରେ ଥଲାପତି ବିଜୟ ମକ୍କଲ ଇୟକ୍କମ, ଏକ ଫ୍ୟାନ କ୍ଲବରୁ ଓ୍ବେଲଫେୟାର ସଂସ୍ଥାରେ ବଦଳାଇବାକୁ ଯାଇ ଥଲପତି ବିଜୟ ଅନୁଷ୍ଠାନ ଆରମ୍ଭ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା…

ପ୍ରେମରେ ପାଗଳ ବିଜୟ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ବିଜୟ ବର୍ମା ଓ ତମନ୍ନା ଭାଟ୍ଟିଆଙ୍କୁ ନେଇ ଜୋର ଚର୍ଚ୍ଚା। ତମନ୍ନାଙ୍କ ପ୍ରେମରେ ବିଜୟ ପାଗଳ ପାଲଟିଥିବା ଆମେରିକୀୟ ଜିକ୍ୟୁ ମାଗାଜିନ୍‌କୁ ଇଣ୍ଟରଭ୍ୟୁରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଅନେକ କ୍ୱାଲିଟି ସମୟ…

ନୂଆ ଜାଗା ଖୋଜୁଛନ୍ତି ସାରା

ମୁମ୍ବାଇ: ସାରା ଅଲି ଖାଁ। ବଲିଉଡ ଷ୍ଟାର କିଡ ପୁଣି ବି-ଟାଉନର ଜଣେ ଆଗଧାଡିର ନାୟିକା। ସବୁବେଳେ ସେ କିଛି ନା କିଛି କାରଣ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ମାହିର। ନିକଟରେ ଅଭିନେତ୍ରୀଙ୍କୁ ଏକ ରେସ୍ତୋରାଁରେ ଏଣ୍ଟ୍ରି କରୁଥିବା…

ମିନା କୁମାରୀଙ୍କ ବାୟୋପିକରେ କ୍ରିତି ସାନନ

ମୁମ୍ବାଇ: ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ରେସପେକ୍ଟ ଭେଟେରାନ ଆକ୍ଟ୍ରେସଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମିନା କୁମାରୀ। ଫିଲ୍ମରେ ପାଓ୍ବାରଫୁଲ ଚରିତ୍ରରେ ଅଭିନୟ କରୁଥିବାରୁ ତାଙ୍କୁ ହିନ୍ଦି ସିନେମାର ‘ଟ୍ରାଜେଡି କୁଇନ’ ମଧ୍ୟ କୁହାଯାଇଥାଏ। ମୀନା କୁମାରୀଙ୍କ ଲାଇଫ ଜର୍ନିଂ ସର୍ବଦା…

ଆକ୍ସନ କୁଇନ୍‌ ହେବେ ଆଲିଆ ! ଓ୍ବାଇଆର୍‌ଏଫ୍‌ର…

ବମ୍ବେ: ଖୁବ୍‌ଶୀଘ୍ର ବଲିଉଡ୍‌ର ସବୁଠୁ ବଡ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶନା କମ୍ପାନୀ ଓ୍ବାଇଆର୍‌ଏଫ୍‌ ଏକ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାକୁ ଯାଉଛି। ଉକ୍ତ ଫିଲ୍ମଟି ନାରୀକୈନ୍ଦ୍ରିକ ହେବ, ଯେଉଁଥିରେ ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ନଜର ଆସିବେ। ଏହାପରେ…

ଏକ ନୂଆ ଫିଲ୍ମରେ ନଜର ଆସିବେ ସଲମାନ, ସ୍କ୍ରିପ୍ଟ ଶେଷ

ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ୍‌ ସଲମାନଙ୍କ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହେଉ କି ଫ୍ଲପ୍‌, ତାଙ୍କ ପ୍ରଶଂସକମାନେ ସଲମାନଙ୍କୁ ଫିଲ୍ମ ସ୍କ୍ରିନରେ ଦେଖିବାକୁ ସବୁବେଳେ ଇଚ୍ଛା ପ୍ରକାଶ କରିଥାନ୍ତି। ତାଙ୍କର ଶେଷ ରିଲିଜ ଫିଲ୍ମ ‘କିସି କା ଭାଇ, କିସି…

ହୃଦୟ ଜିତିଲେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଅଭିନୟ ସହ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏବେ ସେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରକି ଔର ରାନୀ କି ପ୍ରେମ କାହାଣୀ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମ…

ମେଲବର୍ନ ଫିଲ୍ମ ଫେଷ୍ଟିଭାଲର ନୋମିନେଶନ ଘୋଷଣା: ବେଷ୍ଟ ଫିଲ୍ମରେ ‘ପଠାନ’କୁ ଟକ୍କର ଦେବ ‘ଭେଡିଆ’

ମୁମ୍ବାଇ: ଭାରତୀୟ ସିନେମାକୁ ନେଇ ସାରା ବିଶ୍ୱରେ ଆୟୋଜିତ ହୋଇଥିବା ଅନେକ ଚଳଚ୍ଚିତ୍ର ମହୋତ୍ସବ ମଧ୍ୟରୁ ମେଲବର୍ନର ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ମଧ୍ୟ ନିଜର ଆୟୋଜନକୁ ନେଇ ମୁମ୍ବାଇ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚାରେ ରହିଛି। ଏହି ପୁରସ୍କାର ପାଇଁ କେଉଁ ଜ୍ୟୁରୀ…

‘ଚନ୍ଦ୍ରୟାନ-୩’ ଶୁଭାରମ୍ଭରେ ପୁରୁଣା ଟୁଇଟ୍‌ ଶେୟାର କଲେ ଅକ୍ଷୟ କୁମାର, ଲେଖିଲେ ଏମିତି କିଛି…

ମୁମ୍ବାଇ: ଆଜି ଦେଶ ପାଇଁ ଗର୍ବର ବିଷୟ, କାରଣ କିଛି ଘଣ୍ଟା ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ‘ଚନ୍ଦ୍ରୟାନ-୩’ ଲଞ୍ଚ କରିବ। ସାଧାରଣ ଜନତାଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହି ମିଶନ ପାଇଁ ବହୁତ ଖୁସି।…

ଓଟିଟିରେ ଡେବ୍ୟୁ କଲେ କାଜୋଲ

ଆଜିକାଲି ବଡ ବଡ କଳାକାର ଓଟିଟିରେ ପାଦ ରଖୁଛନ୍ତି। ଏହି କ୍ରମରେ ବଲିଉଡ୍‌ ଅଭିନେତ୍ରୀ କାଜୋଲ ମଧ୍ୟ ଏଣ୍ଟ୍ରି ମାରିଛନ୍ତି। କାଜୋଲଙ୍କ ଅଭିନୀତ ସିରିଜ୍‌ ‘ଦି ଟ୍ରାଏଲ’ ଡିଜ୍‌ନୀ ପ୍ଲସ ହଟଷ୍ଟାର୍‌ ରିଲିଜ୍‌ ହୋଇଛି। ପରାଗ ଦେଶାଇ, ଦୀପକ ଧର, ରାଜେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?