ପରବିନ ବାବିଙ୍କ ବାୟୋପିକରେ ନଜର ଆସିବେ ଉର୍ବଶୀ
ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ବେଶ କିଛିଦିନ ହେବ ବାୟୋପିକର ଟ୍ରେଣ୍ଡ ଚାଲିଛି। ପ୍ରାୟ ସବୁ ଅଭିନେତା ଅଭିନେତ୍ରୀ କାହାର ନା କାହାର ବାୟୋପିକରେ ନଜର ଆସୁଛନ୍ତି। ଏବେ ଏହି ତାଲିକାରେ ସାମିଲ ହୋଇଛି ଉର୍ବଶୀ ରୌତେଲାଙ୍କ ନାମ। ଏବେ ଅଭିନେତ୍ରୀ ବଡ…
ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ସଲମାନ, ଅକ୍ଷୟ କୁମାର
ମୁମ୍ବାଇ,୩ା୬: ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ୍(୧୨୮୪୧) ଓ ବେଙ୍ଗାଲୁରୁ-ହାଓ୍ବଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ (୧୨୮୬୪) ଦୁର୍ଘଟଣାଗ୍ରସ୍ତ ହେବାରୁ ଶନିବାର ଅପରାହ୍ନ ସୁଦ୍ଧା ମୃତ୍ୟୁସଂଖ୍ୟା ୨୬୮ରେ ପହଞ୍ଚିଲାଣି। ୧୦୦୦ରୁ…
ରିଲିଜ୍ ପୂର୍ବରୁ ଧମାଲ କଲା ଆଦିପୁରୁଷ
ମୁମ୍ବାଇ: ସାଉଥ ଅଭିନେତା ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନୀତ ମୁଭି ‘ଆଦିପୁରୁଷ’ ରିଲିଜ ବୋ ପୂର୍ବରୁ ଧମାଲ କରିଛି। ଏବଂ ଫିଲ୍ମ ରୋଜଗାର ଆରମ୍ଭ କରିଛି। ଶୈଫ ଅଲ୍ଲି ଖାଁଙ୍କ ଅଭିନୀତ ମୁଭି1୧୬ ଜୁନରେରିଲିଜ ହେବ। ଫିଲ୍ମର…
ପ୍ରଥମ ଫିଲ୍ମ ପାଇଁ ନିଜର ଓଜନ କମାଇଥିଲେ ସୋନାକ୍ଷି
ମୁମ୍ବାଇ: ବଲିଉଡର ଦବଙ୍ଗଗର୍ଲ ଭାବେ ପରିଚିତ ସୋନାକ୍ଷି ସିହ୍ନା ଶୁକ୍ରବାର ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। ୨ ଜୁନ ୧୯୮୭ରେ ସୋନାକ୍ଷିଙ୍କର ଜନ୍ମ ବିହାରର ପାଟନାରେ ହୋଇଥିଲା। ବଲିଉଡର ନାଁ କରା ଅଭିନେତା ଶତ୍ରୁଘ୍ନ ସିହ୍ନା ଓ ପୁନମ…
ବାଂଲାଦେଶରେ ରିଲିଜ ହେବ ସଲମାନଙ୍କ ମୁଭି
ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାଁଙ୍କ ମୁଭି ‘କିସି କା ଭାଇ କିସି କି ଜାନ’ ଇଦ ଅବସରରେ ୨୧ ଏପ୍ରିଲ ୨୦୨୩ରେ ରିଲିଜ ହୋଇଥିଲା। ମୁଭିକୁ ବକ୍ସ ଅଫିସରେ ଭଲ ରେସପନ୍ସ ବି ମିଳିଥିଲା। ଏବେ ଏହି ମୁଭି ‘କିସି…
କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇଲେ ଅଭିନେତା ଆୟୁଷ୍ମାନଙ୍କ ପତ୍ନୀ ତାହିରା, ବହୁ ଅଭିନେତା କଲେ ନିନ୍ଦା…
ନୂଆଦିଲ୍ଲୀ,୨।୬: ଦୀର୍ଘଦିନ ଧରି କୁସ୍ତିଯୋଦ୍ଧାମାନେ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଯନ୍ତରମନ୍ତରରେ ଧାରଣା ଦେଉଛନ୍ତି। ତେବେ ଏହାକୁ ବହୁ ବିରୋଧୀ ସମେତ ବହୁ ରାଜନେତା ଏବଂ ଅଭିନେତା ସମର୍ଥନ କରିଛନ୍ତି। ବ୍ରିଜ୍ ଭୂଷଣଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରିଛନ୍ତି ବୋଲି…
ରାକ୍ଷୀ ବାନ୍ଧିଥିବା ବ୍ୟକ୍ତିଙ୍କୁ ବିବାହ କରିଥିଲେ ଶ୍ରୀଦେବୀ, ଲଭ୍ଷ୍ଟୋରି ଥିଲା କିଛି ଏମିତି…
ମୁମ୍ବାଇ:ବଲିଉଡର ଭେଟେରାନ ଲେଡି ସୁପରଷ୍ଟାର ଭାବେ ଜଣାଶୁଣା ଶ୍ରୀଦେବୀଙ୍କ ପ୍ରେମ କାହାଣୀ କୌଣସି ଏକ ଫିଲ୍ମ କାହାଣୀ ଠାରୁ କମ୍ ନୁହେଁ। ଜୁନ୍ ୨ ୧୯୯୬ରେ, ସେ ବୋନି କପୁରଙ୍କୁ ବିବାହ କରିଥିଲେ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…
୧୯୦ କୋଟିର ବଙ୍ଗଳା କିଣିନାହାନ୍ତି ଉର୍ବଶୀ, ମିଥ୍ୟା ଖବରକୁ ଖଣ୍ଡନ କଲେ ଉର୍ବଶୀଙ୍କ ମା’
ମୁମ୍ବାଇ: ମଡେଲ-ଅଭିନେତ୍ରୀ ଉର୍ବଶୀ ରୌତେଲା ପ୍ରାୟତଃ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାନ୍ତ,ଏବଂ ତାଙ୍କ ସହ ଜଡିତ ଖବର ସବୁବେଳେ ହେଡଲାଇନରେ ରହିଥାଏ। ନିକଟରେ ଏକ ମିଡିଆ ଆର୍ଟିକିଲରେ ଦାବି କରାଯାଇଥିଲା ଯେ, ଉର୍ବଶୀ ୧୯୦ କୋଟି ଟଙ୍କା…
ନା କେବେ ଦେଖିଛି, ନା କେବେ ଦେଖିବି: ‘ଦ କେରଲା ଷ୍ଟୋରି’କୁ ନେଇ କହିଲେ ନାସିରୁଦ୍ଦିନ
ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଭିପୁଲ ଶାହାଙ୍କ ‘ଦ କେରଲା ଷ୍ଟୋରି’ ବହୁ ପ୍ରଶଂସା ଲାଭ କରୁଛି। ବିବାଦ ସତ୍ତ୍ୱେ ଫିଲ୍ମଟି ବକ୍ସ ଅଫିସରେ ଦମଦାର ଆୟ କରୁଛି। ଏହି ସମୟରେ ଅଭିନେତା ନାସିରୁଦ୍ଦିନ ଶାହା ଏହି ଚଳଚ୍ଚିତ୍ରକୁ ଏକ ଭିନ୍ନ ଦୃଷ୍ଟିକୋଣରୁ…
ବିବାହର ୪ ମାସ ପରେ ମା’ ହେବାକୁ ଯାଉଛନ୍ତି ସ୍ବରା ଭାଷ୍କର!
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ବରା ଭାଷ୍କର କିଛି ନା କିଛି କାରଣ ପାଇଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ନିକଟରେ ଅଭିନେତ୍ରୀ ସମାଜବାଦୀ ପାର୍ଟି ନେତା ଫହଦ ଅହମ୍ମଦଙ୍କୁ ବିବାହ କରିଛନ୍ତି। ଏହାକୁ ନେଇ ଖୁବ ଚର୍ଚ୍ଚାରେ ଥିଲେ ସ୍ବରା। ଏବେ ବିବାହର…
ଲେଖକ ନିଖିଲ ସଚାନଙ୍କ ହିନ୍ଦୀ ଉପନ୍ୟାସ ୟୁପି ୬୫ଉପରେ ନିର୍ମାଣ ହେଉଛି ଓ୍ବେବ ସିରିଜ
ମୁମ୍ବାଇ: ଲେଖକ ନିଖିଲ ସଚାନଙ୍କ ହିନ୍ଦୀ ଉପନ୍ୟାସ ୟୁପି ୬୫ ଉପରେ ଏକ ଓ୍ବେବ ସିରିଜ ନିର୍ମାଣ ହେବାକୁ ଯାଇଛି। ନିଖିଲ ସ୍କ୍ରିନ ପାଇଁ କାହାଣୀ ଲେଖିଛନ୍ତି ଆଉ ଏବେ ଏହା ଓଟିଟି ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଞ୍ଚିବ। ବନାରସ ସହର…
ଗୋଟିଏ ଫିଲ୍ମରେ ମାଧୁରୀଙ୍କ ସହ କାମ କରିବାକୁ ମନା କରିଥିଲେ ଗୋବିନ୍ଦା, ଏହା ପଛରେ ଥିଲା ବଡ଼ କାରଣ
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଗୋବିନ୍ଦା ଏବଂ ଧକ୍ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ଆପଣ ନିଶ୍ଚିତ ଭାବରେ ରୁପେଲି ପରଦାରେ ଉଭୟଙ୍କୁ ଏକାଠି ଦେଖିଥିବେ। ସେମାନଙ୍କ ଅଭିନୟ କ୍ୟାରିୟରରେ ଉଭୟେ ‘ପାପ୍ କା ଅନ୍ତ’, ‘ମହାସଂଗ୍ରାମ’,…
Archives


