ମନୋରଞ୍ଜନ

ଯେବେ ମହିଳାଙ୍କ ଶୋଷଣ ହୁଏ ମାନବ ଜାତିକୁ ଦେବାକୁ ପଡେ ଏହାର ମୂଲ୍ୟ: ଆଶୁତୋଶ ରାଣା

ମୁମ୍ବାଇ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବଳାତ୍କାର କରିବା ଓ ସେମାନଙ୍କ ଭିଡିଓ ଭାଇରଲ କରିବା ଘଟଣାକୁ ନେଇ ଏବେ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି। ଏବେ ଏହି ଘଟଣାକୁ ନେଇ ସାରା ଦେଶରେ ଦାବି ହେଉଛି କି…

ମଣିପୁର ଘଟଣାକୁ ନିନ୍ଦା କଲେ ଜୟା ବଚ୍ଚନ

ମୁମ୍ବାଇ,୨୦।୭: ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଲଜ୍ଜାଜନକ ଘଟଣାର ଭିଡିଓ ଭାଇରାଲ ପରେ ସମଗ୍ର ଦେଶରେ କ୍ରୋଧର ବାତାବରଣ ସୃଷ୍ଟି ହୋଇଛି। ଅଭିନେତା ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ସାମ୍ନାକୁ ଆସିଛି।…

ସନ୍ନି ଲିଓନିଙ୍କ ନାଁକୁ ପସନ୍ଦ କରୁ ନ ଥିଲେ ତାଙ୍କ ମା’, କାରଣ ଜାଣିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ଅଧିକାଂଶ ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଅନେକ କଥା ପ୍ରକାଶ କରୁଥିବା ଜାଣିବାକୁ ମିଳେ। ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କ ଷ୍ଟେଜ୍‌ ନାଁ ବିଷୟରେ ପ୍ରକାଶ କରିଛନ୍ତି। ୨୦୧୧ରେ ସନ୍ନିଙ୍କୁ…

ମଣିପୁର ଘଟଣାରେ ଦେଶ ସ୍ତବ୍ଧ: ଲଜ୍ଜାଜନକ କହିଲେ ଅକ୍ଷୟ କୁମାର

ମୁମ୍ବାଇ:ମଣିପୁରରେ ଦୁଇ କୁକି ମହିଳାଙ୍କୁ ଉଲଗ୍ନ କରି ନିର୍ଯାତନା ଦେବା ଘଟଣା ଦେଶକୁ ସ୍ତବ୍ଧ କରିଛି। ଏହି ଲୋମଟାଙ୍କୁରା ଘଟଣାରେ ୟୁଜର୍ସମାନେ ସୋସିଆଲ ମିଡିଆରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ତେବେ ବଲିଉଡର କିଛି ଅଭିନେତ୍ରୀ/ଅଭିନେତା ଏହାକୁ ନିନ୍ଦା…

ଫିଲ୍ମ ଶୁଟିଂ ପାଇଁ ୧୬ ଟନ୍‌ ଟମାଟୋ, ମୂଲ୍ୟ ୧ କୋଟି ଟଙ୍କା

ମୁମ୍ବାଇ: ବର୍ତ୍ତମାନ ଟମୋଟୋର ଦର ଆକାଶଛୁଅଁା ରହିଛି। ସେଥିପାଇଁ ଲୋକେ ଟମାଟୋ କିଣିବାକୁ ସେତେ ଆଗ୍ରହ ପ୍ରକାଶ କରୁନାହାନ୍ତି। ବଜାରରେ ଟମାଟୋ କିଲୋ ପ୍ରତି ଦର ୧୫୦ ଟଙ୍କାରେ ପହଞ୍ଚିଛି। ବିଭିନ୍ନ ସ୍ଥାନରେ ମଧ୍ୟ ତା’ର ଦର ଅଧିକ ରହିଛି। ଏହା…

ବିମାନରେ ଗଞ୍ଜେଇ: ସୁପର ମଡେଲ ଗିରଫ

ଲଣ୍ଡନ,୨୦।୭: ଗଞ୍ଜେଇ ଧରି ବନ୍ଧୁଙ୍କ ସହ ବିମାନ ଯାତ୍ରା କରୁଥିବା ଆମେରିକୀୟ ସୁପର ମଡେଲ ଗିଗି ହାଡିଡ୍‌ ଗିରଫ ହୋଇଛନ୍ତି। ଗିଗି କେମାନ୍‌ ଆଇଲାଣ୍ଡରେ ଛୁଟି କଟାଇବାକୁ ଯାଇଥିଲେ। ଭାକେଶନ୍‌ରୁ ପ୍ରାଇଭେଟ୍‌ ଜେଟ୍‌ରେ ଜୁଲାଇ ୧୦ରେ ଫେରିବାବେଳେ ଓଓ୍ବେନ୍‌ ରୋବୋର୍ଟସ୍‌ ଇଣ୍ଟରନ୍ୟାଶନାଲ…

ବିଶ୍ୱକପ୍‌ ଟ୍ରଫି ସହ ନଜର ଆସିଲେ ଶାହରୁଖ

କ୍ରିକେଟ ଏବଂ ବଲିଉଡ ମଧ୍ୟରେ ନିବିଡ଼ ସମ୍ପର୍କ ରହିଆସିଛି। ଏହି ସମ୍ପର୍କ ସବୁବେଳେ ପ୍ରଶଂସକଙ୍କ ରୋମାଞ୍ଚକୁ ଆହୁରି ବଢାଇଥାଏ। ଏଥର ଦିନିକିଆ ବିଶ୍ୱକପ ୨୦୨୩ ଭାରତ ଦ୍ୱାରା ଆୟୋଜିତ ହେବ। ଏହାପୂର୍ବରୁ ବଲିଉଡର ସୁପରଷ୍ଟାର ଶାହରୁଖ ଖାନ ବିଶ୍ୱ ଟ୍ରଫି ସହ…

ମା’ ହେଲେ ଏହି ଅଭିନେତ୍ରୀ

ସେଲିବ୍ରିଟି ଦମ୍ପତି ଇଶିତା ଦତ୍ତା ଏବଂ ବତ୍ସଲ ସେଠଙ୍କ ଘରକୁ କୁନି ଅତିଥି ଆସିଛି। ଅଜୟ ଦେବଗନଙ୍କ ଅନସ୍କ୍ରିନ ଝିଅ ଇଶିତା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟ ଶିଶୁ ଏବଂ ମା’ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ପ୍ରଶଂସକ ଏବଂ…

ଫିଲ୍ମ କରିବେ ରାଜ କୁନ୍ଦ୍ରା

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପାଇଁ ଚର୍ଚ୍ଚାରେ ରହିଛନ୍ତି। ରାଜ କୁନ୍ଦ୍ରାଙ୍କ ନାମରେ ଏକ ଅଶ୍ଳୀଳ ମାମଲାରେ ଜଡ଼ିତ ହୋଇଛି। ଯେଉଁଥିରେ ଅନେକ ଅଭିନେତ୍ରୀ ତାଙ୍କ ବିରୋଧରେ ବିଭିନ୍ନ…

‘ପ୍ରୋଜେକ୍ଟ କେ’ରୁ ପ୍ରଭାସଙ୍କ ଫାଷ୍ଟ ଲୁକ୍‌ ଆଉଟ୍‌

ବମ୍ବେ: ଫିଲ୍ମ ‘ଆଦିପୁରୁଷ’ ପରେ ଏବେ ସାଉଥ୍‌ ସୁପରଷ୍ଟାର ପ୍ରଭାସ ‘ପ୍ରୋଜେକ୍ଟ କେ’ ଜରିଆରେ ବଡ଼ ପରଦାକୁ ଫେରୁଛନ୍ତି। ବୁଧବାର ଏହାର ଫାଷ୍ଟ ଲୁକ୍‌ ଶେୟାର କରିଛନ୍ତି ଅଭିନେତା। ଏହାକୁ ଦେଖି ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି। ‘ପ୍ରୋଜେକ୍ଟ କେ’ ରେ ପ୍ରଭାସଙ୍କ…

‘ଏଲିଅନ୍‌’କୁ ନେଇ ଉତ୍ସାହିତ ତାପସୀ

ତାପସୀ ପନ୍ନୁ ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ। ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ବ୍ୟତୀତ ତାପସୀ ସାଉଥ ସିନେମାରେ ମଧ୍ୟ କାମ କରିଛନ୍ତି। ତାଙ୍କୁ ଶେଷ ଥର ପାଇଁ ଓଟିଟିରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର ‘ଆନ୍ନାବେଲ ସେଥୁପତି’ରେ ଦେଖିବାକୁ ମିଳିଥିଲା। ସେ…

ଆଲିଆଙ୍କୁ ଆଲିଙ୍ଗନ କର, ମୋତେ କାନଫୁଲ ଦିଅ

ଆଜିକାଲି ବଲିଉଡ୍‌ ଅଭିନେତ୍ରୀ ଅଭିନେତା ଆଲିଆ ଭଟ୍ଟ ଏବଂ ରଣବୀର ସିଂ ଆଗାମୀ ଚଳଚ୍ଚିତ୍ର ‘ରକି ଔର ରାନୀ କି ପ୍ରେମ କାହାନୀ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ଗୀତଗୁଡ଼ିକ ରିଲିଜ ହୋଇଛି। ଗୀତରେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକ ପସନ୍ଦ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?