ମନୋରଞ୍ଜନ

ବିବାହ ଲେହେଙ୍ଗାରେ ଜେଜେମା’ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପରିଣୀତି

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଘବ ଚଢା ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଦୟପୁରର ଲିଲା ପ୍ୟାଲେସରେ ଦୁଇ ଲଭବାର୍ଡଙ୍କ ବିବାହ ଧୁମ୍‌ଧାମରେ ଅନୁଷ୍ଠିତ ହୋଇଛି। ତେବେ ବିବାହରେ ପରିଣୀତି ପିନ୍ଧିଥିବା ଲେହେଙ୍ଗାକୁ ଫ୍ୟାନ୍ସ ବହୁତ ପସନ୍ଦ…

୨୦୨୫ରେ ରିଲିଜ ହେବ ‘କେଜିଏଫ୍‌ ୩’

ହାଇଦ୍ରାବାଦ: କେଜିଏଫ୍‌ର ସଫଳତା ପରେ ଏହାର ଦ୍ୱିତୀୟ ଭାଗ ରିଲିଜ ହୋଇଥିଲା। ବକ୍ସ ଅଫିସରେ ‘କେଜିଏଫ୍‌-୨’ ମଧ୍ୟ ସୁପରହିଟ୍‌ ହେବା ସହ ୧୧୦୦ କୋଟି ବ୍ୟବସାୟ କରିଥିଲା। ଫିଲ୍ମର ଶେଷ ଆଡକୁ ଏହାର ତୃତୀୟ ଭାଗ ଆସିବ ବୋଲି କୁହାଯାଇଥିଲା। ଏବେ…

ଟ୍ରୋଲର୍‌ଙ୍କୁ ଜବାବ ଦେଲେ ଶେହନାଜ

ବମ୍ବେ: ବିଗ୍‌ବସ୍‌ ଭାଗ୍ୟ ବଦଳାଇବା ପରେ ଏବେ ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି ପଞ୍ଜାବୀ ଅଭିନେତ୍ରୀ ଶେହନାଜ ଗିଲ। ଅକ୍ଟୋବର ୬ରେ ତାଙ୍କ ଫିଲ୍ମ ‘ଥ୍ୟାଙ୍କ ୟୁ ଫର କମିଂ’ ରିଲିଜ ହେବ। ଫିଲ୍ମରେ ସେ ବୋଲ୍ଡ ଲୁକ୍‌ରେ ନଜର ଆସିବେ,…

ଇମ୍ପ୍ରେସ ହେଲେ ବିଜୟ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ରଣବୀର କପୁର ଆଜିକାଲି ତାଙ୍କର ଆଗାମୀ ମୁଭି ‘ଆନିମଲ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ରଣବୀରଙ୍କ ସହ ଏହି ମୁଭିରେ ମୁଖ୍ୟ ଭୂମିକାରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ରଶ୍ମିକା ମନ୍ଦାନା ନଜର ଆସିଛନ୍ତି। ‘ଆନିମଲ’ର…

ଡିସେମ୍ବରରେ ରିଲିଜ ହେବ ସାଲାର

ମୁମ୍ବାଇ: ଶାହରୁଖ ଖାଁଙ୍କ ‘ପଠାନ’ ଏବଂ ‘ଯବାନ’ ବ୍ଲକବଷ୍ଟର ହୋଇସାରିବା ପରେ ଏବେ ଅଭିନେତା ରାଜକୁମାର ହିରାନୀଙ୍କ ମୁଭି ‘ଡଙ୍କି’ ରିଲିଜ ପାଇଁ ପ୍ରସ୍ତୁତ ହେଉଛନ୍ତି। ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ ଏବେ ନିଶ୍ଚିତ ହୋଇଛି ଯେ ଏହି ଖ୍ରୀଷ୍ଟମାସରେ ଶାହାରୁଖ ଖାଁ…

ବହୁପ୍ରତୀକ୍ଷିତ ଫିଲ୍ମ ‘ଗଣପତ’ର ଟିଜର୍‌ ରିଲିଜ୍‌

ଶେଷରେ ଟାଇଗର ଶ୍ରଫ ଏବଂ କ୍ରିତି ସାନନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଗଣପତ: ଏ ହିରୋ ଇଜ୍‌ ବର୍ନ’ର ଚମତ୍କାର ଟିଜର ମୁକ୍ତିଲାଭ କରିଛି। ପୂଜା ଏଣ୍ଟରଟେନମେଣ୍ଟ ‘ଗଣପତ’ର ରୋମାଞ୍ଚକର ଟିଜର ରିଲିଜ ହେବା ସହିତ ଫିଲ୍ମକୁ ନେଇ ଦର୍ଶକଙ୍କୁ ଉତ୍ସୁତା ଆହୁରି…

ଏହି ଫିଲ୍ମକୁ ନା କରିଥିଲେ ଐଶ୍ୱର୍ଯ୍ୟା-କାଜଲ, ହଁ କହିଥିଲେ ଅମୀଷା, ଫିଲ୍ମ ହୋଇଥିଲା ବ୍ଲକ୍‌ବଷ୍ଟର

ମୁମ୍ବାଇ: ବଲିଉଡ୍‌ରେ ଏପରି ଅନେକ ଷ୍ଟାର୍‌ ଅଛନ୍ତି, ଯେଉଁମାନେ ନିର୍ମାତାଙ୍କ ସ୍କ୍ରିପ୍ଟ ଶୁଣିବା ପରେ ଅନେକ ଥର ଫିଲ୍ମକୁ ନା କହିଥିଲେ ଏବଂ ସେହି ଫିଲ୍ମ ବକ୍ସ ଅଫିସରେ ଚମତ୍କାର କରିଥିଲା। ୨୦୦୧ରେ ଅନିଲ ଶର୍ମା ଏକ ଫିଲ୍ମ ଆଣିଥିଲେ, ଯାହା…

ଜୁହି-ସଞ୍ଜୟଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ ହେବାକୁ ଲାଗିଥିଲା ୭ ବର୍ଷ, ଶେଷରେ ହୋଇଥିଲା ଫ୍ଲପ୍‌

ମୁମ୍ବାଇ: ସଞ୍ଜୟ ଦତ୍ତ ଏବଂ ଜୁହି ଚାଓ୍ବଲା ସେମାନଙ୍କ ସମୟର ଶ୍ରେଷ୍ଠ ଷ୍ଟାର୍‌ ଥିଲେ। ସଞ୍ଜୟ ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ଜୁହି ଚାଓ୍ବଲା ମଧ୍ୟ ଅନେକ ବ୍ଲକ୍‌ବଷ୍ଟର ଫିଲ୍ମର ଏକ…

ଅଭିନେତା ମିଚେଲ୍‌ ଗାମ୍ବୋନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ,୨୮ା୯: ବର୍ଷୀୟାନ ଅଭିନେତା ମିଚେଲ୍‌ ଗାମ୍ବୋନ୍‌ଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେଲା ନିମୋନିଆରେ ଆକ୍ରାନ୍ତ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ଆନି ଏବଂ ପୁଅ…

୨ ବଲିଉଡ୍‌ ଫିଲ୍ମରେ ଅଭିନୟ କରିଛନ୍ତି ଏହି ଆଇପିଏସ୍‌ ଅଫିସର୍‌

ୟୁପିଏସ୍‌ସି ପରୀକ୍ଷା ଭାରତର ସବୁଠାରୁ କଠିନ ପରୀକ୍ଷା ଭାବେ ଜଣାଶୁଣା। ଏହି ହାଇପ୍ରୋଫାଇଲ ପରୀକ୍ଷାକୁ ପାସ୍‌ କରିବାକୁ ପିଲାମାନେ ଘଣ୍ଟା ଘଣ୍ଟା ଅଧ୍ୟୟନ କରିବାକୁ ପଡେ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅନେକ ଥାନ୍ତି, ଯେଉଁମାନେ ଅନେକ ଚେଷ୍ଟା…

ପୁଣିଥରେ ଏକାଠି ନଜର ଆସିଲେ ‘ଆଶିକି ୨’ର ଷ୍ଟାର ଯୋଡି

ମୁମ୍ବାଇ: ଯେତେବେଳେ ବି ରୋମାଣ୍ଟିକ ମୁଭି କଥା ଆଲୋଚନାକୁ ଆସେ, ଫିଲ୍ମର ନାମ ‘ଆଶିକି ୨’ ସର୍ବଦା ପ୍ରଥମେ ଆସିଥାଏ। ମୁଭିର ଗୀତଠାରୁ ଆରମ୍ଭ କରି ଆଦିତ୍ୟ ରୟ କପୁର ଏବଂ ଶ୍ରଦ୍ଧା କପୁରଙ୍କ କେମେଷ୍ଟ୍ରି ପର୍ଯ୍ୟନ୍ତ ସମସ୍ତେ ଦର୍ଶକଙ୍କ ହୃଦୟ…

ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଫଲୋ କରାଯାଉଥିବା ଆକ୍ଟ୍ରେସଙ୍କ ମଧ୍ୟରେ ସାମନ୍ଥା ଅନ୍ୟତମ

ମୁମ୍ବାଇ: ସାମନ୍ଥା ରୁଥ ପ୍ରଭୁ ଗତ କିଛି ବର୍ଷ ମଧ୍ୟରେ ନିଜର ଦମଦାର ପ୍ରଦର୍ଶନ ଓ ଭଲ ଭଲ ମୁଭି ସହ ନିଜକୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଟପ ଆକ୍ଟ୍ରେସ ଭାବେ ସ୍ଥାପିତ କରିପାରିଛନ୍ତି। ତେଲୁଗୁ ଏବଂ ତାମିଲ କମରର୍ସିଆଲ ପୋଟବୟଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?