ମନୋରଞ୍ଜନ

ମାଆ ହେବେ ସୁଗନ୍ଧା

ମୁମ୍ବାଇ: ସିଙ୍ଗର ତଥା କମେଡିଆନ ସୁଗନ୍ଧା ମିଶ୍ର ରବିବାର ତାଙ୍କ ଫ୍ୟାନ୍ସଙ୍କ ସହ ଏକ ଗୁଡ ନ୍ୟୁଜ ଶେୟାର କରିଛନ୍ତି। ଅସଲ କଥା ହେଲା ଏହି ଅଭିନେତ୍ରୀ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ଆଜିକାଲି ସେ ତାଙ୍କ ପ୍ରେଗ୍ନେସିକୁ…

ହଜିଗଲା ଉର୍ବଶୀଙ୍କ ୨୪ କ୍ୟାରେଟ୍‌ ସୁନା ଆଇଫୋନ୍‌

ଅହମ୍ମଦାବାଦ,୧୫।୧୦: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ବଲିଉଡର ସୁନ୍ଦର ଅଭିନେତ୍ରୀ ଉର୍ବଶୀ ରଉତେଲା ପହଞ୍ଚିଥିଲେ। ଏହି ସମୟରେ ଅଭିନେତ୍ରୀଙ୍କ ଆଇଫୋନ୍‌ ହଜିଯାଇଥିଲା। ଏହା ସୂଚନା ସେ ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି। ସେ ଅହମ୍ମଦାବାଦ ପୋଲିସକୁ ଟ୍ୟାଗ…

ଆଜିଠୁ ଆରମ୍ଭ ବିଗ୍‌ବସ୍‌-୧୭

ମୁମ୍ବାଇ: ପ୍ରସିଦ୍ଧ ରିୟାଲିଟି ଶୋ’ ବିଗ୍‌ବସ୍‌ ସିଜନ-୧୭ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିଯୋଗୀମାନେ ନୂତନ ସିଜନରେ ମୋବାଇଲ ବ୍ୟବହାର ପାଇଁ ରିହାତି ପାଇବେ। ଯେଉଁ ମୁହୂର୍ତ୍ତରେ ଲୋକମାନେ ବିଗ୍‌ବସ୍‌ ୧୭ ଆରମ୍ଭ ହେବାକୁ ଅପେକ୍ଷା କରିଥିଲେ, ସେହି ମୁହୂର୍ତ୍ତରେ ପହଞ୍ଚିଛି। ବିଗ୍‌ବସ୍‌…

ସୋନାଲିଙ୍କ ସୌନ୍ଦର୍ଯ୍ୟରେ ପାଗଳ ଥିଲେ ଏହି ପାକିସ୍ତାନୀ କ୍ରିକେଟର, ପର୍ସରେ ରଖୁଥିଲେ ଅଭିନେତ୍ରୀଙ୍କ ଫଟୋ

ମୁମ୍ବାଇ: ବଲିଉଡ୍‌ର ଦକ୍ଷ ତଥା ସୁନ୍ଦର ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ୯୦ ଦଶକରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ। ସେ ତାଙ୍କ ସମୟରେ ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ଅଜୟଙ୍କ ସହ ତାଙ୍କର କେମିଷ୍ଟ୍ରି ବହୁତ ପସନ୍ଦ ଆସିଥିଲା। ଜଣେ…

ପ୍ରଭାସଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ନେଇ ଚର୍ଚ୍ଚା…

ମୁମ୍ବାଇ,୧୫।୧୦ : (୦୧) ଦକ୍ଷିଣ ମେଗା ଷ୍ଟାର ପ୍ରଭାସ ସମସ୍ୟାରେ ପଡ଼ିଛନ୍ତି। ଏକ ବଡ ଖବର ସାମ୍ନାକୁ ଆସିଛି । ଅଭିନେତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଛି। ତେବେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଅଭିନେତା ତାଙ୍କ ଆକାଉଣ୍ଟକୁ ନିଷ୍କ୍ରିୟ କରିଛନ୍ତି…

ୟୁଟ୍ୟୁବର୍‌ଙ୍କୁ ଲିଗାଲ ନୋଟିସ ପଠାଇଲେ ସୋନମ

ନୂଆଦିଲ୍ଲୀ,୧୫।୧୦: ଅଭିନେତ୍ରୀ ସୋନମ କପୁରଙ୍କ ଏକ ଭିଡିଓ ଉପରେ ସେ ଦେଇଥିବା ମନ୍ତବ୍ୟକୁ ପରିହାସ କରି ଜଣେ ୟୁଟ୍ୟୁବର ପୋଷ୍ଟ କରିଥିଲେ। ସୋନମ ତାଙ୍କ ନିକଟକୁ ଲିଗାଲ ନୋଟିସ ପଠାଇଛନ୍ତି। କଣ୍ଟେଣ୍ଟ କ୍ରିଏଟର ରାଗିନୀ ଦ୍ୱାରା ପୋଷ୍ଟ ହୋଇଥିବା ଭିଡିଓ ଅଭିନେତ୍ରୀଙ୍କ…

ଖେଳ ଦେଖିବାକୁ ଶୁଟିଂ ଛାଡ଼ି ଷ୍ଟୁଡିଓରେ ସଲ୍‌ମାନ

ମୁମ୍ବାଇ: ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଶନିବାର ଆୟୋଜିତ ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌- ୨୦୨୩ରେ ଭାରତ ପାକିସ୍ତାନକୁ ହରାଇଛି। ଏହି ଅବସରରେ ଅନେକ ଲୋକଙ୍କ ସହିତ କଳାକାର ଟିମ୍‌ ମଧ୍ୟ ଇଣ୍ଡିଆକୁ ସମର୍ଥନ ଜଣାଇଥିଲେ। ତେବେ ଖେଳ ଦେଖିବାକୁ ବଲିଉଡ୍‌…

ରାପର ଡିନୋ ଜେମ୍ସ ଜିତିଲେ ‘ଖତରୋ କେ ଖିଲାଡି’ ଶୋ’

ବମ୍ବେ: କଲର୍ସ ଚ୍ୟାନେଲରେ ପ୍ରସାରିତ ଆଡଭେଞ୍ଚର ରିଆଲିଟି ଶୋ’ ‘ଖତରୋ କେ ଖିଲାଡି ସିଜନ ୧୩’କୁ ମିଳିଛି ବିଜେତା। ରାପର ଡିନୋ ଜେମ୍ସ ଶୋ’କୁ ଜିତି ଟ୍ରଫି ନିଜ ନାମରେ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ଶୋ’ ଶୁଟିଂ ହୋଇଥିବା ବେଳେ ଡିନୋ…

ବିବାହ ପରେ ପ୍ରଥମଥର ଶାଢ଼ି ପିନ୍ଧି ର଼୍ୟାମ୍ପ ଶୋ’ରେ ଚାଲିଲେ ପରିଣୀତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ବିବାହ ପରେ ପ୍ରଥମଥର ପାଇଁ ଶାଢ଼ି ପିନ୍ଧି ର଼୍ୟାମ୍ପ ଶୋ’ରେ ଚାଲୁଥିବା ନଜର ଆସିଛନ୍ତି। ଫ୍ୟାଶନ ଡିଜାଇନ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ଏଫ୍‌ଡିସିଆଇ) ଏକ୍ସ ଲାକ୍‌ମୀ ଫ୍ୟାଶନ ସପ୍ତାହରେ ପରିଣୀତି ଫାବିଆନାଙ୍କ ପାଇଁ ଶୋ’ଷ୍ଟପର୍‌…

କେଶ ଦାନ କଲେ ଏହି କ୍ରିକେଟରଙ୍କ ସ୍ତ୍ରୀ, ଜିଣିଲେ ପ୍ରଶଂସକଙ୍କ ହୃଦୟ

ମୁମ୍ବାଇ: ଫିଲ୍ମ ‘ବଡିଗାର୍ଡରେ’ କରୀନା କପୁରଙ୍କ ବାନ୍ଧବୀ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ତଥା କ୍ରିକେଟର ଯୁବରାଜ ସିଂଙ୍କ ସ୍ତ୍ରୀ ଏକ ବଡ଼ ନିଷ୍ପତ୍ତି ଯୋଗୁ ଚର୍ଚ୍ଚାରେ ରହିଛନ୍ତି। ଚଳିତ ବର୍ଷ ଅଗଷ୍ଟରେ ସେ ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି।…

ଜ୍ୟାକଲିନଙ୍କ ପାଇଁ ନବରାତ୍ର ବ୍ରତ କରିବେ ସୁକେଶ, ଲେଖିଲେ ଚିଠି…

ମୁମ୍ବାଇ,୧୪।୧୦ : ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଚିଠି ଲେଖିଛନ୍ତି। ସୁକେଶ ଚନ୍ଦ୍ରଶେଖର ଏହି ପତ୍ରରେ ଲେଖିଛନ୍ତି ସେ ଜ୍ୟାକଲିନଙ୍କ ପାଇଁ ନବରାତ୍ରୀ ସମୟରେ ନଅ…

ଇନ୍‌ଷ୍ଟାଗ୍ରାମରେ ସୋଫିଙ୍କୁ ଅନ୍‌ଫଲୋ କଲେ ପ୍ରିୟଙ୍କା

ବମ୍ବେ: ତୁଟିବ ଚାରି ବର୍ଷର ବୈବାହିକ ସମ୍ପର୍କ। ପରସ୍ପରଠାରୁ ଅଲଗା ହେବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଦେଢ଼ଶୁର ଜୋ ଜୋନାସ ଏବଂ ପତ୍ନୀ ସୋଫି ଟର୍ନର। ଗତ ମାସରେ ଦୁହେଁ ଛାଡ଼ପତ୍ର ନେଇ ଘୋଷଣା କରିଥିଲେ। ସେବେଠାରୁ ଜୋନାସ ପରିବାରରେ ସବୁକିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?