ମନୋରଞ୍ଜନ

ଓଟିଟିରେ ରିଲିଜ ହେବ ପଙ୍କଜ ତ୍ରିପାଠିଙ୍କ ମିଷ୍ଟ୍ରି ଥ୍ରୀଲର ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ କ୍ୟାରିୟର କଥା ଆଲୋଚନା କଲେ, ଅଭିନେତା କେତେଦୂର ପହଞ୍ଚିଛନ୍ତି ତାହା ଦେଖି ଦର୍ଶକେ ପ୍ରଭାବିତ ହେବେ। ଛୋଟ ଭୂମିକା ଗ୍ରହଣ କରିବା ଠାରୁ ଆରମ୍ଭ କରି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିବା ପର୍ଯ୍ୟନ୍ତ ତାଙ୍କ…

ପ୍ରଥମଦିନରୁ ହିଁ ରେକର୍ଡ କରିବ ସଲମାନଙ୍କ ‘ଟାଇଗର-୩’

ମୁମ୍ବାଇ: ସଲମାନ ଖାନ୍‌ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଟାଇଗର-୩’ ରିଲିଜ ହେବାକୁ ଆଉ ମାତ୍ର ଦୁଇ ଦିନ ବାକି ଅଛି। ଏହା ପ୍ରଶଂସକମାନଙ୍କ ହୃଦସ୍ପନ୍ଦନ ବଢ଼ାଇ ଦେଉଛି। ବିଶେଷକ ବ୍ୟବସାୟ ପ୍ରତି ଆଗ୍ରହୀମାନେ ମଧ୍ୟ ରିଲିଜ ଅପେକ୍ଷାରେ ରହିଛନ୍ତି।…

କନଫର୍ମ ହେଲା ଅନୁଷ୍କାଙ୍କ ପ୍ରେଗ୍ନେସି!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କର ଦ୍ୱିତୀୟ ଗର୍ଭଧାରଣକୁ ନେଇ କିଛି ଦିନ ହେବ ଚର୍ଚ୍ଚାରେ ରହୁଛନ୍ତି। ଏହି ଖବର ମଧ୍ୟରେ ଅନୁଷ୍କା ମଧ୍ୟ ଲାଇମଲାଇଟ ଠାରୁ ଦୂରେଇ ରହୁଥିବା ନଜର ଆସୁଛି। ନିକଟରେ ତାଙ୍କୁ ବାଙ୍ଗାଲୋରରେ ସ୍ବାମୀ ବିରାଟ…

ଜୟ ସୀୟା ରାମ ନାରା ଲଗାଇଲେ ଜାଭେଦ ଅଖତର

ମୁମ୍ବାଇ,୧୦।୧୧: ବଲିଉଡର ଭେଟେରାନ ଗୀତିକାର ଜାଭେଦ ଅଖତର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଗୀତିକାର ପ୍ରଭୁ ରାମ ଏବଂ ସୀତାଙ୍କ ଉପରେ ନିଜର ମତ ପ୍ରକାଶ କରିଛନ୍ତି। ରାମ ଏବଂ ସୀତା କେବଳ ଭଗବାନ ନୁହଁନ୍ତି ଭାରତର ସାଂସ୍କୃତିକ ଐତିହ୍ୟ…

ରେକର୍ଡ ଭାଙ୍ଗିଲା ଦୀପିକାଙ୍କ ଇନଷ୍ଟାଗ୍ରାମ ରିଲ

ମୁମ୍ବାଇ: ବଲିଉଡର ଲେଡି ଷ୍ଟାର ଦୀପିକା ପାଦୁକୋନଙ୍କ ଉପରେ ସାରା ବିଶ୍ୱ ଫିଦା। ଅଭିନେତ୍ରୀ ଯାହା କୁହନ୍ତି, ଲୋକମାନେ ଏହାକୁ ଶୁଣିବାକୁ ପସନ୍ଦ କରନ୍ତି। ଇନଷ୍ଟାଗ୍ରାମରେ ଦୀପିକାଙ୍କର ମଧ୍ୟ ବହୁତ ପ୍ରଶଂସକ ଅଛନ୍ତି। ସମ୍ପ୍ରତି ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କ ସହ ଏକ…

ମୁଁ ବଲିଉଡରେ କାମ କରିବାକୁ ଚାହୁଁଛି: ରଶ୍ମି ଦେଶାଇ

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତ୍ରୀ ରଶ୍ମୀ ଦେଶାଇ, ଏହି ଅଭିନେତ୍ରୀଙ୍କୁ ଦୀର୍ଘ ଦିନ ଧରି କୌଣସି ପ୍ରୋଜେକ୍ଟରେ ଦେଖିବାକୁ ମିଳି ନଥିଲା।ଯେଉଁଥିପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଧରି ତାଙ୍କୁ ଅପେକ୍ଷା କରି ରହିଥିଲେ। ବର୍ତ୍ତମାନ ଅଭିନେତ୍ରୀ ଜଣାଇଛନ୍ତି ଯେ…

ଏହି କାରଣରୁ ଫିଲ୍ମ ‘ଟାଇଗର-୩’ ଉପରେ ପ୍ରତିବନ୍ଧକ ଲଗାଇଲା ଓମାନ, କତାର

ମୁମ୍ବାଇ,୯।୧୧: ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର-୩’ ଦୀପାବଳି ଅର୍ଥାତ୍‌ ଆସନ୍ତା ନଭେମ୍ବର ୧୨ରେ ପ୍ରେକ୍ଷାଳୟକୁ ଆସୁଛି। ଏଥିରେ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶମୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ତେବେ ଫିଲ୍ମ ରିଲିଜ୍‌ ପୂର୍ବରୁ ଏକ…

ବିକ୍ରାନ୍ତଙ୍କ ଅଭିନୟ ମନ ଜିଣିଲା, ଆଗାମୀ ଫିଲ୍ମରେ କାଷ୍ଟ କରିବେ ରାଜକୁମାର ହିରାନୀ !

ବମ୍ବେ: ଚଳଚ୍ଚିତ୍ର ‘ଟୁଏଲ୍‌ଭଥ୍‌ ଫେଲ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ବିକ୍ରାନ୍ତ ମେସି। ଏଥିରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖୁଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଫିଲ୍ମନିର୍ମାତା ରାଜକୁମାର ହିରାନୀ। ସେ ବିକ୍ରାନ୍ତଙ୍କୁ ନିଜର ଆଗାମୀ ଫିଲ୍ମରେ ନେବା ଲାଗି…

ବିଗ ବସ୍‌ରେ ଏଣ୍ଟ୍ରି କରିବେ ଦବଙ୍ଗ ଲେଡି

ରିଅଲିଟି ଶୋ’ ବିଗ ବସ ଆଜିକାଲି ସବୁଠାରୁ ଚର୍ଚ୍ଚିତ ଶୋ’। ଏବେ ଏହି ଶୋ’କୁ ନେଇ ଏକ ବଡ଼ ଅପଡେଟ୍‌ ଆସିଛି। ବର୍ତ୍ତମାନ ଏହି ଶୋ’ରେ ଦୁଇଟି ୱାଇଲ୍ଡ କାର୍ଡ ଏଣ୍ଟ୍ରି ହେବାକୁ ଯାଉଛି। ନିକଟରେ ସାମର୍ଥ ଜୁରେଲ ୱାଇଲ୍ଡ କାର୍ଡ…

ଐଶ୍ୱର୍ଯ୍ୟାଙ୍କଠାରୁ ଆରମ୍ଭ କରି ଶାହାରୁଖଙ୍କ ଯାଏ, ଏହି ସ୍କୁଲରେ ପଢ଼ିଥାନ୍ତି ବଲିଉଡ୍‌ର ଷ୍ଟାରକିଡ୍ସ, ଫିସ୍‌ ଜାଣିଲେ ଚକିତ ହେବେ

ସେଲିବ୍ରିଟି ହୁଅନ୍ତୁ ଅବା ସାଧାରଣ ଲୋକ, ସମସ୍ତେ ନିଜ ପିଲାଙ୍କୁ ଭଲ ଶିକ୍ଷା ଦେବାକୁ ଚାହିଁଥାନ୍ତି। ଯେତେବେଳେ ସେହି ସ୍ବପ୍ନକୁ ପୂରଣ କରିବା ଲାଗି ଟଙ୍କା ହାତରେ ଥାଏ ତେବେ ଆକାଶ ବି ହାତ ମୁଠାରେ ଭଳି ଲାଗେ। ଆଜକୁ ୨୦…

ଭିଡିଓକୁ ନେଇ ଜୋର୍‌ରେ ରାଗିଗଲେ ରଶ୍ମିକାଙ୍କ ପ୍ରେମିକ, କହିଲେ ଏମିତି କଥା…

ମୁମ୍ବାଇ: ଦୀର୍ଘଦିନ ଧରି ସୋସିଆଲ ମିଡିଆରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଚର୍ଚ୍ଚାରେ ରହିଆସୁଛନ୍ତି। ତାଙ୍କର ଡିପ୍‌ଫେକ୍‌ ଭିଡିଓ ଦେଖିବା ପରେ ଷ୍ଟାରଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ ସମସ୍ତେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ବାସ୍ତବରେ, କିଛି ଦିନ ପୂର୍ବରୁ ରଶ୍ମିକାଙ୍କର ଏକ…

ରଶ୍ମିକା-କ୍ୟାଟ୍ରିନାଙ୍କ ପରେ ଡିପ୍‌ଫେକ୍‌ର ଶିକାର ହେଲେ ସାରା ତେନ୍ଦୁଲକର

ବଲିଉଡ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ପରେ ଏବେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଡିପ୍‌ଫେକ୍‌ ଟେକ୍ନୋଲୋଜିର ଶିକାର ହୋଇଛନ୍ତି। ସାରାଙ୍କ ଏକ ନକଲି ଫଟୋଶପ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?