ମନୋରଞ୍ଜନ

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ଓଏମ୍‌ଜି -୨’

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ ‘ଓଏମ୍‌ଜି -୨’ ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା। ଯୌନ ଶିକ୍ଷା ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଦର୍ଶକ ମଧ୍ୟ ବହୁତ ପସନ୍ଦ କରିଥିଲେ। ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ…

ଫେରିବେ ଆମିର!

ମୁମ୍ବାଇ: ବଲିଉଡ ଅଭିନେତା ଆମିର ଖାନ ତାଙ୍କ ଫିଲ୍ମ ତଥା ବ୍ୟକ୍ତିଗତ ଜୀବନ ପାଇଁ ଅଧିକାଂଶ ସମୟରେ ହେଡଲାଇନରେ ରହିଥାଆନ୍ତି। ତେବେ ଆମିର ଦୀର୍ଘ ଦିନ ଧରି ହିନ୍ଦୀ ସିନେମାରୁ ନିଜକୁ ଦୂରେଇ ରଖିଛନ୍ତି ଏବଂ ପ୍ରଶଂସକମାନେ ତାଙ୍କ କମବ୍ୟାକକୁ ଅପେକ୍ଷା…

ସ୍କ୍ରିନରେ ୨୦୨୫ରେ ‘ଓ୍ବାର’

ମୁମ୍ବାଇ: ୟଶରାଜ ଗୋଟିଏ ପରେ ଗୋଟିଏ ସ୍ପାଇ ୟୁନିଭର୍ସ ଫିଲ୍ମ ମାଧ୍ୟମରେ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇ ଚାଲିଛି। ଶାହାରୁଖ ଖାଁଙ୍କ ପଠାନ ପରେଏବେ ଖୁବଶୀଘ୍ର ବିଗ ସ୍କ୍ରିନରେ ‘ଟାଇଗର-୩’ ସହ ର’ ଏଜଣ୍ଟ ହୋଇଥିବା ଅବିନାଶ ସିଂ ରାଠୋର ଓରଫ ସଲମାନ…

ଫ୍ଲାଇଙ୍ଗ କିସ୍‌ ଦେଇ ମନ ଜିଣିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ୱାଲର୍‌ଡ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବର୍ତ୍ତମାନ ପରିବାର ସହ ପ୍ୟାରିସ୍‌ରେ ଅଛନ୍ତି। ରବିବାର ଆୟୋଜିତ ହୋଇଥିବା ‘ପ୍ୟାରିସ୍‌ ଫ୍ୟାଶନ ୱିକ୍‌’ରେ ସେ ଭାଗ ନେଇଥିଲେ। ଲ’ରିଅଲ୍‌ର ଭାରତୀୟ ଆମ୍ବାସାଡ଼ାର ହୋଇ ଅଭିନେତ୍ରୀ ପ୍ରତିବର୍ଷ…

‘ସ୍କାଏ ଫୋର୍ସ’ରେ ନଜର ଆସିବେ ଅକ୍ଷୟ, ଆସନ୍ତା ବର୍ଷ ରିଲିଜ ହେବ ମୁଭି

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ‘ଓଏମଜି ୨’ ହେଉଛି ୨୦୨୩ ବର୍ଷର ସୁପର-ଡୁପର ହିଟ ଫିଲ୍ମ । ବର୍ତ୍ତମାନ ଖିଲାଡି କୁମାର ତାଙ୍କର ଅପକମିଂ ମୁଭି ‘ମିଶନ ରାନିଗଞ୍ଜ: ଦି ଗ୍ରେଟ ଭାରତ ରେସକ୍ୟୁ’ ରିଲିଜ ପାଇଁ ପ୍ରସ୍ତୁତ ହେଉଛନ୍ତି।…

ତରବରିଆ ଭାବେ ମୁମ୍ବାଇ ପହଞ୍ଚିଲେ ବିରାଟ

ମୁମ୍ବାଇ,୨।୧୦: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ମାତାପିତା ହେବାକୁ ଯାଉଛନ୍ତି ବୋଲି ଖବର ଆସିବା ପରେ ଏବେ ସେମାନେ ହେଡଲାଇନକୁ ଆସିଛନ୍ତି। ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ମଧ୍ୟ ଦାବି କରିଥିଲା କି…

ଅଦା ଶର୍ମା ‘ଦ ଭ୍ୟାକ୍ସିନ ଓ୍ବାର’ ବିଷୟରେ କିଛି କହିବାକୁ ମନା କଲେ…

ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ ଭ୍ୟାକ୍ସିନ ଓ୍ବାର’ ପ୍ରେକ୍ଷାଳୟରେ ଚାଲିଛି। ଅନୁପମ ଖେର, ନାନା ପାଟେକର ଏବଂ ପଲ୍ଲବୀ ଯୋଶୀଙ୍କ ଭଳି ଷ୍ଟାରଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରୁଛି। ଏହି ସମୟରେ ‘…

ଲଣ୍ଡନରେ ‘ମହାଭାରତ’ର ସମସାମୟିକ ଥିଏଟର ମଞ୍ଚ…

ଲଣ୍ଡନ,୨।୧୦: ଲଣ୍ଡନରେ ‘ମହାଭାରତ’ର ସମସାମୟିକ ଥିଏଟର ମଞ୍ଚ ଆରମ୍ଭ ହୋଇଛି। ଏଥିରେ ଅନେକ ଭାରତୀୟ ସଙ୍ଗୀତ ଏବଂ ନୃତ୍ୟ କଳା ପ୍ରଦର୍ଶିତ ହେବ। ଚରିତ୍ରଗୁଡ଼ିକରେ ସାରା ବିଶ୍ୱରୁ ଅଭିନେତାମାନେ ସାମିଲ ହେବେ। ଏହି ମ୍ୟୁଜିକାଲ ଆସନ୍ତା ସପ୍ତାହରେ ବାରବିକାନ ଥିଏଟରରେ ବ୍ରିଟେନରେ…

ଡାକିଆଣି ନାଟକ ଦେଖାଇ କରତାଳି ନେବାରେ ଲାଭ ନାହିଁ

ନାଟକ, ସାହିତ୍ୟ ଓ ସିନେମା କ୍ଷେତ୍ରରେ ଶଙ୍କର ତ୍ରିପାଠୀ ହେଉଛନ୍ତି ଜଣେ ଜଣାଶୁଣା ନାମ। ଏହି ୩କ୍ଷେତ୍ରରେ ତାଙ୍କର ଅନନ୍ୟ ସୃଷ୍ଟି ଲୋକଙ୍କ ପାଖେ ତାଙ୍କୁ ପରିଚିତ କରିଛି। ୧୯୭୮ରେ ତାଙ୍କର ପ୍ରଥମ ନାଟକ ‘ପୃଥିବୀ ଶରଶଯ୍ୟା’ ମଞ୍ଚସ୍ଥ ହୋଇଥିଲା। ରାଜୁ…

ଅଜୟ ଦେବଗନଙ୍କ ଭାଗ୍ୟ ବଦଳାଇଥିଲା ଏହି ଫିଲ୍ମ

ମୁମ୍ବାଇ: ବଲିଉଡ୍‌ର ଭେଟେରାନ ଅଭିନେତା ଅଜୟ ଦେବଗନଙ୍କର ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ଦୀର୍ଘ ୩୦ବର୍ଷ ଧରି ସେ ବକ୍ସ ଅଫିସରେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଅଦ୍ୟାବଧି ସେ ନିଜ କ୍ୟାରିୟରରେ ବକ୍ସ ଅଫିସରେ ଏକାଧିକ ଫିଲ୍ମ ଦେଇଛନ୍ତି,…

ଦମ୍ପତିଙ୍କ ଉପରେ କାର୍‌ ମାଡ଼ିଯିବା ଘଟଣା: ଗିରଫ ହେଲେ କନ୍ନଡ ଅଭିନେତା

ବେଙ୍ଗାଲୁରୁ,୧।୧୦: ଗାଡ଼ି ଦୁର୍ଘଟଣା ମାମଲାରେ କନ୍ନଡ ଅଭିନେତା ନାଗଭୂଷଣଙ୍କୁ ପୋଲିସ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ବେଙ୍ଗାଲୁରୁର ଏକ ରାସ୍ତା ଫୁଟପାଥରେ ଚାଲୁଥିବା ଦମ୍ପତିଙ୍କ ଉପରେ ନାଗଭୂଷଣଙ୍କ କାର୍‌ ମାଡ଼ି ଯାଇଥିଲା। କାର ଦୁର୍ଘଟଣାରେ ମହିଳାଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

‘ଘୋଷ୍ଟ’ର ଟ୍ରେଲର ହିନ୍ଦୀରେ ରିଲିଜ…

ମୁମ୍ବାଇ : କନ୍ନଡ ସୁପରଷ୍ଟାର ଶିବ କୁମାରଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ ଥ୍ରୀଲର ଫିଲ୍ମ ‘ଘୋଷ୍ଟ’ର ଟ୍ରେଲର ହିନ୍ଦୀରେ ରିଲିଜ ହୋଇଛି। ଟ୍ରେଲର ରିଲିଜ ହେବା ମାତ୍ରେ ପ୍ରଶଂସକଙ୍କୁ ଏହା ଉତ୍ସାହିତ କରିଛି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଅକ୍ଟୋବର ୧୯…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri