ମନୋରଞ୍ଜନ

କିଆରାଙ୍କ ସହ ପ୍ରଥମ ଦୀପାବଳି ପାଳିବେ ସିଦ୍ଧାର୍ଥ

ମୁମ୍ବାଇ: ଚଳିତବର୍ଷ ଦୀପାବଳି ବି-ଟାଉନର ସବୁଠୁ ପ୍ରିୟ କପଲ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। କାରଣ ଏହି ବର୍ଷ ଏହି ଦମ୍ପତି ବିବାହ ପରେ ପ୍ରଥମ ଦୀପାବଳି ପାଳନ କରିବାକୁ ଯାଉଛନ୍ତି। ସିଦ୍ଧାର୍ଥ ଏବଂ କିଆରା…

କରିନା ଆରମ୍ଭ କଲେ ଦୀପାବଳି ପ୍ରସ୍ତୁତି, ଫଟୋ ଶେୟାର କରି କହିଲେ…

ବମ୍ବେ: ବଲିଉଡ ଅଭିନେତ୍ରୀ କରିନା କପୁର ଖାନ୍‌ ନିଜର ଅଭିନୟଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ରହିଥାନ୍ତି ଚର୍ଚ୍ଚାରେ। ସୋସିଆଲ ମିଡିଆ ସହ ଯୋଡ଼ି ହେବା ପରେ ସେ ଏହାର ଅନେକ ଝଲକ ସେ ଶେୟାର କରିଥାନ୍ତି। ଦୀପାବଳିକୁ ନେଇ…

ପରଲୋକରେ ଦକ୍ଷିଣ ଭାରତୀୟ ସିନେମାର ଖ୍ୟାତନାମା ଅଭିନେତା-କମେଡିଆନ୍‌

ହାଇଦ୍ରାବାଦ: ପରଲୋକରେ ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ତଥା କମେଡିଆନ୍‌ ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଚନ୍ଦ୍ର ମୋହନ ଦୀର୍ଘଦିନ ଧରି ହୃଦ୍‌ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ହେଲେ ଦୀପାବଳିର…

ସୁନ୍ଦର ଦେଖାଯିବା ପାଇଁ ସର୍ଜରୀ ସମୟରେ ଚାଲିଗଲା ଟିଭି ଅଭିନେତ୍ରୀଙ୍କ ଜୀବନ…

ବ୍ରାସିଲିଆ,୧୧।୧୧ : ଲିପୋସକଶନ ସର୍ଜରୀ ବିଫଳ ହେବା ପରେ ବ୍ରାଜିଲର ପ୍ରଭାବଶାଳୀ ତଥା ରିଅଲିଟି ଟିଭି ତାରକା ଲୁଆନା ଆଣ୍ଡ୍ରେଡଙ୍କ ୨୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗ୍ଲୋବୋ ୧ ଅନୁଯାୟୀ ସୋମବାର ସାଓ ପାଉଲୋର ସାଓ ଲୁଇଜ ହସ୍ପିଟାଲରେ ଆଣ୍ଡ୍ରେଡଙ୍କ…

ଏହି ଅଭିନେତ୍ରୀଙ୍କୁ ମା’ହୋଇପାରିବେ ନାହିଁ ବୋଲି କହିଥିଲେ…

ପଞ୍ଜାବୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ନୀରୁ ବାଜୱା ଏକ ସାକ୍ଷାତକାର ରେ କହିଥିଲେ ଏପରି ଏକ ସମୟ ଥିଲା ଯେତେବେଳେ ଡାକ୍ତରମାନେ ତାଙ୍କୁ କଦାପି ମା’ ହୋଇପାରିବେ ନାହିଁ ବୋଲି କହିଥିଲେ। କିନ୍ତୁ ଇଶ୍ବରଙ୍କ ଇଚ୍ଛା ଆଗରେ ସବୁକିଛି ଫେଲ ଭଳି…

ବିବାହ ପରେ ରାଘବଙ୍କ ପ୍ରଥମ ଜନ୍ମଦିନ ପାଳିଲେ ପରିଣିତି

ମୁମ୍ବାଇ: ପରିଣିତି ଚୋପ୍ରାଙ୍କ ସହିତ ବିବାହ ପରେ ଶନିବାର ଅର୍ଥାତ୍‌ ନଭେମ୍ବର ୧୧ରେ ରାଘବ ଚଢା ତାଙ୍କର ପ୍ରଥମ ଜନ୍ମଦିନ ପାଳନ କରୁଛନ୍ତି। ସ୍ବାମୀଙ୍କ ଏହି ବିଶେଷ ଦିନରେ ଅଭିନେତ୍ରୀ ତାଙ୍କ ଉପରେ ତାଙ୍କ ଭଲ ପାଇବା ଅଜାଡି ଦେଇଛନ୍ତି। ସ୍ବାମୀଙ୍କ…

ଧନତେରାସରେ ନୂଆ ଘର କିଣିଲେ ଅନନ୍ୟା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତ୍ରୀ। ଅନନ୍ୟା ଖୁବ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ବଡ଼ ସଫଳତା ହାସଲ କରିଛନ୍ତି। ଦୀପାବଳିର ଶୁଭ ଅବସରରେ ଅଭିନେତ୍ରୀ ନିଜକୁ ଏକ ବଡ଼ ଉପହାର ଦେଇଛନ୍ତି…

ଏତିକି କୋଟି ଟଙ୍କାରେ ୨ଟି ଆପାର୍ଟମେଣ୍ଟ ବିକ୍ରି କଲେ ରଣବୀର ସିଂ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ମୁମ୍ବାଇରେ ଦୁଇଟି ଆପାର୍ଟମେଣ୍ଟ ବିକ୍ରି କରିଛନ୍ତି। ମନି କଣ୍ଟ୍ରୋଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ଥିବା ଏହି ଦୁଇଟି ଫ୍ଲାଟକୁ ମୋଟ ୧୫.୨୫ କୋଟିରେ ବିକ୍ରି କରାଯାଇଛି। ରଣବୀର ସିଂ ଏହି…

ଗ୍ରାମୀ ଆଓ୍ବାର୍ଡ ୨୦୨୪ ପାଇଁ ମନୋନୀତ ହେଲା ମୋଦିଙ୍କ ଗୀତ

ନୂଆଦିଲ୍ଲୀ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୀତ ‘ଏବୁଡାନ୍ସ ଇନ ମିଲେଟ୍ସ’ ଗ୍ରାମୀ ପୁରସ୍କାର ୨୦୨୪ ପାଇଁ ମନୋନୀତ ହୋଇଛି। ଏହି ଗୀତକୁ ଭାରତୀୟ-ଆମେରିକୀୟ ଗ୍ରାମି ବିଜେତା ଗାୟକ ଫାଲଗୁନି ଶାହା ଗାଇଛନ୍ତି। ଏହି ଗୀତଟି ଜୁନ ୧୬ରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ…

ବାଜିବ ଶାହାନାଇ, ଆସନ୍ତା ବର୍ଷ ଫେବୃୟାରୀରେ ହାତକୁ ଦୁଇ ହାତ ହେବେ ଦିବ୍ୟା

ବମ୍ବେ: ହାତକୁ ଦୁଇ ହାତ ହେବେ ଟେଲି ଅଭିନେତ୍ରୀ ଦିବ୍ୟା ଅଗ୍ରଓ୍ବାଲ। ପ୍ରେମିକ ଅପୂର୍ବ ପଡଗାଓଁକରଙ୍କ ସହ ବାକିତକ ଜୀବନ ବିତାଇବାଲାଗି ସେ ବେଶ ଏକ୍ସଟାଇଟେଡ୍‌। ଆସନ୍ତା ବର୍ଷ ଫେବୃୟାରୀରେ ଉଭୟଙ୍କ ବିବାହ ହେବ। ଏନେଇ ଏକ ସାକ୍ଷାତକାରରେ ଅଭିନେତ୍ରୀ ଖୁଲାସା…

ପୂର୍ବତନ ମିସ୍‌ ଇଣ୍ଡିଆଙ୍କ ହାତ ଧରିଲେ କୋଟିପତି ବ୍ୟାଙ୍କର ଉଦୟ କୋଟାକଙ୍କ ପୁଅ ଜୟ, ଭବ୍ୟ ସମାରୋହରେ…

ନୂଆଦିଲ୍ଲୀ,୧୦।୧୧: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କୋଟିପତି ବ୍ୟାଙ୍କର୍‌ ଉଦୟ କୋଟାକ୍‌ଙ୍କ ପୁଅ ଜୟ କୋଟାକ। ମଙ୍ଗଳବାର ଜିଓ କନ୍‌ଭେନ୍‌ଶନ ସେଣ୍ଟରରେ ଆୟୋଜିତ ଭବ୍ୟ ସମାରୋହରେ ପୂର୍ବତନ ମିସ୍‌ ଇଣ୍ଡିଆ ଅଦିତି ଆର଼୍ୟାଙ୍କ ହାତ ଧରିଛନ୍ତି ସେ। ଏହାପରେ ଉଦୟପୁରରେ ବିବାହର…

ବାଜିଲା ମୋହର: ଇଲାୟାରାଜାଙ୍କ ବାୟୋପିକ୍‌ରେ ନଜର ଆସିବେ ଧନୁଷ

ବମ୍ବେ: ଖ୍ୟାତନାମା ସଂଗୀତଜ୍ଞ ଇଲାୟାରାଜାଙ୍କ ବାୟୋପିକ୍‌ରେ ନଜର ଆସିବେ ସାଉଥ୍‌ ସୁପରଷ୍ଟାର ଧନୁଷ। ଏନେଇ ଆଧିକାରୀକ ଭାବେ ଘୋଷଣା ହୋଇଛି। ଆସନ୍ତା ବର୍ଷ ଏହାର ଶୁଟିଂ ଆରମ୍ଭ ହେବ। ସେହିଭଳି ୨୦୨୫ରେ ଏହା ପରଦାକୁ ଆସିବ। କନେକ୍ଟ ମିଡିଆ ଏବଂ ମରକ୍ୟୁରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?