ମନୋରଞ୍ଜନ

ଇତିହାସ ରଚିଲେ ବୀର ଦାସ, ବେଷ୍ଟ କମେଡି ପାଇଁ ଜିତିଲେ ଏମି ପୁରସ୍କାର

ମୁମ୍ବାଇ,୨୧।୧୧: ପ୍ରସିଦ୍ଧ ଷ୍ଟାଣ୍ଡ ଅପ କମେଡିଆନ ବୀର ଦାସ ଅନ୍ତର୍ଜାତୀୟ ଏମି ପୁରସ୍କାର ୨୦୨୩ରେ ବେଷ୍ଟ ୟୁନିକ କମେଡି ପାଇଁ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛନ୍ତି। ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେଉଥିବା ଶୋ ‘ବୀର୍‌ ଦାସ ଲ୍ୟାଣ୍ଡିଂ’ ପାଇଁ ସେ ଏମି…

ଏକାଠି ବଡ ପରଦାରେ ନଜର ଆସିବେ ଶାହାରୁଖ-ସୁହାନା

ମୁମ୍ବାଇ: ବଲିଉଡ ବାଦଶାହା ଶାହରୁଖ ଖାଁ ପ୍ରଥମ ଥର ପାଇଁ ତାଙ୍କ ଝିଅ ସୁହାନାଙ୍କ ସହ ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି। ଏହା ଏକ ନୂଆ କଥା ନୁହେଁ, ଯେତେବେଳେ ଗୋଟିଏ ପରିବାରର ଦୁଇଜଣ ଲୋକ ଏକାଠି ଫ୍ରେମରେ ନଜର…

ଓଟିଟି ଡେବ୍ୟୁ କରିବେ ଜ୍ୟାକ୍‌ଲିନ

ମୁମ୍ବାଇ: ଅନେକ କଳାକାର ବର୍ତ୍ତମାନ ସମୟରେ ଡିଜିଟାଲ ପ୍ଲାଟଫର୍ମ ଆଡ଼େ ମୁହଁାଉଛନ୍ତି। ଏହି ରେସ୍‌ରେ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ନାଣ୍ଡିଜ୍‌ ମଧ୍ୟ ବାଦ୍‌ ପଡ଼ି ନାହାନ୍ତି। ସେ ଖୁବ୍‌ଶୀଘ୍ର ଓଟିଟିରେ ନିଜର ଯାଦୁ ଦେଖାଇବାକୁ ଯାଉଛନ୍ତି। ମିଡିଆ ରିପୋର୍ଟ ମୁତାବକ, ନିର୍ଦ୍ଦେଶକ ଅଭିଷେକ…

ବିବାହକୁ ଡରୁଛନ୍ତି ଶ୍ରୁତି!

ମୁମ୍ବାଇ: ଅଭିନେତ୍ରୀ ଶ୍ରୁତି ହାସନ ତାଙ୍କ ବିବାହକୁ ନେଇ ଆଜିକାଲି ହେଡଲାଇନରେ ରହିଛନ୍ତି। ବର୍ତ୍ତମାନ ଶ୍ରୁତି ହାସନ ବିବାହ ଖବରକୁ ସତ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୩୭ ବର୍ଷୀୟ ଶ୍ରୁତି ହାସନ ଦୀର୍ଘ ଦିନ ଧରି ଶାନ୍ତନୁ ହଜାରିକାଙ୍କୁ ଡେଟ କରୁଥିଲେ।…

ଭାରତୀୟ ସିନେମାରେ ଅବଦାନ ପାଇଁ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ବିଶେଷ ସମ୍ମାନ

ନୂଆଦିଲ୍ଲୀ,୨୦।୧୧: ଭାରତର ୫୪ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ସିନେମାରେ ଅବଦାନ ପାଇଁ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଏକ ବିଶେଷ ପୁରସ୍କାରରେ ସମ୍ମାନିତ କରାଯାଇଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୋସିଆଲ ମିଡିଆେ ଏକ୍ସରେ ଏକ…

କାଷ୍ଟିଂ ନାହିଁ, ଲବି-ରେଫରେନ୍ସରେ ଓଲିଉଡ୍‌

ଓଡ଼ିଶାର ଝିଅ। ଇଞ୍ଜିନିୟରିଂ ପଢ଼ିବା ପରେ ହଠାତ୍‌ ପାଦ ଦେଇଥିଲେ ମନୋରଞ୍ଜନ ଦୁନିଆରେ। ମୁମ୍ବାଇରୁ ଆରମ୍ଭ କରିଥିଲେ ବୃତ୍ତିଗତ ଜୀବନ ଯାତ୍ରା। ସେ ହେଉଛନ୍ତି ଜାତୀୟସ୍ତରର ଅଭିନେତ୍ରୀ ସୋନାଲି ଶର୍ମିଷ୍ଠା ମହାନ୍ତି। ବଲିଉଡ୍‌ ଅଭିନେତ୍ରୀ କାଜଲଙ୍କ ସହ ନେଟ୍‌ଫ୍ଲିକ୍ସରେ ‘ତ୍ରିଭଙ୍ଗ’ ଚଳଚ୍ଚିତ୍ର,…

ହରଭଜନଙ୍କ ବିବାଦୀୟ ବୟାନ, ଅନୁଷ୍କାଙ୍କ ମ୍ୟାଚ ଦେଖିବାକୁ ନେଇ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୧୯।୧୧: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚ ଖେଳାଯାଇଛି। ଏହି ମ୍ୟାଚରେ ଭାରତ ୨୪୧ ରନର ଲକ୍ଷ୍ୟ ସ୍ଥିର କରିଛି ଏବଂ ବର୍ତ୍ତମାନ କଙ୍ଗାରୁ ଦଳ ପୂର୍ଣ୍ଣ ଶକ୍ତି ସହିତ ଆଗକୁ…

ଅନନ୍ୟାଙ୍କୁ ପସନ୍ଦ ବିଷଧର ସାପ

ମୁମ୍ବାଇ: ବଲିଉଡର ଦିଭା ଅନନ୍ୟା ପାଣ୍ଡେ ଡେଟିଂ ବ୍ୟତୀତ ଏବେ ଆଉ କିଛି କାରଣକୁ ନେଇ ବି ହେଡଲାଇନରେ ରହୁଛନ୍ତି। ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ ସକ୍ରିୟ। ବିଶେଷକରି ଅନନ୍ୟା ପାଣ୍ଡେଙ୍କର ଗୋଟିଏ ଇନଷ୍ଟା ପୋଷ୍ଟ ଶୀଘ୍ର ଭାଇରାଲ ହୁଏ।…

ବିରାଟ ଆଉଟ ହେବା ପରେ ଭାଙ୍ଗିଲା ଅନୁଷ୍କାଙ୍କ ଦିଲ୍‌, ଭାଇରାଲ ହେଉଛି ରିଆକ୍ସନ

ଅହମଦାବାଦ/ମୁମ୍ବାଇ: ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚରେ ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ ଇଣ୍ଡିଆ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା। ଏହି ସମୟରେ ବିରାଟ କୋହଲି, ଯେଉଁଥିରୁ ଏକ ବଡ଼ ଇନିଂସ ଆଶା କରାଯାଉଥିଲା, ସେ…

ପୁଣି ହୃଦୟ ଜିତିଲେ ଶାହରୁଖ

ଅହମ୍ମଦାବାଦ୍‌,୧୯।୧୧: ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ଦେଖିବାକୁ ଆଜି ବଲିଉଡର ଅନେକ ତାରକା ଅହମ୍ମଦାବାଦରେ ପହଞ୍ଚିଛନ୍ତି। ଦୀପିକା ପାଦୁକୋନ ତାଙ୍କ ଭଉଣୀ ଅନିଶା ଏବଂ ପିତା ପ୍ରକାଶ ପାଦୁକୋନ ରଣବୀର ସିଂଙ୍କ ସହ ମ୍ୟାଚ ଦେଖିବା ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି…

ବିଶ୍ୱକପ୍‌ ମ୍ୟାଚ୍‌ ଉପରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ: ଆଇସିସି ବିଶ୍ୱକପ୍‌ ୨୦୨୩ରେ ଫାଇନାଲରେ ଦେଶ ତଥା ବିଶ୍ୱରେ କ୍ରିକେଟ ପ୍ରଶଂସକଙ୍କ ନଜର ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଟିମ୍‌ ଇଣ୍ଡିଆ ଜିତୁ ବୋଲି ଲକ୍ଷ ଲକ୍ଷ ଲୋକ ଆଶା କରୁଛନ୍ତି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ ସ୍ବତନ୍ତ୍ର…

କ୍ରିକେଟର ଏହି ସବୁ ଫିଲ୍ମ ଦର୍ଶକଙ୍କ ମନରେ ଛାଡିଛି ଛାପ

ମୁମ୍ବାଇ: ଆଉ ମାତ୍ରେ ଘଣ୍ଟାକର ଅପେକ୍ଷା। ଦଳବଳ ସହ ପ୍ରସ୍ତୁତ ରୋହିତ ବାହିନୀ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟାଇଟଲ ପାଇଁ ହେବ କଡା ଟକ୍କର। କେବଳ ଭାରତୀୟ ନୁହଁନ୍ତି ସାରା ବିଶ୍ୱରେ ଫାଇନାଲ ମ୍ୟାଚ ପାଇଁ କ୍ରେଜ ଦେଖିବାକୁ ମିଳିଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?