ମନୋରଞ୍ଜନ

ମୃତ୍ୟୁକୁ ଭିସା ନେବାକୁ ପଡେନା,ପଞ୍ଜାବୀ ଗାୟକ ଜିପି ଗ୍ରଓ୍ବାଲଙ୍କ ବାସଭବନରେ ଗୁଳିମାଡ଼ ପରେ କହିଲା ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍‌…

ଟରୋଣ୍ଟୋ,୨୫।୧୧ : ପଞ୍ଜାବୀ ଗାୟକ ଜିପି ଗ୍ରଓ୍ବାଲଙ୍କ ବିଷୟରେ ବଡ ଖବର ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ କାନାଡ଼ାସ୍ଥିତ ବାସଭବନ ଉପରେ ଗୁଳିମାଡ଼ ହୋଇଛି। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ଗୁଳି ଚଳାଇଥିବା ଦାବି କରିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ…

ମୋଦିଙ୍କ ଫଟୋ ଶେୟାର କରି କଙ୍ଗନା ଲେଖିଲେ ଏମିତି

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ତେଜସ୍‌’ ବଡ଼ପରଦାରେ ରିଲିଜ ହୋଇସାରିଛି। ଏହି ଫିଲ୍ମ ବକ୍ସ ଅଫିସରେ ସେମିତି କିଛି କମାଲ କରିପାରିନାହିଁ। ଏବେ ଅଭିନେତ୍ରୀ…

୨୫ ବର୍ଷ ପରେ ଏକାଠି ହେବାକୁ ଯାଉଛନ୍ତି ସଲମାନ-କରଣ

ମୁମ୍ବାଇ: ୨୫ବର୍ଷ ପୂର୍ବେ ବଲିୁଡ ଭାଇଜାନ ସଲମାନ ଖାଁ ଏବଂ ନିର୍ଦ୍ଦେଶକ କରଣ ଜୋହର ଏକାଠି ଏକ ଫିଲ୍ମ କରିଥିଲେ। ସେବେଠାରୁ ଏହି ଯୋଡି ପ୍ରାୟତଃ ପରସ୍ପର ସହିତ ଏକ ପ୍ରୋଜେକ୍ଟ କରିବା ବିଷୟରେ କଥାବାର୍ତ୍ତା କରୁଥିଲେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ…

ଶ୍ୱେତାଙ୍କୁ ବହୁମୂଲ୍ୟ ଉପହାର ଦେଲେ ମହାନାୟକ, ‘ପ୍ରତିକ୍ଷା’କୁ ଝିଅ ନାଁରେ କଲେ ଅମିତାଭ

ମୁମ୍ବାଇ: ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ନିଜର ଦମଦାର ଅଭିନୟ ସହିତ ସର୍ବଦା ପ୍ରଶଂସକଙ୍କ ମନ ଜିତିଥାଆନ୍ତି। ତାଙ୍କ କ୍ୟାରିୟରରେ ଏବେପର୍ଯ୍ୟନ୍ତ ବଲିଉଡର ଏହି ଶେହନସାହା ଅନେକ ବ୍ଲକବଷ୍ଟର ମୁଭି ଭେଟି ଦେଇଛନ୍ତି ଏବଂ ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଛନ୍ତ, ତା…

ଫିଲ୍ମ ସଫଳତା ପାଇଁ ସ୍ବର୍ଣ୍ଣ ମନ୍ଦିରରେ ଭିକ୍କି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଭିକ୍କି କୌଶଲ ଏବେ ତାଙ୍କ ଅପ୍‌କମିଂ ଚଳଚ୍ଚିତ୍ର ‘ସାମ୍‌ ବାହାଦୁର’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଭିକ୍କି ଅମୃତସହରର ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଛନ୍ତି। ଏନେଇ ସେ ଇନ୍‌ଷ୍ଟାଗ୍ରାମ୍‌ରେ ମନ୍ଦିର ସହ ତାଙ୍କର ଫଟୋ…

ରଣବୀର କହିଲେ-‘ରାହାଙ୍କ ପରେ ପୁଣି ଝିଅଟିଏ ଦରକାର’

ବମ୍ବେ: ବଲିଉଡ ଅଭିନେତା ରଣବୀର କପୁର ନିଜର ଅପକମିଂ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ। ଫିଲ୍ମରେ ତାଙ୍କ ନାୟିକା ସାଜିଛନ୍ତି ଚୁଲବୁଲି ରଶ୍ମିକା ମନ୍ଦାନା। ଟ୍ରେଲର ରିଲିଜ ପରଠାରୁ ଦର୍ଶକଙ୍କ କ୍ରେଜ ବଢ଼ିଥିବା ବେଳେ ରଣବୀର ନିଜେ ଅନେକ ସାକ୍ଷାତକାର ଦେଉଛନ୍ତି।…

ମଲାଇକାଙ୍କ ଗ୍ଲାମର ଲୁକ୍‌ ଦେଖି ପ୍ରଶଂସକ ପାଗଳ

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ମଲାଇକା ତାଙ୍କ ପ୍ରେମ ଖବରକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଆଜିକାଲି ତାଙ୍କ ଡ୍ରେସ୍‌, ଲୁକ୍‌ ଏବଂ ଷ୍ଟାଇଲ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ମଲାଇକା ସୋସିଆଲ ମିଡିଆରେ ତାଙ୍କର…

ବାଥ୍‌ରୁମ୍‌ରେ ଟଳିପଡିଲେ ପ୍ରସିଦ୍ଧ ଫିଲ୍ମ ନିର୍ମାତା

ବଲିଉଡର ଭେଟେରାନ ଚଳଚ୍ଚିତ୍ର ନିର୍ମାତା ରାଜକୁମାର କୋହଲିଙ୍କର ହୃଦ୍‌ଘାତରେ ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ପରିବାର ସୂତ୍ର ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ସମୟରେ ରାଜକୁମାର କୋହଲି ଗାଧୋଇବାକୁ ବାଥରୁମକୁ ଯାଇଥିଲେ। କିନ୍ତୁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ…

ରଶ୍ମିକା ମନ୍ଦାନା ଡିପଫେକ ଭିଡିଓ ମାମଲାରେ ଦିଲ୍ଲୀ ପୋଲିସକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ/ମୁମ୍ବାଇ,୨୩।୧୧: ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଡିପଫେକ ଭିଡିଓ ବିଷୟରେ ଦିଲ୍ଲୀ ପୋଲିସ କହିଛି ଯେ ଏହି ଭିଡିଓ ସହ ଜଡିତ ମାମଲାର ତଦନ୍ତରେ ସେମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି ଏବଂ ବୈଷୟିକ ବିଶ୍ଳେଷଣ ମାଧ୍ୟମରେ ଏହାର ଯାଞ୍ଚ କରାଯାଉଛି। ବୈଷୟିକ ବିଶ୍ଳେଷଣର…

ବଢିଲା ପ୍ରକାଶ ରାଜଙ୍କ ଅଡୁଆ

ମୁମ୍ବାଇ: ବଲିଉଡ ଅଭିନେତା ପ୍ରକାଶ ରାଜଙ୍କ ଅଡୁଆ ବଢିବାରେ ଲାଗିଛି। ପ୍ରୋନଜି ଜୁଏଲର୍ସ ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ସମନ ପଠାଇଛି। ସୂଚନାଯୋଗ୍ୟ, ତ୍ରିଚି ଭିତ୍ତିକ ଭାଗିଦାରୀ ସଂସ୍ଥା ପ୍ରୋନଜି ଜୁଏଲର୍ସଙ୍କ ବିରୋଧରେ ମନି ଲଣ୍ଡରିଂ ଯାଞ୍ଚ ସଂପର୍କରେ ଏନଫୋର୍ସମେଣ୍ଟ…

ବଲିଉଡରେ ଡେବ୍ୟୁ କରିବେ ମାଧୁରୀଙ୍କ ସ୍ବାମୀ!

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବଂ ତାଙ୍କ ସ୍ବାାମୀ ଡ. ଶ୍ରୀରାମ ନେନେ ହେଉଛନ୍ତି ବଲିଉଡର ପାଓ୍ବାର କପଲ। ଦୁହିଁଙ୍କ ମଧ୍ୟରେ ପ୍ରେମ ବେମିସାଲ। ମାଧୁରୀ୧୯୯୯ରେ ଡ. ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଦୁଇଟି ପୁଅ…

ଆଲିଆଙ୍କ ନୂଆ ନାଁ ଦେଲେ ଫଟୋଗ୍ରାଫର

ମୁମ୍ବାଇ: ବଲିଉଡ୍‌ ସୁନ୍ଦରୀ ଆଲିଆ ଭଟ୍ଟ ବୁଧବାର ଜି.କ୍ୟୁ ମେନ୍‌ ଅଫ୍‌ ଦ ଇୟର ୨୦୨୩ ରେଡ୍‌ କାର୍ପେଟ ଇଭେଣ୍ଟରେ ପହଞ୍ଚିଥିଲେ। ଏହି ସମୟରେ ଆଲିଆ ଖୁବ୍‌ ସୁନ୍ଦର ଦିଶୁଥିଲେ। ତାଙ୍କର ଏହି ଲୁକ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?